ଯେଉଁ ଭଗବାନ ଉପହାର ଦେଇଥିଲେ, ସେଇ ଠକିଦେଲେ । ବୃତ୍ତିରେ ଡାକ୍ତର ହୋଇ ବି ନିଜ ୧୫ ବର୍ଷର ଅଲିଅଳି ଝିଅକୁ ବ୍ରେନ୍ ଟ୍ୟୁମରରୁ ବଞ୍ଚାଇ ନପାରିବା ଦୁଃଖରେ ଫାଟି ଯାଉଛି ଛାତି, ଭାଙ୍ଗି ଯାଉଛି ମନ । ହେଲେ ତାରି ପାଇଁ ଆଉ ଦୁଇ ଅଜଣା-ଅପରିଚିତଙ୍କ ଜୀବନ...
ପ୍ରାଣ ନେଇଗଲା ପ୍ଲାଷ୍ଟିକ୍ ସର୍ଜରୀ! ଭାରି ପଡ଼ିଲା ଓଜନ କମାଇବାକୁ ଅସ୍ତ୍ରୋପଚାର । ଯନ୍ତ୍ର ଚର୍ବି ଶୋଷୁ ଶୋଷୁ, ଶୋଷିନେଲା ଜୀବନ ମେଦ । ହ୍ରାସ ପାଇଁ ଉଦ୍ଦିଷ୍ଟ ଲିପୋସକ୍ସନ ସର୍ଜରୀ ଯୋଗୁଁ ପ୍ରାଣ ହରାଇଛନ୍ତି କନ୍ନଡ଼ ଅଭିନେତ୍ରୀ ଚେତନା ରାଜ୍ ।
ଆଶ୍ଚର୍ଯ୍ୟ !! ମରିବାର ୧୪ ବର୍ଷ ପରେ ସରକାରୀ ଅଫିସ୍ ଆସି ନେଇ ଗଲେ ସହାୟତା। ପରିବାର ଜାଣିବା ପରେ ପାଦ ତଳୁ ଖସିଗଲା ମାଟି। ଭାଇ କହିଲେ, ଭାଇ ତ ନାହିଁ..ସେ ଟଙ୍କା ଆଉ କିଏ ନେଇଯାଇଛି। ଆମ ପରିବାର ନାଁରେ ମିଛରେ କାଗଜପତ୍ର ହୋଇଛି।
ଭଉଣୀ ବାହାଘର ସାରି ଚାକିରିକୁ ଫେରିଥିଲେ। ହେଲେ ପୁଣି ଘରକୁ ଶବ ହୋଇ ଫେରିଲେ। ମାଆକୁ କଥା ଦେଇଥିଲେ, ଭଉଣୀ ବାହାଘର ସରିଲା, ଏଥର ଆସିଲେ ନୂଆ ଘର କରିବି। ସବୁ ସ୍ୱପ୍ନ ଚୁରମାର୍ ହୋଇଗଲା। ସ୍ୱାମୀକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଛି ୮ ମାସର ଗର୍ଭବତୀ ସ୍ତ୍ରୀ..ବାପାର...
ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ୨୧ ଦିନିଆ ବାହାର ଚନ୍ଦନଯାତ୍ରାରେ ବିଜେ ହେଉଛନ୍ତି ମହାପ୍ରଭୁ। ପ୍ରତିଦିନି ବିମାନରେ ବିରାଜି ଚାପ ଖେଳିବାକୁ ଯାଉଛନ୍ତି ମହାବାହୁ। ଦେଖନ୍ତୁ ସେହି ସମୟର କିଛି ଅପୂର୍ବ ଦୃଶ୍ୟ..
ମାତିଛନ୍ତି ମାଫିଆ। କଳାପଥର, ବାଲି ଓ ମାଟି ସବୁକୁ ଲୁଟ୍ କରି ମାଲେ ମାଲ ହେଉଛନ୍ତି..କୋଟି କୋଟି ଟଙ୍କା ନିଜେ ରୋଜଗାର କରୁଛନ୍ତି..ଜିଲ୍ଲାର ରାଜସ୍ୱ କିନ୍ତୁ ଖାଲି। ଯିଏ ସାମ୍ନାକୁ ଆସୁଛି, ତାକୁ ଟଙ୍କା ଦେଉଛନ୍ତି ନହେଲେ ରାସ୍ତାରୁ ହଟାଇ ଦେଉଛନ୍ତି। ସବୁ ଜାଣିଶୁଣି ନିଦାବିଷ୍ଣୁ ସାଜିଛି ପ୍ରଶାସନ
କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅନ୍ତର୍ଗତ ସିଲପଡ଼ା ଗାଁରେ ବଜ୍ରାଘାତ କାରଣରୁ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ।
ଭାରତରେ ସଂଯୋଗୀକରଣ ଏକବିଂଶ ଶତାବ୍ଦୀରେ ପ୍ରଗତିର ନୂତନ ଗତି ନିର୍ଣ୍ଣୟ କରିବ । ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି 6G ମୋବାଇଲ୍ ସେବା । ଏନେଇ ଖୋଦ୍ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବାହା ହୋଇ ଚତୁର୍ଥୀ ରାତିରେ ବୟଫ୍ରେଣ୍ତ ସହ ନ୍ୟୁଡ୍ ଭିଡିଓ କଲ୍ କରି ସ୍ୱାମୀକୁ ଦେଉଥିଲା ଧୋକା । ଏହା ସହ ଚତୁର୍ଥୀ ରାତି ପରଦିନ ସ୍ୱାମୀକୁ ମନ୍ଦିର ଡାକି ବୟଫ୍ରେଣ୍ତ ଠାରୁ ନିସ୍ତୁକ ମାଡ଼ ଖୁଆଇଥିବାର ଅଭିଯୋଗ କରିଛି ସ୍ୱାମୀ ।
ମୁଁ ୫୦୦ ବର୍ଷ ତଳେ ଆସିଥିଲି। ପିଇଥିଲି ମହାନଦୀ ପାଣି, ସୁନାର ଖାଇବା ଦେଇଥିଲେ ରାଣୀ। ଏବେ ପୁଣି ନେତା ନିମନ୍ତ୍ରଣ ଦେବାରୁ ପୁଣି ଆସିଲି। ଆବେ ତୁ କଳାପାହାଡ଼ ନାଁ ଖୋଳା ପାହାଡ଼? ସବୁ ତ ନଷ୍ଟ କଲୁଣି, ଆଉ କଣ କରିବୁ?
ବାପାଙ୍କ ସାହସ, ସ୍ୱାମୀଙ୍କ ଉତ୍ସାହ। ନୂଆ ଦୁନିଆ ଗଢିତୋଳିଛି ରୀତାଙ୍କ ପାଇଁ। ନିଜର ଇଚ୍ଛାଶକ୍ତି ଓ ଦୃଢ ମନୋବଳ ପାଇଁ ଆଜି ସିଏ ହୋଇଛନ୍ତି ପ୍ରଥମ ମହିଳା ଅମ୍ପେୟାର। ଦେଖନ୍ତୁ କେମିତି ଥିଲା ଏହି ଯାତ୍ରା...
ଚଳିତ ବର୍ଷ ମୋଟ ୧୪ ହଜାର ୯୩୫ ପିଲା ନବମ ପରୀକ୍ଷା ଦେଇନାହାଁନ୍ତି । ବୋର୍ଡ ପକ୍ଷରୁ ଆଜି ପ୍ରକାଶିତ ନବମ ରେଜଲ୍ଟରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି ।
ଡିଜିଟାଲ୍ ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲେ ୮୧ ବର୍ଷୀୟ ବୃଦ୍ଧ...
କି ଖାଇବା ଦେଉଛ? ତୁମ ଖାଇବା ଖାଇବା ପରେ ଅନେକ ଲୋକଙ୍କ ଦେହ ଖରାପ ହେଉଛି। କିନ୍ତୁ କଥାବାର୍ତ୍ତାରେ ଡାଉଟ୍ ହେବାରୁ ଡରିଗଲେଣି ଖୋଦ୍ ଫୁଡ୍ କମିଶନର। ଦେଖନ୍ତୁ ଏହା ପରେ ହେଉଛି କଣ?
ପ୍ଲାଷ୍ଟିକ୍ ସର୍ଜରୀ ନେଲା ଅଭିନେତ୍ରୀଙ୍କ ଜୀବନ । କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜଙ୍କ ଆଜି ଅକାଳ ବିୟୋଗ ହୋଇଛି ।
ଜନ୍ମଦାତ୍ରୀ ମାଆର ସେବାଯତ୍ନ ପାଇଁ ସମ୍ପତ୍ତି ନୁହେଁ, ଦରକାର ବଡ଼ ହୃଦୟ । ଏକ ପାରିବାରିକ ମାମାଲାର ଶୁଣାଣି କରି ସୁପ୍ରିମ୍କୋର୍ଟ ଏଭଳି ମନ୍ତବ୍ୟ ରଖିଛନ୍ତି ।
କୂଅରେ ଖସି ପଡିଲେ ବୃଦ୍ଧ...ନିଜ ଜୀବନକୁ ବାଜି ମାରି ବୃଦ୍ଧଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀର ୨ କର୍ମୀ..
ଆଜି ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ...
Making News | Consumption of alcohol creates dispute among couple OdishaTV is Odisha\'s no 1 News Channel. OTV being the first private satellite TV channel
News Fuse | Cuttack police gather to welcome new DCP OdishaTV is Odisha\'s no 1 News Channel. OTV being the first private satellite TV channel in Odisha