ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଧୋନୀଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ସୂଚନା ଅନୁସାରେ, ଭାରତର ଏହି ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ...
ଭୁବନେଶ୍ୱର: IPS ସ୍ତରରେ ଅଦଳବଦଳ ହୋଇଛି। ସୋମବାର ଓଡ଼ିଶା କ୍ୟାଡ଼ର ବରିଷ୍ଠ ପୁଲିସ ଅଧିକାରୀ ସ୍ତରରେ ପୁଣି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଆଇପିଏସ୍ ଜୟନାରାୟଣ ପଙ୍କଜଙ୍କୁ କେନ୍ଦୁଝର ଏସ୍ପି ଦାୟିତ୍ୱ ମିଳିଛି। କ୍ରାଇମବ୍ରାଞ୍ଚର ଏସ୍ପି ଦାୟିତ୍ୱ ପଣ୍ଡିତ ରାଜେଶ ଉତ୍ତମ ରାଓ, ନୀତି ଶେଖରଙ୍କୁ କେନ୍ଦ୍ରାପଡ଼ା ଏସ୍ପି,...
ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ବାଟିକାରେ ଘଟିଛି ଏକ ଅଭାବନୀୟ ଘଟଣା। ଯାହାକୁ ନେଇ ରାଜଧାନୀରେ ଖୁବ୍ ଚର୍ଚ୍ଚା। ପ୍ରେମିକାର ଓଢ଼ଣୀରେ ପ୍ରେମିକ କରିଛି ଆତ୍ମହତ୍ୟା। ଜୟଦେବ ବାଟିକାରେ ଥିବା ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ,ମୃତକଙ୍କ ଘର ବାଲେଶ୍ୱର...
ଦିଲ୍ଲୀ /ଭୁବନେଶ୍ୱର : ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆଜି ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଓଡ଼ିଶାରୁ ୩ଜଣ ବ୍ୟକ୍ତି(ଶିଶିର ପୁରୁଷୋତ୍ତମ ମିଶ୍ର, ଭବାନୀ ଚରଣ ପଟ୍ଟନାୟକ, ଚନ୍ଦ୍ରଶେଖର ରଥ) ଆଜି ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଚଳତି ବର୍ଷରେ...
ଭୁବନେଶ୍ୱର : ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର ପାଇଁ ଦାବି। ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ। ବୈଜୟନ୍ତ ଇମ୍ଫା କଂପାନୀରୁ ଦରମା ଆକାରରେ ୧୨...
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ତଥା ଓ୍ଵକେଟକିପର ହେନ୍ରିଚ୍ କ୍ଲାସେନ୍ ଏବେ ଚର୍ଚ୍ଚାରେ। ସେ ଏବେ ରାଜସ୍ଥାନ ରୟାଲସ୍ରେ ଷ୍ଟିଭ୍ ସ୍ମିଥ୍ଙ୍କ ସ୍ଥାନ ନେବାକୁ ଯାଉଛନ୍ତି। ବଲ ଟାମ୍ପରିଂ ବିବାଦରେ କ୍ରିକେଟ ଅଷ୍ଟ୍ରେଲିଆ ଓ ଆଇପିଏଲ୍ରୁ ବାଦ୍ ପଡ଼ିଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ଙ୍କ ସ୍ଥାନରେ କ୍ଲାସେନ୍ ଖେଳିବେ।...
ଭାରତୀୟ ଡାକଘର ତରଫରୁ ପୋଷ୍ଟମ୍ୟାନ ଏବଂ ମେଲ୍ ଗାର୍ଡ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ୨୧ ଏପ୍ରିଲ ୨୦୧୮ ପୂର୍ବରୁ ଆବେଦନ କରିପାରିବେ। ପଦବି ସଂଖ୍ୟା- ୧) ପୋଷ୍ଟମ୍ୟାନ-୧୩୨ ୨) ମେଲ୍ ଗାର୍ଡ- ୦୨ ଚାକିରି ସ୍ଥାନ- ହାଇଦ୍ରାବାଦ, ସିକନ୍ଦରାବାଦ ଶିକ୍ଷାଗତ ଯୋଗ୍ୟତା- ପ୍ରାର୍ଥୀ ମାଟ୍ରିକ୍...
ଭୁବନେଶ୍ୱର : କେମିତି ହେଲା ଜିଜ୍ଞାସା ମିଶ୍ରଙ୍କ ମୃତ୍ୟୁ? ଏହି ଚର୍ଚ୍ଚିତ ମୃତ୍ୟୁ ଘଟଣାରେ ଆସିଛି ପୋଷ୍ଟମର୍ଟମ ରିପୋର୍ଟ। ଠେଲିବା ଯୋଗୁ ନୁହେଁ, ବରଂ ଏହା ଦୁର୍ଘଟଣା ଜନିତ ମୃତ୍ୟୁ। ଆଉ ବଡ଼ କଥା ହେଉଛି, ପାକସ୍ଥଳିରେ ଆଲକହଲ ବାହାରିଥିବାରୁ ନିଶାସକ୍ତ ଅବସ୍ଥାରେ ତିନି ତାଲା ବାଲକୋନିରୁ ପଡି...
Dr. #SonuNigam ji ❤❤?? pic.twitter.com/aAmVJBp3YX — ❤Sonu Nigam My World❤ (@SumanSonuholic) 1 April 2018
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ। ବେକରେ ଶାଢ଼ି ଗୁଡ଼ାଇ ଗଛରେ ଫାଶି ଦେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଏବଂ ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ମହିଳାଙ୍କୁ କ୍ୟାପିଟାଲ ଥାନାକୁ ନେଇଛି ପୋଲିସ। ଆତ୍ମହତ୍ୟା ଉଦ୍ୟମ କରିଥିବା...
ଅମୃତସର : ଅପେକ୍ଷାର ଅନ୍ତ ଘଟିଛି। ପ୍ରାୟ ୪ବର୍ଷ ପରେ ଇରାକରେ ଗଣହତ୍ୟାର ଶିକାର ହୋଇଥିବା ଭାରତୀୟଙ୍କ ମୃତଦେହ ଫେରିଛି। ଏହାକୁ ନେଇ ବିମାନବନ୍ଦରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରିୟଜନଙ୍କ ବୁକୁଫଟା କାନ୍ଦରେ ଫାଟି ପଡିଥିଲା ପରିବେଶ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ପଂଜାବର ଅମୃତସର ବିମାନ...
ନୂଆଦିଲ୍ଲୀ: ନିୟନ୍ତ୍ରଣ ବାହାରେ ତୈଳ ଦର। ପେଟ୍ରୋଲ୍ ଓ ଡ଼ିଜେଲ୍ ଦର ବୃଦ୍ଧି ପୁଣି ଚିନ୍ତା ବଢ଼ାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଘଟିବାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରର ବୃଦ୍ଧି ଘଟୁଛି। ସୋମବାର ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ଦିଲ୍ଲୀରେ...
ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ। ଏକ କୋଟି ଟଙ୍କାର ବିଶାଳ ଷ୍ଟେଜ୍ ଭାଙ୍ଗିଗଲା। ଉଡାଇ ନେଲା ବଡ ବଡ ହୋଡିଂ। ଭୟରେ ସେହି ସ୍ଥାନ ଛାଡ଼ି ଦୌଡ଼ିଲେ ଲୋକେ। ଯାଜପୁର ପୌର ପାଳିକାର ବାଳାଶ୍ରମ ପଡ଼ିଆରେ ତିଆରି ହୋଇଥିବା ଏହି ମଞ୍ଚ ଝଡ଼ପବନ ଯୋଗୁ ଭୁଶୁଡ଼ିପଡ଼ିଛି। ଯାଜପୁରକୁ...