ଭୋଟର ତାଲିକାରେ ତ୍ରୁଟି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଲୋକେ । ଖୋର୍ଦ୍ଧା ଜିଲ୍ଲାରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।
କରୋନା କଟକଣା ମଧ୍ୟରେ ଆସନ୍ତା ୨୮ ତାରିଖରେ ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବାକୁ ଥିବାରୁ ୨୬ ତାରିଖରେ ଅଭିଭାବକ ସମ୍ମିଳନୀ ହେବ । ସେହିପରି ୨୫ରୁ ୨୮ ତାରିଖ ମଧ୍ୟରେ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯିବ ।
ସେତେବେଳେ ଝିଅ ଥିଲେ। ଏବେ ବୋହୂ। ଝିଅ ଆମର ନୂଆ ବୋହୂର ସେ ପୂଜା। ମୁହଁ ଉପରେ କଡା ଜବାବ ଦେବାରେ ସେ କରନ୍ତି ନାହିଁ ପଛଘୁଞ୍ଚା...
ଅନଲାଇନ ଲୋନ୍ ପଡି ସର୍ବସ୍ୱାନ୍ତ ହୋଇଗଲେ ସୁରଥ ବାରିକ। ୭୫ ଲକ୍ଷ ଟଙ୍କା ମାୟାରେ ପଡି ଗଲେ ଦିଲ୍ଲୀ। ହେଲେ ଫେରିଲେ ଖାଲି ହାତରେ...
୨୦୨୨ ମସିହା, ଫେବୃୟାରୀ ମାସ ୨୪ ତାରିଖ, ଗୁରୁବାର, କୁମ୍ଭ୧୨ଦିନ, ଫାଲଗୁନମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି, ଅନୁରାଧା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ....
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
News Fuse 23rd February 2022| Give me back my bike OdishaTV is Odisha\'s no 1 News Channel. OTV being the first private satellite TV channel in Odisha
ଫିଲ୍ମ ରିଲିଜ୍ର ଦିନକ ପୂର୍ବରୁ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଜବରଦସ୍ତ ଝଟ୍କା। ନିଜର ଅଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡ଼ି’ ବିବାଦ ଘେରକୁ ଆସିବା ପରେ ବାଜିଛି ଆଇନ୍ ଛାଟ।
ସାଟେଲାଇଟ୍ ଇମେଜ୍ରେ ୟୁକ୍ରେନ୍ ସୀମାରେ ଋଷୀୟ ସେନା ରହିଥିବାର ଦେଖିବାକୁ ମିଳିଛି । ଆଉ ମାତ୍ର ୨୦ କିଲୋମିଟର ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ୍ ଓ ଯୁଦ୍ଧ ବିମାନ ସହ ଆଗକୁ ବଢୁଛି ସେନା ।
ବନ୍ଧା ହେଲେ ଠକ ଡାକ୍ତରଙ୍କ ଭଉଣୀ । ଗିରଫ ହେଲେ ୧୮ ଭାଉଜଙ୍କ ଅଳିଅଳି ନଣନ୍ଦ । ଯିଏ ଭାଇର କ୍ରାଇମପାର୍ଟନର ସାଜି ଚଳାଉଥିଲେ ଠକଭଣ୍ଡର କଳା ବେପାର । ହେଲେ ଏବେ ବିବାହ ନାଁରେ ମହିଳାଙ୍କୁ ଲୁଟ୍ର ଖେଳ ଖତମ୍ ।
ଆଉ ଗୋଟିଏ ପର୍ଯ୍ୟାୟ ମତଦାନ ରହିଲା । ହେଲେ ଏବେଠୁ ଆରମ୍ଭ ହେଲାଣି ପଲିଟିକାଲ ବାଦୀପାଲା। ଶାସକ ଦଳ ବିରୋଧରେ ଆସୁଛି ମାଳ ମାଳ ଅଭିଯୋଗ।
ୟୁକ୍ରେନ୍ ଉପରେ ଋଷିଆ ନେବ ପଦକ୍ଷେପ। ଏହାପରେ ଆମେରିକାର କୂଟନୈତିକ ଚାପ । ବାଇଡେନ୍ କହିଛନ୍ତି ଋଷ୍ ନ ସୁଧୁରିଲେ କଡା ପଦକ୍ଷେପ ନେବ ଆମେରିକା। ଯଦି ଯୁଦ୍ଧ ହୁଏ ତେବେ ଭାରତ ଉପରେ କେତେ ପ୍ରଭାବ ପଡିବ ଦେଖନ୍ତୁ।
ଠକ ଭାଇ ସାଙ୍ଗେ ଭଉଣୀ ସାଙ୍ଗ, ମିଶିକି ରଚୁଥିଲେ ବିବାହର ବ୍ଲୁ ପ୍ରିଣ୍ଟ। ଫସୁଥିଲେ ହାଇ ପ୍ରୋଫାଇଲ୍ ମହିଳା। ପ୍ରତି ବାହାଘରରେ ଭଉଣୀ ନେଉଥିଲେ ନଣନ୍ଦ ପୁଟୁଳି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ ଥର ପାଇଁ ବୁଥ୍ ବଦଳରେ ବ୍ଳକ୍ ସ୍ତରରେ ହେବାକୁ ଯାଉଛି ଭୋଟ୍ ଗଣତି । ଯାହାକି ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ୨୮ ଯାଏଁ ଚାଲିବ । ପୁରା ଗଣତି ପ୍ରକ୍ରିୟା ସିସିଟିଭି ସର୍ଭେଲାନ୍ସରେ ରହିବ ଏବଂ ଗଣତି ଶେଷ ହେବା...
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର କାଲି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍ । ପ୍ରଥମ ୪ଟି ପର୍ଯ୍ୟାୟରେ ହିଂସା, ଗଣ୍ଡଗୋଳ ଓ ମାଡ଼ପିଟ ଘଟଣାର ଏକାଧିକ ଦୃଶ୍ୟ ସାମ୍ନାକୁ ଆସିବା ପରେ ଆସନ୍ତାକାଲି ଶାନ୍ତିପୂର୍ଣ୍ଣ ମତଦାନ ଆୟୋଜନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଅପହଞ୍ଚ ସ୍ୱାଭିମାନ ଅଞ୍ଚଳରେ ନକ୍ସଲ ଦବଦବା ସତ୍ତ୍ୱେ, ଶାନ୍ତିପୂର୍ଣ୍ଣ ମତଦାନ ଆୟୋଜନ କରିବାକୁ ପୂର୍ଣ୍ଣ ଭରଷା ଦେଇଛନ୍ତି ସୁରକ୍ଷା ବାହିନୀ । ଜିଲ୍ଲାର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ଯାଗା ଯାଗାରେ ଯାଞ୍ଚ୍ ଆଉ କଡ଼ା ପଇଁତରା ମାରୁଛନ୍ତି ସୁରକ୍ଷା ବାହିନୀ ।
ଘନଉଛି ୟୁକ୍ରେନ୍ ସଂକଟ । ୟୁକ୍ରେନ ସୀମାରୁ ମାତ୍ର ୨୦ କିଲୋମିଟର ଦୂରରେ ରୁଷିଆର ସେନା ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ, ଯୁଦ୍ଧ ବିମାନ ସହିତ ବେଲାରୁଷ ଓ ପଶ୍ଚିମ ରୁଷିଆ ସୀମାରେ ରହିଛନ୍ତି । ୩୦ ଦିନ ପାଇଁ ୟୁକ୍ରେନରେ ଲାଗୁ ହେବ ଜରୁରୀକାଳୀନ ପରିସ୍ଥିତି, ଆବଶ୍ୟକ ହେଲେ ଆଉ...
ଢିଙ୍କିଆ ସ୍ଥାନୀୟ ଅଞ୍ଚଳରେ ଜନଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜନଶୁଣାଣି ପାଇଁ ସବୁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ, ଏସ୍ପିଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।
ଭୋଟର ଲିଷ୍ଟରେ ନାଁ ନଥିବାରୁ ଗତ ୨୦ ତାରିଖ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେଇପାରନାହାନ୍ତି ତୁମ୍ବାର କିଛି ଲୋକ । ବିଡିଓଙ୍କୁ ଅଟକ ନେଇ ଚିକିଟି SDPO କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି ।
ଅଣ୍ଡରୱାଲ୍ଡଙ୍କ ସହ ବେଆଇନ୍ ଜମି କିଣାବିକା ମାମଲାରେ ନୱାବଙ୍କ ସମ୍ପୃକ୍ତିଥିବା ପ୍ରମାଣ ପାଇବା ପରେ ଇଡି ଆଜି ତାଙ୍କୁ ଆଜି ଗିରଫ କରିଛି।