ସପରିବାର ଖୋର୍ଦ୍ଧା ଟାଙ୍ଗିରୁ ଯାଉଥିଲେ ନୟାଗଡ଼ର ମଣିନାଗେଶ୍ୱରୀ ପୀଠ। ଘାଟି ରାସ୍ତା ଦେଇ ଯାଉଥିବା ବେଳେ ପାହାଡ଼ରୁ ତଳକୁ ଖସିପଡ଼ିଲା କାର୍। କାର୍ ଭିତରେ ଛୋଟ ଛୁଆ ବି ଥିଲେ। ଗାଡ଼ି ଭାଙ୍ଗି ଚୁରମାର୍। ମାଆର ଦୟା... ଦେଖନ୍ତୁ କେମିତି ହେଲେ ଉଦ୍ଧାର
କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଆରାଧ୍ୟ ଦେବତା ପ୍ରଭୁ ଲଷ୍ମୀବାରହ। କରୋନା କଟକଣା ଭିତରେ ପ୍ରଭୁଙ୍କର ଜନ୍ମଦିନ ପାଳନ କରାଯାଇଛି। ଯାଜପୁରରୁ ଆସି କେନ୍ଦ୍ରାପଡ଼ା ଆଳିରେ କେମିତି ପ୍ରଭୁ ପୂଜା ପାଇଲେ ଦେଖନ୍ତୁ ଏହି କାହାଣୀରେ
ମୁଁ ଗୀତ ଲେଖି ବାକୁ ଦେଇଥିଲି। ମୁଁ ଗୋଟାଏ କ୍ୟାଣ୍ଡିଡେଟ୍। ଠିକ୍ ନିର୍ବାଚନ ପ୍ରଚାର ତାଉ ବେଳକୁ ମୋ ବିରୋଧୀ ଗାଁ ଗାଁରେ ପ୍ରଚାର ଗୀତ ବଜେଇ ତାଉ କରିଦେଲେଣି। ଏ ଗୀତିକାର ମୋ ଗୀତ ଭୁଲ୍ କରିଦେଇଛି, ଚିହ୍ନ ବଦଳେଇ ଦେଇଛି।
ପାଣି ଆଖିଆ ମାଛର ବେସର ଫ୍ରାଏ... କେମିତି ଘରେ କରିବେ ଏହି ଷ୍ଟାଟର ଆଇଟମ? ଦେଖନ୍ତୁ ମୂଳରୁ ଶେଷ ଯାଏଁ...
ଇଲୋ ବୋଉ... ହଇରେ ନାରଣ, ଆମ ପ୍ରମିଳା ଅପା ତ କଥା କହି ଜାଣି ନାହାନ୍ତି। ନିଜ ଦଳ ପାଇଁ ଭୋଟ୍ ମାଗିଲେ ତ ମାଗିଲେ, ହେଲେ ଏଇ ମାଛ ଦଳ କିଏ କିରେ? ଶଙ୍ଖ ଭିତରେ କଣ ମାଛ ପଶିକି ଅଛି?
‘ଆମ ଦଳର ଫାଟ ସକାଶେ ଅନ୍ୟମାନେ ଫାଇଦା ଉଠାଉଛନ୍ତି। ସେଇଥି ପାଇଁ ଆମେ ହାରୁଛୁ। ଏଥିରେ ସନ୍ଦେହ ନାହିଁ!’
ଜାଣତରେ ହେଉ କି ଅଜାଣତରେ କେବେ ହେଲେ ଏପରି ଭୁଲ୍ କରନ୍ତୁନି। ଯଦି କରି ଦିଅନ୍ତି, ତେବେ ଖାଲି ହୋଇ ଯାଇଥାଏ ଆପଣଙ୍କର ସବୁ ଟଙ୍କା। ଏବେ ଜାଣି ନିଅନ୍ତୁ ସେହି ୫ ଭୁଲ୍...
ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୨୧ ତାରିଖ, ସୋମବାର, କୁମ୍ଭ ୯ ଦିନ, କୃଷ୍ଣ ପକ୍ଷ, ପଞ୍ଚମୀ ତିଥି, ଚିତ୍ରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ…
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ବ୍ରଡକାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL) ପକ୍ଷରୁ ଦିଲ୍ଲୀ ଏନ୍ସିଆର୍ର ସରକାରୀ ହସ୍ପିଟାଲରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଫେବୃଆରୀ ମାସ ୨୮ ତାରିଖ ମଧ୍ୟରେ ଅନ୍ଲାଇନ୍ରେ ଆବେଦନ ଫର୍ମ ଦାଖଲ କରିପାରିବେ ।
ସ୍ୱାମୀ ପାଲଟିଲା ସଇତାନ୍ । ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଆଇଁଲାଛାଟ ଗାଁରେ ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ଆଇଁଲାଛାଟ ଗାଁ ଶଙ୍କର ଦେହେରି ନାମଙ୍କ ବ୍ୟକ୍ତି ତାଙ୍କ ପତ୍ନୀ ମମତା ଦେହୁରୀଙ୍କୁ...
News Fuse | Brother Beats Sister’s BF On Road OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries
ଆଜି ଖୁବ୍ ଜମିବ। ରବିବାରରେ ତିଆରି ହେବ ଚିକେନର ଦମଦାର୍ ରେସିପୀ। ଆଉ ଡେରି ନ କରି ଆରମ୍ଭ କରି ଦିଅନ୍ତୁ ଆଜିର ଏଇ ସ୍ପେଶାଲ୍ ଡିସ୍...
କିମ୍ଙ୍କ ବର୍ବରତା। ବାପାଙ୍କ ଶ୍ରାଦ୍ଧ ଦିବସରେ ବଗିଚାରେ ଫୁଟିଲାନି ଫୁଲ...ରାଗି ଗଲେ କିମ୍। ସବୁ ମାଳିଙ୍କୁ ଦେଲେ କଠୋର ଦଣ୍ଡ। ଅଖିଆପିଆ ବଗିଚାରେ ଖଟୁଛନ୍ତି ମାଳି…
ଷ୍ଟାର ପ୍ରଚାରକ ତାଲିକାରେ ୨୦ କଂଗ୍ରେସିଆଙ୍କ ନାଁ ଅଛି। କିନ୍ତୁ ନିର୍ବାଚନରେ ସେମାନଙ୍କ ଦେଖା ଦର୍ଶନ ହିଁ ନାହିଁ... କୁଆଡ଼େ ଗଲେ? କୋଉଠି ଅଛନ୍ତି ଏ କଂଗ୍ରେସିଆ ନେତା... ଶୁଣନ୍ତୁ କଣ କହୁଛନ୍ତି କଂଗ୍ରେସ ନେତା ଗଣେଶ୍ୱର ବେହେରା…
କର୍ମଚାରୀଙ୍କ କାମରେ ଖୁସ୍ ହୋଇଗଲେ ମାଲିକ। ଦେଇଦେଲେ ମର୍ସିଡିଜ୍ର କାର୍... ଫିତା କଟାଇଲେ, ମିଠା ଦେଇ କାର ଚାବି ଦେଲେ... ସୋସିଆଲ ମିଡ଼ିଆରେ ଭିଡ଼ିଓ ହେଉଛି ଭାଇରାଲ…
ରାସ୍ତା ତିଆରି ନାଁରେ ଚୋରି କରିନେଲେ ଲକ୍ଷାଧିକ ଟଙ୍କାର ମୋରମ। ଅଭୟାରଣ୍ୟ ଭିତର ପୁଣି କୋର୍ ଏରିଆରୁ ଉଠାଇ ନେଲେ ମୋରମ୍, ଆଇନ କାନୁନ୍କୁ ଫୁ କରିଦେଲେ ସରକାରୀ ଅଧିକାରୀ…
ବାହାଘର ଗୋଟିଏ ଦିନ ଥିଲା... ବର ମାଗିଲା ମତେ ଦରକାର ଦାମୀକିଆ କାର। କନିଆ କହିଲା ଗେଟ୍ ଆଉଟ୍, ଶେଷରେ ଭାଙ୍ଗିଗଲା ବାହାଘର। କନିଆ ଘର ଲୋକେ କହିଲେ, ଗୋଟିଏ ପରେ ଗୋଟିଏ ଡିମାଣ୍ଡ ପୂରଣ କରିବା ଆମ ପକ୍ଷରେ ସମ୍ଭବ ନୁହେଁ…
ବାହାଘରକୁ ଥିଲା ୭ ଦିନ। ସ୍କୁବା ଡ୍ରାଇଭରଙ୍କୁ ଖାଇଦେଲା ସାର୍କ...ପାଲିଙ୍କି ଉଠିଲାନି କିନ୍ତୁ କୋକେଇ ଉଠିଲା...ଡିଜେ ବଦଳରେ ଶୁଭିଲା ରାମ ରାମ ସତ୍ୟହେ...ହରିନାମ ସତ୍ୟ ହେ...