• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

urvashi
ହୋଟେଲ୍ ରୁମ୍ ବୁକ୍ କରିବା ପାଇଁ ବଲିଉଡ଼ ଅଭିନେତ୍ରୀଙ୍କ ନାଁରେ ନକଲି ଆଧାର କାର୍ଡ଼

ମୁମ୍ବାଇ: ନକଲି ଆଧାର କାର୍ଡ଼ ବ୍ୟବହାର କରି ହୋଟେଲରେ ରୁମ୍‌ ବୁକ୍‌ କରିବା ମହଙ୍ଗା ପଡ଼ିଲା। ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ନାଁରେ ନକଲି ଆଧାର କାର୍ଡ଼ ପ୍ରସ୍ତୁତ କରି ଏକ ପଞ୍ଚ ତାରକା ହୋଟଲରେ ରୁମ୍‌ ବୁକ୍‌ କରିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ  ପୋଲିସ...

berahampur
ବ୍ରହ୍ମପୁରର ନୂତନ ଏସ୍‌ପି ଭାବେ ପିନାକ ମିଶ୍ରଙ୍କ ଦାୟିତ୍ୱଗ୍ରହଣ

ବ୍ରହ୍ମପୁର: ବ୍ରହ୍ମପୁରର ନୂତନ ଏସ୍‌ପି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି ପିନାକ ମିଶ୍ର। ଏହାପୂର୍ବରୁ ସେ ସୁନ୍ଦରଗଡ଼ ଏସ୍‌ପି ଥିଲେ। ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଆଶିଷ କୁମାର ସିଂଙ୍କୁ ପଦୋନ୍ନତି ଦିଆଯିବା ପରେ ତାଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଗତକାଲି କାର୍ଯ୍ୟରେ ଯୋଗଦେବା ପରେ ବ୍ରହ୍ମପୁର ପୋଲିସର...

bolangir
ଅର୍ଥାଭାବରୁ ପୁଅର ଚିକିତ୍ସା କରାଇ ପାରୁନାହାନ୍ତି ପରିବାର ଲୋକେ

ଭୁବନେଶ୍ୱର: ଯିଏ ଦିନେ ଘର ଚଳାଉଥିଲା, ତା ଗୋଡ ଓ ହାତରେ ପଡିଛି ବେଡ଼ି।  ଅର୍ଥାଭାବରୁ ମାନସିକ ଅନଗ୍ରସର ପୁଅର ଚିକିତ୍ସା କରାଇ ପାରୁନାହାନ୍ତି ପରିବାର ଲୋକେ। ଏପରି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଲାଲ୍‌ଟିକ୍‌ରା ଅଞ୍ଚଳରେ। ଗୋପବନ୍ଧୁ ନଗର ବାସିନ୍ଦା ଗୋବିନ୍ଦ ଝାଙ୍କର ବଡପୁଅ...

monsoon
ତାତିରୁ ମିଳିପାରେ ତ୍ରାହି

ଭୁବନେଶ୍ୱର: ଆଜି ଏବଂ କାଲି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ।  ଯାଜପୁର, କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ କାଳ ବୈଶାଖୀର ସମ୍ଭାବନା ରହିଛି। ତେଣୁ ଆଗକୁ ଗ୍ରୀଷ୍ମ ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଏଭଳି  ପୂର୍ବାନୁମାନ କରିଛି ଭୁବନେଶ୍ୱର...

chandrasekhar sahu
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ

ଭୁବନେଶ୍ୱର: ପୁଣି କଂଗ୍ରେସ ଛାଡିଲେ ନେତା।  ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।  ସେ ଗତକାଲି ତାଙ୍କ ଇସ୍ତଫାପତ୍ର AICC ଓ ପିସିସ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଦଳରେ ଚରମ ବିଶୃଙ୍ଖଳା ଦେଖା ଦେଇଥିବା ବେଳେ ହାଇକମାଣ୍ଡ ଏହାର ସମାଧାନ...

jagannath temple
ରତ୍ନଭଣ୍ଡାର ଖୋଲିବା ନେଇ ଛତିଶା ନିଯୋଗର ସହମତି

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିବାବେଳେ କେବେ ଖୋଲାଯିବ ସେନେଇ ନିଷ୍ପତ୍ତି ହୋଇପାରିନାହିଁ। ତେବେ ବୈଠକରେ ରତ୍ନଭଣ୍ଡାର ପ୍ରବେଶ ଲାଗି ନୀତି ନିର୍ଦ୍ଧାରଣ ହୋଇଛି। ତା’ ସହ ରତ୍ନଭଣ୍ଡାରକୁ...

indian post
ଡାକ ବିଭାଗ ଆରମ୍ଭ କଲା Cool EMS ସେବା

ଭାରତୀୟ ଡାକ ବିଭାଗ Cool EMS  ସେବା ଆରମ୍ଭ କରିଛି।  ଏହା ଜାପାନ – ଭାରତ ମଧ୍ୟରେ ଏକମାତ୍ର ସେବା, ଯାହା ଦ୍ୱାରା ଭାରତୀୟମାନେ  ବ୍ୟକ୍ତିଗତ ବ୍ୟବହାର ପାଇଁ ଖାଦ୍ୟ ସାମଗ୍ରୀ ଆମଦାନି କରିପାରିବେ। Cool EMS  ସେବା ସେବା ଜରିଆରେ ଭାରତୀୟମାନେ, ଜାପାନ୍‌ରୁ ଯେଉଁ ଉତ୍ପାଦ ଆମଦାନି...

heat
ରାଜ୍ୟରେ ହିଟ୍ ୱେଭ୍ କଣ୍ଡିସନ୍ ଜାରି

ଭୁବନେଶ୍ୱର : ଆସନ୍ତା ୨୯ ଏବଂ ୩୦ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ରହିବ। ଏଥିପାଇଁ ରାଜ୍ୟରେ ହିଟ୍ ୱେଭ୍ କଣ୍ଡିସନ୍ ଜାରି କରାଯାଇଛି। ଏହାପରେ ୩୦ତାରିଖରୁ ୧ ତାରିଖ ଭିତରେ ଏକ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ତେଣୁ ଆଗକୁ...

odiya
ରାଜ୍ୟର ୫ଟି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପ୍ରଫେସର ପଦବୀ ଖାଲି

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ପଦବୀ ଫାଙ୍କା। ୮ଟି ବିଶ୍ୱବିଦ୍ୟାଳୟରୁ ୫ଟିରେ ନାହାନ୍ତି ଓଡ଼ିଆ ପ୍ରଫେସର। ଆଜି ବିଧାନସଭାରେ ବିଜେପି ବିଧାୟକ ଦିଲୀପ ରାୟଙ୍କ ପ୍ରଶ୍ନରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏହି ସୂଚନା ଦେଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ , ଫକିର...

anu----
ଓଡ଼ିଆରେ ‘ଦେବଦାସ୍’ : ଚନ୍ଦ୍ରମୁଖୀ ହେବେ ଅନୁ ଚୌଧୁରୀ

ଆପଣ ଜାଣି ଖୁସି ହେବେ ଯେ ବଲିଉଡର ଚର୍ଚ୍ଚିତ ଫିଲ୍ମ ‘ଦେବଦାସ୍‌’ ଓଲିଉଡରେ ନିର୍ମାଣ ହେବାକୁ ଯାଉଛି । ଫିଲ୍ମର ନାଁ ରହିଛି ‘ନାୟକର ନା ଦେବଦାସ’। ଯେଉଁଥିରେ ଚନ୍ଦ୍ରମୁଖୀ ସାଜିଛନ୍ତି ଓଲିଉଡ୍‌ ଡିଭା ଅନୁ ଚୌଧୁରୀ। ଏଥିସହ ଫିଲ୍ମରେ ବବି ମିଶ୍ର , ବିଜୟ ମହାନ୍ତିଙ୍କୁ ମଧ୍ୟ...

health
ଆପଣଙ୍କ ଚେହେରାରେ ଚମକ ଆଣିବ ରସୁଣ : ଜାଣନ୍ତୁ ଉପାୟ

ରସୁଣର ଅନେକ ଔଷଧୀୟ ଗୁଣ ରହିଛି। ଏହା କେବଳ ରୋଷେଇ ଘରେ ମସଲା ରୂପେ କିମ୍ବା ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର ହୁଏ ତା’ନୁହେଁ ,ଥଣ୍ଡା କାଶ ଠାରୁ ଆରମ୍ଭ କରି ବିଭିନ୍ନ ସାଧାରଣ ରୋଗରୁ ଉପଶମ ଦେଇଥାଏ ଓ ଅନେକ ରୋଗକୁ ନିୟନ୍ତ୍ରିତ କରିଥାଏ ।...

photo-1
ଓଡ଼ିଶା ବାହାରେ ଓଡ଼ିଆ : ରାଜ୍ୟର ଉନ୍ନତି ପାଇଁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ନିଜସ୍ୱ ପ୍ରସ୍ତାବ ଦେଲେ କିଛି ଓଡ଼ିଆ ବନ୍ଧୁ

ଓଡ଼ିଶାରୁ ଯାଇ ଦେଶ ତଥା ବିଦେଶରେ ସଫଳତା ପାଇଛନ୍ତି ଅନେକ ଓଡ଼ିଆ। ନିଜର କର୍ମସଂସ୍ଥାନ ସହ ସେମାନେ ବି ନିଜ ଜନ୍ମମାଟି ଓଡ଼ିଶା ପାଇଁ ଚିନ୍ତା କରନ୍ତି। ପ୍ରବାସରେ ରହି ବି ନିଜ ରାଜ୍ୟର ବିକାଶ ପାଇଁ ଉଦ୍ୟମ କରନ୍ତି। ଅନେକ ସମୟରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି...

khus
ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ଖୁସି’ରେ ପାତରଅନ୍ତର ଅଭିଯୋଗ

ଭୁବନେଶ୍ୱର : ସ୍କୁଲ୍ ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ନାପ୍‌କିନ୍‌ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ଖୁସି’ରେ ପାତରଅନ୍ତର ଅଭିଯୋଗ। ରାଜ୍ୟର କେବଳ ଅନୁଦାନ ପ୍ରାପ୍ତ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ନାପ୍‌କିନ୍‌ ଯୋଗାଇ ଦିଆଯିବ ବୋଲି ଆଜି ବିଧାନସଭା ପ୍ରଶ୍ନକାଳରେ କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ...

maoist torch tractor
ଫୁଲବାଣୀରେ ପୁଣି ମାତିଲେ ମାଓବାଦୀ

ଭୁବନେଶ୍ୱର: ଫୁଲବାଣୀରେ ପୁଣି ମାତିଲେ ମାଓବାଦୀ। ଗତରାତିରେ ମାଓବାଦୀ ମାନେ ବାଲିମାହା ଗାଁ ନିକଟରେ ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି ଜାଳିଦେଇଥିବା ସୂଚନା ମିଳିଛି। ରାତିରେ ପ୍ରାୟ ୪୦ରୁ ୫୦ ମାଓବାଦୀ ସେଠାରେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି।  କୁର୍ତ୍ତମଗଡ଼-ଗୁମୁଡୁମାହା ରାସ୍ତା କାମକୁ ବିରୋଧ କରି ଏହି ଲାଲ୍‌ବାହିନୀ...

bbsr airport
ଭୁବନେଶ୍ୱର ବିମାନବନ୍ଦରରୁ ସୁନା ବିସ୍କୁଟ୍ ଜବତ

ଭୁବନେଶ୍ୱର: ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ବିସ୍କୁଟ୍ ଜବତ। ଆଜି ବିମାନବନ୍ଦରରୁ ୧କିଲୋ ୨୦୦ ଗ୍ରାମର ସୁନା ବିସ୍କୁଟ୍ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ। କ୍ୱାଲାଲମ୍ପୁରରୁ ଆସିଥିବା ୨ ଦୁବାଇ ଯାତ୍ରୀଙ୍କ ଠାରୁ ଏହି ବିପୁଳ ପରିମାଣର ସୁନା ବିସ୍କୁଟ...

mallya
ତୃତୀୟ ଥର ବିବାହ କରିବେ ମାଲ୍ୟା!

ନୂଆଦିଲ୍ଲୀ: ୬୨ ବର୍ଷରେ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା। ପୂର୍ବରୁ ୨ ଥର ବିବାହ  କରି ସାରିଥିବା ମାଲ୍ୟା ପୁଣିଥରେ ତୃତୀୟ ଥର ଲାଗି ବିବାହ କରିବା ନେଇ ବିଭିନ୍ନ ଯୋଜନା କରୁଥିବାର କୁହାଯାଉଛି। ଭାରତର ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା...

bhadrak
ଭଦ୍ରକରେ ସିରିଜ୍ ଦୁର୍ଘଟଣା: ୨ମୃତ, ୨ ଆହତ

ଭଦ୍ରକ: ଭଦ୍ରକରେ ସିରିଜ୍ ଦୁର୍ଘଟଣା। ପଛକୁ ପଛ ୪ଟି ଟ୍ରକ ମଧ୍ୟରେ ଧକ୍କା ହେବାଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। NH-୧୬ ଚରମ୍ପା ରେଲୱେ ଓଭରବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳ ସାଢ଼େ ୬ଟା ବେଳେ ସେଠାରେ...

firing
ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମନ୍‌ର ଭାଇଙ୍କୁ ଗୁଳିମାଡ଼

କଟକ: ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମନ୍‌ର ଭାଇଙ୍କୁ ଗୁଳିମାଡ଼। ଜଗତପୁର ନର୍ଥ ଡିଭିଜନ୍ ଆଇବି ନିକଟରେ ଏହି ଗୁଳିମାଡ଼ ହୋଇଛି। ରେହମନ୍‌ର ଭାଇ ତାହିରଙ୍କୁ ଏହି ଗୁଳିମାଡ଼ କରିଛନ୍ତି ଦୁବୃର୍ତ୍ତ। ତାହିରଙ୍କ ଗୋଡ଼ରେ ଗୁଳି ବାଜିଛି। ତେବେ ତାଙ୍କୁ କିଏ ଗୁଳି କରିଛି, ଗୁଳିମାଡ଼ର କାରଣ କ’ଣ ସେନେଇ...

new born alive
ଆଶା କର୍ମୀଙ୍କ ପ୍ରଚେଷ୍ଟା ଯୋଗୁଁ ମିଳିଲା ଜୀବନ

ଭୁବନେଶ୍ୱର: ଯାହାକୁ ଡାକ୍ତର ମୃତ ଘୋଷଣା କରିଥିଲେ ତା ଜୀବନ ବଞ୍ଚାଇଛନ୍ତି ଆଶା କର୍ମୀ। ମୃତ ଘୋଷିତ ନବଜାତକୁ ନୂତନ ଜୀବନ ଦେଇଛନ୍ତି ଜଣେ ଆଶା କର୍ମୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ ଘଟଣା। କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଏପରି କିଛି ଅଭିଯୋଗ ଏବେ...

facebook
ଡାଟା ଲିକ୍ ପରେ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ

ନୂଆଦିଲ୍ଲୀ: ଫେସବୁକ୍‌କୁ ନୋଟିସ୍ କଲେ ଭାରତ ସରକାର। ଡାଟା ଲିକ୍ ହେବା ଘଟଣା ସମ୍ନାକୁ ଆସିବା ପରେ ଫେସବୁକ୍‌କୁ ଏନେଇ ନୋଟିସ୍ ଜାରି ହୋଇଛି। ଯାହା ନେଇ ଏପ୍ରିଲ ୭ ତାରିଖ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଭାରତୀୟ ଗ୍ରାହକଙ୍କ କ’ଣ କ’ଣ ତଥ୍ୟକୁ କମ୍ପାନୀ...