ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ୧୪ ରନ୍ରେ ହରାଇ ଫାଇନାଲର ନିକଟତର ହୋଇଛି ଆରସିବି ।
ଜମ୍ମୁ କଶ୍ମୀରରେ ନରସଂହାର ଜାରି ରଖିଛନ୍ତି ଆତଙ୍କବାଦୀ। ଜଣେ ୩୫ ବର୍ଷୀୟ ଜଣାଶୁଣା ଟିକଟକ ଷ୍ଟାର ଆଜି ଆତଙ୍କବାଦୀ ଗୁଳିରେ ନିହତ ହୋଛନ୍ତି। ହତ୍ୟାର ଶିକାର ହୋଇଥିବା ଯୁବତୀ ଜଣକ ହେଛନ୍ତି ଜମ୍ମୁ ଏବଂ କଶ୍ମୀରିର ବୁଡଗାମ ଜିଲ୍ଲାର। ସେହିପରି ସମ୍ପୃକ୍ତ ମହିଳାଙ୍କ ୧୦ ବର୍ଷର ପୁତୁରା ଗୁଳିମାଡ଼ରେ...
ଇସଲାମାବାଦରେ ଇମ୍ରାନ୍ ଖାନ ପ୍ରବେଶ କରିବା ମାତ୍ରେ ସମର୍ଥକ ବିଭିନ୍ନ ସ୍ଥାନରେ ଜଳାପୋଡ଼ା କରିଛନ୍ତି । ମେଟ୍ରେ ଷ୍ଟେସନରେ ଇମ୍ରାନଙ୍କ ସମର୍ଥକ ନିଆଁ ଲଗାଇ ଦେଇଥିଲେ । ଦେଶରେ ସାଧାରଣ ନିର୍ବାଚନ କରିବାକୁ ଦାବି କରି ରାଲି କରୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଅନୁଭବ, ବର୍ଷା ପାରିବାରିକ ବିବାଦରେ ନିଇତି ଯୋଡି ହେଉଛି ନୂଆ ଫର୍ଦ୍ଦ । ଦୁହିଁଙ୍କ ମଧ୍ୟରେ ଜାରି ରହିଛି ଆରୋପ-ପ୍ରତ୍ୟାରୋପ । ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟକୁ ନେଇ ସାଇବର ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।
ବିଦ୍ୟାର ମନ୍ଦିରରେ ଭୟ ଓ ଆତଙ୍କର ବାତାବରଣ । ଟେକ୍ସାସ ରବ୍ ଏଲିମେଣ୍ଟାରୀ ସ୍କୁଲରେ ଘଟିଥିବା ଗୁଳିକାଣ୍ଡ ଭୟାଭୟ ବାତାବରଣ ସୃଷ୍ଟି କରିଛି । ଆତଙ୍କିତ ପିଲାଙ୍କୁ ସୁରକ୍ଷିତ ସ୍ଥାନକୁ ଶିକ୍ଷକ ଶିକ୍ଷୟିତ୍ରୀ ନେଉଯାଉଥିବା ବେଳେ ଅନ୍ୟପଟେ ଶୋକରେ ଡୁବି ରହିଛନ୍ତି ଅଭିଭାବକ । ପରସ୍ପରକୁ ସାନ୍ତ୍ୱନା ଦେବାକୁ...
ଲାଲୁଙ୍କ ବାପା ମାଆ ଦେଖାଉଛନ୍ତି ସଫଳତାର ପଦକ । ନିଜ ମେହନତରେ ପଦକ ହାସଲ କରିଛନ୍ତି ଲାଲୁ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଆଶ୍ରମପଡାରେ ତାଙ୍କ ଘର ।
ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସ୍ନାନଯାତ୍ରା ସାଙ୍ଗକୁ ଘୋଷଯାତ୍ରା । ଏଥିପାଇଁ ଆଜି ଛତିଶା ନିଯୋଗ ବୈଠକରେ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏଥର ରାତି ୪ରୁ ହେବ ଶ୍ରୀଜିଉଙ୍କ ସ୍ନାନ ପହଣ୍ଡି, ତାସହ ପ୍ରାୟ ୩ରୁ ସାଢ଼େ ୩ଘଣ୍ଟା ପର୍ଯ୍ୟନ୍ତ ସ୍ନାନବେଦୀ ପାଖକୁ ଯାଇ ଭକ୍ତଙ୍କୁ...
ମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁରୀ ଗୋବର୍ଦ୍ଧପୀଠ ଶଙ୍କରାଚାର୍ଯ୍ୟଙ୍କ ବିରୋଧ । ଗଜପତି ମହାରାଜା ଓ ଜିଲ୍ଲା ପ୍ରଶାସନ ସହ ଆଲୋଚାନ ପରେ ଗତକାଲି ସବୁ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ, ଏଏସ୍ଆଇ, ଓବିସିସି, ସ୍ଥପତି, ଐତିହାସିକ, ଗବେଷକ ଓ ସେବାୟତଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ପୁଣି କାଳ ହେଲା କଳିଙ୍ଗା । ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ଡେଥ୍ ଜୋନ୍ ସାବ୍ୟସ୍ତ ହେଲା ଗଂଜାମ ସୀମାନ୍ତ କଳିଙ୍ଗା ଘାଟି ରାସ୍ତା । ମଙ୍ଗଳବାର ରାତି ପ୍ରାୟ ୧୨ଟା । ପଶ୍ଚିମବଙ୍ଗର ହାଓ୍ୱଡ଼ା ଅଞ୍ଚଳର ପ୍ରାୟ ୭୦ ଜଣ ପର୍ଯ୍ୟଟକଙ୍କୁ ଧରି...
କଣ ପାଇଁ ଏଭଳି ଜଘନ୍ୟ କାଣ୍ଡ ଘଟାଇଲା ରାମୋସ? କଣ ହୋଇଥାଇପାରେ କୁନି ପିଲାଙ୍କ ଉପରେ ତା ଆକ୍ରୋଶର କାରଣ?
ସୂଦୁର କଳାହାଣ୍ଡି ଜିଲ୍ଲାରୁ କଲମ୍ବିଆ ଯିବେ ଲାଲୁ । ଆଉ ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ସେହିପରି ଆଉ ଜଣେ ବଣ ମଲ୍ଲୀ ହେଲେ ସୁନ୍ଦରଗଡ଼ ନୂଆ ଗାଁ ବ୍ଲକ ବାରିଲେପଟା ଗାଁର ଆର୍ୟନ୍ ଏକା । ଆର୍ୟନ ଏବେ ଭାରତୀୟ ଆଥଲେଟିକ୍...
ଜୁନ୍ ୧୪ରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । କୋଭିଡ୍ କୋପ କମିବା ପରେ ଦୁଇବର୍ଷ ପରେ ସ୍ନାନ ବେଦୀରୁ ଭକ୍ତଙ୍କ ସହ ଭଗବାନଙ୍କ ମିଳନ ହେବ । ଏଥିପାଇଁ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚୂଡାନ୍ତ ହୋଇଛି ଦେବସ୍ନାନ ପୂର୍ଣ୍ଣମୀ ନୀତି କାନ୍ତି ।
ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଇଡେନ୍ ଗାର୍ଡେନ୍ରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ବର୍ଷା ହେତୁ ଟସ୍ରେ ବିଳମ୍ବ ହୋଇଛି ।
ସରକାରୀ ଜାଗାରେ ଏକ କୋଠା ଘର ଭଙ୍ଗାଯିବାକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି । ପ୍ରସାଶନ ଜନତା ମୁହାଁମୁହିଁ ହୋଇଛନ୍ତି ।
ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଥିବା ଜମ୍ମୁ କଶ୍ମୀର କ୍ରିକେଟର ଉମ୍ରାନ ମଲିକଙ୍କ ଟ୍ରେନିଂ ଓ ଅନ୍ୟାନ୍ୟ ସୁବିଧା ପାଇଁ ବନ୍ଦୋବସ୍ତ କରିବେ ଜମ୍ମୁ କଶ୍ମୀର ସରକାର ।
ଗୁଜୁରାଟ୍ ନିର୍ବାଚନ ପୂର୍ବରୁ କିଛିଦିନ ତଳେ ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଛାଡ଼ିଥିଲେ । ଗତକାଲି ହାର୍ଦ୍ଦିକ କହିଛନ୍ତି ଯେ, ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ଏକ ବିକଳ୍ପ ହୋଇ ରହିଛି ।
ଜୁନ୍ ୧୨ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ ମ୍ୟାଚ୍ । ଏନେଇ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏନେଇ ଷ୍ଟାଡିୟମ୍ର ନୂଆ ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଦେଖନ୍ତୁ ତା'ର କିଛି ଫଟୋ..
Making News | Ep 85 | Watch special episode on sisters\' fight OdishaTV is Odisha\'s no 1 News Channel. OTV being the first private satellite TV channel