• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Sundargarh ADM
ଚାକିରୀ କାଳ ଭିତରେ ପ୍ରାୟ ୧୦ କୋଟି କଳାଧନ

ଭିଜିଲାନ୍ସ ଜାଲରେ ରାଜ୍ୟ ସରକାରଙ୍କ ଆଉ ଜଣେ କୁବେର ବାବୁ। ଭିଜିଲାନ୍ସ ସୁନ୍ଦରଗଡ଼ ADM ବିଶ୍ୱଜିତ୍‌ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି।

IPL Auction 2022
ଇଶାନଙ୍କ ଦର ୧୫ କୋଟି ୨୫ ଲକ୍ଷ

ଆଇପିଏଲ୍ ମେଗା ଅକ୍ସନରେ ମେଗା ପ୍ରାଇସ୍ ବାଜି ମାରିନେଲେ ଓ୍ୱିକେଟ୍ କିପର୍ - ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍ । ଈଶାନ୍ ଓ ଚହରଙ୍କ ବ୍ୟତୀତ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି ଆଉ କିଛି ପ୍ରମୁଖ ଖେଳାଳି ।

Sarpanch Candidates Test
ପଞ୍ଚାୟତ ନିର୍ବାଚନରେ ନୂଆ ଟ୍ରେଣ୍ତ: ପରୀକ୍ଷା ଦିଅ, ପ୍ରାର୍ଥୀ ହୁଅ

ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ଏମିତି ତିର୍ଯ୍ୟକ ଆଉ ସିଧାସଳଖ ପ୍ରଶ୍ନ ମୁହଁରେ ନୁହେଁ, ପରୀକ୍ଷା ଖାତାରେ ପଚାରିଛନ୍ତି ଭୋଟର ।

IPL Auction 2022
ଆଇପିଏଲ୍ ମେଗା ଅକ୍ସନର ପ୍ରଥମ ଦିନରେ ହିଁ ଟ୍ୱିଷ୍ଟ: ଇଶାନ୍ ସବୁଠୁ ଦାମୀ ଖେଳାଳୀ

ଆଇପିଏଲ୍ ମେଗା ଅକ୍ସନରେ ମେଗା ପ୍ରାଇସ୍ ବାଜି ମାରିନେଲେ ଓ୍ୱିକେଟ୍ କିପର୍ - ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍ । ଈଶାନ୍ ଓ ଚହରଙ୍କ ବ୍ୟତୀତ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି ଆଉ କିଛି ପ୍ରମୁଖ ଖେଳାଳି ।

IPL Auction 2022
ଆଇପିଏଲ୍ ମେଗା ଅକ୍ସନରେ ଭାରତୀୟଙ୍କ ଜଲୱା; ଇଶାନ୍‌ଙ୍କ ଉପରେ ୧୫.୨୫ କୋଟି ବର୍ଷା କଲା ମୁମ୍ବାଇ ଇଣ୍ତିଆନ୍ସ

ଅକ୍ସନ ଆରମ୍ଭରୁ ହିଁ ଇଶାନ୍ କିଶନ୍‌ଙ୍କ ନିଲାମି ଉପରେ ସବୁ ଟିମ୍‌ର କଡା ନଜର ରହିଥିଲା । ପୂର୍ବରୁ ଶ୍ରେୟସ୍ ଅୟରଙ୍କ ଉପରେ କେକେଆର୍ ଟଙ୍କା ବର୍ଷା କରିଥିବା ବେଳେ ଏବେ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟ ଇଶାନ୍‌ଙ୍କ ଉପରେ ୭ ଗୁଣା ଅଧିକ ଟଙ୍କା ଦେଇଥିବାର ଦେଖିବାକୁ ମିଳିଛି...

IPL Auction 2022
ନିଲାମ ଡାକୁଥିବା ବେଳେ ମଞ୍ଚରୁ ତଳେ ପଡିଗଲେ ଅକ୍ସନିର୍

ଅକ୍ସନରେ ଶ୍ରୀଲଙ୍କାନ୍ ସ୍ପିନର ଅଲରାଉଣ୍ତର ୱାନିନ୍ଦୁ ହରସଙ୍ଗାକୁ ନିଲାମ ଡକା ଚାଲିଥିବା ବେଳେ ଅଘଟଣ ଘଟିଥିଲା । ହସରଙ୍ଗାଙ୍କୁ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିଲାମି ଚାଲିଥିବା ବେଳେ ହ୍ୟୁଜ୍ ହଠାତ୍ ଅଚେତ୍ ହୋଇ ପଡିଯାଇଥିଲେ ।

Maoist Posters Urge People To Boycott Panchayat Polls In Kandhamal, Kalahandi
ସ୍କୁଲ୍‌ରେ ଲାଗିଲା ମାଓ ବ୍ୟାନର; ଭୋଟ୍‌ ବର୍ଜନ ପାଇଁ ଆହ୍ୱାନ୍‌

କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଧିନ ରଢ଼ିଗୁମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଲାଗିଛି ମାଓ ବ୍ୟାନର । ସିପିଆଇ ମାଓବାଦୀ ବାଘୁନା ଡିଭିଜନାଲ କମିଟି ପକ୍ଷରୁ ଏହି ବ୍ୟାନର ଲାଗିବା ସହ ଭୋଟ ବର୍ଜନ କରିବାକୁ ଆହ୍ୱାନ ଦିଆଯାଇଛି । ମାଓ ବ୍ୟାନର ଦେଖି ଲୋକଙ୍କ ମଧ୍ୟରେ...

President’s Puri Visit । Dist Admin Review Preps, 40 Platoons Of Police Force To Be Deployed
ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଷ୍ଟ୍ରପତିଙ୍କ ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ କରାଯାଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ କିପରି ଶୃଙ୍ଖଳିତ କରାଯିବ ସେନେଇ ସମସ୍ତ ଅଦିକାରୀଙ୍କ ସହ ଆଲୋଚନା...

News Fuse- Odisha Panchayat Polls | Candidates Adopt Different Approach For Campaigning
News Fuse- Odisha Panchayat Polls | Candidates Adopt Different Approach For Campaigning

News Fuse- Odisha Panchayat Polls | Candidates Adopt Different Approach For Campaigning OdishaTV is Odisha\'s no 1 News Channel. OTV being the first private

News Fuse 11 February 2022
News Fuse 11 February 2022

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Two lives were lost in a road accident
ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ, ଡ୍ରାଇଭର ଗୁରୁତର

ସଡ଼କ ଦୁର୍ଘଟଣାରେ ୨ ମୃତ । ବାଲେଶ୍ୱର ଖନ୍ତାପଡ଼ା ଥାନା ଦାଣ୍ଡକାଳି ମନ୍ଦିର ନିକଟରେ ହୋଇଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଆମ୍ପୁଲାନ୍ସ ସହ ଟ୍ରେଲର ଧକ୍କା ଫଳରେ ଦୁର୍ଘଟଣା ହୋଇଥିବା ଜଣାପଡିଛି ।

Where All Stars Have Gone! Check
ଆଗକୁ ଆଉ ଆକାଶରେ ଦେଖାଯିବନି ତାରା, ଜାଣନ୍ତୁ କାହିଁକି ଓ କେବେଠୁ?

ବୈଜ୍ଞାନିକଙ୍କ ବଡ଼ ଖୁଲାସା। ଆଗାମୀ ଦିନରେ ଆକାଶରେ ଆଉ ଦେଖାଯିବନି ତାରା...କେବଳ ଏହି କାରଣକୁ କରାଯାଇଛି ଦାୟୀ। ଜାଣନ୍ତୁ କେବେଠୁ ଓ କାହିଁକି ଏମିତି ଘଟଣା ଘଟିବା ନେଇ ଆଶଙ୍କା କଲେ ଗବେଷକ

Varsha Priyadarshini Files Defamation Complaint Against Hubby Anubhav’s Friend Jagrati Shukla
ବର୍ଷା ଅନୁଭବ କଳିରେ ସାମ୍ନାକୁ ଆସିଲେ ଥାର୍ଡ ପର୍ସନ, କିଏ ଦିଲ୍ଲୀର ଏହି ଯୁବତୀ?

ହିନ୍ଦିରେ ଫିଲ୍ମଟିଏ ଅଛି। ଯାହାର ନାଁ- ପତି ପତ୍ନୀ ଔର୍ ୱ। ଏବେ ଓଡ଼ିଶାର ଦୁଇଜଣ ଚର୍ଚ୍ଚିତ ଅଭିନେତା ଅଭିନେତ୍ରୀଙ୍କ ବାସ୍ତବ ଜୀବନରେ ମଧ୍ୟ ଏହା ଦେଖିବାକୁ ମିଳିଛି। ବିଜେଡିର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ କଳିରେ ଜଣେ...

Odisha Panchayat Polls- Cobbler In Kakatpur Contesting Elections As Sarpanch Candidate
ପେଟ ପାଇଁ କଲି ଜୋତା ପଲିସ୍, ନ୍ୟାୟ ପାଇଁ କରିବି ପଲିଟିକ୍ସ

ଜୋତା ପଲିସ୍ କଲେ କାର୍ତ୍ତିକ ରାଓଙ୍କର ପରିବାର ଚଳେ। ସେ ଭୂମିହୀନ, ବାସ ହୀନ, ଅର୍ଥହୀନ। ସରକାରଙ୍କ ପାଖକୁ ଦୌଡ଼ି ଦୌଡ଼ି ସେ ନୟାନ୍ତ ହୋଇଛନ୍ତି। ବହୁବାର ପ୍ରତାରଣାର ଶିକାର ହୋଇଛନ୍ତି। ଖାସ୍ ସେଇ ରାଗରେ ନିର୍ବାଚନ ଲଢ଼ୁଛନ୍ତି କାର୍ତ୍ତିକ ରାଓ।

News Fuse- Odisha Panchayat Polls । Candidates Adopt Different Approach For Campaigning
ନିର୍ବାଚନ ପାଇଁ ବାଡ଼ି ପଟେ ପ୍ରବେଶ କଲେ ନେତା, କିନ୍ତୁ ପୁସିଂ କାର୍ଡ଼ ଧରିବାକୁ ନାରାଜ ଭୋଟର

ନିର୍ବାଚନ ପାଇଁ ବାଡ଼ି ପଟ କାଦୁଅ ନାଳ ପାର ହୋଇ ଉଭା ହେଲେ ନେତା। ହେଲେ ଭୋଟର କହୁଛନ୍ତି ମୋ ହାତରେ କାଦୁଅ ଲାଗିଛି, ତୁମ ପୁସିଂ କାର୍ଡ଼ ନେବିନି...ମାରିଦେଲୁରେ ନାରଣ, ଏ ତ କାର୍ଡ ନେଉନାହାନ୍ତି ଭୋଟ ଦେବେ ତ?

Khola Katha With Union Minister Bishweswar Tudu
ମୋ ଇଚ୍ଛା ଅନୁସାରେ କାମ ନହେଲେ ମତେ କଷ୍ଟ ଲାଗେ, ଲୋକେ ତାହାକୁ “ଗୁସା” କହୁଛନ୍ତି...

କାମ କରିବାର ଧାରା ଭୁଲ ଥିଲେ ରାଗ ଲାଗିବ। ରାଗିକି କଣ କେତେବେଳେ କହିଦେଇଥିବି କିନ୍ତୁ ମାଡ଼ କଥା ପୂରା ମିଛ। ୩୨ ବର୍ଷ ଚାକିରି ସମୟରେ ଲିମିଟ୍‌ କ୍ରସ କରିନି ବୋଲି ଖୋଲାକଥା କହିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

Jojona Ra Na Hariloot- Massive Fund Embezzlement Alleged In Road Construction Works In Cuttack
୧୩ କିମି ରାସ୍ତାକୁ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା, ହେଲେ ୭ ଦିନ ହୋଇନି ଗୋଡ଼ି ଉଠିଗଲାଣି...

ଏମାନେ ସବୁ ଖାଇଦେବେ....ମାତ୍ର ୧୩ କିମି ରାସ୍ତା ପାଇଁ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା। ହେଲେ ସାତ ଦିନ ହୋଇନି ରାସ୍ତାରୁ ଉଠିଗଲାଣି ଗୋଡ଼ି, ଦେଖନ୍ତୁ କେତେ ଭଲ ତିଆରି ହୋଇଛି ପିଚୁ ରାସ୍ତା

Cyber Crime- Stay Safe From Fraudsters, Know What Experts Suggest
ମୋବାଇଲ ଡିସ୍‌ ପ୍ଲେ ସଜାଡ଼ିବାକୁ ଦେଇଥିଲେ, ବ୍ୟାଙ୍କ ଆକାଉଣ୍ଟରୁ ଉଡ଼ିଗଲା ଟଙ୍କା...

ମୋବାଇଲ ସଜାଡ଼ିବାକୁ ଦୋକାନୀକୁ ଦେଇଥିଲେ ମୋବାଇଲ କିନ୍ତୁ ବ୍ୟାଙ୍କ ଆକାଉଣ୍ଟରୁ ଉଡ଼ିଗଲା ଅପରେସନ୍‌ ପାଇଁ ରଖିଥିବା ଟଙ୍କା, ଦେଖନ୍ତୁ କେମିତି ଏହା ସମ୍ଭବ ହେଲା?

Apana Eka Nuhanty- Sonepur Man Seeks Govt Aid For Prosthetic Leg
ଜୀବନରେ ଝଡ଼ ଆଣିଦେଲା ଦୁର୍ଘଟଣା: ଗୋଡ଼ ତ ଗଲା, ପରିବାର ଭୋକରେ ରହିଲା

ଯିଏ ଦିନେ ପରିବାର ଚଳାଉଥିଲେ, ସେ ନିଜେ ଚଳିବା କଷ୍ଟକର ହୋଇପଡ଼ିଛି। ଦୁର୍ଘଟଣାରେ ଗୋଡ ହରାଇ ଖଟିଆ ଉପରେ ପଡ଼ି ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛନ୍ତି ଚାଣ୍ଡାଳ...ସହାୟତା ମିଳିଲେ ଲାଗିପାରନ୍ତି କୁତ୍ରିମ ଗୋଡ଼

Adha Lekha Gappa- Tarang\'s Upcoming Movie To Release On Valentine\'s Day
ପ୍ରେମ ତ ହୋଇଛି ହେଲେ କହିବେ କେମିତି?

ପ୍ରଥମ ଦେଖାରୁ ତ ପ୍ରେମ ହୋଇଗଲା। କିନ୍ତୁ କେହି କାହାକୁ କହିପାରୁନାହାନ୍ତି...କଲେଜ୍‌ ଗେଟ୍‌ରେ ଆଇସକ୍ରିମ୍‌ ଖିଆ ପୁଣି ଲାଇବ୍ରେରି ଝରକାରେ ଲୁଚି ଲୁଚି ଦେଖା, ସବୁ ମନେ ପଡ଼ୁଛି ହେଲେ...