ଭୁବନେଶ୍ୱର : ଦେଶକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ଏକ ପ୍ରତିଶତ ପର୍ଯ୍ୟଟକ ମଧ୍ୟ ଓଡ଼ିଶାକୁ ଆସୁନାହାଁନ୍ତି। ୨୦୧୭ରେ ଓଡ଼ିଶାକୁ ମୋଟ୍ ଏକ ଲକ୍ଷ ୧୪ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ଯାହା ସମଗ୍ର ଦେଶକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କର ମାତ୍ର ଶୂନ୍ ଦଶମିକ୍ ୯୮ ପ୍ରତିଶତ। ଓଡ଼ିଶା ପର୍ଯ୍ୟଟନକୁ...
ମକା ଖାଇବାକୁ ଛୋଟ ଠାରୁ ବଡ଼ ସମସ୍ତେ ପସନ୍ଦ କରିଥାନ୍ତି। ବର୍ଷା ଦିନେ ଏହାକୁ ଖାଇବାର ମଜା ଟିକେ ନିଆରା ଲାଗିଥାଏ। ମକା ପୋଡ଼ା ହେଉ ବା ସିଝା ଉଭୟ ପାଟିକୁ ଖୁବ୍ ସ୍ୱାଦିଷ୍ଟ ଲାଗିଥାଏ। ପାଟିକୁ ସ୍ୱାଦିଷ୍ଟ ଲାଗୁଥିବା ମକା ଯେ କେବଳ ଖାଇବାକୁ ଭଲ ଲାଗେ...
ଭୁବନେଶ୍ୱର : ନନ୍ଦନକାନନ ବୁଲି ଯିବାକୁ ବାହାରିଛନ୍ତି କି ? ଟିକେ ଅଧିକ ଖର୍ଚ୍ଚ ପାଇଁ ପସ୍ତୁତ ହୋଇଯା’ନ୍ତୁ। କାରଣ ଶନିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷ ଏହାର ପ୍ରବେଶ ଶୁଳ୍କ ୧୦ ଟଙ୍କା ବଢାଇ ଦେଇଛନ୍ତି। ଅର୍ଥାତ୍ ପୂର୍ବରୁ ଥିବା ପ୍ରବେଶ ଶୁଳ୍କ ୪୦ ଟଙ୍କା ରୁ...
ଭୁବନେଶ୍ୱର : ବିଧାନସଭା ପ୍ରଶ୍ନକାଳ ପୁଣି ଅଚଳ। ଆଦିବାସୀଙ୍କ ଉନ୍ନତି ପାଇଁ ଗଠିତ ଟ୍ରାଇବାଲ ଆଡଭାଇଜରି କମିଟି-TAC ନିୟମିତ ବସୁନଥିବାରୁ ଆଜି ସରକାରଙ୍କୁ ଘେରିଥିଲେ ବିରୋଧୀ କଂଗ୍ରେସ ସଦସ୍ୟ। ମୁଖ୍ୟମନ୍ତ୍ରୀ ନିଜେ ଏହାର ଅଧ୍ୟକ୍ଷ ଥିବାବେଳେ ଦୀର୍ଘ ଦିନ ଧରି ଏହି ବୈଠକ ବସି ନଥିବାରୁ ଆଦିବାସୀଙ୍କ ପ୍ରତି...
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ପ୍ରାୟ ୪ଶହ ଗ୍ରାମ ଓଜନର ସୁନା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୨ ଜଣ ଅଟକ ଥିବା ସୂଚନା...
ମୁମ୍ବାଇ: ବିରାଟ-ଅନୁଷ୍କାଙ୍କ ବିବାହ ପରେ ଯେଉଁ ସେଲିବ୍ରେଟିଙ୍କ ବିବାହ ପାଇଁ ସମେସ୍ତ ଚାହିଁ ରହିଛନ୍ତି ସେ ହେଲେ ଦୀପିକା ପାଦୁକୋନ୍ ଓ ରଣବୀର ସିଂଙ୍କ ବିବାହ। ମିଳିଥିବା ସୂଚନା ଯଦି ସତ ହୋଇଥାଏ ତେବେ ଖୁବ୍ ଶୀଘ୍ର ବଲିଉଡ଼ର ଏହି ପାୱାର କପଲ୍ଙ୍କ ଘରେ ଶାହାନାଇ ବାଜିବ। ପୂର୍ବରୁ...
ପୁରୀ: ପୁରୀରେ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ମାଡ଼ ଘଟଣାରେ ଜଣେ ଗିରଫ। ମାଡ଼ ମାରିଥିବା ଅନ୍ୟତମ ଅଭିଯୁକ୍ତ ଡାକ୍ତରାଣୀଙ୍କ ଭାଇଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଡାକ୍ତରାଣୀ ଜଣକ ଅସୁସ୍ଥ ହେବାଫଳରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମାର୍କେଟ ଛକରେ ସିଗ୍ନାଲ୍ ଭଙ୍ଗକୁ ନେଇ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ...
ବୁର୍ଲା: ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ପ୍ରଶାସନିକ ସ୍ତରରେ ଅଜବ ସ୍ଥିତି। ମୁହାଁମୁହିଁ ହୋଇଛନ୍ତି ନିର୍ଦ୍ଦେଶକ ଏବଂ ପ୍ରାଶାସନିକ ଅଧିକରୀ। ଅଭ୍ୟାସଗତଭାବେ ବିଳମ୍ବରେ ଆସୁଥିବା ଅଭିଯୋଗରେ ପ୍ରାଶାସନିକ ଅଧିକାରୀଙ୍କ ପ୍ରକୋଷ୍ଠରେ ତାଲା ପକାଇଛନ୍ତି ନିର୍ଦ୍ଦେଶକ। ଅଭିଯୋଗ ନେଇ ଓ.ଏ.ଏସ ସଂଘର ଦ୍ୱାରସ୍ଥ ହୋଇଛନ୍ତି ଅଧିକାରୀ। ସେପଟେ...
କଟକ: କଟକ ଜିଲ୍ଲା ବାଙ୍କୀ ଥାନା ତାଳବସ୍ତ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମା କୋଳରୁ ଶିଶୁ ପୁତ୍ରକୁ ଟେକିନେଇଛି ମାଙ୍କଡ଼। ୧୬ ଦିନର ଶିଶୁ ପୁତ୍ରକୁ ମାଙ୍କଡ଼ଟି ଟେକି ନେଇଥିବା ଜଣାପଡିଛି। ସୂଚନା ଅନୁସାରେ ଅଗଣାରେ ବାପା, ମାଙ୍କ ମଝିରେ ଶିଶୁ ପୁତ୍ର ଶୋଇଥିବାବେଳେ ମାଙ୍କଡଟି...
ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗରେ ଘରୋଇ ନର୍ସିଂ ହୋମ୍ରେ ଉତ୍ତେଜନା। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ସୂଚନା ଅନୁସାରେ ୩ଦିନ ତଳେ ବାଲେଶ୍ୱର ସାହାଡ଼ାର ଜୟଚନ୍ଦ୍ର ଦାସ ନାମକ ଜଣେ ରାଜମିସ୍ତ୍ରୀ ୩ମହଲା କୋଠାରୁ ପଡ଼ି ଆହତ ହୋଇଥିଲେ। ହାତ ଭାଙ୍ଗିଯାଇଥିବାରୁ ଏହି...
ସମ୍ବଲପୁର: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ର ରେଙ୍ଗାଲି ନୂଆଖୁରି ଗାଁ ଟୋଲ ପ୍ଲାଜାରୁ ଟୋଲ ଆଦାୟ ବନ୍ଦ ଓ ଟୋଲ୍ଗେଟ୍ ଉଚ୍ଛେଦ କରିବା ଦାବିରେ ଏପ୍ରିଲ ୨ ତାରିଖରେ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ରାଜପଥ ବ୍ୟବହାରକାରୀ ସଂଘ ଏହି ବନ୍ଦ ଡାକରା ଦେଇଛି।...