ପ୍ରତିଦିନ ୪ରୁ ୫ ଜଣ ଟମାଟୋ ଫ୍ଲୁ ଲକ୍ଷଣ ଥିବା ରୋଗୀ ଚିକିତ୍ସା ପାଇଁ AIIMS ଆସୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସର ଅତିରିକ୍ତ ସୁପରିଟେଣ୍ଡାଣ୍ଟ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ ।
ବିଶ୍ୱବିଦ୍ୟାଳୟରେ ବନ୍ଦ ହେବାକୁ ଯାଉଛି ସେଲଫ୍ ଫାଇନାନ୍ସିଂ କୋର୍ସ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ ।
ଏଣିକି ବାରବାଟୀରେ ଲଣ୍ଡନ ଷ୍ଟାଡିଅମ ପରି ସୁବିଧା ପାଇବେ ଦର୍ଶକ ।
କୁକୁର ଉପରେ ଛିଡ଼ା ହୋଇ ଚିପ୍ସ ପ୍ୟାକେଟ୍ ଚୋରି କରୁଛି ମାଙ୍କଡ, ଦେଖନ୍ତୁ ଏହି ଭିଡିଓ...
ବଲାଙ୍ଗିର ଆର୍ଟିଓ ଅଫିସ ଛକରେ ହୋଇଥିବା ସିରିଜ ଦୁର୍ଘଟଣା ପଛରେ ହତ୍ୟା ଷଡ଼ଯନ୍ତ୍ରର ଅଭିଯୋଗ କଲେ ଦୁର୍ଘଟଣାରେ ଆହତ ଦୁଇ ବ୍ୟକ୍ତି ।
ଜେଲ୍ର ପ୍ରଥମ ଦିନରେ ହିଁ ସେ ରାତ୍ର ଭୋଜନ କରିନଥିବାର ଶୁଣିବାକୁ ମିଳିଛି । ସେ ଭୋଜନ କରିସାରିଛନ୍ତି ବୋଲି କହି କିଛି ମେଡିସିନ୍ ଖାଇ ଶୋଇ ପଡ଼ିଥିବାର ଜେଲ୍ର ଅଧିକାରୀ ସୂଚନା ଦେଇଛନ୍ତି ।
ଗୋ-ସେବକଙ୍କ ଉପରକୁ ଗୋଚାଲାଣକାରୀଙ୍କ ଗୁଳିମାଡ଼ । ଏଥିରେ ୨ ଜଣ ଆହତ ହୋଇଛନ୍ତି ।
ଗତକିଛି ଦିନ ଧରି ସୁନା ମୂଲ୍ୟରେ ବୃଦ୍ଧି ଘଟୁଥିବାବେଳେ ଆଜି ପୁଣି ବଢ଼ିଛି ସୁନା ଦର ।
ବାଇକ୍ରେ ଯାଉଥିବା ବେଳେ ସିନାପାଲି ରାବଣ ଛକରେ ବାପପୁଅଙ୍କୁ ଉପରକୁ ଫାୟାରିଂ ହୋଇଛି ।
ମଙ୍କିପକ୍ସ ନେଇ ସତର୍କ କରାଇଲେ କେନ୍ଦ୍ର ସରକାର । ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରିବାକୁ ନିର୍ଦ୍ଦେଶ...
Watch special episode of The Great Odisha Political Circus OdishaTV is Odisha\'s no 1 News Channel. OTV being the first private satellite TV channel in
Apana Eka Nuhanti | Parents seek financial help to cure son suffering from kidney ailment OdishaTV is Odisha\'s no 1 News Channel. OTV being the first
Making News | Miscreant steals vehicle in broad daylight OdishaTV is Odisha\'s no 1 News Channel. OTV being the first private satellite TV channel in
Khola Katha with BJP spokesperson Sambit Patra OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries
News Fuse | Viral video – Girl records Insta reels infront of Srimandir OdishaTV is Odisha\'s no 1 News Channel. OTV being the first private satellite
ଜଙ୍ଗଲରେ ବିଛା ଯାଇଥିବା ଜାଲରେ ପଡ଼ି ବାଘର ମୃତ୍ୟୁ । ତେବେ କିଏ ଓ କାହିଁକି ଜଙ୍ଗଲରେ ଜାଲ ବିଛାଇଥିଲେ, ସେନେଇ ଅଧିକ ତଦନ୍ତ ଜାରି ରହିଥିବା ବନ ବିଭାଗ ସୂଚନା ଦେଇଛି ।
ଜ୍ଞାନବାପି ମସ୍ଜିଦ୍ ପରିସରରୁ ଶିବଲିଙ୍ଗ ମିଳିବା ଘଟଣାକୁ ନେଇ ପରିହାସ କରିବା ଅଭିଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ରତନ ଲାଲ ଗିରଫ ହୋଇଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧବାର୍ଷିକୀ । ଏନେଇ କଂଗ୍ରେସ ଦଳ ଓ ତାଙ୍କ ସମର୍ଥକ ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିବାର ଦେଖିବାକୁ ମିଳିଛି । ରାଜୀବ ଗାନ୍ଧି ଥିଲେ ଭାରତର ଷଷ୍ଠ ପ୍ରଧାନମନ୍ତ୍ରୀ ।
ମାରିଉପୋଲ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଥିବା ନେଇ ରୁଷିଆର ଦାବି । ଏନେଇ ରାଷ୍ଟ୍ରପତି ପୁଟିନ୍ଙ୍କୁ ରିପୋର୍ଟ କଲେ ଦେଶର ବୈଦେଶିକ ମନ୍ତ୍ରୀ । ମାତ୍ର ମାରିଉପୋଲର ସ୍ଥିତାବସ୍ଥା ନେଇ ୟୁକ୍ରେନ୍ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।