ରସିକିଆ ସ୍ବାମୀର ଭାଣ୍ଡାଫୋଡ୍ I ୭ ରାଜ୍ୟରେ ୧୪ ସ୍ତ୍ରୀ I ମାଟ୍ରିମୋନି ସାଇଟ୍ରେ ମିଛ ଡାକ୍ତର ପ୍ରୋଫାଇଲ୍ I ସଂଭ୍ରାନ୍ତ ମହିଳାଙ୍କୁ କରୁଥିଲା ଟାର୍ଗେଟ୍ I ପତ୍ନୀଙ୍କୁ ଧୋକା ଦେଇ ଟଙ୍କା ହଡପ୍ ଅଭିଯୋଗ I କମିଶନରେଟ୍ ପୋଲିସର ତନାଘନା
Published: Otv Khabar Bureau
Last updated: 14 February 2022, 10:57 PM IST
୨୦୧୯ ଆଜି ପରି ସେଦିନ ବି ଥିଲା ଫେବ୍ରୁଆରି ୧୪। ପ୍ରାୟ ଅଢ଼େଇ ହଜାର ସିଆରପିଏଫ୍ ଯବାନ ଜମ୍ମୁରୁ ଯାଉଥିଲେ ଶ୍ରୀନଗର। ସମୟ ଅପରାହ୍ନ ପ୍ରାୟ ୩ଟା। ପୁଲଓ୍ୱାମା ଜିଲ୍ଲାର ଲେଥାପୁରା ନିକଟରେ ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ କରି ବର୍ବର ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ଘଟାଇଲା ଆତ୍ମଘାତୀ ବିସ୍ଫୋରଣ।