ଭୁବନେଶ୍ୱର: ସିବିଏସ୍ଇ ଦଶମ ଗଣିତର ପୁନଃ ପରୀକ୍ଷା ପ୍ରସଙ୍ଗ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା ପରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି। କାରଣ ଯଦି ପୁନଃ ପରୀକ୍ଷା ହୁଏ, ତେବେ କେବଳ ଦିଲ୍ଲୀ ଓ ହରିୟାଣାରେ ପରୀକ୍ଷା ହେବ। ଅନ୍ୟ ରାଜ୍ୟରେ ପ୍ରଶ୍ନପତ୍ର ଲିକ୍ ହୋଇନଥିବାରୁ ...
ଭୁବନେଶ୍ୱର: ଆଜି କାଳବୈଶାଖୀ ଯୋଗୁ ତାତି କମିବାର ସମ୍ଭାବନା ରହିଛି। କିଛି ସ୍ଥାନରେ ଘଡ଼ଘଡ଼ି ସହିତ କୁଆପଥର ବୃଷ୍ଟି ହେବାର ମଧ୍ୟ ସମ୍ଭାବନା ଅଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ରହିବ। ଆସନ୍ତା ଦୁଇ ଦିନ ଉପକୂଳ ଓ ଉତ୍ତର...
ଆଠଗଡ଼ : କୂଅ ଭିତରକୁ କାର୍ ଓଲଟିବା ଫଳରେ ଚାଳକଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲା ଶଙ୍କରପୁର ଗାଁର ବିଶ୍ୱଜିତ୍ ସାହୁ। ଆଜି ସକାଳେ ଆଠଗଡ଼ ଥାନା ଇଚ୍ଛାପୁର ଗାଁରୁ ଜେନାପଦା ଯିବା ରାସ୍ତାରେ ବିଶ୍ୱଜିତ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା...
ଭୁବନେଶ୍ୱର : ଗଲେ ବି.କେ ହରିପ୍ରସାଦ, ଆସିଲେ ଜିତେନ୍ଦ୍ର ସିଂ। ଓଡିଶା ପ୍ରଭାରୀ ଭାବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଜିତେନ୍ଦ୍ର ସିଂଙ୍କୁ ଓଡିଶା ଦାୟିତ୍ୱ ଦେଇଛନ୍ତି। ପଂଚାୟତ ନିର୍ବାଚନ, ବିଜେପୁର ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ତଥା ବାରମ୍ବାର ରାଜ୍ୟ ନେତାଙ୍କ ଅଭିଯୋଗ ପରେ ଶେଷରେ ବି.କେ...
ଭୁବନେଶ୍ୱର : ଓଡ଼ିଶାରେ ସିବିଏସ୍ଇ ଦଶମ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି। ଦିଲ୍ଲୀ ଓ ହରିୟାଣା ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ଆଉ ଥରେ ହେବ ନାହିଁ ଦଶମ ଶ୍ରେଣୀ ଗଣିତ ପରୀକ୍ଷା। ତେବେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ CBSE ଦ୍ୱାଦଶ ଶ୍ରେଣୀର ପୁନଃ ପରୀକ୍ଷା ସାରା ଦେଶରେ ହେବ। ଆଜି...
ଭୁବନେଶ୍ୱର : ଆସୁଛି ବର୍ଷା ଓ ଝଡ଼ ତୋଫାନ୍। ଏହାର ପ୍ରଭାବ ରାଜ୍ୟର ୧୫ ଜିଲ୍ଲାରେ ଦେଖିବାକୁ ମିଳିବ। ଏହି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଆଜି ରାତି ୮ଟା ୧୫ ପର୍ଯ୍ୟନ୍ତ ସତର୍କତା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିଛି ଦିନ...
ଗଞ୍ଜାମ : କୃଷି ଋଣ ନାଁରେ ସାଧାରଣ ଗ୍ରାହକଙ୍କୁ ଠକେଇ। ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି ନିଜେ ବ୍ରାଞ୍ଚ୍ ମ୍ୟାନେଜର। ଗଞ୍ଜାମ ବୁଗୁଡ଼ା ବ୍ଲକ୍ କରଚୁଲି ଷ୍ଟେଟ୍ ବ୍ୟାଙ୍କ୍ ଶାଖାର ପୂର୍ବତନ ବ୍ରାଞ୍ଚ୍ ମ୍ୟାନେଜର ୭ ଜଣଙ୍କ ନାଁରେ ଚୂନ ଲଗାଇ ଟଙ୍କା ଉଠାଇ ନେଇଥିବା ଅଭିଯୋଗ...
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ପଦନୀପାଳ ଦୀପାଞ୍ଚଳର ୩ଟି ଗାଁ ପଦନୀପାଳ, ଦୈତାରୀପୁର, ଡକଳମଡା ଶାସନକୁ ଚତୁଃପାର୍ଶରୁ ଘେରି ରହିଛି ଖରସ୍ରୋତା ଓ କାଣିନଦୀ। ଫଳରେ ଏଠାକାର ଲୋକମାନେ ବର୍ଷ ସାରା ବିତାଇଥାନ୍ତି ଜଳବନ୍ଦୀ ଜୀବନ। ଏ ନେଇ ସ୍ଥାନୀୟ ଲୋକେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।...
ନୂଆଦିଲ୍ଲୀ: CBSE ପ୍ରଶ୍ନପତ୍ର ଲିକ୍ ମାମଲାରେ ଦିଲ୍ଲୀ ପୋଲିସ SITର ଜାରି ରହିଛି ଛାନଭିନ୍। CBSE ପରୀକ୍ଷା ନିୟନ୍ତ୍ରକଙ୍କୁ ଦୀର୍ଘ ୪ ଘଣ୍ଟା ଧରି ଜେରା କରିଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍। ପ୍ରଶ୍ନପତ୍ର ପିଛା ଛାତ୍ରଛାତ୍ରୀଙ୍କ ଠାରୁ ୩୫ ହଜାର ଟଙ୍କା ଲେଖାଏଁ ନେଇଥିବା ପ୍ରାଥମିକ ତଦନ୍ତରୁ...
ଫୁଲବାଣୀ: ଫୁଲବାଣୀ ମେଡିକାଲ ନିକଟ ମୁଣ୍ଡିଅସାହିରୁ ଆଜି ଏନ ନବଜାତ ଶିଶୁ କନ୍ୟାର ମୃତ ଦେହ ଠାବ କରାଯାଇଛି। ଶିଶୁ କନ୍ୟାର ମୃତ ଦେହକୁ କୁକୁର ମାନେ ଆଣି ପକାଇଥିବା ଦେଖିବାକୁ ମିଳିଛି। ସେହି ସାହିର ଜଣେ ମହିଳା କୁନି ଦିଗାଲ ମୃତ ଶିଶୁ ପଡିଥିବା ଦେଖି ପୋଲିକୁ...
ପୁରୀ: ପୁରୀ ସଦର ଥନା ରେଣ୍ଡାଗଡ଼ ଗାଁ ନିକଟରୁ ୬ଟି ଅଷ୍ଟଧାତୁ ମୂର୍ତ୍ତି ଓ ପ୍ରଭା ଉଦ୍ଧାର। ଉଦ୍ଧାର ମୂର୍ତ୍ତି ଓ ପ୍ରଭା ରେଣ୍ଡାଗଡ ନୃସିଂହ ମଠର ବୋଲି ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳେ କିଛି ପିଲା ନଦୀ ବନ୍ଧ ନିକଟ ଆମ୍ବଗଛ ମୂଳେ ଏକ ବ୍ୟାଗ...