• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Special Story | Why Prez Kovind’s Vehicle Doesn’t Have Number Plate
ପୁରୀରେ ଯିବା ଆସିବା କରୁଛନ୍ତି ମହାମହିମ... ରାଷ୍ଟ୍ରପତିଙ୍କ ଗାଡ଼ିର ନମ୍ବର ପ୍ଲେଟ୍ କେତେ ?

ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୨ ଦିନିଆ ଗ୍ରସ୍ତରେ ଆସି ଶ୍ରୀକ୍ଷେତ୍ର ପୁରୀ‌ରେ ସେ ଅଛନ୍ତି। ହେଲେ ରାଷ୍ଟ୍ରପତିଙ୍କ ଗାଡ଼ିରେ ନାହିଁ ନମ୍ବର ପ୍ଲେଟ୍‌ ! କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ବି ସତ। ଓଡିଶାରେ ଯିବା ଆସିବା ପାଇଁ ବ୍ୟବହାର କରୁଥିବା ଗାଡି କଥା ଆମେ କହୁନୁ।...

News Fuse | Brother Beats Sister’s BF On Road
ଭଉଣୀ ପ୍ରେମ କଲା ବୋଲି... ବିଚ୍‌ ରାସ୍ତାରେ ଭଉଣୀ ଓ ପ୍ରେମିକଙ୍କୁ ମୁଥା ମାରିଲା ଭାଇ

ଭଉଣୀ ପ୍ରେମ କଲା ବୋଲି...ରାସ୍ତା ଉପର, ବିଚ୍‌ ବଜାରରେ ଭଉଣୀ ଓ ପ୍ରେମିକଙ୍କୁ ମୁଥା ମାରିଲା ଭାଇ। ସ୍ଥାନକାଳ ପାତ୍ର କିଛି ଦେଖିଲାନି, ଭିଡ଼ିଓ ହେଉଛି ଭାଇରାଲ…

Miscreants allegedly loot ballot box at booth no 4 in Bachala Panchayat under Binjharpur block
ବୁଥ୍‌ରୁ ଭୋଟ୍‌ ବାକ୍ସ ଉଠାଇ ନେଲେ ଦୁର୍ବୃତ୍ତ; ବନ୍ଦ ହେଲା ମତଦାନ

ବୁଥ୍‌ରୁ ଭୋଟ୍‌ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ । ଯାଜପୁର ବିଞ୍ଝାରପୁର ବ୍ଲକ ବାଛଳ ପଞ୍ଚାୟତ ୪ ନମ୍ବର ବୁଥ୍‌ରୁ ୪ଜଣ ଦୁର୍ବୃତ୍ତ ଭୋଟ୍‌ ବାକ୍ସ ଉଠାଇ ନେଇଥିବା ଅଭିଯୋଗ ହୋଇଛି। 

Special Story | \'Gundaraj’ Of Police In Dhinkia – Locals Shed Blood, JSW Supporters Enjoy Scene
ଗୁଣ୍ଡା ପାଲଟିଛନ୍ତି JSW ସମର୍ଥକ ଓ ପୋଲିସ୍, କମ୍ପାନୀ ବିରୋଧୀଙ୍କୁ ଧମକାଉଛନ୍ତି, ମୁହଁ ଖୋଲିଲେ ବାନ୍ଧିବୁ

JSW କମ୍ପାନୀ ପାଇଁ ଢିଙ୍କିଆ ଗାଁ ଦାଣ୍ଡ ରକ୍ତରେ ଭିଜିଛି। କମ୍ପାନୀ ପାଇଁ ଗୁଣ୍ଡା ପାଲଟିଛନ୍ତି ଏହାର ସମର୍ଥକ ଆଉ ଜିଲ୍ଲା ପୋଲିସ୍। ହାଇକୋର୍ଟ କମିଟି ଆଗରେ, କମ୍ପାନୀ ବିରୋଧରେ କହିବାକୁ ଆସୁଥିବା ଲୋକଙ୍କୁ, କମିଟି ଆଗରେ ହିଁ ସମର୍ଥକମାନେ ପିଟି ରକ୍ତାକ୍ତ କରିଦେଲେ। ଗୁଣ୍ଡାଙ୍କ ଭୟରେ ଲୋକମାନେ...

watch Ashara Alok episode
ସବୁ ପୁଅମାନେ ନିଶ୍ଚୟ ଦେଖନ୍ତୁ, ଲୁହରେ ଭରିଗଲା ବାପା-ମାଆଙ୍କ ଆଖି

ଯାହାର ଆକଟ ଆମକୁ ଶିଖାଇଛି ନୀତି ଆଦର୍ଶ। ଯାହାର ସ୍ନେହ ପାଇ ଆମେ ଆଜି ଅନ୍ୟକୁ ଦେଇ ପାରୁଛୁ ସ୍ନେହ। ସେହି ବାପା-ମାଆଙ୍କ ଆଖିରେ ଲୁହ ଦେବା ଠିକ ନୁହେଁ। କାରଣ ଦିନେ ସେହି ଲୁହ ଆପଣଙ୍କ ପାଇଁ ପାଲଟି ଯାଇପାରେ ଅଭିଶାପ...

Director Of UN WFP Meets CM Naveen Patnaik
ଶିଶୁଙ୍କ ଅପପୃଷ୍ଟି ରୋକିବା ଦିଗରେ ଓଡ଼ିଶା ସରକାରଙ୍କୁ ପ୍ରଶଂସା

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ୟୁନାଇଟେଡ ନେସନ ୱାର୍ଲଡ଼ ଫୁଡ କାର୍ଯ୍ୟକ୍ରମର କଣ୍ଟ୍ରି ଡାଇରେକ୍ଟର ବିଶ୍ୱ ପାରାଜୁଲି । ରାଜ୍ୟରେ ଖାଦ୍ୟକୁ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି ।

Polling 59 In UP For Third Phase Begins, Punjab To Undergo Single Phase
ପଞ୍ଜାବ ଓ ୟୁପିରେ ଚାଲିଛି ମତଦାନ; ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ହେଭିୱେଟ୍‌ ନେତା

ସୀମାନ୍ତ ରାଜ୍ୟ ପଞ୍ଜାବରେ ଆଜି ନିର୍ବାଚନ। ସମସ୍ତ ୧୧୭ଟି ଆସନରେ ଭୋଟ୍ ନିଆଯାଉଛି । ସକାଳ ୮ଟାରୁ ବୁଥ୍‌ ଗୁଡ଼ିକରେ ଭୋଟ୍ ନିଆଯାଉଛି । ସେହିପରି, ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ। ତେଣୁ ବ୍ୟାଟେଲ୍ ୟୁପି ପାଇଁ ମଧ୍ୟ ଭୋଟିଂ ଚାଲଛି...

Daily Horoscope 20 Feb 2022
Daily Horoscope 20 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୨୦ ତାରିଖ, ରବିବାର, କୂମ୍ଭ ୮ ଦିନ, ମାଘମାସ, କୃଷ୍ଣପକ୍ଷ,ଚତୁର୍ଥୀ ତିଥି, ହସ୍ତା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 20 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

KHOLA KATHA EP 740| Exclusive Interview with Sr. Congress leader Ganeswar Behera
KHOLA KATHA EP 740| Exclusive Interview with Sr. Congress leader Ganeswar Behera

A unique chat show that probes our celebrities to face the facts and rumours about themselves and bring forth the truth for the audience. This show aims

Displaced people lose the right to vote
ମିଛ ପ୍ରତିଶ୍ରୁତି ଦେଇ ୧୧୪ ପରିବାରର ମତଦାନ ଅଧିକାର ଛଡାଇନେଲା ପ୍ରଶାସନ !

ବ୍ୟାଘ୍ର ବଂଶ ବୃଦ୍ଧି ନାଁ ଭିଟାମାଟି ଛାଡ଼ିଲେ। ହେଲେ ହରାଇଲେ ଭୋଟ୍‌ ଦାନ ଅଧିକାର। ଯେଉଁଥିପାଇଁ ବର୍ତ୍ତମାନ ଚାଲିଥିବା ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ପାରୁନାହାନ୍ତି ଖଡ଼ିଆ ସମ୍ପ୍ରଦାୟର ୧୧୪ ପରିବାର।

Third Phase Panchayat Election
କାଲି ଥାର୍ଡ ଫେଜ୍‌ ଭୋଟ୍‌ : ଭୋଟର ନିର୍ଣ୍ଣୟ କରିବେ ପ୍ରତିନିଧିଙ୍କ ଭାଗ୍ୟ

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍ । ବୁଥ୍‌ରେ ପହଞ୍ଚିଲେଣି ପୋଲିଂ ପାର୍ଟି । କାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ।

Power Tariff Hikes
ଗ୍ରୀଡକୋର ଋଣ ସୁଝିବେ ସାଧାରଣ ଉପଭୋକ୍ତା !

ଋଣ କଲା ଜଣେ, ସୁଝିବ ଆଉ ଜଣେ । ଆଉ ଏବେ ସବୁ ଆର୍ଥିକ ବୋଝ ଉପଭୋକ୍ତାଙ୍କ ଉପରେ ଲଦିବାକୁ ମସୁଧା, କାହିଁକି ନା ଆର୍ଥିକ ସଙ୍କଟରେ ଥିବା ଗ୍ରୀଡକୋର ବାକି ପଡିଛି ୭ ହଜାର ୭ ଶହ ୮୮ କୋଟି ଟଙ୍କା ।

Punjab Election 2022
କାଲିଠୁ ପଞ୍ଜାବରେ ମହାସଂଗ୍ରାମ: ମଇଦାନରେ ଲଢିବେ ୬୨୭ ପ୍ରାର୍ଥୀ

କଂଗ୍ରେସ ଛାଡ଼ି ନିଜର ସ୍ୱତନ୍ତ୍ର ଦଳ ଗଠନ କରିଥିବା କ୍ୟାପଟେନ ଅମରିନ୍ଦର ସିଂହଙ୍କ ସହିତ ମେଣ୍ଟ କରିଛି ବିଜେପି । ଆରପଟେ ଅଛନ୍ତି କଂଗ୍ରେସ ଓ ଆପ୍ । ରୋମାଞ୍ଚକ ହେବ ପଞ୍ଜାବ ନିର୍ବାଚନ ।

Rohit Sharma
ଟିମ୍‌ ଇଣ୍ତିଆ ଟେଷ୍ଟ ଟିମ୍‌ର ମଙ୍ଗ ଧରିବେ ରୋହିତ

ୱାନଡେ ଓ ଟିଟ୍ଵେଣ୍ଟି ପରେ ଏବେ ଟେଷ୍ଟରେ ମଧ୍ୟ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ଆଜି ବିସିସିଆଇ ପକ୍ଷରୁ ରୋହିତଙ୍କୁ ଆସନ୍ତା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।

Pujara and Rahane
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା: ବାଦ ପଡିଲେ ରାହାଣେ ଓ ପୂଜାରା

ତେବେ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଦଳରୁ ପୂଜାରା ଓ ରାହାଣେ ବାଦ ପଡିଥିବାର ସୂଚନା ମିଳିଛି । ଯଶପ୍ରୀତ ବୁମ୍ରାଙ୍କୁ ଉଭୟ ଟେଷ୍ଟ ଓ ଟି-୨୦ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଫିଟ୍ ଘୋଷିତ ହେବା ପରେ ଦଳକୁ ଫେରିଛନ୍ତି ।

Today is birthday of Chhatrapati Sivaji
ଆଜି ଛତ୍ରପତି ଶିବାଜୀଙ୍କ ଜୟନ୍ତୀ: ଜାଣନ୍ତୁ ତାଙ୍କ ବୀରତ୍ୱର କାହାଣୀ

ବୀର ହିନ୍ଦୁ ରାଜାଙ୍କ କଥା ପଡିଲେ ସେଥିରୁ ବାଦ ଯିବେନି ମହାରାଜ ଛତ୍ରପତି ଶିବାଜୀ। ତାଙ୍କ ବୀରତ୍ୱର କାହାଣୀ ଶୁଣିଲେ ଯେ କେହି ହିନ୍ଦୁର ରକ୍ତ ତେଜିୟାନ ହୋଇ ଉଠିବ। ମୋଗଲ ସାମ୍ରାଜ୍ୟକୁ ପତନ କରି ହିନ୍ଦୁଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ନେଇଥିଲେ...

Simon Nellist killed in shark attack at Little Bay, south of Sydney
ମାତ୍ର ୭ ଦିନ ପରେ ପଡ଼ିଥାନ୍ତା ହାତଗଣ୍ଠି, ହେଲେ ଉଠିଲା କୋକେଇ

ସମୁଦ୍ର ଭାଙ୍ଗିଦେଲା ସୁନାର ସ୍ୱପ୍ନ, ସାର୍କ ଆକ୍ରମଣରେ ପ୍ରାଣ ହରାଇଲେ ସ୍କୁବା ଡ୍ରାଇଭର। ସିଡ଼ନୀର ଘଟଣାକୁ ନେଇ ଏବେ ଭାରି ଚର୍ଚ୍ଚା। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ ନିତିଦିନି ପରି ୩୫ ବର୍ଷିୟ ସ୍କୁବା ଡ୍ରାଇଭର ସିମନ୍‌ ନେଲିଷ୍ଟ୍‌ ସମୁଦ୍ର ଭିତରକୁ ପହଁରିବା ପାଇଁ ଯାଇଥିଲେ। ଆଉ...

Know The Rape Cases That Shocked Odisha
ଏହି ସବୁ ଗଣଦୁଷ୍କର୍ମ ମାମଲା ରାଜ୍ୟ ଶାସନଗାଦିକୁ ହଲଚଲ କରିଦେଇଥିଲା

ଛବିରାଣୀଙ୍କଠୁ ଅଂଜନା...ବେବିନାଙ୍କଠୁ କୁନ୍ଦୁଲି ଏମାନେ ସମସ୍ତେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ନ୍ୟାୟ ଅପେକ୍ଷାରେ କିଏ ଆଖି ବୁଜିଛି ତ ଆଉ କିଏ ଏବେ ଅପେକ୍ଷା କରିଛି ନ୍ୟାୟ ପାଇବାକୁ। ନର ପିଶାଚଙ୍କ ସେହି ବର୍ବରକାଣ୍ଡ ପାଇଁ ଏମାନେ ସମସ୍ତେ ସାଙ୍ଘାତିକ କଷ୍ଟ ବି ଭୋଗିଛନ୍ତି।ତେବେ ରାଜ୍ୟର ଏହି ଗଣଦୁଷ୍କର୍ମ...

Employed Or Not, Husband's Duty To Maintain Wife, Support Financially, Rules Delhi Court
କୋର୍ଟଙ୍କ ବଡ଼ ରାୟ: ସ୍ୱାମୀର ରୋଜଗାର ନଥିଲେ ବି ସ୍ତ୍ରୀର ଭରଣପୋଷ କରିବାକୁ ସେ ବାଧ୍ୟ...

ସ୍ୱାମୀର କୌଣସି ରୋଜଗାର ନଥିଲେ ବି ସ୍ତ୍ରୀର ଭରଣ ପୋଷଣ ସହ ତାହାର ସମସ୍ତ ଦାୟିତ୍ୱ ନେବାକୁ ବାଧ୍ୟ। ପାଖରେ ଟଙ୍କା ନାହିଁ କହି ଦାୟିତ୍ୱ ନେଇପାରିବେ ନାହିଁ ବୋଲି କହିପାରିବେନି ସ୍ୱାମୀ। ଏମିତି ରାୟ ଶୁଣାଇଛନ୍ତି ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ।