• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

konark
ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ପେଟ୍ରୋଲିୟମ୍‌ ମନ୍ତ୍ରୀ

ପୁରୀ: ବିଶ୍ୱ ଐତିହ୍ୟସ୍ଥଳ ପାଇଁ ବିଶ୍ୱମାନର ସୁବିଧା ଯୋଗାଇବାର ଲକ୍ଷ୍ୟ ନେଇ କୋଣାର୍କରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଣ୍ଡିଆନ୍ ଅଏଲ୍ ଦ୍ୱାରା ୪୫ କୋଟି ଟଙ୍କାର ବ୍ୟୟ ବରାଦରେ ଏହି ସବୁ ଯୋଜନା ପ୍ରସ୍ତୁତ ହୋଇଛି।...

financial year..
ଆଜିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ। ଜାଣନ୍ତୁ କଣ ହେବ ମହଙ୍ଗା, କଣ ହେବ ଶସ୍ତା

ନୂଆଦିଲ୍ଲୀ: ଅଜିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ। ସାଧାରଣ ବଜେଟରେ ହୋଇଥିବା ଘୋଷଣା ଅନୁସାରେ କିଛି ଜିନିଷ ଶସ୍ତା ହେବ, କିଛି ମହଙ୍ଗା ହେବ ସେହିପରି କିଛି ଟିକସ ନିୟମରେ ହେବ ପରିବର୍ତ୍ତନ। ଆସନ୍ତୁ ଜାଣିବା କଣ ହେବ ମହଙ୍ଗା, କଣ ହେବ ଶସ୍ତା… ଅର୍ଥମନ୍ତ୍ରୀ ଅରୁଣ...

odisha police
ଆଜି ଓଡ଼ିଶା ପୋଲିସ ପାଳନ କରୁଛି ୮୩ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ଓଡ଼ିଶା ପୋଲିସ ପାଳନ କରୁଛି ୮୩ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ କଟକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ଏଥିସହ ଆୟୋଜିତ ପରେଡ଼୍‌ରେ ମିଳିତ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ କିଛି ପୋଲିସ କର୍ମଚାରୀଙ୍କୁ...

monsoon
ରାଜ୍ୟର ୧୨ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୧୨ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା। ଏନେଇ ଆଜି ସାଢ଼େ ୨ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ବେଳେ ୫୦ରୁ ୬୦ କିମି ବେଗରେ ପବନ ବହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,...

encounter
ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ

ଶ୍ରୀନଗର: ଜାମ୍ମୁ କାଶ୍ମୀର ସୋପିଆନ୍‌ରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଛି। ଏଥିରେ ଲସ୍କର-ଇ-ତୋଇବାର ମୋଷ୍ଟ ୱାଣ୍ଟେଡ୍ ଟପ୍ କମାଣ୍ଡର ସମେତ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ୪ଜଣ ଯବାନ ମଧ୍ୟ ଏଥିରେ ଆହତ ହୋଇଛନ୍ତି। ପ୍ରଥମେ ଦକ୍ଷିଣ...

cbse qus paper leak
ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ୩ଜଣ ଗିରଫ

ନୂଆଦିଲ୍ଲୀ: CBSE ପ୍ରଶ୍ନପତ୍ର ଭାଇରାଲ ମାମଲାରେ ୩ ଜଣ ଗିରଫ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଏକ ବେସରକରୀ ସ୍କୁଲ ଶିକ୍ଷକ ଥିବାବେଳେ ଜଣେ କୋଚିଂ ସେଣ୍ଟର ମାଲିକ ମଧ୍ୟ ଅଛନ୍ତି। ଏହି ୩ ଜଣଙ୍କୁ ଅଟକ ରଖି  ପଚରାଉଚରା କରୁଥିଲା ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ। ଆଜି...

building collapse
ଭୁଶୁଡ଼ିଲା ଚାରି ମହଲା ବିଲଡିଂ: ୧୦ଜଣ ମୃତ, ୫ ଗୁରୁତର ଆହତ

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଚାରି ମହଲା ବିଲଡିଂ ଭୁଶୁଡି ୧୦ଜଣଙ୍କ ମୃତ୍ୟୁ ହୋଇଛି।  ଏଥିସହ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଇନ୍ଦୋରର ଏମୱାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ଭଗ୍ନାବଶେଷ ତଳେ କିଛି ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।  ଅଗ୍ନିଶମ ବିଭାଗ ଓ...

pm modi
ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆରେ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଆ ସଂସ୍କୃତିର ମହନୀୟତା ପାଇଁ ସାରା ଦେଶ ଗର୍ବ କରେ ଏବଂ ବିଭିନ୍ନ କ୍ଷେତ୍ରରେ ଓଡ଼ିଆମାନେ ଉତ୍କର୍ଷ ଲାଭ କରିବା ସହ ଦେଶର ପ୍ରଗତି ପଥରେ ଓଡ଼ିଆ ଲୋକମାନେ ଅଲିଭା...

utkal dibasa
ବାଲୁକା କଳା ମାଧ୍ୟମରେ ଉତ୍କଳ ଦିବସର ଶୁଭେଚ୍ଛା

ପୁରୀ: ପବିତ୍ର ଉତ୍କଳ ଦିବସ ଅବସରରେ ପୁରୀରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବାଲୁକାକଳା ସ୍ଥାପନ କରାଯାଇଛି। ଏହି ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ନିଜ ବାଲୁକାକଳା ମାଧ୍ୟମରେ ସେ ଶୁଭେଚ୍ଛା ଜଣାଇଛନ୍ତି। Greetings on the occasion of #UtkalaDibasa . My SandArt at Puri beach...

utkal dibasa
ଆଜି ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ହେଉଛି ଉତ୍କଳ ଦିବସ। ବହୁ ସଂଗ୍ରାମ ପରେ ୧୯୩୬ ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଭାଷା ଭିତ୍ତିରେ ଦେଶରେ ପ୍ରଥମ କରି ଏକ ରାଜ୍ୟ ଗଠନ ହୋଇଥିଲା।  ତା ଆଗରୁ ଆଧୁନିକ ଭାରତରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ନ ଥିଲା...

newborn banki
ସତରେ କ’ଣ ମାଙ୍କଡ଼ ମାରିଦେଲା! ଏବେବି ରହସ୍ୟ ଘେରରେ ଶିଶୁପୁତ୍ରର ମୃତ୍ୟୁ

ଭୁବନେଶ୍ୱର: ନିଖୋଜର ୨୪ ଘଣ୍ଟା ପରେ ମୃତ ଅବସ୍ଥାରେ ମିଳିଲା କଟକ ବାଙ୍କି ଥାନା ତାଳବସ୍ତ ଗାଁର ୧୫ ଦିନର ଶିଶୁପୁତ୍ର। ପଡୋଶୀଙ୍କ ଘର ପଛପଟେ ଥିବା ଏକ କୂଅରୁ ଶିଶୁଟିର ମୃତଦେହକୁ ଉଦ୍ଧାର କରାଯାଇଛି। ଏହାପରେ ତାଳବସ୍ତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଗଣାରେ ବାପା...

ANANDI
ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ୍‌ ଯୋଶୀଙ୍କ ପ୍ରେରଣାଦାୟୀ କାହାଣୀ  

  ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ୍‌ ଯୋଶୀ । ଆଜି ତାଙ୍କର ୧୫୩ତମ ଜୟନ୍ତୀ।୧୮୬୫ ମସିହା ମାର୍ଚ୍ଚ ୩୧ ତାରିଖରେ ମହାରାଷ୍ଟ୍ର ଥାନେ ଜିଲ୍ଲାର କଲ୍ୟାଣ ଅଞ୍ଚଳରେ ଆନନ୍ଦି ଗୋପାଲ୍‌ ଯୋଶୀ ଜନ୍ମ ହୋଇଥିଲେ। ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ଡାକ୍ତର, ଯିଏ ଆମେରିକାରେ...

rajendra
ଅର୍ଥାଭାବ : ଆଇଆଇଟି ପାଠରେ ଡୋରି ବାନ୍ଧିବେ ରାଜେନ୍ଦ୍ର

ଗଜପତି : ଅର୍ଥାଭାବରୁ ଅଧୁରା ରହିବ ଆଇଆଇଟି ଇଂଜିନିୟର ହେବାର ସ୍ୱପ୍ନ। ଏଭଳି ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲାରୁ।  ଖଡ଼ଗପୁର ଆଇଆଇଟିରେ ସିଟ୍‌ ପାଇ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ରାଜେନ୍ଦ୍ର କୁମାର କୁମ୍ଭ ଆର୍ଥିକ ସଙ୍କଟ ପାଇଁ ପାଠରେ ଡୋରି ବାନ୍ଧିବାକୁ ବସିଛନ୍ତି। ରାଜେନ୍ଦ୍ର...

kuakhai
ଅଶ୍ଳୀଳ ଭିଡିଓ ଭାଇରାଲ ଓ କୁଆଖାଇ ହତ୍ୟାକାଣ୍ଡ ଘଟଣା : କ୍ରାଇମ୍ ବ୍ରାଞ୍ଚର ଦ୍ୱାରସ୍ଥ ହେଲେ ପୀଡ଼ିତା

ଭୁବନେଶ୍ୱର : ଭିଡିଓ ଭାଇରାଲରୁ କୁଆଖାଇ ପଠାରେ ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ ଘଟଣା। ଭାଇରାଲ ଭିଡ଼ିଓର ପୀଡ଼ିତା ଆଜି କ୍ରାଇମ୍ ବ୍ରାଞ୍ଚର ଦ୍ୱାରସ୍ଥ ହୋଇଛନ୍ତି। କ୍ରାଇମ୍ ବ୍ରାଞ୍ଚ ସାଇବର ସେଲ୍‌ର ସଂପୃକ୍ତ ଯୁବତୀ ଭିଡ଼ିଓକୁ ନଷ୍ଟ କରିବା ପାଇଁ ନିବେଦନ କରିବା ସହ ଏହାକୁ ଏବେ ମଧ୍ୟ କିଏ...

jajpur
ଯାଜପୁର ପୌରପାଳିକା ଉତ୍ସବର ମେଗା ଆୟୋଜନକୁ ନେଇ ଚର୍ଚ୍ଚା

ଯାଜପୁର  : ଆଖି ଝଲସା ଭବ୍ୟ ବିଶାଳ ମଞ୍ଚ। ବଲିଉଡ୍-ଓଲିଉଡ୍ ସେଲିବ୍ରିଟିଙ୍କ ମହା ମିଳନ। କେଉଁଦିନ ଅର୍ମାନ୍ ମଲିକ୍, ମିକା, ଅମିତ୍ କୁମାର ଓ ସାନ୍‌ଙ୍କ ଭଳି ବଲିଉଡ୍ ସିଙ୍ଗରଙ୍କ ଆକର୍ଷଣୀୟ ସୋ’ତ ,ପୁଣି କେଉଁ ସଂଧ୍ୟାରେ ସୁପ୍ରତିଷ୍ଠିତ ହାସ୍ୟ କଳାକାର ସୁଦେଶ ଓ କ୍ରିଷ୍ଣାଙ୍କ ଜବରଦସ୍ତ କମେଡି...