/odishatv-khabar/media/post_attachments/uploadimage/library/16_9/16_9_0/Firing_1651253572.jpg)
Firing
ନୂଆପଡ଼ାରେ ବାପପୁଅଙ୍କୁ ଉପରକୁ ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାପପୁଅ ଗୁରୁତର ହୋଇଥିବାର ସୂଚନା ମିଳିଛି । ବାଇକ୍ରେ ଯାଉଥିବା ବେଳେ ସିନାପାଲି ରାବଣ ଛକରେ ଫାୟାରିଂ ହୋଇଛି । କାର୍ ଭିତରେ ଥାଇ ଗୁଳି କରାଯାଇଥିବା ଅଭିଯୋଗ ହୋଇଛି । ବାପପୁଅଙ୍କ ଗୋଡ଼ରେ ଗୁଳି ବାଜିଥିବାର ସୂଚନା ଦିଆଯାଇଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ମେଡ଼କାଲକୁ ସ୍ଥାନାନ୍ତର କରାଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)