• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

play
ଆଜି ଠାରୁ ଆରମ୍ଭ ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଭାରତରୁ ଭାଗନେଉଛନ୍ତି ୨୨୭ ଖେଳାଳି, ଓଡ଼ିଶାରୁ ୮

ଭୁବନେଶ୍ୱର/ଗୋଲ୍ଡ କୋଷ୍ଟ : ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଆଜିଠୁ ଆରମ୍ଭ ହେଉଛି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା। ଆଜି ଏହାର ରଙ୍ଗାରଙ୍ଗ ଉଦଘାଟନୀ ସମାରୋହ। ଆସନ୍ତାକାଲିଠୁ ଆରମ୍ଭ ହେବ ଇଭେଣ୍ଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉଦଘାଟନୀ ସମାରୋହରେ ଭାରତ ତରଫରୁ ପତାକା ଧରିବେ ବ୍ୟାଡମିଣ୍ଟନ କୁଇନ୍ ପି.ଭି ସିନ୍ଧୁ।...

ranveer-dipika
ପୁଣି ରଣବୀର କପୁର ଓ ଦୀପିକା ପାଦୁକୋନ୍‌ଙ୍କୁ ଏକାଠି ଦେଖିବେ ଦର୍ଶକ

ମୁମ୍ବାଇ : ସିନେ ଦର୍ଶକଙ୍କ ପାଇଁ ଖୁସି ଖବର। ପୁଣି ଏକାଠି ହେବେ ରଣବୀର କପୁର ଓ ଦୀପିକା ପାଦୁକୋନ୍‌। ଏକଥା ଶୁଣିଲା ବେଳକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ! ଆପଣଙ୍କ ମନରେ ଅନେକ ପ୍ରଶ୍ନ ବି ଆସୁଥିବ? କାରଣ ଦୁହେଁ ଏବେ ପରସ୍ପରର ମୁହଁ ଦେଖିବାକୁ ବି ପସନ୍ଦ...

aklabya
ଏକଲବ୍ୟ ପୁରସ୍କାର -୨୦୧୮ ପାଇଁ ଦରଖାସ୍ତ ଆହ୍ୱାନ

ଭୁବନେଶ୍ୱର :  ଇମ୍ଫାଗ୍ରୁପ୍‌ ଦ୍ୱାରା ପରିଚାଳିତ ‘ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ୍‌’ ((IMPaCT) ତରଫରୁ ସମ୍ମାନଜନକ  ‘ଏକଲବ୍ୟ ପୁରସ୍କାର ୨୦୧୮’  ନିମନ୍ତେ  ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି। ‘ଏକଲବ୍ୟ ପୁରସ୍କାର ’ ପୁରସ୍କାର ହେଉଛି  ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଷିକ କ୍ରୀଡ଼ା...

hyderabad
ଅସହାୟ ବୃଦ୍ଧାଙ୍କୁ ଜଣେ ଟ୍ରାଫିକ୍‌ ପୋଲିସ ନିଜ ହାତରେ ଖୁଆଇ ଦେଉଥିବା ଫଟୋ ଭାଇରାଲ୍

This gesture of Kukatpally traffic PS Home Guard B.Gopal (1275) towards a homeless woman by feeding her at JNTU shakes the heart @cpcybd @cyberabadpolice @TelanganaDGP @TelanganaCMO pic.twitter.com/tL7VO7Vt5J — Harsha Bhargavi (@pandiribhargavi) 1 April 2018

saha
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆଜି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ଭବାନୀପାଟଣା  : ଆଜିଠୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା। ଦିନ ୧ଟା ୩୦ରେ ଶାହା ଭବାନୀପାଟଣାରେ ପହଞ୍ଚିବେ। ଶାହାଙ୍କ ସମାବେଶ ପାଇଁ ଭବାନୀପାଟଣାର ଲାଲବାହାଦୁର ଷ୍ଟାଡିୟମ ପ୍ରସ୍ତୁତ ହୋଇ ରହିଛି। ମହାସମାବେଶରେ କର୍ମୀ ଓ ନେତାଙ୍କୁ ମିଶନ ୧୨୦ ପ୍ଲସ୍ ପାଇଁ...

Construction-workers-
ସମସ୍ତ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ନିର୍ମାଣ ଶ୍ରମିକ ସେବା ସପ୍ତାହ। ଏହି ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ନିର୍ମାଣ ଶ୍ରମିକମାନଙ୍କ ପାଇଁ ହୋଇଥିବା ବିଭିନ୍ନ ସମାଜ କଲ୍ୟାଣକାରୀ ଯୋଜନାରେ...

cobra-rescued-720x430
ଏସି ଭିତରୁ ଫଣା ଟେକିଲା ନାଗସାପ

ଭୁବନେଶ୍ୱର: ଦୂରଦର୍ଶନ ଅଫିସ ନିକଟ ଏମସିଏଲ କଲୋନୀରୁ ଏକ ନାଗସାପ ଉଦ୍ଧାର କରାଯାଇଛି।  ଏମସିଏଲର ଡିସପେନସାରୀ ଅଫିସରେ ଥିବା ଏକ ଅଚଳ ଏସି ଭିତରୁ ଆଜି ନାଗସାପଟି ବାହାରିଥିଲ॥ କିଛିଦିନ ହେବ ଏସିଟି ଖରାପ ହୋଇପଡ଼ିଥିଲା। ତେଣୁ ଏହାକୁ ସଜାଡ଼ିବା ପାଇଁ ମେକାନିକଙ୍କୁ ଡକାଯାଇଥିଲା। ହେଲେ ମେକାନିକ୍ ଆସି...

soa-gate (1)
ପ୍ରକାଶ ପାଇଲା ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା: ଟପ୍‌ ୧୦୦ରେ ଓଡ଼ିଶାର ୪

ନୂଆଦିଲ୍ଲୀ: କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା କରାଯାଉଥିବା NIRF ବା ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମ୍ୱାର୍କ ‌ଆଜି ପ୍ରକାଶ ପାଇଛି। ଏଥିରେ ବିଶ୍ୱ ବିଦ୍ୟାଳୟ, କଲେଜ୍, ଇଞ୍ଜିନିୟରିଂ, ମ୍ୟାନେଜ୍‌ମେଣ୍ଟ, ମେଡିକାଲ, ଆର୍କିଟେକ୍ଚର, ଫାର୍ମାସୀ, ଲ ଏବଂ ସାମଗ୍ରିକ ବା ଓଭର-ଅଲ୍, ଏମିତି ୯ଟି ବର୍ଗରେ ରାଙ୍କିଙ୍ଗ ପ୍ରକାଶ...

High-Court-Pandian
ପାଣ୍ଡିଆନଙ୍କ ନାଁରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ

ଭୁବନେଶ୍ୱର: ପୁଣି ବିବାଦରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍। ମଧ୍ୟାହ୍ନ ଭୋଜନ ଏବଂ ଆହାରକୁ ନେଇ ହାଇକୋର୍ଟରେ ତାଙ୍କ ବିରୋଧରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ଜନସସ୍ୱାର୍ଥ ମାମଲା ଦାଖଲ ହୋଇଛି। ଏଥିରେ ପାଣ୍ଡିଆନ ଓ ଅନ୍ୟ ୯ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଅଭିଯୋଗ ଅନୁଯାୟୀ...

khariar
୭ ହଜାର ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

ନୂଆପଡ଼ା : ଖରିଆରର କପଡ଼ା ବ୍ୟବସାୟୀ କୈଳାଶ ସରାଫଙ୍କ ପୁଅ ବୈଭକକୁ ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ୭ ହଜାର ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଛି। କୈଳାସ ସରାଫଙ୍କ ପୁଅ ବୈଭବଙ୍କୁ ଆକ୍ରମଣ କରିବା ସହ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇଦେଇଥିଲେ ଜଣେ...

smruti
‘ଫେକ୍ ନ୍ୟୁଜ୍’ ମାମଲାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଟ୍ୱିଟ୍ : ପିସିଆଇ ଓ ଏନ୍‌ବିଏ ସବୁ ନିଷ୍ପତ୍ତି ନେବ

PIB Accreditation Guidelines asking Press Council of India & News Broadcasters Association to define & act against ‘fake news’ have generated debate. Several journalists & organisations have reached out giving positive suggestions regarding the same....

amitabh
ଅସୁସ୍ଥ ଥିବା ସତ୍ତ୍ୱେ ଅମିତାଭ ବଚ୍ଚନ ଗାଇଲେ ଗୀତ : ଟ୍ୱିଟ୍ କରି ପ୍ରଶଂସକଙ୍କୁ ଜଣାଇଲେ

T 2762 – The world of music knows no boundaries and no rest, despite late hours and medical procedures .. #102NotOut .. there is an additional song now .. I mean .. how can Production...

coconut-1
ଜାଣନ୍ତୁ ନଡ଼ିଆ ପାଣିର ଉପକାରିତା

ନଡ଼ିଆ ପାଣିର ସ୍ୱାଦ ଭାରି ମିଠା। ଏହା ଆମ ଶରୀର ପାଇଁ ଖୁବ୍ ହିତକାରକ। ଏହାକୁ ଛୋଟ ଠାରୁ ବଡ଼ ସବୁ ବୟସ୍କର ଲୋକେ ପସନ୍ଦ କରିଥାନ୍ତି। ବର୍ଷର ସବୁ ସମୟରେ ଏହାର ଆବଶ୍ୟକତା ଥାଏ। ହେଲେ ଖରା ଦିନେ ଏହାର ଚାହିଦା ଖୁବ୍ ବଢ଼ିଯାଇଥାଏ। ଆସନ୍ତୁ ଜାଣିବା...

puri
ରତ୍ନଭଣ୍ଡାରକୁ ଯାଞ୍ଚ ଲାଗି ମନୋନୀତ ସଦସ୍ୟ ଯିବା ପ୍ରସଙ୍ଗ : ଗଜପତି ମହାରାଜା ଯାଉ ନଥିବା ଶୁଣି ସେବାୟତ ଅସନ୍ତୁଷ୍ଟ

ପୁରୀ : ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରକୁ ଗଜପତି ମହାରାଜ ଯାଉ ନ ଥିବା ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗଜପତି ରତ୍ନଭଣ୍ଡାର ଭିତରକୁ ଯାଆନ୍ତୁ ବୋଲି ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ନିବେଦନ କରାଯାଇଛି। ସୂଚନାଯୋଗ୍ୟ, ଗଜପତିଙ୍କ ବଦଳରେ ତାଙ୍କ...

balasore
ଘରେ ପଶି ମହିଳାଙ୍କୁ ଆକ୍ରମଣ

ବାଲେଶ୍ୱର : ରାତିରେ ଘରେ ପଶି ମହିଳାଙ୍କୁ ଆକ୍ରମଣ। ମହିଳା ଗୁରୁତର ଭାବେ ଆହତ। ବାଲେଶ୍ୱର ଜିଲ୍ଲା ଔପଦା ଥାନା ପ୍ରତାପପୁରରେ ଏହି ଘଟଣା ଘଟିଛି। ଆହତ ହୋଇଥିବା ମହିଳା ଜଣକ ହେଲେ ରଂଜିତା ବେହେରା। ରଂଜିତାଙ୍କ ସ୍ୱାମୀ ପୁରୁଷୋତ୍ତମ ଓ ପୁଅ ଚେନ୍ନାଇରେ କାମ କରନ୍ତି। ଗତକାଲି...