• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 15 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ଭିଜିଲାନ୍ସ ଜାଲରେ ପୁଣି ବଡ ମାଛ: ପୋଲିସ ବାବୁଙ୍କ ମାଳ ମାଳ ସୌଖିନ ଗାଡି ସାଙ୍ଗକୁ ବିରାଟ ବ୍ୟବସାୟିକ ସାମ୍ରାଜ୍ୟ

କଥାରେ ଅଛି, ମାଛ ଖାଇବ ଇଲିସି, ଚାକିରି କରିବ ପୋଲିସି । ଏକଥା କାହା ପାଇଁ ପ୍ରଯୁଜ୍ୟ ହେଉ କି ନହେଉ, ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ କ୍ଷେତ୍ରରେ ଅଧିକ ପ୍ରଯୁଜ୍ୟ ବୋଲି ଧରିନିଆଯାଇପାରେ । ତାଙ୍କ କୋଠାବାଡ଼ି, ମାଳ ମାଳ ସୌଖିନ୍ ଗାଡ଼ି, ଲକ୍ଷ ଲକ୍ଷ ଟଙ୍କାର ସଂପତ୍ତି ଦେଖିଲେ ଆଖି ରହିଯିବ। More
  • Otv Khabar Bureau
  • 2 years ago

କୋଟିଆରେ ଆନ୍ଧ୍ର ପ୍ରୀତି ପାଲଟିଛି ପ୍ରମୁଖ ମୁଦ୍ଦା; ଏଣେ ଭୋଟ୍‌ରଙ୍କୁ ମନାଇବାକୁ ଲାଗିପଡିଛନ୍ତି ପ୍ରାର୍ଥୀ

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଭିତରେ କୋଟିଆରେ ସରଗରମ ନିର୍ବାଚନୀ ପାଣିପାଗ । କୋଟିଆ କନ୍ଧ ସାହି ହେଉ କି ବଜାର ଘାଟ, ସବୁଠି କାନ୍ଥବାଡ଼ରେ ପ୍ରାର୍ଥୀଙ୍କ ପୋଷ୍ଟର । ଗତବର୍ଷ ଫେବୃଆରୀରେ ଆନ୍ଧ୍ର, କୋଟିଆ ପଞ୍ଚାୟତକୁ ତିନି ଭାଗରେ ବିଭକ୍ତ କରି ପଞ୍ଚାୟତ ନିର୍ବାଚନ କରାଇଥିଲା । ଏଥର ତେଣୁ ଆନ୍ଧ୍ରକୁ ଚେକ୍ ଦେବାକୁ ସବୁ ଦଳ ଅଣ୍ଟା ଭିଡ଼ିଥିଲେ । More
  • Otv Khabar Bureau
  • 2 years ago

ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ମାଓ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା

ରାତି ପାହିଲେ ପଡ଼ିବ ପଞ୍ଚାୟତ ଭୋଟ୍ । ତେଣୁ ପୋଲିଂ ବୁଥ୍‌କୁ ଆରମ୍ଭ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପର୍ଯ୍ୟନ୍ତ ସବୁଠି ଚୂଡାନ୍ତ ହୋଇଛି ପ୍ରସ୍ତୁତି । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଭୋଟ୍‌ ଗ୍ରହଣ ହେବ । More
  • Pramod Behera
  • 2 years ago

ମୋଡ ନେଇଛି ଇଂଜିନିୟରିଂ ଛାତ୍ର ନିଖୋଜ ମାମଲା

ମୋଡ ନେଲା ଇଂଜିନିୟରିଂ ଛାତ୍ର ନିଖୋଜ ମାମଲା। କୁଖାତ ଜାମତାରା ଗ୍ୟାଙ୍ଗ୍ ସହ ରାଜଧାନୀର ଇଂଜିନିୟରିଂ ଛାତ୍ରଙ୍କ ଲିଙ୍କ୍। ପୋଲିସ୍ ଉଠେଇ ନେଇଥିବା ୪ ଛାତ୍ରଙ୍କ ମଧ୍ୟରୁ ୨ ଜଣ କୁଖ୍ୟାତ ଜାମତାରା ଗ୍ୟାଙ୍ଗ୍ ଲିଙ୍କ୍‌ରେ ଥିବା ଜାଣିବାକୁ ପାଇଛି ସମ୍ବଲପୁର ପୋଲିସ୍। More
  • Pramod Behera
  • 2 years ago

ଗାଁ ମଝିରେ ଭୋଟ୍ ହିଂସା; ଆକ୍ରମଣରେ ୫ ଲହୁଲୁହାଣ

କାଲି ପଞ୍ଚାୟତ ନିର୍ବାଚନ। ଏଣେ ହୁ ହୁ ହୋଇ ବଢିଚାଲିଛି ରାଜନୈତିକ ହିଂସା। କେଉଁଠି ମାର୍‌ପିଟ୍ ହୋଇ କେହି ଲହୁଲୁହାଣ ହେଲେଣି ତ କେଉଁଠି କାହା ଘରେ ଲଗେଇ ଦିଆଯାଉଛି ନିଆଁ। ଏହାକୁ ନେଇ ପରସ୍ପରକୁ ଦୋଷ ଲଦିବାରେ ବ୍ୟସ୍ତ ତିନି ପ୍ରମୁଖ ରାଜନୈତିକ ଦଳ। More
  • Otv Khabar Bureau
  • 2 years ago

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ମାମଲା ରୁଜୁ

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ମାମଲା ରୁଜୁ। ସଦର ତହସିଲଦାରଙ୍କ ପକ୍ଷରୁ ଦାୟର ହେଲା ଏତଲା । ଏତଲା ଆଧାରରେ ମାମଲା ରୁଜୁ ହୋଇଛି । ସଦର ତହସିଲଦାରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏତଲା ହୋଇଥିଲା। କ୍ଷେତରାଜପୁର ଥାନା ଦୁର୍ଗାପାଲି ଅଞ୍ଚଳରେ ବସ୍ତି ଉଚ୍ଛେଦ ବେଳେ ଦୁର୍ବ୍ୟବହାର ହୋଇଥିବାର ସୂଚନା ମିଳିଛି ।

  • Otv Khabar Bureau
  • 2 years ago

ଇଂଜିନିୟରିଂ ଛାତ୍ର ନିଖୋଜ ମାମଲାରେ ଟ୍ୱିଷ୍ଟ: ଜମତରା ଗ୍ୟାଙ୍ଗ୍‌ ସହ ରହିଛି ଲିଙ୍କ୍ !

ଜମତରା ଗ୍ୟାଙ୍ଗର ସଦସ୍ୟଙ୍କୁ ଟ୍ରାକ୍‌ କରୁ କରୁ ୪ ଇଞ୍ଜିନିୟରିଂ ଛାତ୍ରଙ୍କୁ ଉଠାଇନେଲା ସମ୍ବଲପୁର ପୋଲିସ । ପୋଲିସ ସନ୍ଦେହ କରୁଛି, ଏହି ଇଂଜିନିୟରିଂ ଛାତ୍ରମାନେ ଜମତରା ଗ୍ୟାଙ୍ଗ ସହିତ ସଂପୃକ୍ତ ଥାଇପାରନ୍ତି । More

  • Otv Khabar Bureau
  • 2 years ago

ଆସନ୍ତାକାଲି ଭୋଟ୍, ହେଲେ ଆଜି ଆଖି ମୁଜିଦେଲେ ପ୍ରିଜାଇଡିଂ ଅଫିସର

ପଞ୍ଚାୟତ ନିର୍ବାଚନରେ ଯୋଗ ଦେବା ପୂର୍ବରୁ ଅଧିକାରୀଙ୍କ ମୃତ୍ୟୁ । ମୃତକ ହେଲେ ଅନୁଗୁଳ ଜିଲ୍ଲା ରଜାମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁଭେନ୍ଦୁ ନାୟକ । More

  • Rajalaxmi Sahoo
  • 2 years ago

ବାପରେ ବାପ ! ପୋଲିସ୍‌ ବାବୁଙ୍କ ପାଖରେ ଏତେ ଦାମୀ କାର୍‌, ବାଇକ୍‌; ସବୁ ଗାଡ଼ିର ନମ୍ବର- ୦୦୫

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ପାଖରୁ ମିଳିଛି କୋଟି କୋଟି ଟଙ୍କା ମୂଲ୍ୟର କାର୍ ଓ ବାଇକ୍। ୧ କୋଟି ୧୧ ଲକ୍ଷ ଟଙ୍କାର BMW X7 ସିରିଜ୍‌ର କାରକୁ ଭିଜିଲାନ୍ସ ଟିମ୍ ଠାବ କରିଛି।  More

  • Rajalaxmi Sahoo
  • 2 years ago

ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ଆଖିଖୋସା ସମ୍ପତ୍ତି; ଯୁଆଡ଼େ ଚାହିଁଲେ ବିଲ୍ଡିଂ, ବିଦେଶୀ କାର୍‌ ଓ ବାଇକ୍‌

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ପାଖରୁ ମିଳିଛି କୋଟି କୋଟି ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ଆଖିଖୋସା ସମ୍ପତ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତ୍ରିନାଥଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍‌ କରିଛି।  More

  • Rajalaxmi Sahoo
  • 2 years ago

ନିର୍ବାଚନର ଦିନକ ପୂର୍ବରୁ ଆଖି ବୁଜିଲେ ସରପଞ୍ଚ ପ୍ରାର୍ଥୀ, ସ୍ଥଗିତ ହେଲା ନିର୍ବାଚନ

ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ହେଲେ ତା’ପୂର୍ବରୁ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲାରୁ ଏହି ଦୁଃଖଦ ଖବର ଆସିଛି। More

  • Rajalaxmi Sahoo
  • 2 years ago

ଆଉ ୫ ସରକାରୀ ଅଧିକାରୀଙ୍କୁ ବିଦା କଲେ ଓଡ଼ିଶା ସରକାର

କିଛିଦିନ ପୂର୍ବେ ରାଜ୍ୟ ସରକାର ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ଏବେ ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। More

  • Rajalaxmi Sahoo
  • 2 years ago

ପଞ୍ଚାୟତ ନିର୍ବାଚନ: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ

ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ।  ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ପଯର୍ୟନ୍ତ ଭୋଟ୍‌ ଗ୍ରହଣ ହେବ। More

  • Prangyan Parimita
  • 2 years ago

ଆଜିଠୁ ଆରମ୍ଭ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

ସାଧାରଣ ଲୋକଙ୍କ ଦର୍ଶନକୁ ବାରଣ କରାଯାଇ କୋଭିଡ ଗାଇଡଲାଇନ ମଧ୍ୟରେ ଏଥର ମଧ୍ୟ ମାଘ ମେଳା ଅନୁଷ୍ଠିତ ହେଉଛି । କେବଳ ମହିମା ସାଧୁ,ସନ୍ଥଙ୍କ ଦ୍ଵାରା ପାଳନ କରାଯାଉଛି ମାଘ ମେଳା More

  • Rajalaxmi Sahoo
  • 2 years ago

ନିର୍ବାଚନ ପୂର୍ବରୁ ହିଂସା: ପ୍ରାର୍ଥୀଙ୍କ ମୁଣ୍ଡ ଫଟାଇଲେ, ଘରେ ନିଆଁ ଲଗାଇଲେ...

ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ହେଲେ ତା’ ପୂର୍ବରୁ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। More

  • Rajalaxmi Sahoo
  • 2 years ago

Daily Horoscope 15 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ମାସ ୧୫ ତାରିଖ, ମଙ୍ଗଳବାର, କୂମ୍ଭ ୩  ଦିନ, ମାଘମାସ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ  ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

  • Rajalaxmi Sahoo
  • 2 years ago

୨ ମାସ ପରେ ଅବସର ନେଇଥାନ୍ତେ ଅତିରିକ୍ତ SP, ହେଲେ ତା’ପୂର୍ବରୁ ମାଡ଼ି ବସିଲା ଭିଜିଲାନ୍ସ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍ କରିଛି। ୧୧ଟି ଯାଗାରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଥିବା ଜଣାପଡ଼ିଛି।  More

  • Prangyan Parimita
  • 2 years ago

ବାଜିରେ ଲାଗିଛି କି କେନ୍ଦ୍ରାପଡ଼ା ସାଂସଦଙ୍କ ରାଜନୈତିକ କ୍ୟାରିୟର ? ଅନୁଭବଙ୍କୁ ଛାଡ଼ି ବର୍ଷାଙ୍କ ଉପରେ ବିଜେଡିର ଭରସା

ବର୍ଷାଙ୍କୁ ବିଜେଡିରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ତାଙ୍କୁ ଉପକୂଳ ଜିଲ୍ଲାରେ କୌଣସି ଏକ ଆସନରୁ ବିଜେଡି ବିଧାନସଭା ଟିକେଟ ଦେଇପାରେ ବୋଲି ଆଲୋଚନା ହେଉଛି । ଏପଟେ ସ୍ୱାମୀ ଅନୁଭବ ଦଳରେ ଏକ ପ୍ରକାର କୋଣଠେସା ହୋଇ ଯାଇଛନ୍ତି କହିଲେ ଚଳେ । More

  • Chandan Shishu
  • 2 years ago

ଭୋଟ୍ ତାତି ଲଗାଇଲା ରାଜନୈତିକ ହିଂସାର ନିଆଁ

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ବଳଦା ଗାଁରେ ଗୋଷ୍ଠୀ ସଂଘର୍ଷର ଭୟଙ୍କର ପରିଣତି। More

  • Otv Khabar Bureau
  • 2 years ago

କେମିତି ଦେବେ ଭୋଟ୍; ସବୁ ଜିଲ୍ଲାରେ ପହଞ୍ଚିଲେ ପୋଲିଂ ପାର୍ଟି

ଦିନକ ପରେ ପ୍ରଥମ ପର୍ଯ୍ୟାୟ ପଂଚାୟତ ଭୋଟ୍ । ଏଥିପାଇଁ ବିଭିନ୍ନ ବ୍ଲକ୍ ହେଡ୍‌ କ୍ୱାର୍ଟରରୁ ବୁଥ୍ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି । ବାଲାଟ୍ ବକ୍ସ, ବାଲାଟ୍ ପେପର୍ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ମତଦାନ କେନ୍ଦ୍ରରେ ପହଞ୍ଚିବାରେ ଲାଗିଛନ୍ତି ଅଧିକାରୀ । More

  • Chandan Shishu
  • 2 years ago

ନାଟକର ଶେଷ ଗୀତ ପାଲଟିଲା ଜୀବନର ଶେଷ ଗୀତ

ତୁଳସୀ ଗଣନାଟ୍ୟର ନାଟକରେ ଗୀତ ଗାଉଥିଲେ ଯାତ୍ରା ପାର୍ଟିର ଗାୟକ More

  • Chandan Shishu
  • 2 years ago

ଲୋଭନୀୟ ସ୍କିମ୍‌ ଦେଖାଇ କୋଟିଆବାସୀଙ୍କୁ ବଶ କରୁଛି ଆନ୍ଧ୍ର

କଥା କେବଳ ଏଇଠି ସରୁନି, ତଳଗଂଜେଇପଦରର ଅନେକ ଗାଁରେ ଆନ୍ଧ୍ର ସରକାର ଘର ନମ୍ବରିଂ କରିବା ସହ ଫଳକ ବି ଲଗାଇଛନ୍ତି। More

  • Chandan Shishu
  • 2 years ago

ପୁଲଓ୍ୱାମା ସହିଦଙ୍କୁ ନରେନ୍ଦ୍ରଙ୍କ ନିଆରା ଶ୍ରଦ୍ଧାଞ୍ଜଳି : ଦୁଇ ଦିନ ପାଇଁ ମାଗଣା ଅଟୋ ସେବା

ଏହି ମହାନ କାମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।  More