• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ukrain seeks help
ଭାରତୀୟ ଦୂତାବାସ ପକ୍ଷରୁ ସହାୟତା ନମ୍ବର ଜାରି

ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ କିଭ୍(Kyiv) ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ‘ୟୁକ୍ରେନରେ ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ଅନିଶ୍ଚିତତାପୂର୍ଣ୍ଣ ରହିଛି। ଦୟାକରି ଆପଣମାନେ ଶାନ୍ତ ଏବଂ ସୁରକ୍ଷିତ ଜାଗାରେ ରୁହନ୍ତୁ।

MBBS Student From Dhenkanal
ମୋ ପୁଅ ୟୁକ୍ରେନରେ ଅଛି

ଢେଙ୍କାନାଳ ଗୋବିନ୍ଦପୁରର ପୁଅ ସୁପ୍ରିତ ସ୍ୱାଇଁ ୟୁକ୍ରେନରେ ମେଡିକାଲ ପାଠ ପଢ଼ିବାକୁ ଯାଇଛନ୍ତି। ବାରମ୍ବାର ଭିଡିଓ କଲ୍ କଲା ପରେ ବି ଲାଗୁ ନ ଥିଲା। ଏବେ ଦେଖନ୍ତୁ କଣ ରହିଛି ସ୍ଥିତି।

Russia-Ukraine Crisis
ଆରମ୍ଭ ହୋଇଯାଇଛି ଋଷ୍-ୟୁକ୍ରେନ ମହାଯୁଦ୍ଧ। ଦେଖନ୍ତୁ ଯୁଦ୍ଧ ସମୟର କିଛି ଦୃଶ୍ୟ...

ଆରମ୍ଭ ହୋଇଯାଇଛି ଋଷ୍-ୟୁକ୍ରେନ ମହାଯୁଦ୍ଧ। ଦେଖନ୍ତୁ ଯୁଦ୍ଧ ସମୟର କିଛି ଦୃଶ୍ୟ...

Dhenkanal Boy in Ukrain
"ସବୁ ଏୟାରପୋର୍ଟ ସିଜ୍‌, ଘରକୁ ଯିବି କେମିତି?"

ୟୁକ୍ରେନ୍‌ରେ ଫସି ରହିଛନ୍ତି ଢେଙ୍କାନାଳ ଗୋବିନ୍ଦପୁରର ସୁପ୍ରିତ ସ୍ୱାଇଁ । ଯେ କୌଣସି ମୂହୂର୍ତ୍ତରେ ସୁପ୍ରିତ ସ୍ୱାଇଁଙ୍କୁ ଫ୍ଲାଇଟରେ ପଠାଯିବାର ବ୍ୟବସ୍ଥା କରାଯାଇପାରେ ବୋଲି ମାଆ ସଂଧ୍ୟାରାଣୀ ସ୍ୱାଇଁଙ୍କ ସହ ଆଲୋଚନା ବେଳେ ଭିଡିଓ କଲରେ କହିଛନ୍ତି ସୁପ୍ରିତ ।

Ukraine-Russia War
ଚାରିଆଡେ ହାହାକାର, ଋଷିଆ-ୟୁକ୍ରେନ୍‌ ଯୁଦ୍ଧବିଭୀଷିକାର କିଛି ଦୃଶ୍ୟ

ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଯାହାକି ତୃତୀୟ ବିଶ୍ୱ ଯୁଦ୍ଧ ଆଡକୁ ଯାଉଛି ବୋଲି କୁହାଯାଉଛି।

Take Control Of Two Towns In Luhansk
ୟୁକ୍ରେନ୍‌ର ଦୁଇଟି ସହରକୁ ଅକ୍ତିଆର କଲା ଋଷିଆ

ସମୟ ବଢ଼ିବା ସଙ୍ଗେ ସଙ୍ଗେ ଋଷିଆ-ୟୁକ୍ରେନ ସୀମାରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି ଋଷ । ଗୁରୁବାର ସକାଳେ ୟୁକ୍ରେନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିଲା । ତେବେ ଆକ୍ରମଣ ପରେ ବର୍ତ୍ତମାନ ପାଇଁ ଆମେରିକା ପକ୍ଷରୁ ଋଷକୁ...

Ukraine Seeks PM Modis Help
ଭାରତର ସହାୟତା ଲୋଡିଲା ୟୁକ୍ରେନ୍‌

ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ୍ ଦୂତାବାସ ପକ୍ଷରୁ ସହାୟତା ଲୋଡ଼ାଗଲା । ସାଂପ୍ରତିକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲା ୟୁକ୍ରେନ୍।

Video Of Centenarian Man Storms Internet
୧୬୩ ବର୍ଷର ଏହି ବୌଦ୍ଧ ଭିକ୍ଷୁଙ୍କ ଭିଡିଓ ଖୁବ୍ ଭାଇରାଲ୍, ଲୋକେ କହୁଛନ୍ତି ଜୀଅନ୍ତା ମମି !

କିଏ କହୁଛନ୍ତି ଏହାଙ୍କ ବୟସ ୧୬୩ ବର୍ଷ। ୟୁଜର୍ସଙ୍କୁ ଚକିତ କରୁଥିବା ଏହି ଭିଡିଓଟିକୁ ନେଇ ସବୁ ଆଡେ ଚର୍ଚ୍ଚା। କିଏ କଲା ଏହି ଭିଡିଓ ରେକଡିଂ? ସତରେ କ’ଣ ଏତେ ବୟସରେ ପାଦ ଦେଲେଣି ଏହି ବୌଦ୍ଧ ଭିକ୍ଷୁ ?

Electoral violence in the final round of voting
ଭୋଟ୍ ବାକ୍ସରେ ପାଣି ଭର୍ତ୍ତି କରିଦେଲେ ଦୁର୍ବୃତ୍ତ; ୯ଟି ବୁଥରେ ଭୋଟ ଗ୍ରହଣ ବନ୍ଦ

ଶେଷ ପର୍ଯ୍ୟାୟ ମତଦାନ ସମୟରେ ହିଂସା । ନିଆଳି ବ୍ଲକ ପୋଖରୀଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ବୁଥ ଜବରଦଖଲ ଅଭିଯୋଗ ପରେ ୯ଟି ବୁଥରେ ଭୋଟଗ୍ରହଣ ବନ୍ଦ ରହିଛି ।

Russia Ukraine war Ukrainian women claim Russian soldiers offer request for date on tinder
ୟୁକ୍ରେନ ମହିଳାଙ୍କୁ ଡେଟିଂ ପାଇଁ ଡାକୁଛନ୍ତି ରୁଷିଆ ସୈନ୍ୟ !

ୟୁକ୍ରେନ୍‌ରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ୟୁକ୍ରେନ୍‌ର ଜଣେ ମହିଳା କହିଛନ୍ତି ଯେ, ରୁଷିଆର ସୈନିକମାନେ ଟିଣ୍ଡର (Tinder ) ଆପ୍‌ରେ ତାଙ୍କୁ Flirt କରୁଛନ୍ତି ।

The Great Odisha Political Circus- Strategy Of Wooing Voters | Special Episode
The Great Odisha Political Circus- Strategy Of Wooing Voters | Special Episode

The Great Odisha Political Circus- Strategy Of Wooing Voters | Special Episode OdishaTV is Odisha\'s no 1 News Channel. OTV being the first private satellite

Apana Eka Nuhanti | Elderly Woman Seeks Help To Cure Son’s Kidney Ailment
Apana Eka Nuhanti | Elderly Woman Seeks Help To Cure Son’s Kidney Ailment

Apana Eka Nuhanti | Elderly Woman Seeks Help To Cure Son’s Kidney Ailment OdishaTV is Odisha\'s no 1 News Channel. OTV being the first private satellite

Making News On Dispute Between Workers & Contractor
Making News On Dispute Between Workers & Contractor

Making News On Dispute Between Workers & Contractor OdishaTV is Odisha\'s no 1 News Channel. OTV being the first private satellite TV channel in Odisha

News Fuse | Election Brings Feast For Voters
News Fuse | Election Brings Feast For Voters

News Fuse | Election Brings Feast For Voters OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries

TWO drowned to death
ଯାଇଥିଲେ ଗାଧେଇବାକୁ;ଫେରିଲା ମୃତ ଦେହ

୨ ଶିଶୁଙ୍କ ସଲିଳ ସମାଧି । ପୋଖରୀରେ ଗାଧୋଉଥିବାବେଳେ ବୁଡିଗଲେ ୨ ଶିଶୁକନ୍ୟା । ମାଲକାନଗିରି ଚାଲାଣଗୁଡ଼ା ପଞ୍ଚାୟତର ମୁଣ୍ଡାଗୁଡ଼ା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।

Making News On Dispute Between Workers & Contractor
ଯାହାର ଗୀତ ଶୁଣିବାର ଅଛି, ଘରେ ଶୋଇକି ଗୀତ ଶୁଣ... କାମକୁ ଆସନି

କାମକୁ ଗଲେ ମୋବାଇଲ ସାଙ୍ଗରେ ଥିବା ଦରକାର। ଗୀତ ବାଜୁଥିବା, କାମ ହଉଥିବ। ସେ ଯୋଉ ମଜା, ଆଉ କୋଉଥିରେ ନାହିଁ। ମୋବାଇଲର ଗୀତକୁ ନେଇ ଆସିଲା ମହା ଅଭିଯୋଗ...

Apana Eka Nuhanti । Elderly Woman Seeks Help To Cure Son’s Kidney Ailment
ଜୀବନ ସହ ଯୁଜୁଛନ୍ତି ଯୁବ ଇଂଜିନିୟର ସନ୍ତୋଷ ସାହୁ

ଭାବିଥିଲେ ଇଂଜିନିୟର ହେବି। ଭଲ ରୋଜଗାର କରି ପରିଣତ ବୟସରେ ମାଆକୁ ଭଲରେ ରଖିବେ ବୋଲି। ହେଲେ ଦଇବ ଏମିତି ଦେଲା ଯନ୍ତ୍ରଣା। ଏବେ ମାଆ କାନ୍ଧ ହୋଇଛି ସାହା ଭରସା...

The Great Odisha Political Circus ।Candidates Try Their Best To Woo Voters Ahead Of Panchayat Polls
ମୁଁ ବାଇନ, ଜୀବନରେ କାହାକୁ କିଛି ଦିଏନି... ଖାଲି ନିଏ...

ଗାଁ ଗାଁ ବଣ୍ଟା ବଣ୍ଟି ହଉଛି। ଏଇଥି ପାଇଁ ମେଡିକାଲ ବେଡ୍ ଛାଡି ପଳାଇ ଆସିଲି। କିଛି ମିଳିଗଲେ ମୋ ଔଷଧ ଖର୍ଚ୍ଚ ଉଠିଯିବ। କେହି କିଛି ଦିଅ...

Strawberry Boost To Kotia Residents In Odisha
ବଦଳୁଛି କୋଟିଆର ଚିତ୍ର: ଆଦିବାସୀ ଫଳାଇଲେ ଲାଲ୍ ଟହଟହ ଷ୍ଟ୍ରବେରୀ

ବିବାଦ ବନାମ ବିକାଶ। କୋରାପୁଟର ଯେଉଁ କୋଟିଆ ଅଂଚଳକୁ ନେଇ ବିବାଦ ଦେଖାଦେଇଛି, ସେଇ ମାଟିରେ ଫଳିଲା ଲାଲ୍ ଟହଟହ ଷ୍ଟ୍ରବେରୀ। ଆଦିବାସୀ ମାନଙ୍କୁ ଏହି ଚାଷ କୌଶଳ ଶିଖାଇ ଦିଆଯିବା ପରେ ସେମାନଙ୍କ ଭିତରେ ହସ ଫେରିଛି। ଏ ଚିତ୍ର ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ।...

News Fuse । Election Brings Feast For Voters
ଭୋଟ ସିଜନ୍ ଆସିଲେ ଗାଁ କଥା ମନେପଡେ, ଭୋଜି ଦିଅନ୍ତି ନେତା

ସେ କଟକର ବିଧାୟକ ଥିଲେ। ଏବେ ପୁଅକୁ ବିଧାୟକ କରି ମୁହାଁଇଛନ୍ତି କେନ୍ଦ୍ରାପଡା ଆଡେ। ଭୋଟ ବେଳେ ଗାଁକୁ ଯାଇ ଦେଉଛନ୍ତି ଭୋଜି...