• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 22 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ଆଳୁ ଖୋଳୁ ଖୋଳୁ ମହାଦେବ ! ଖୋଲୁଛି ନୂଆ ନୂଆ ଅପରାଧ ପେଡ଼ି

ଭଉଣୀ ଲୁଟୁଥିଲେ ନଣନ୍ଦ ପୁଟୁଳି ତ ସୁନା ଓ ଟଙ୍କାରେ ଭାଗ ବସାଉଥିଲେ ଭିଣୋଇ ସହ ୧୮ ପତ୍ନୀ ଭିତରୁ ଜଣେ ପତ୍ନୀ । ଏପରିକି ଡ୍ରାଇଭରର ସଂପୃକ୍ତି ବି ରହିଛି More
  • Otv Khabar Bureau
  • 2 years ago

ସାବଧାନ ! SMSରେ ପଠାଯିବ ୭,୦୦୦ ଟଙ୍କାର ଚାଲାଣ, ଲାଇସେନ୍ସ ବି ହେବ ବାତିଲ୍

ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ ସାବଧାନ! କାହିଁକି ନା ରାଜଧାନୀର ଛକ ଛକରେ ଜଗିଛି ଅତ୍ୟାଧୁନିକ ଡିଭାଇସ୍ । ଟ୍ରାଫିକ ଛକରେ ଖଞ୍ଜାଯାଇଛି ଅଟୋମେଟିକ ନମ୍ବର ପ୍ଲେଟ ରେକଗନିସନ ଏବଂ ଟ୍ରାଫିକ ଭାୟୋଲେସନ ଡିଟେକ୍ସନ ସିଷ୍ଟମ, ଯାହା ଆପଣଙ୍କ ଗାଡ଼ିର ବେଗକୁ ମାପିବ । More
  • Satyendu Shekher Mishra
  • 2 years ago

ପଞ୍ଚାୟତ ନିର୍ବାଚନ: ବିବାଦ ବଢ଼ୁଛି, ହିଂସା ଥମୁନି ! ସିଲ୍‌ ଥାଇ ବି ଖୋଲିଯାଉଛି ଭୋଟ ବାକ୍ସ

ଜଗତସିଂହପୁର ରାହାମାର ପୋଲିଂ କର୍ମଚାରୀଙ୍କୁ ମାଡ଼, ବିଡିଓଙ୍କୁ ଠେଲାପେଲା । ସୂଚନା ଅନୁସାରେ କୁଜଙ୍ଗ ପଣ୍ଡୁଆ ପଞ୍ଚାୟତର ୧୦ନଂ ବୁଥ୍‌ରେ ନିର୍ବାଚନ ପରେ ବାଲାଟ୍ ବକ୍ସ ଧରି ଫେରିଥିଲେ ପୋଲିଂ ପାର୍ଟି । More
  • Otv Khabar Bureau
  • 2 years ago

ଗଣତନ୍ତ୍ର ମହାପର୍ବର ଚତୁର୍ଥ ଅଧ୍ୟାୟ ଶେଷ: ଭୋଟ ବାକ୍ସରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ

ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ନିଜ ନିଜର ମନପସନ୍ଦ ପ୍ରାର୍ଥୀ ବାଛିଛନ୍ତି ଭୋଟର୍ । ଭୋଟ୍ ବାକ୍ସରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଗଣତନ୍ତ୍ରର ଏହି ମହାପର୍ବରେ ବେଶ୍ ଉତ୍ସାହର ସାମିଲ ହୋଇଛନ୍ତି ସବୁ ବର୍ଗର ଭୋଟର୍ । More
  • Satyendu Shekher Mishra
  • 2 years ago

ପଞ୍ଚାୟତ ନିର୍ବାଚନ: ପୁଅ ପାଇଁ ଘର ଘର ବୁଲି ଭୋଟ ମାଗୁଛି ମାଆ

ରମାମଣିଙ୍କ ସ୍ୱାମୀ ସ୍ୱର୍ଗତ ନାରାୟଣ ସାହୁ ବାଙ୍ଗୁରି ଗାଁ ପଂଚାୟତରୁ ୩ ଥର ସରପଞ୍ଚ ହୋଇଥିଲେ । ବାପାଙ୍କ ଲୋକପ୍ରିୟତାକୁ ପାଥେୟ କରି ଜନ୍ମେଜୟ ଘରୋଇ କମ୍ପାନୀ ଚାକିରୀ ଛାଡ଼ି ପଂଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । More
  • Satyendu Shekher Mishra
  • 2 years ago

ସାଂଘାତିକ ଜାଲିଆତି ! ବୁଥ୍‌ରେ ଭୋଟର ସଂଖ୍ୟା ଯେତିକି, ତା’ଠାରୁ ଅଧିକ ହୋଇଛି ମତଦାନ

ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, କୌଣସି ରାଜନୈତିକ ଦଳ ବୁଥ୍‌ ରିଗିଂ କିମ୍ବା ବୁଥ୍‌ କ୍ୟାପ୍‌ଚର କରି ମନ ଇଚ୍ଛା ଭୋଟ୍ ଦେଇ ବାଲଟ୍‌ ବକ୍ସରେ ପକାଇଛି ।  More
  • Otv Khabar Bureau
  • 2 years ago

୨୦ ବର୍ଷ ପରେ ମତଦାନ: ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ, ସାରା ରାଜ୍ୟରେ ରେକର୍ଡ

ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ନିର୍ବାଚନ କମିଶନର କହିଛନ୍ତି-“ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି। ଯାଜପୁର ଜିଲ୍ଲା ନଗଡ଼ାରେ ୨୦ ବର୍ଷ ପରେ ହେଲା ଭୋଟ । More
  • Satyendu Shekher Mishra
  • 2 years ago

ଖୋଲୁଛି ରିସିକିଆ ନକଲି ଡାକ୍ତରର ଗୁମର, ୧୮ଟି ବିବାହ ପଛରେ ସେ ଏକା ନଥିଲା..

୧୮ ଜଣ ମହିଳାଙ୍କୁ ବାହା ହେବା ସହିତ ଠକେଇ କରିଥିବା ଏହି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ସହଯୋଗ କରୁଥିଲେ ତାର ପରିବାର ଲୋକ । ବିଶେଷ କରି ଭଉଣୀ ସହାୟତା କରୁଥିବା ପୋଲିସ ଜାଣିବାକୁ ପାଇଛି । More
  • Otv Khabar Bureau
  • 2 years ago

ମଦୁଆ ଫାର୍ମାସିଷ୍ଟଙ୍କ ଉନ୍ମତକାଣ୍ଡ: ଯୁବକଙ୍କ ଉପରକୁ ମଦ ବୋତଲ ଫିଙ୍ଗିଲେ

ମାତାଲ ଫାର୍ମାସିଷ୍ଟଙ୍କ ଉନ୍ମତକାଣ୍ଡ । ଟିକା ନେବାକୁ ଆସିଥିବା ଯୁବକଙ୍କ ଉପରକୁ ମଦ ବୋତଲ ଫିଙ୍ଗିଥିବାର ଅଭିଯୋଗ ହୋଇଛି । More
  • Satyendu Shekher Mishra
  • 2 years ago

ସବୁଠି ଚର୍ଚ୍ଚା ! ଏଥର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ନିଆରା ପ୍ରଚାର ଶୈଳୀ

ପୂର୍ବଥର ଅପେକ୍ଷା ଏଥର ପଞ୍ଚାୟତ ନିର୍ବାଚନ ଟିକେ ଭିନ୍ନ ଧରଣର ହେଉଥିବା ଭଳି ଦେଖାଯାଉଛି । ଅନେକ ବୁଥ୍‌ରେ ତ୍ରୁଟି ବିଚ୍ୟୁତି ହେବାରୁ ୨୩ ତାରିଖରେ ସାନି ମତଦାନ ହେବାକୁ ଯାଉଛି । More
  • Prangyan Parimita
  • 2 years ago

ରାସ୍ତା, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ପାଉନଥିବା ଅଭିଯୋଗ କରି ବିଭିନ୍ନ ସ୍ଥାନରେ ଭୋଟ ବର୍ଜନ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ପାକଟମୁଣ୍ଡା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ପୋଲିଂ ବୁଥରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ମାନେ ରହି ଭୋଟିଂ ବ୍ୟବସ୍ଥା କରିଥିଲେ ମଧ୍ୟ କେହି ଭୋଟ ଦେବାକୁ ଯାଇନଥିଲେ More
  • Chandan Shishu
  • 2 years ago

ଭୋଟ୍‌ ବିଭ୍ରାଟ୍: କାଲି ୪୫ ବୁଥ୍‌ରେ ସାନି ମତଦାନ

କୌଣସି ଜାଗାରେ କିଛି ଗଣ୍ଡଗୋଳ ହେବାର ଖବର ଆସିନି। More
  • Chandan Shishu
  • 2 years ago

ତପସ୍ୱିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବେ ସୁମିତ୍

ସୁମିତଙ୍କ ପକ୍ଷରୁ ଦିଆଯାଉଥିବା ମାସିକ ପାରିତୋଷିକ ହ୍ରାସ କରିଛନ୍ତି ହାଇକୋର୍ଟ More
  • Chandan Shishu
  • 2 years ago

ଓଟିଭି ଲୋଗୋ ବ୍ୟବହାର କରି ସୋସିଆଲ ମିଡିଆରେ ମିଛ ପୋଷ୍ଟ

ଏହାକୁ କେହି ବିଶ୍ୱାସ କରନ୍ତୁ ନାହିଁ। More
  • Otv Khabar Bureau
  • 2 years ago

ଚର୍ଚ୍ଚାରେ ବବି ଫ୍ୟାନ୍ ! ନିର୍ବାଚନୀ ହିଂସାରେ ଯାଜପୁର ନମ୍ବର ୱାନ୍ !

ଏଥର ପଞ୍ଚାୟତ ନିର୍ବାଚନରେ ବଢିଛି ହିଂସା। କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆଇନର ଶାସନ ହୁଗୁଳି ଗଲା ଭଳି ଜଣାପଡୁଛି। ଆଇନକୁ ହାତକୁ ନେବାକୁ ଟିକିଏ ବି ଡର ଭୟ ନାହିଁ ଏମାନଙ୍କର। ଏମାନଙ୍କ ପଛରେ କିଏ ? କେମିତି ହୋଇଛନ୍ତି ବଳିୟାନ୍? More
  • Chandan Shishu
  • 2 years ago

ଖୁସିରେ ଫେରୁଥିଲେ, କାଳ ମାଡ଼ିଆସିଲା

ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। More
  • Chandan Shishu
  • 2 years ago

ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍: ସବୁ ବୁଥ୍‌ରେ କଡ଼ା ସୁରକ୍ଷା

ଚତୁର୍ଥ ପର୍ଯ୍ୟାୟରେ ୫୧ ଲକ୍ଷ ୩୧ ହଜାରରୁ ଅଧିକ ଭୋଟର୍ ନିଜ ମତଦାନ ସାବ୍ୟସ୍ତ କରିବେ। More
  • Chandan Shishu
  • 2 years ago

ଷ୍ଟ୍ରଙ୍ଗ୍ ରୁମ୍‌ରେ ଆଗରେ ୨ ମହଲା ଉଚ୍ଚର ବାଉଁଶ ମଞ୍ଚା

ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ସନ୍ଦେହ, କାଳେ କିଛି ଏପଟ ସେପଟ ହୋଇଯିବନି ତ? More
  • Satyendu Shekher Mishra
  • 2 years ago

ଥମୁନି ହିଂସା ! ଏଥର ପଂଚାୟତ ନିର୍ବାଚନରେ ବିଶୃଙ୍ଖଳାର ମାଳମାଳ ଚିତ୍ର, ଏଥିପାଇଁ ଦାୟୀ କିଏ ?

ବଳଦା ପଂଚାୟତ ଗୁରୁଡ଼ା ନିକଟ ଠାକୁରାମୀ ଗାଁରେ ଦୁଇ ସରପଂଚ ପ୍ରାର୍ଥୀ ରଜିଂତା ନାୟକ ଓ ବରୁଣ କୁମାର ନାୟକଙ୍କ ଗୋଷ୍ଠୀ ମୁହାଁମୁହିଁ । More
  • Chandan Shishu
  • 2 years ago

ଟି-ଶାର୍ଟ ଏବଂ ଟ୍ରାକ ପ୍ୟାଣ୍ଟ ପିନ୍ଧି ଷ୍ଟାଡିୟମରେ ନବୀନ

ଷ୍ଟାଡିୟମ ପରିସରରେ ର୍ନିମାଣାଧୀନ ଇଣ୍ଡୋର ଆଥଲେଟିକ୍ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। More
  • Chandan Shishu
  • 2 years ago

ନିର୍ବାଚନରେ ହିଂସା ଘଟାଇବା ପାଇଁ ବଳ ଦେଉଛି କିଏ?

ତୁରନ୍ତ ଅଙ୍କୁଶ ନଲାଗିଲେ ଗଣତନ୍ତ୍ର ପ୍ରତି ବଡ଼ ବିପଦ। More
  • Satyendu Shekher Mishra
  • 2 years ago

ଜଗନ୍ନାଥଙ୍କ ଫଟୋ ଛୁଆଁଇ ଶପଥ ପାଠ କରାଉଥିଲା ବିଜେଡି, ଭାଇରାଲ ହେଲା ଭିଡିଓ..

ବେଜେଡି ପ୍ରାର୍ଥୀ ଓ ନେତ୍ରୀ ଓଡ଼ିଆଙ୍କ ଆରାଧ୍ୟ ଜଗନ୍ନାଥଙ୍କ ଫଟୋ ଛୁଆଇଁ ଭୋଟ ଦେବାକୁ କରାଉଛନ୍ତି ଶପଥ । ଭାଇରାଲ ହେଉଛି ଭିଡିଓ More