Special episode of Asha Ra Alok | Ep 317 | 24 May 2022 OdishaTV is Odisha\'s no 1 News Channel. OTV being the first private satellite TV channel in Odisha
News Fuse | Ep 1986 | Watch special episode on OTV OdishaTV is Odisha\'s no 1 News Channel. OTV being the first private satellite TV channel in Odisha
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜୀବନରୁ ମାରି ଦେବାକୁ ୨ ମାସ ତଳେ ଉଦ୍ୟମ କରାଯାଇଥିଲା । ତେବେ ସୌଭାଗ୍ୟବଶତଃ ସେ ଏହି ହତ୍ୟା ଉଦ୍ୟମରୁ ବର୍ତ୍ତି ଯାଇଛନ୍ତି ବୋଲି ୟୁକ୍ରେନର ଜଣେ ସାମରିକ ଅଧିକାରୀ ସୂଚନା ଦେଇଛନ୍ତି।
ଓଡ଼ିଶାରୁ ରାଜ୍ୟସଭାକୁ କିଏ କିଏ ଯିବେ? ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ପ୍ରଶ୍ନ ଉଙ୍କି ମାରୁଛି । ରେସ୍ରେ ଅନେକ ନାଁ ଥିଲେ ମଧ୍ୟ ୪ ଆସନ ମଧ୍ୟରୁ ଦୁଇ ଜଣ ମହିଳାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇବାର ଅଧିକ ସମ୍ଭାବନା...
ଜଟିଳ ହେବାରେ ଲାଗିଛି ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଅନୁଭବ ସୋସିଆଲ ମିଡିଆରେ ତୃତୀୟ ଭିଡିଓ ପୋଷ୍ଟ କରିବା ସହ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି । ସତ ପଦାକୁ ଆଣିବା ଲାଗି ଦରକାର ପଡ଼ିଲେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ।
ଦିନ ତଳେ ରାତି ଅଧରେ, ଆଜି ଦିବାଲୋକରେ । ପୁରୀ ଏମାର ମଠ ଖନନ ସ୍ଥଳରେ ପୁଣି GPR ସର୍ଭେ । ସର୍ବେକ୍ଷଣରେ ୩ ମେସିନ୍, ୫ ଇଂଜିନିୟର ଓ ୮ କର୍ମଚାରୀ । ଯେଉଁଠୁ ଐତିହ୍ୟ ସିଂହମୂର୍ତ୍ତି ମିଳିଥିଲା ସେଇଠି ବି ସର୍ଭେ । ଦିନ ଗଡୁଛି...
ନୂଆ ସଭାପତିଙ୍କ ନୂଆ ମିଶନ । ୬ ମାସରେ ରାଜ୍ୟରେ ଜୀବନ ପାଇବ କଂଗ୍ରେସ । ସଂଗଠନ ସ୍ତରରେ ଆସିବ ବଡ଼ ପରିବର୍ତ୍ତନ । ସଭାପତି ଦାୟିତ୍ୱ ନେବା ପରେ ଆଜି ଗଣମାଧ୍ୟମ ଆଗରେ ଏମିତି ଦୃଢୋକ୍ତି ପ୍ରକାଶ କରିଛନ୍ତି ନୂତନ ପିସିସି ସଭାପତି ଶରତ ପଟ୍ଟନାୟକ ।
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏଥିସହିତ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ବଡ଼ ପ୍ରଶ୍ନ, ପ୍ରସନ୍ନ ଆଚାର୍ଯ୍ୟ, ଏନ୍.ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ ସ୍ଥାନରେ କିଏ କିଏ ପାଇବେ ଟିକଟ୍? କାହା ଉପରେ ଭରସା କରିବେ ନବୀନ?
ନୂଆ ସଭାପତି, ନୂଆ ମିସନ୍, ନୂଆ ଭିଜନ୍ । ଭିଜନ୍ ୨୦୨୪ ମୋଡରେ ପିସିସି ସଭାପତି ଶରତ ପଟ୍ଟନାୟକ । ୬ ମାସରେ କଂଗ୍ରେସର ବଡ଼ ପରିବର୍ତ୍ତନ ହେବ । ବଦଳିବ ରୂପରେଖ, ବଦଳିବ ଆଭିମୁଖ୍ୟ । ନେତାଙ୍କୁ ଦକ୍ଷତା ଅନୁଯାୟୀ ଦାୟିତ୍ୱ ମିଳିବ ।
ଆଗେ ଆଗେ ପ୍ରେମିକ, ପଛେ ପଛେ ପ୍ରେମିକା । ପରସ୍ପରକୁ ନିବିଡ଼ ଭାବେ ଭଲ ପାଉଥିଲେ, ହେଲେ ଜଣେ ଜଣକୁ ଅଧା ରାସ୍ତାରେ ଛାଡ଼ି ଚାଲିଯିବାରୁ ଆର ଜଣକ ମଧ୍ୟ ବାଛିନେଲେ ସମାନ ରାସ୍ତା ।
ବର୍ଷାର ଭୟ ଭିତରେ ଆଜି ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ ଖେଳିବାକୁ କୋଲକାତାର ଇଡେନ ଗାର୍ଡେନ ମୈଦନାକୁ ଓହ୍ଲାଇଛନ୍ତି ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ସଞ୍ଜୁ...
ଠାକୁରଙ୍କ ଜମିରେ ପୋଲିସ କ୍ୱାର୍ଟର୍ସ, ବସଷ୍ଟାଣ୍ଡ, ପୌରପାଳିକା କାର୍ଯ୍ୟାଳୟ, ବ୍ୟାଙ୍କ, ବିବାହ ମଣ୍ଡପ, ହୋଟେଲ ସହ ମାର୍କେଟ୍ କମ୍ପ୍ଲେକ୍ସ ।
କାଳ ବୈଶାଖୀ ପ୍ରଭାବରେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ଗାଁରେ କୁଆପଥର ସହ ବର୍ଷା ହୋଇଛି । ଲୋକମାନେ ଖରାରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି । କ୍ଷୟକ୍ଷତିର କୌଣସି ସୂଚନା ମିଳିନି ।
ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଅଲମ୍ପିକ୍ସ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମ । ପ୍ରାଥମିକ ଭାବେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ୯୦ ସ୍କୁଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଓଡ଼ିଶାର ଏହି ପ୍ରତିଭାଶାଳୀ ଖେଳାଳିମାନେ ଜାତୀୟସ୍ତରରେ ମେଡ଼ାଲ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।
ପଞ୍ଜାବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବିଜୟ ସାଙ୍ଗଲାଙ୍କୁ ଲାଞ୍ଚ ନେବା ଅଭିଯୋଗରେ କ୍ୟାବିନେଟରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ ।
ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହହ୍ଲାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପରୀକ୍ଷା ହଲ୍ରେ ଚାଲିଗଲା ଜୀବନ । ସୁନ୍ଦରଗଡ଼ ଜିଲ୍ଲା ବଣାଇରୁ ସାମ୍ନାକୁ ଆସିଛି ଏହି ଘଟଣା ।
ରାଜ୍ୟସଭା ଆସନ ପାଇଁ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।