ଭୁବନେଶ୍ୱର: ଆଗକୁ ବଢ଼ିବ ଆଳୁ ଦର। କିଲୋପ୍ରତି ୪୦ ଟଙ୍କା ହେବ। ଅମଳ ସମୟରେ ମଧ୍ୟ ବଢ଼ୁଥିବା ଆଳୁର ଦରକୁ ନେଇ ଖାଉଟୀ ଚିନ୍ତାରେ ଥିବାବେଳେ ଆଜି ଏମିତି ଭବିଷ୍ୟବାଣୀ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ସେ କହିଛନ୍ତି ଯେ, ଏବର୍ଷ ଦେଶରେ ଆଳୁ...
ନୂଆଦିଲ୍ଲୀ: ଦେଶର ଥିବା ବନ୍ଧୁକ ଆଇନକୁ ଜୋରଦାର ବିରୋଧ କରିଛନ୍ତି ଆମେରିକାବାସୀ। ହଜାର ହଜାର ଲୋକ ଏକଜୁଟ୍ ହୋଇ ଦେଶରେ ଏହି ଆଇନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଗତ କିଛି ଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ରବିବାର ୱାସିଂଟନ୍ ଡିସିରେ...
ନୂଆଦିଲ୍ଲୀ: ମନ୍ କି ବାତ୍ କାର୍ଯ୍ୟକ୍ରମରେ ରବିବାର ଦେଶବାସୀଙ୍କୁ ରାମନବମୀ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ସେ କହିଛନ୍ତି ଯେ, ବିଶ୍ୱରେ ଏବେ ଭାରତର ସମ୍ମାନ ବଢ଼ିଛି। ଭାରତକୁ ପୁଞ୍ଜି ନିବେଶ, ଇନୋଭେସନ ଓ ବିକାଶର କେନ୍ଦ୍ର ଭାବେ ଦେଖୁଛି ସାରା ବିଶ୍ୱ।। ଏଥିସହିତ...
ଭୁବନେଶ୍ୱର: ଓଡ଼ିଆ ଝିଅଙ୍କ କମାଲ୍। ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ୨୦୧୮ ଟାଇଟଲ୍ ହାସଲ କଲେ ଓଡ଼ିଆ ଝିଅ ଶ୍ରୁତିକ୍ଷା ନାୟକ। କେବଳ ଏତିକି ନୁହେଁ ଶ୍ରୁତିକ୍ଷା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ମଧ୍ୟ ପ୍ରତିନିଧିତ୍ୱ କରିବେ। ଯାହାକି ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା।...
ଶ୍ରୀନଗର: ଜାମୁ ଓ କାଶ୍ମୀରର ବଡଗାମ୍ରେ ସେନାର ଏନ୍କାଉଣ୍ଟର ଜଣେ ଲସ୍କର ଏ ତୋଏବା ଆତଙ୍କବାଦୀ ନିହତ ହୋଇଛି। ଏଥିରେ ଜଣେ ସ୍ଥାନୀୟ ମହିଳା ଆହତ ମଧ୍ୟ ହୋଇଛନ୍ତି। ପୋଲିସ ସୂଚନା ମୁତାବକ ବଡଗାମ ଜିଲ୍ଲାର ବୀରୱାହ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାବଳ...
ଲକ୍ଷ୍ନୌ: ପୁଣିଥରେ ଏନ୍କାଉଣ୍ଟର କରିଛି ଉତ୍ତରପ୍ରଦେଶ ପୋଲିସ। କିଛି ଦିନର ବ୍ୟବଧାନ ପରେ ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ଅପରାଧୀ। ଗତ ୨୪ ଘଣ୍ଟା ମଧ୍ୟରେ ୟୁପିରେ ୬ଟି ଏନ୍କାଉଣ୍ଟର ହୋଇଛି। ଏଥିରେ ୨ ଜଣ ଅପରାଧୀଙ୍କ ମୃତ୍ୟୁ ହୋଇଛି, ଓ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ନୋଏଡ଼ା...
କେପଟାଉନ୍: ମହଙ୍ଗା ପଡିଲା ବଲ୍ ଟାମ୍ପରିଂ। ଅଷ୍ଟ୍ରେଲିଆର କ୍ରିକେଟ୍ ଟିମ୍ ଅଧିନାୟକ ପଦରୁ ହଟିଲେ ଷ୍ଟିଭ୍ ସ୍ମିଥ୍। ସେହିପରି ଉପ-ଅଧିନାୟକ ପଦରୁ ମଧ୍ୟ ହଟିଛନ୍ତି ଡେଭିଡ୍ ୱାର୍ଣ୍ଣର। ଏନେଇ ଅଷ୍ଟ୍ରେଲିଆନ କ୍ରିକେଟ୍ ବୋର୍ଡ଼ ଆଜି କନଫର୍ମ କରିଛି। କାର୍ଯ୍ୟାନୁଷ୍ଠାନ ପାଇଁ ଅଷ୍ଟ୍ରେଲିଆ ସରକାର ନିର୍ଦ୍ଦେଶ ଥିଲେ। ଅନ୍ୟପକ୍ଷରେ, କାମଚଳା...
ଭୁବନେଶ୍ୱର: BMC ୱାର୍ଡ ପୁନର୍ଗଠନକୁ ବିରୋଧ କରି ରାଜଧାନୀରେ ମନ୍ତ୍ରୀ ଓ ମେୟରଙ୍କ ଘର ଘେରାଉ କଲେ ଲୋକେ। ଆଗକୁ ବିଏମସି ନିର୍ବାଚନ ଥିବାବେଳେ ୪୩ ନମ୍ବର ୱାର୍ଡ ପୁନର୍ଗଠନକୁ ବିରୋଧ କରି ଲକ୍ଷ୍ମୀସାଗର ବାସିନ୍ଦା ଏବଂ ସ୍ଥାନୀୟ କର୍ପୋରେଟର ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ...
ଭୁବନେଶ୍ୱର: ଖୋଲିପାରେ ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡର ରହସ୍ୟ। ଭାଇରାଲ ଭିଡିଓରେ ଥିବା ଝିଅ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଅଟକ ରଖିଛି। କୋଲକତା ଖସିବାକୁ ଉଦ୍ୟମ କରୁଥିବା ବେଳେ ଉଭୟଙ୍କୁ ଅଟକ ରଖିଛି ପୋଲିସ। ଗତକାଲି ଉଭୟଙ୍କୁ ପଚରା ଉଚରା କରି ପୋଲିସ ଛାଡି ଦେଇଥିଲା। ହତ୍ୟା...
ନୂଆଦିଲ୍ଲୀ: ପତ୍ନୀଙ୍କ ବିଭିନ୍ନ ଅଭିଯୋଗକୁ ନେଇ ଗତ କିଛିଦିନ ଧରି ବିବାଦ ଘେରରେ ଥିବା ଭାରତୀୟ କ୍ରିକେଟର ମହମ୍ମଦ ସାମି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି।। ସୂଚନା ଅନୁସାରେ, ଗତକାଲି ଡେରାଡୁନରୁ ଦିଲ୍ଲୀ ଫେରୁଥିବା ସମୟରେ ସାମି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ଟ୍ରକ ସହ ସାମିଙ୍କ କାର୍ ମୁହାମୁହିଁ...
କେପଟାଉନ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ମ୍ୟାଚରେ ବଲ୍ ଟ୍ୟାମ୍ପରିଂ ଅଭିଯୋଗକୁ ସ୍ୱୀକାର କରିଛି ଅଷ୍ଟ୍ରେଲିଆ ଦଳ। କେପଟାଉନରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ବାନ୍କ୍ରଫଟ୍ ଏକ ହଳଦିଆ ରଙ୍ଗର ବସ୍ତୁ ଧରି ବଲ୍ ଟ୍ୟାମ୍ପରିଂ କରୁଥବା କ୍ୟାମେରାରେ କଏଦ୍ ହୋଇଥିଲା। ଅମ୍ପାୟାର୍ ନିଗେଲ୍ ଲଙ୍ଗ୍ ଓ...
ଭୁବନେଶ୍ୱର: ମିଶନ୍ ଏଭରେଷ୍ଟ ପାଇଁ ପ୍ରସ୍ତୁତ ଓଡ଼ିଆ ଝିଅ ସ୍ୱର୍ଣ୍ଣଲତା ଦଳେଇ। ପୃଥିବୀର ଏହି ଉଚ୍ଚତ୍ତମ ଗିରିଶୃଙ୍ଗ ଆରୋହଣ ପାଇଁ ଆସନ୍ତା ୨୭ ତାରିଖରୁ ଦିଲ୍ଲୀରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିବେ ସ୍ୱର୍ଣ୍ଣଲତା। ଏଥିପାଇଁ ସ୍ୱର୍ଣ୍ଣଲତାଙ୍କ ଗାଁ ଯାଜପୁର ଜିଲ୍ଲା ଜଗାଡ଼ିହରେ ଏବେ ଖୁସିର ଲହରୀ। ଯାଜପୁର ଜିଲ୍ଲା...
ଭୁବନଶ୍ୱର: ଛତିଶଗଡ଼ ସୁକମା ଜିଲ୍ଲାର କିସ୍ତାରାମ ଜଙ୍ଗଲରେ ୯ ଯବାନ ସହିଦ୍ ହେବା ଘଟଣାରେ ୭ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। କିସ୍ତାରାମ ଅଞ୍ଚଳରୁ ସୁରକ୍ଷାକର୍ମୀ ଏହି ୭ ନକ୍ସଲଙ୍କୁ ଗିରଫ କରିଛନ୍ତି। ଗତ ୧୩ ତାରିଖରେ କିସ୍ତାରାମ ଜଙ୍ଗଲରେ ହୋଇଥିବା IED ବିସ୍ଫୋରଣରେ ୯ ଜଣ ସିଆରପିଏଫ୍ ଯବାନ...
ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର ଥାନା ଝଗଡ଼ପାଡ଼ିରେ ଡବଲ୍ ମର୍ଡ଼ର୍ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ। ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣା ସ୍ଥଳକୁ ଯାଇ ଛାନଭିନ୍ ଆରମ୍ଭ କରିଛି। ସେଠାରୁ ୨ଟି ବାଇକ୍ ଜବତ ହୋଇଛି। ଗତକାଲି ବାକିରେ କୁକୁଡ଼ା ମାଂସ ନଦେବାରୁ ଦୁଇଭାଇଙ୍କୁ ଛୁରାଭୁସି ହତ୍ୟା ଅଭିଯୋଗ...
ଭୁବନେଶ୍ୱର: ଆଜି ପବିତ୍ର ରାମ ନବମୀ। ଏଥିପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ରାମ ମନ୍ଦିର। ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି। ଧୂପ ଦୀପ ନୈବେଦ୍ୟ ଧରି ପ୍ରଭୁ ଶ୍ରୀରାମଙ୍କ ଆଶିଷ ଭିକ୍ଷା ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ଓ...
ମୁମ୍ୱାଇ: ପୁଣି ଥରେ ଜଣେ ୭ ବର୍ଷର କ୍ୟାନସର ରୋଗୀକୁ ଗୋଟିଏ ଦିନ ପାଇଁ ପୋଲିସ ଇନ୍ସପେକ୍ଟର କରି ପ୍ରଶଂସା ସାଉଁଟିଛି ମୁମ୍ୱାଇ ପୋଲିସ। ତାଙ୍କ ନାଁ ଅର୍ପିତ ମଣ୍ଡଳ। ସେ ପୋଲିସ ଇନ୍ସପେକ୍ଟର ହେବାକୁ ଚାହୁଁଥିଲେ। ଅର୍ପିତଙ୍କ ସମ୍ପର୍କରେ ମୁମ୍ୱାଇ ପୋଲିସ ଜାଣିବା ପରେ ତାଙ୍କ ଇଚ୍ଛା...
ଭୁବନେଶ୍ୱର : ପବିତ୍ର ଅଶୋକାଷ୍ଟମୀରେ ଏକାମ୍ରକ୍ଷେତ୍ରରେ ପ୍ରଭୁ ଲିଙ୍ଗରାଜଙ୍କ ରଥଟଣାରେ ମହାବିଭ୍ରାଟ। ବାରମ୍ବାର ରଥ ଦଉଡ଼ି ଛିଡ଼ିବାରୁ ମାତ୍ର କେଇ ଫୁଟ ଗଡ଼ିବା ପରେ ବନ୍ଦ ହୋଇଛି ରଥଟଣା। ଆଜି ପାରମ୍ପରିକ ରୀତିନୀତି ପରେ ଅପରାହ୍ଣ ୪ଟାରେ ରଥଟଣା ପାଇଁ ନିର୍ଧାରିତ ହୋଇଥିଲେ ବି ୫ଟା ୧୫ରେ ରଥଟଣା...
କୋଲକାତା : ଭାରତୀୟ କ୍ରିକେଟ୍ରଙ୍କ ବ୍ୟାଟିଂ ଯାଦୁ ଏବେ ସାରା ବିଶ୍ୱକୁ ପାଗଳ କରିଛି। ବିରାଟ ହୁଅନ୍ତୁ କିମ୍ବା ରୋହିତ , କିଏ କେତେବେଳେ କେଉଁ ରେକର୍ଡ ଭାଙ୍ଗୁଛି କିଛି କହି ହେଉନି। ନିକଟରେ ଦିନେଶ କାର୍ତ୍ତିକଙ୍କର ଜବରଦସ୍ତ ବ୍ୟାଟିଂର ଚର୍ଚ୍ଚା ଥମିନଥିବା ବେଳେ, ଏବେ ଆଉ ଜଣେ ବ୍ୟାଟ୍ସ...
ଭୁବନେଶ୍ୱର : ଆନନ୍ଦପୁର ଘସିପୁରା ବ୍ଲକର ଆଇଆଇଟି ଟପ୍ପର ପାର୍ଥ ସାରଥୀ ଜେନାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ମିଳିଛି ଗୋଲଡ ମେଡାଲ। ପଡିଆପାଳ ଗାଁର ସୁପ୍ରଭା ଜେନା ଓ ନୀଳମଣି ଜେନାଙ୍କ ପୁଅ ହେଉଛନ୍ତି ପାର୍ଥସାରଥୀ। ସେ ଭୁବନେଶ୍ୱର ଆଇଆଇଟିରେ ଭୂତତ୍ତ୍ୱ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରି ଏହି...
ନୂଆ ଦିଲ୍ଲୀ : ସାରା ବିଶ୍ୱରେ ଧୂମପାନ ଜନିତ ମୃତ୍ୟୁ ଏବେ ମୁଖ୍ୟ ସମସ୍ୟା ପାଲଟିଛି। ଏହାର ଭୟାବହତାକୁ ନେଇ ସମସ୍ତେ ଚିନ୍ତିତ। କୁହାଯାଉଛି କି ଧୂମପାନରେ ଥିବା ନିକୋଟିନ୍ ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଛି। କିନ୍ତୁ ଏହାକୁ ଖଣ୍ଡନ କରିଛି ଆସୋସିଏସନ ଅଫ୍ ଭେଣ୍ଡର୍ସ ଇଣ୍ଡିଆ(ଏଭିଆଇ)। ଆଉ...