
ୟୁକ୍ରେନର ଫରଓ୍ୱାର୍ଡ ଅଞ୍ଚଳରେ ଗୋଳାବାରୁଦ ମାଡ଼ । ବିଦ୍ରୋହୀ ସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଛି । ଏହି ବିଦ୍ରୋହୀ ଗୋଷ୍ଠୀଙ୍କୁ ମସ୍କୋ ତରଫରୁ ସମର୍ଥନ ରହିଥିବା ସୂଚନା ମିଳିଛି । ଗୋଳାବାରୁଦ ମାଡ଼ରେ କିଛି ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି ।
ଏମ୍ଫିଲ୍, ପିଏଚ୍ଡି, ଡିଲିଟ୍ ଭଳି ଗବେଷଣା ସଂପର୍କିତ ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ । ଏହି ସବୁ ପାଠ୍ୟକ୍ରମ ପାଇଁ ଏକ ସମୟରେ ନାମଲେଖା ହେବ ।
ଇଂରେଜ ଶାସନ ସମୟରେ ‘କଳା ପାଣି’ ଦଣ୍ଡ ଚର୍ଚ୍ଚିତ ଥିଲା। ସେଠାକୁ ଯେଉଁ କଏଦୀ ଭାବେ ଯାଏ, ସେ ଆଉ ଫେରେ ନାହିଁ। ସେଠାକାର ସେଲ୍ୟୁଲର ଜେଲ ଆଜି ବି କହୁଛି ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ। ବର୍ତ୍ତମାନ ଏହା ରାଷ୍ଟ୍ରୀୟ ସ୍ମାରକରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ସେଠାରେ ଥିଲା...
ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୧୮ ତାରିଖ,ଶୁକ୍ରବାର,କୁମ୍ଭ ୬ ଦିନ, ଫାଲଗୁନ ମାସ, କୃଷ୍ଣ ପକ୍ଷ, ଦ୍ୱିତୀୟା ତିଥି, ପୂର୍ବାଫାଲଗୁନ ନକ୍ଷତ୍ର ସିଂହ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଇଂରେଜ ଶାସନ ସମୟରେ ‘କଳା ପାଣି’ ଦଣ୍ଡ ଚର୍ଚ୍ଚିତ ଥିଲା। ସେଠାକୁ ଯେଉଁ କଏଦୀ ଭାବେ ଯାଏ, ସେ ଆଉ ଫେରେ ନାହିଁ। ସେଠାକାର ସେଲ୍ୟୁଲର ଜେଲ ଆଜି ବି କହୁଛି ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ। ବର୍ତ୍ତମାନ ଏହା ରାଷ୍ଟ୍ରୀୟ ସ୍ମାରକରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ସେଠାରେ ଥିଲା...
ଇଏ ଏମିତି ଜଣେ ରାଣୀ ମହୁମାଛି। ଯିଏ ପ୍ରଧାନମନ୍ତ୍ରୀଙ୍କ ପ୍ରେମରେ ପଡ଼ିଥିଲେ। ବାସଭବନରେ ସାକ୍ଷାତ କରୁଥିବା ସମୟରେ PMଙ୍କୁ କରିଥିଲେ ପ୍ରେମ ନିବେଦନ...
ଏମାନେ ରିଏଲ ଲାଇଫ୍ରେ ପୁରୁଷ କିନ୍ତୁ ରିଲ୍ରେ କିନ୍ନର। ନିଜର ଜବରଦସ୍ତ ଆକ୍ଟିଂରେ କିଣି ନେଇଛନ୍ତି ଦର୍ଶକଙ୍କ ମନ... ଟିଭିର ତାଳିମାଡ଼ଠାରୁ ସିନେମା ହଲରେ ହେଉଥିଲା ଅଧିକ ତାଳିମାଡ଼... ଦେଖନ୍ତୁ, କେଉଁମାନେ କିନ୍ନର ଆକ୍ଟିଂରେ ଦେଖାଇଛନ୍ତି ନିଜର ଜଲଓ୍ୱା...
ବୟସ ଦେଖେନି ପ୍ରେମ। ବୁଢା ବୟସରେ ବି କମିନି ପ୍ରେମ... ବୁଢୀ ମାଉସୀକୁ ନଦେଖି କହିଲେ ସେ କୁଆଡ଼େ ଗଲା? ତା’କୁ କାହିଁକି ଆଣିଲନି... ମୁଁ ରାତିରେ ଏକା କେମିତି ରହିବି? ଦେଖନ୍ତୁ, ଆଉ କ’ଣ କହୁଛନ୍ତି ମଉସା...
ଗାଁ ମଶାଣୀକୁ ପାର୍କ କରିବାକୁ କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା। ଖାଲି ଶ୍ମଶାନ ନୁହେଁ, ସ୍କୁଲ ନାଁରେ ବି ଖାଇ ଦେଇଛନ୍ତି ଟଙ୍କା... ଯେତେ ଖୋଳିଲେ ସେତେ ବାହାରୁଛି ଦୁର୍ନୀତିର ଚେର…
Airtel ରୁ BSNL କରିବାକୁ ଯାଇଥିଲେ ଦୋକାନ। OTP ଦିଅନ୍ତୁ ବୋଲି କମ୍ପାନୀରୁ ଆସିଲା ଫୋନ କଲ। ନମ୍ବର ପୋର୍ଟାବିଲିଟି ହେବ କ’ଣ? ଆକାଉଣ୍ଟରୁ କଟିଚାଲିଲା ଲକ୍ଷାଧିକ ଟଙ୍କା...
ଚାଳ ନାହିଁ କି ଛପର ନାହିଁ। ଦିନରେ ସୂର୍ଯ୍ୟ ତ ରାତିରେ ଦିଶୁଛି ଚନ୍ଦ୍ର...ନୂଆଁଣିଆ ଭଙ୍ଗା ଚାଳଘରେ ବିତୁଛି ଜୀବନ। ଛପର କରିବାକୁ ଟଙ୍କା ନାହିଁ...ରୋଷେଇ କରୁ କରୁ ଅଧାବେଳେ କୁକୁର ନେଉଛି ଟାଣି। ପ୍ରଶାସନ ପାଖକୁ ଦଉଡ଼ି ଦଉଡ଼ି ଘର ଖଣ୍ଡିଏ ବି ମିଳିଲାନି…
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଡାକ୍ତରଙ୍କ ଘରେ ଗଦା ଗଦା ଟଙ୍କା । ଅତିରିକ୍ତ ଏଏସପିଙ୍କ ଅମାପ ସମ୍ପତ୍ତି । ଏଡିଏମଙ୍କର ଅଜସ୍ର ଉପାର୍ଜନ, ଆଉ ବିଦ୍ୟୁତ ବିଭାଗ ନୀରିକ୍ଷକଙ୍କ ବେହିସାବ ରୋଜଗାର । ଗଲା କିଛି ଦିନ ଭିତରେ ଭିଜିଲାନ୍ସ ଜାଲର ଫସିଥିବା ଏସବୁ ବଡ଼ ବଡ଼ ବାବୁଙ୍କର ସମ୍ପତ୍ତି ଦେଖି ତାଜୁବ...
ବୁଥ କ୍ୟାପଚରିଂ, ରିଗିଂ, ଟଙ୍କା ବଣ୍ଟା ଓ ହିଂସାକାଣ୍ଡ। ପଞ୍ଚାୟତ ନିର୍ବାଚନ ଆରମ୍ଭରୁ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି। ଯାହାକି ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ଉପରେ ପ୍ରଶ୍ନ ଉଠାଇଛି । ଏସବୁ ଭିତରେ ଆସନ୍ତାକାଲି ପଡ଼ିବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍। କେମିତି ଶାନ୍ତି ଶୃଙ୍ଖଳାର ସହ...
ଘର କିଣି ବିଲ୍ଡର-ବ୍ୟାଙ୍କ ବିବାଦରେ ଫସିଛନ୍ତି କି? ଆଉ ଟେନ୍ସନ୍ ନିଅନ୍ତୁ ନାହିଁ । କାରଣ ବ୍ୟାଙ୍କ-ବିଲ୍ଡର ବିବାଦରେ ବାସଗୃହ କ୍ରେତାଙ୍କୁ ମିଳିବ ପ୍ରାଥମିକତା। ରେରା ନିଷ୍ପତ୍ତି ହେବ ସର୍ବୋପରି। ଏମିତି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏହାପରେ ଘର କିଣିବାକୁ ଆଗ୍ରହୀ କ୍ରେତାଙ୍କ ମଧ୍ୟରେ ଖେଳିଛି ଖୁସିର...
କାଲି ସେକେଣ୍ଡ ଫେଜ୍ ଭୋଟ୍ । ସାଜ ସରଞ୍ଜାମ ଧରି ବୁଥ୍ ପହଞ୍ଚିଲେଣି ପୋଲିଂ ପାର୍ଟି । ଏଣେ ପଞ୍ଚାୟତ ପରୀକ୍ଷା ଦେବାକୁ ପ୍ରାର୍ଥୀ ତୟାର ତ ପ୍ରତିନିଧି ବାଛିବାକୁ ବି ଉତ୍କଣ୍ଠାରେ ଭୋଟର ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ଏହି ପର୍ଯ୍ୟାୟରେ ୬୮ ବ୍ଲକ୍ର ୧୮୬ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ । ୧୫୧୪ ପଞ୍ଚାୟତରେ ପଡ଼ିବ ଭୋଟ୍ ।
ଯେଉଁ ଅଞ୍ଚଳରେ ଏହି ବିରାଟକାୟ ଦନ୍ତା ଚଳପ୍ରଚଳ କରୁଛି, ସେହି ଇଲାକାରେ ଜୀବନକୁ ପାଣି ଛଡ଼ାଇ ଡ୍ୟୁଟି କରୁଛନ୍ତି ଏହି ବନକର୍ମଚାରୀ । ଯିଏ ଏବେ ବେସ୍ ଚର୍ଚ୍ଚାରେ ରହିଛନ୍ତି ।
ଏବେ ଦେଖିବା ବନବିଭାଗର ଜଣେ ବାହାଦୂର ଫରେଷ୍ଟ ଗାର୍ଡଙ୍କ ଚମତ୍କାର କାହାଣୀ । ହାତୀ-ମଣିଷର ଲଢ଼େଇକୁ ନେଇ ଜାରି ରହିଥିବା ଦ୍ୱନ୍ଦ୍ୱ ଭିତରେ ନିନ୍ଦିତ ହେଉଥିବା ବନ ବିଭାଗର ସେ ଜଣେ ଦୁଃସାହସିକ କର୍ମଚାରୀ, ଯିଏ ଦନ୍ତାହାତୀକୁ ନିର୍ଭୟରେ ସାମ୍ନା କରନ୍ତି ।
ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ନେତା ମନମୋହନ ସିଂହ ଗୁରୁବାର ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି।