• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Gyanvapi mosque case Highlights: SC orders transfer of case to Varanasi district judge
ଜ୍ଞାନବାପି ଶୁଣାଣି ସ୍ଥାନାନ୍ତର; ୟୁପି ବାରଣାସୀ ସିଭିଲ୍ ଜଜ୍ ସିନିୟର ଡିଭିଜନ୍‌ରେ ହେବନି ଶୁଣାଣି

ବାରଣାସୀ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ହେବ ଉତ୍ତରପ୍ରଦେଶ ବାରଣାସୀ ଜ୍ଞାନବାପି ମସଜିଦ ବିବାଦ ମାମଲାର ଶୁଣାଣି ।

Matric Exam
ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ

ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ଦେଖା ହେବ । ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଖାତା ଦେଖା ପ୍ରକ୍ରିୟା ଚାଲିବ ।

Indrani Mukerjea
ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟା ମାମଲା; ୬ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ମା' ଇନ୍ଦ୍ରାଣୀ

ବହୁଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମା’ ଇନ୍ଦ୍ରାଣୀ ମୁଖାର୍ଜୀଆ ଆଜି ଜେଲରୁ ଜାମିନରେ ମୁକୁଳିଛନ୍ତି। ମୁମ୍ବାଇର ବାଇକୁଲା ଜେଲରୁ ୬ ବର୍ଷ ପରେ ଇନ୍ଦ୍ରାଣୀ ମୁଖାର୍ଜୀଆ ମୁକ୍ତ ହୋଇଛନ୍ତି। ବୁଧବାର ଇନ୍ଦ୍ରାଣୀଙ୍କ ଜାମିନ ମଞ୍ଜୁର କରିଥିଲେ ସୁପ୍ରିମକୋର୍ଟ।

RR vs CSK
ଚେନ୍ନାଇକୁ ହରାଇ କ୍ୱାଲିଫାୟର-୧ ରେ ଗୁଜରାଟକୁ ଭେଟିବ ରାଜସ୍ଥାନ

ଡିଫେଣ୍ତିଙ୍ଗ ଚାମ୍ପିୟନ୍‌ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ରାଜସ୍ଥାନ ରୟାଲ୍ସ କ୍ୱାଲିଫାୟର୍‌-୧ ରେ ନିଜ ସ୍ଥାନ ପକ୍କା କରିଛି । ଅଶ୍ୱିନୀଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଧରାସାୟୀ ହୋଇପଡ଼ିଥିଲା ଚେନ୍ନାଇ ସୁପରକିଙ୍ଗ୍ସ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 21 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Apana eka nuhanti Ep 591 | may 18 2022 | ଶେଯରେ ସାରଥୀ
Apana eka nuhanti Ep 591 | may 18 2022 | ଶେଯରେ ସାରଥୀ

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Khola Katha EP 753 MAY 19 2022 | ଆଇନି ବନାଇବା ଲୋକ ନିଜେ ଆଇନି ଭାଙ୍ଗୁଛନ୍ତି
Khola Katha EP 753 MAY 19 2022 | ଆଇନି ବନାଇବା ଲୋକ ନିଜେ ଆଇନି ଭାଙ୍ଗୁଛନ୍ତି

Khola Katha EP 753 MAY 19 2022 | ଆଇନି ବନାଇବା ଲୋକ ନିଜେ ଆଇନି ଭାଙ୍ଗୁଛନ୍ତି OdishaTV is Odisha\'s

News Fuse 20 May 2022
News Fuse 20 May 2022

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Special Story । Communication Minister Vaishnaw tests 5G successfully at IIT Madras
ସ୍ୱପ୍ନ ହେବ ସତ: ଆରମ୍ଭ ହେବ ୫ଜି ସେବା

ଭାରତୀୟ ଉପଭୋକ୍ତା ଖୁବଶୀଘ୍ର ପାଇବାକୁ ଯାଉଛନ୍ତି ବହୁ ପ୍ରତୀକ୍ଷିତ 5G ସେବା । ଗତକାଲି ପ୍ରଥମ ଥର ପାଇଁ ଭାରତରେ ଫାଇଭ୍ ଜି ଟେକନୋଲଜିର ସଫଳ ପରୀକ୍ଷଣ ହୋଇଛି । କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ କଲ କରି ଏହାର ଟ୍ରାଏଲ କରିଛନ୍ତି...

anubhav
ଭିଡ଼ିଓ ଛାଡ଼ି ଫସିଗଲେ କି ଅନୁଭବ?

ନିଜ ରାଜନୈତିକ କ୍ୟାରିୟର ପାଇଁ କାଳ ହେବାକୁ ଯାଉଛି କି ପତ୍ନୀ ବର୍ଷାଙ୍କ ସହ କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ବିବାଦ ? ଗତକାଲି ସୋସିଆଲ୍ ମିଡିଆ ପୋଷ୍ଟରେ ଖୋଦ୍ ଅନୁଭବଙ୍କ ଶଙ୍କାଭରା ଭିଡିଓ ପରେ ଆଜି ପ୍ରତିକ୍ରିୟା ରଖିଛି ବିଜେଡି ।

electic bill
ଏମିତି ଭାବରେ ଆପଣଙ୍କୁ ଠକୁଛି ଟାଟା

ଦିନରେ ଉପଭୋକ୍ତାଙ୍କୁ ଲଣ୍ଠନ ଦେଖାଉଛି ଟାଟା ପାୱାର । କାରସାଦି କରି ବିଦ୍ୟୁତ୍ ବିଲ ଆଦାୟ କରାଯାଉଛି ଅଧିକ ଅର୍ଥ । ବାସ୍ତବ ଦେୟ ବାଦ୍ ବିଭିନ୍ନ ହେଡରେ ଏହି ଅର୍ଥ ନେଉଛି କଂପାନି । ତେବେ ଏସବୁ ଦେୟ କଣ ପାଇଁ କଂପାନି କର୍ତ୍ତପକ୍ଷ ବି ତାହା...

Plus 2 girl student dies after falling from hostel building in Balasore, family alleges murder
ଛାତ୍ରୀଙ୍କ କାହିଁକି ଗଲା ଜୀବନ?

କେମିତି ହେଲା ବାଲେଶ୍ୱର ପ୍ରିନ୍ସ ରେସିଡେନ୍ସିଆଲ୍ କଲେଜ ଛାତ୍ରୀ ସାବିତ୍ରୀ ବେହେରାଙ୍କ ମୃତ୍ୟୁ ? ସତରେ କଣ ଦୁଇ ଶହ ଟଙ୍କା ଚୋରି ବିବାଦରୁ ଚାଲିଗଲା କି ମୟୁରଭଞ୍ଜ ଲୁହାକାନିର ପ୍ଲସଟୁ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଜୀବନ ? ଗୁରୁ ଯାଇ ଶୁକ୍ର ସରିଗଲା ସିନା ମୃତ୍ୟୁ ପଛର...

train
ଲୌହ ଦାନବର ରକ୍ତ ଭୋଜି

ଟ୍ରେନ୍ ଧକ୍କାରେ ପୁଣି ଗଲା ୩ ହାତୀଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ବାଂଶପାଣୀ-ଜୁରୁଡ଼ି ରେଳ ଲାଇନରେ ଗତକାଲି ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାର କାରଣ ଖୋଜା ଆରମ୍ଭ ହୋଇଥିଲେ ବି ବନ ବିଭାଗ ଓ ରେଳ ମନ୍ତ୍ରଣାଳୟ ପରସ୍ପରକୁ ଦୋଷ ଲଦିବାରେ ବ୍ୟସ୍ତ ।

 Barabati Stadium To Host T20I Against South Africa
ଜୁନ୍ ୧ରୁ ବାରବାଟୀ ଟି ଟ୍ୱେଣ୍ଟି ପାଇଁ ଟିକେଟ୍‌ ବିକ୍ରି

ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ। ଓସିଏ ସଂପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି।

OBC Reservation
ଓବିସି ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କୁ ନିନ୍ଦା କଲେ ବିରୋଧି

ସୁପ୍ରିମକୋର୍ଟ ମଧ୍ୟପ୍ରଦେଶର ଓବିସିଙ୍କୁ ସଂରକ୍ଷଣ ଅନୁମତି ଦେବା ପରେ ଓଡ଼ିଶା ସରକାର କୋର୍ଟକୁ ଯିବେ କି ନାହିଁ ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି । କେବଳ ବିଜେପି ନୁହେଁ, କଂଗ୍ରେସ ମଧ୍ୟ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛି ।

Special Story । Communication Minister Vaishnaw tests 5G successfully at IIT Madras
ଭାରତରେ 5G ଟେକ୍ନୋଲଜି; ୧ ସେକେଣ୍ତରେ କରିହେବ ୨୦ ଜିବି ଡାଟା ଡାଉନଲୋଡ୍‌

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତରେ ସତ ହେବାକୁ ଯାଉଛି ଫାଇଭ୍-ଜି ଟେକ୍ନୋଲଜି । ଗତକାଲି କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶରେ ପ୍ରଥମ ଫାଇଭ୍-ଜି କଲ୍‌ର ଟ୍ରାଏଲ କରିଛନ୍ତି । ଆଇଆଇଟି ମାଡ୍ରାସ ସ୍ଥିତ ଫାଇଭ୍ ଜି ଟେଷ୍ଟ ବେଡ୍‌ରେ ଏହାର...

Plus 2 girl student dies after falling from hostel building in Balasore, family alleges murder
ବାଲେଶ୍ୱର ପ୍ରିନ୍ସ କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ୨୦୦ ଟଙ୍କା ଚୋରି ପାଇଁ ଝିଅକୁ ହତ୍ୟା କରିଥିବା ଅଭିଯୋଗ

ବାଲେଶ୍ୱରରେ ପ୍ରିନ୍ସ ରେସିଡେନ୍ସିଆଲ କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ ଛାତରୁ ପଡ଼ି ପ୍ରାଣ ହରାଇବା ପଛରେ ସାମ୍ନାକୁ ଆସିଛି ସାଂଘାତିକ ଅଭିଯୋଗ ।

SC puts Odisha Universities Amendment Act on hold for 3 months, seeks Odisha govt reply
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ଉପରେ ସୁପ୍ରିମ ରୋକ୍

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ମାମଲାର ଶୁଣାଣି କରି ୩ ମାସ ପାଇଁ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ ।

Railway Minister Ashwini Vaishnaw flags off LHB coach at ICF
ଯାତ୍ରୀଙ୍କୁ ମିଳିବ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା; ଟ୍ରେନ୍‌ରେ ବୁଲି ନିଜେ ସ୍ଥିତି ପରଖିଲେ ରେଳ ମନ୍ତ୍ରୀ

ଦେଶରେ ଆରମ୍ଭ ହୋଇଥିବା ନୂଆ କରି ଭିଷ୍ଟାଡୋମ୍ ଟ୍ରେନ୍ ବଗିକୁ ପରଖିଲେ ରେଳମନ୍ତ୍ରୀ । ଟ୍ରେନ୍‌ରେ ବୁଲି ନିଜେ ସ୍ଥିତି ପରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

National Tribal Dance Festivel
ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ: ଭଳିକି ଭଳି ଲୋକ ନୃତ୍ୟରେ ଦୁଲୁକୁଛି ମଞ୍ଚ...

ଆରମ୍ଭ ହୋଇଛି ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ । ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଗତକାଲି, ଆଜି ଓ ଆସନ୍ତାକାଲି ଏହି ମହୋତ୍ସବ ଚାଲିବ । ଦେଖନ୍ତୁ ଏହାର କିଛି ଝଲକ...