ଭଦ୍ରକ : ଭଦ୍ରକରେ ଅଘଟଣ। ବୈତରଣୀ ନଦୀରେ ବୁଡ଼ି ୩ ଜଣଙ୍କ ମୃତ୍ୟୁ। ନେରଡ଼ା ନିକଟରେ ଗାଧୋଇଲା ବେଳେ ଏମାନେ ସମସ୍ତେ ବୁଡ଼ି ଯାଇଛନ୍ତି। ମୃତକ ବାଳକମାନେ ହେଲେ ଜଗନ୍ନାଥ ବୋଇତେଇ, ଦିପ୍ତିରଂଜନ ବୋଇତେଇ ଓ କୁନା ଭୋଳ। ମୃତ ୩ ଜଣ ଯାକ ସ୍ଥାନୀୟ ବୋଇତେଇ ସାହିର...
ଭୁବନେଶ୍ୱର: ଝାଡ଼ଖଣ୍ଡର ଟାଟା ନଗର ପାଖରେ ଓଡ଼ିଶାର ତୀର୍ଥଯାତ୍ରୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ। ତୀର୍ଥଯାତ୍ରା ସାରି ଆଜମେରରୁ ଫେରୁଥିବା ବେଳେ ଶ୍ରୀରାମ ବେଞ୍ଜ ବସ୍ ଝାଡ଼ଖଣ୍ଡର ଟାଟା ସହର ନିକଟରେ ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ୧୫ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।...
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଅଂଚଳରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ଦୁଇଟି AK 47 ରାଇଫଲ, ପିସ୍ତଲ, ଗ୍ରେନେଡ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ରାଷ୍ଟ୍ରୀୟ ରାଇଫଲସ, ସିଆରପିଏଫ୍ ଓ ସ୍ପେସିଆଲ ଅପରେସନସ ଗ୍ରୁପ ପକ୍ଷରୁ ମିଳିତ ଭାବେ...
ଭୁବନେଶ୍ୱର: ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ପାଟଣାଗଡ଼ରେ ଯାଇ ପହଞ୍ଚିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍।ମୃତ ସୌମ୍ୟଶେଖରଙ୍କ ଘରେ ଯାଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍। ଘଟଣାସ୍ଥଳରେ ଯାଇ ସରଜମିନ୍ ତଦନ୍ତ କରିବ କ୍ରାଇମବ୍ରାଞ୍ଚ SITର ୪ ଜଣିଆ ଟିମ୍। ସୌମ୍ୟଙ୍କ ପରିବାର ଲୋକଙ୍କ ସହ ରୀମାଙ୍କ...
ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍। ଗୋଖାଦ୍ୟ ଦୁର୍ନୀତିର ଡୁମକା କୋଷାଗାର ମାମଲାରେ ଲାଲୁ ଯାଦବଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଏଥିସହ ୩୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି। ଗୋଖାଦ୍ୟ ଦୁର୍ନୀତିରେ...
ମୁମ୍ବାଇ: ଅନୁଷ୍କା ଶର୍ମାଙ୍କ ବିବାହ ପରେ ବର୍ତ୍ତମାନ ବଲିଉଡ଼ ଇଣ୍ଡଷ୍ଟ୍ରିର ଫ୍ୟାଶନ ଡିଭା ସୋନମ କପୁରଙ୍କ ଘରେ ସାହାନାଇର ବାଜିବ। ସୂଚନା ଅନୁସାରେ, ସୋନମ୍ ଜୁନ୍ ମାସରେ ତାଙ୍କ ଲଙ୍ଗ୍ ଟାଇମ୍ସ ବୟଫ୍ରେଣ୍ଡ ଆନନ୍ଦ ଅହୁଜାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। Veere Di Wedding...
ଭଦ୍ରକ: ୧୪୪ ଧାରା ଜାରି ସତ୍ତ୍ୱେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଚଳଚଞ୍ଚଳ ଭଦ୍ରକ ସହର। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରୁଟକୁ ନେଇ ଲାଗିଥିବା କଟକଣା ହଟିବା ପରେ ଗତକାଲି ପୂର୍ବ ନିର୍ଦ୍ଧାରିତ ବାଟ ଦେଇ କଳସ ଶୋଭାଯାତ୍ରା ହୋଇଥିଲା। ୨ ହଜାରରୁ ଅଧିକ ମହିଳା ହନୁମାନ ଘାଟରୁ...
ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ୍.ସି ଜମିରଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଶା ଛାଡିବା ପୂର୍ବରୁ ପୂର୍ବତନ ରାଜ୍ୟପାଳଙ୍କୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର ଦିଆଯାଇଛି। ପୂର୍ବତନ ରାଜ୍ୟପାଳଙ୍କୁ ବିଦାୟ ଜଣାଇବାକୁ ବିମାନ ବନ୍ଦରରେ ପହଞ୍ଚିଥିଲେ ବହୁ ରାଜନେତା, ଭୁବନେଶ୍ୱର ମେୟର, ପ୍ରଶାସନିକ...
ଖୋର୍ଦ୍ଧା: ଲୁଟ୍ ଉଦ୍ଦେଶ୍ୟରେ ଖୋର୍ଦ୍ଧାରେ ୪ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼। ବୋମାମାଡରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ପିକ୍ଅପ ଭ୍ୟାନରେ ଯାଉଥିବାବେଳେ ବ୍ୟବସାୟୀଙ୍କ ଗାଡ଼ି ଉପରକୁ ବୋମାମାଡ଼ କରି ଘଟଣାସ୍ଥଳରୁ ୨ ଦୁବୃର୍ତ୍ତ ଫେରାର ହୋଇଯାଇଛନ୍ତି। ଗୋଡ଼ିଆପଲ୍ଲୀ ଛକ ନିକଟରେ ଏହି ବୋମାମାଡ଼ ହୋଇଥିବା ସୂଚନା ମିଳିଛି।...
ଭୁବନେଶ୍ୱର: ଆଜି ମାର୍ଚ୍ଚ ୨୪ ତାରିଖରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହେଉଛି ବିଶ୍ୱବ୍ୟାପୀ। ଯକ୍ଷ୍ମା ଭଳି ଏକ ଭୟଙ୍କର ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳିତ ହେଉଛି। ଏହି ଅବସରରେ ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର...
ପାରାଦୀପ: ଭାରତୀୟ ତଟରକ୍ଷା ବାହିନୀର ଜାହାଜ ସୁଚେତା କ୍ରିପାଲିନୀକୁ ସେବାରୁ ବିରତି ଦିଆଯାଇଛି। ଦୀର୍ଘ ୨୦ ବର୍ଷ ଧରି ବଙ୍ଗୋପସାଗର ସୀମାରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଥିଲା ICGS ସୁଚେତା କ୍ରିପାଲିନୀ। ନିରବଚ୍ଛିନ୍ନ ଭାବେ ଭାରତୀୟ ତଟରକ୍ଷୀ ବାହିନୀରେ ସେବା ଯୋଗାଇ ଆସୁଥିବା ଏହି ଜାହାଜ କାର୍ଯ୍ୟରୁ ବିରତି...
ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଲା ମଇଦାନରେ ଆନ୍ନାଙ୍କ ଆମରଣ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଲୋକପାଳ ଗଠନ ଦାବି ନେଇ ଗତକାଲିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମାଜସେବୀ ଆନ୍ନା ହଜାରେ। କେନ୍ଦ୍ରରେ ଲୋକପାଳ ନିଯୁକ୍ତ ଓ ଚାଷୀଙ୍କ ଲାଗି ଉଦ୍ଦିଷ୍ଟ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ଦାବିରେ...
ନୂଆଦିଲ୍ଲୀ: ଆଜି ସାରା ବିଶ୍ୱରେ ପାଳନ ହେବ ଆର୍ଥ ଆୱାର ବା ପୃଥିବୀ ପାଇଁ ଏକ ଘଣ୍ଟା। ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏଁ ଘଣ୍ଟାଏ ପାଇଁ ଘରର ବା ନିଜ ଆଖପାଖର ଲାଇଟ୍ ବନ୍ଦ କରି ଆର୍ଥ ଆୱାର ପାଳନ କରିବେ ବିଶ୍ୱବାସୀ। ଶକ୍ତି...
ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ, ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ରୁକୁଣା ରଥଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତୀ ଓ ଅବକାଶ କରାଯିବା ପରେ ୫ଟାରୁ ଶ୍ରଦ୍ଧାଳୁଙ୍କ ଲାଗି ସାହାଣ ମେଲା ଦର୍ଶନ...
ଭୁବନେଶ୍ୱର: ବିଧାନସଭାରେ ଆଜି ଆସିଛି ଲକ୍ଷେ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଉପସ୍ଥାପିତ କରିଥିବା ଏହି ବଜେଟରେ ଗତବର୍ଷ ଅପେକ୍ଷା ୧୨ ଦଶମିକ ୩ ପ୍ରତିଶତ ଅଧିକ ବ୍ୟୟ ଅଟକଳ କରାଯାଇଛି। ତେବେ ବଜେଟରେ...
କଟକ : ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାର କ୍ରାଇମବ୍ରାଞ୍ଚ SIT ତଦନ୍ତ। ଆଡିସିନାଲ ଏସ୍ପି ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ SCB ଯାଇ ଟିମ୍ ଆହତ ରୀମାରାଣୀଙ୍କୁ...
ଆଉ ଦିନ କେଇଟା ପରେ ଚମକିବ ଆଇପିଏଲ୍। ଏହାର ୧୧ତମ ସିଜିନ ଆରମ୍ଭ ହେବାକୁ ଯାଉଛି। କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଲାଣି। ବିଶ୍ୱର ବଛା ବଛା ଖେଳାଳିଙ୍କୁ ଗୋଟିଏ ଟିମ୍ରେ ଦେଖିବାକୁ ସୁଯୋଗ ମିଳିବ। ଏହାରି ମଧ୍ୟରେ ଏକ ସୂଚନା ଦିଆଯାଇଛି ଯେ ଟୁର୍ଣ୍ଣାମେଣ୍ଟର...
ନୂଆ ଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଆମ ଆଦମୀ ପାର୍ଟି( ଆପ୍)ର ୨୦ ଜଣ ବିଧାୟକଙ୍କୁ ଜୀବନଦାନ ଦେଇଛନ୍ତି। ଲାଭଜନକ ପଦରେ ଥିବା ମାମଲାରେ ଜାନୁୟାରୀ ୧୯ରେ ୨୦ ଜଣ ବିଧାୟକଙ୍କ ପଦକୁ ରଦ୍ଦ କରିଦେଇଥିଲେ ନିର୍ବାଚନ କମିଶନ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ବିଚାର ପରେ ଏହି ବିଧାୟକମାନଙ୍କ...
ଲକ୍ଷ୍ନୌ: ମାତ୍ର ଗୋଟିଏ ଲିଟର ତେଲରେ ୧୫୩ କି.ମି. ଚାଲୁଛି ବାଇକ୍। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି କି? ହେଲେ ଏହା ସମ୍ପୂର୍ଣ୍ଣ ସତ। ଏମିତି ଏକ କରିସ୍ମା କରି ଦେଖାଇଛନ୍ତି ଉତ୍ତରପ୍ରଦେଶର ବିବେକ କୁମାର ପଟେଲ ନାମକ ଜଣେ ଯୁବକ। ଯେକୌଣସି କମ୍ପାନୀର ବାଇକ୍ କିଣିଲେ, ଅତି ବେଶିରେ...
ଭୁବନେଶ୍ୱର: ଉପସ୍ଥାପିତ ହୋଇଛି ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ୍। ବିଧାନସଭାରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଦ୍ୱାରା ଉପସ୍ଥାପିତ। ଏହି ବଜେଟରେ ମୋଟ ବ୍ୟୟ ଅଟକଳ ମୋଟ ୧ ଲକ୍ଷ ୨୦ ହଜାର ୨୮ କୋଟି ରଖାଯାଇଛି। ସେହିପରି ପ୍ରଶାସନିକ ବ୍ୟୟ ଅଟକଳ ରହିଛି ୫୦ ହଜାର ୭୬୧...