ଭୁବନେଶ୍ୱର: ପୁଣି ଥରେ ଚାଷୀଙ୍କୁ ନିରାଶ କଲେ ରାଜ୍ୟ ସରକାର। ବର୍ତ୍ତମାନ ରାଜ୍ୟରେ କୃଷି ଋ଼ଣ ଛାଡ଼ ହେବା ନେଇ କୌଣସି ବି ପ୍ରସ୍ତାବ ନାହିଁ। ଏପରି କିଛି ଉତ୍ତର ବିଧାନସଭାରେ ରଖିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ବିଧାନସଭାରେ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ସମବାୟ...
ଭୁବନେଶ୍ୱର: ସମବାୟ ବିଭାଗରେ ବଡ଼ ଧରଣର ଦୁର୍ନୀତି ହୋଇଛି। ବିଭିନ୍ନ ସମବାୟ ବ୍ୟାଙ୍କ ଓ ସମବାୟ ସଂସ୍ଥାରେ ୩୭୦ କୋଟି ଟଙ୍କାର ହେରଫେର୍ ହୋଇଥିବା ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସ୍ୱୀକାର କରିଛନ୍ତି। ବିଧାନସଭାରେ ବିଧାୟକ ଦିଲୀପ ରାୟଙ୍କ ଏକ ପ୍ରଶ୍ନରେ ଉତ୍ତର ଦେଇ ସେ ଏହା କହିଛନ୍ତି।...
ଭୁବନେଶ୍ୱର/ ସମ୍ବଲପୁର : ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଜି ଯୋଗଦେଇଛନ୍ତି ସତ୍ୟବ୍ରତ ଭୋଇ। ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟରେ ଯୋଗଦେଇଛନ୍ତି। ଭୁବନେଶ୍ୱର ଡିସିପି ପଦବୀରୁ ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ପଦୋନ୍ନତି ଦିଆଯାଇଥିଲା। ଆଜି କାର୍ଯ୍ୟରେ ଯୋଗଦେବା ଅବସରରେ ନିଜର ଅନୁଭୁତି ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ। ଏହାସହ...
କାନବେରା/ନୂଆ ଦିଲ୍ଲୀ : ବହୁ ଚର୍ଚ୍ଚିତ ବଲ ଟାମ୍ପରିଂ ଘଟଣାରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଓ ଉପ-ଅଧିନାକ ଡେଭିଡ ଓ୍ୱାର୍ନରଙ୍କୁ ବର୍ଷକ ପାଇଁ ବାସନ୍ଦ ସୂଚନା। ସେହିପରି ବଲ୍ ଟାମ୍ପରିଂ କରି ଧରା ପଡ଼ିଥିବା ବେନକ୍ରାଫ୍ଟଙ୍କୁ ୯ ମାସ ପାଇଁ ବାସନ୍ଦ କରାଯାଇଛି। ଏହି ୩ଜଣ ଖେଳାଳି...
ମୁମ୍ବାଇ: ନିଜ ନାଁ ପ୍ରତିଷ୍ଠିତ ପତ୍ରିକା ଫୋବର୍ସରେ ଆସିବା ଏକ ସମ୍ମାନର କଥା। ନିକଟରେ ଫୋବର୍ସ ଏସିଆର ଟପ୍ ଅଣ୍ଡର-30 ସେଲିବ୍ରିଟିଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ବଲିଉଡ୍ରୁ ମାତ୍ର ଜଣେ ବଲିଉଡ୍ ଷ୍ଟାର ସାମିଲ ଅଛନ୍ତି। ସେ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଅନୁଷ୍କା ଶର୍ମା। ତାଙ୍କୁ...
ବୌଦ୍ଧ : ବୌଦ୍ଧ ଜିଲ୍ଲାର ୩୦ରୁ ଅଧିକ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ। ଫଳରେ ବହୁ ମୂଲ୍ୟବାନ ଗଛ ଜଳିପୋଡ଼ି ନଷ୍ଟ ହେବାରେ ଲାଗିଛି। ଜିଲ୍ଲାର ମାଧପୁର, ପୁରୁଣା କଟକ, କଣ୍ଟାମାଳ ଏବଂ ମନମୁଣ୍ଡା ରେଂଜରେ ଗତ ପ୍ରାୟ ସପ୍ତାହେ ହେଲା ନିଆଁ ଲାଗିଛି। ଅଥଚ ଏଯାଏଁ ନିଆଁକୁ...
ଭୁବନେଶ୍ୱର : ଇଣ୍ଡିଆନ୍ ପ୍ରିମିୟର ଲିଗ୍ରୁ ବିଦା ହେବେ ଦୁଇ ବିବାଦୀୟ ଅଷ୍ଟ୍ରେଲିଆ କ୍ରିକେଟର୍ ସ୍ମିଥ୍ ଓ ୱାର୍ନର। ବଲ୍ ଟାମ୍ପରିଂ ଘଟଣାରେ ଛନ୍ଦିହେବା ପରେ ଆଜି ଅଷ୍ଟ୍ରେଲିଆ କ୍ରିକେଟର୍ ଉଭୟ ସ୍ମିଥ ଓ ୱାର୍ନରଙ୍କ ସହ ବେନକ୍ରାଫ୍ଟଙ୍କୁ ୧ ବର୍ଷ ପାଇଁ ବାସନ୍ଦ କରିପାରେ। ଯଦି ଅଷ୍ଟ୍ରେଲିଆ...
ନୂଆଦିଲ୍ଲୀ: ଚଳିତ ମାସ ୩୧ ସୁଦ୍ଧା ସମସ୍ତଙ୍କୁ ଆଧାର ଲିଙ୍କ୍ କରିବାକୁ ପଡ଼ିବ। ସୁପ୍ରିମକୋର୍ଟ ଏନେଇ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି। କଲ୍ୟାଣମୂଳକ ସ୍କିମ୍ ପାଇଁ ଆଧାର ଲିଙ୍କ୍ ଅବଧି ବଢ଼ିବ ନାହିଁ। ଏ ବାବଦରେ ଅନ୍ତରୀଣ ରାୟ ପ୍ରକାଶ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ...
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା। ଛୁରୀ ଦେଖାଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। କେନ୍ଦ୍ରାପଡା ଜିଲ୍ଲା ଅଙ୍ଗୁଳାଇରେ ଜଣେ କଲେଜ ଛାତ୍ରୀ ସ୍କୁଟିରେ ଘରକୁ ଫେରୁଥିବାବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଦୁର୍ବୃତ୍ତ ଜଣକ ତାକୁ ଦୁଷ୍କର୍ମ ପରେ ଅଶ୍ଳୀଳ ଫଟୋ ଉଠାଇବାକୁ ବାଧ୍ୟ...
ସୁରତ : ଯେଉଁ ବୟସରେ ପିଲାମାନେ ଖେଳ ଓ ଖେଳନା ବିଷୟରେ ଭାବିଥାନ୍ତି, ସାଙ୍ଗସାଥି ମେଳରେ ଦିନ ବିତାନ୍ତି, ସେହି ଚପଳ ବୟସରେ ଯଦି ପିଲାଟିଏ ସନ୍ୟାସୀ ହେବାର ନିଷ୍ପତ୍ତି ନିଏ, ଏହା ସମସ୍ତଙ୍କ ପାଇଁ ନିଶ୍ଚୟ ଆଶ୍ଚର୍ଯ୍ୟର କଥା ହେବ। ଏବେ ଏମିତି ଏକ ଘଟଣାକୁ ନେଇ ...
ଆଜିକାଲି ବ୍ୟସ୍ତ ଜୀବନଶୈଳୀ ଓ ଖାଦ୍ୟପେୟର ପରିବର୍ତ୍ତନ ଯୋଗୁଁ ଲୋକଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ଏସିଡିଟି ଗୋଟିଏ। ଏସିଡିଟି ହେବା ଫଳରେ ପେଟ ଜ୍ୱଳନ ,ଆମ୍ୱିଳା ହାକୁଟି ହୋଇଥାଏ। ଏହାର ଉପଶମ ପାଇଁ ଲୋକେ ଅନେକ ଔଷଧ ସେବନ କରିଥାନ୍ତି। ଆପଣ ଚାହିଁଲେ ବିନା ଔଷଧରେ...
ଭୁବନେଶ୍ୱର: ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଗୁମର ଖୋଲୁଛି କ୍ରାଇମବ୍ରାଞ୍ଚ। ପାର୍ସଲ୍ ବୋମା ପଠାଇଥିବା ବ୍ୟକ୍ତି ଜଣକ ଓଡ଼ିଆ ବୋଲି କ୍ରାଇମବ୍ରାଞ୍ଚ ଟିମ୍ ହାତରେ ଲାଗିଛି ସୁରାଗ୍। ସେ ଉଭୟ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା...
ନୂଆଦିଲ୍ଲୀ: ମେ ୧୨ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନର ବିଭିନ୍ନ ପ୍ରକ୍ରିୟା ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଓମ୍ ପ୍ରକାଶ ରାଓ୍ୱତ୍। ମେ ୧୨ରେ କର୍ଣ୍ଣାଟକର ସମସ୍ତ ୨୨୪ଟି ବିଧାନସଭା କ୍ଷେତ୍ର ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ମେ ୧୫ରେ...
ଭୁବନେଶ୍ୱର: ଉନ୍ମୟ ପାଢ଼ୀ ହତ୍ୟା ମାମଲାରେ ଅଟକ ଥିବା ଯୁବତୀଙ୍କୁ ଆଜି ଜେରା ପରେ ପୋଲିସ ଛାଡିଦେଇଛି। ଏଥିସହ ଯୁବତୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ଭାଇଙ୍କୁ ମଧ୍ୟ ଛାଡ଼ିଲା ପୋଲିସ। ଗତକାଲି ଏହି ହତ୍ୟା ମାମଲାରେ ପଦାକୁ ଆସିଥିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ଉନ୍ମୟଙ୍କୁ ଜୀବନ୍ତ ପୋଡି...
ଭଦ୍ରକ: ରାମ ନବମୀ ପାଇଁ ଭଦ୍ରକ ସହର ସହ ଆଖପାଖରେ ଲାଗୁ ହୋଇଥିବା ୧୪୪ ଧାରା ସମ୍ପୂର୍ଣ୍ଣ ହଟିଲା। ଏନେଇ ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ। ରାମନବମୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ଗତ ୧୭ ତାରିଖ ସଂଧ୍ୟାରୁ ୧୪୪ ଲାଗୁ କରିଥିଲା ଜିଲ୍ଲା ପ୍ରଶାସନ। ଏଥିସହ...
ଭୁବନେଶ୍ୱର (ସଂଗ୍ରାମ ଦାସମହାପାତ୍ର): ରାତିରେ ଆକାଶରୁ ଉଲକାପାତ ଦେଖିଲେ ଅନେକେ ନିଜ ମନସ୍କାମନା ପୁରଣ ପାଇଁ ପ୍ରାର୍ଥନା କରିଥାନ୍ତି। ଏହି ବିଶ୍ୱାସ ରଖୁଥିବା ଲୋକଙ୍କ ପାଇଁ ଉଲକାପାତ ଦେଖିବା ଏକ ସୌଭାଗ୍ୟର କଥା। କିନ୍ତୁ ଏବେ ଆପଣଙ୍କ ଇଚ୍ଛାରେ ହୋଇପାରିବ ଉଲକାପାତ। ଆକାଶରୁ ଖସିବ ନୀଳ, ସବୁଜ ଓ...
ପର୍ତ୍ତୁଗାଲ: ଚକୋଲେଟ୍ କାହାର ବା ପସନ୍ଦ ନୁହେଁ, ଏହା ସମସ୍ତଙ୍କ ପସନ୍ଦ। ଯେତେବେଳେ ବି କିଛି ମିଠା ଜିନିଷ ଖାଇବାକୁ ମନକୁ ଆସେ ପ୍ରଥମେ ଚକୋଲେଟ୍ କଥା ହିଁ ମନେ ପଡ଼େ। ଆଜି ଯାଏଁ ଆମ୍ଭେମାନେ କେବଳ ଦାମୀ ଚକୋଲେଟର ନାଁ ଶୁଣିଛେ, ମାତ୍ର କେବେ ଶୁଣିନାହଁ କି...
ଭୁବନେଶ୍ୱର: ରାଜ୍ୟରେ ବଢ଼ିଛି ମଦ ବିକ୍ରି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବିୟର ବିକ୍ରି ୨୧.୧୩ ପ୍ରତିଶତ ବଢ଼ିଛି। ବିଧାନସଭାରେ କଂଗ୍ରେସ ବିଧାୟକ ନବକିଶୋର ଦାସଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା। କେବଳ ବିୟର ବିକ୍ରି ନୁହେଁ, ବିଦେଶୀ ମଦ...
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ହତ୍ୟା ଘଟଣାର ପ୍ରତିବାଦ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ କାମାକ୍ଷାନଗର ହନୁମାନ ବଜାରଠାରେ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ରାସ୍ତା ଅବରୋଧ ଫଳରେ ତାଳଚେର-କାମାକ୍ଷାନଗର-ଯାଜପୁର ରାସ୍ତାରେ ଗାଡି ଚଳାଚଳରେ ବାଧା ଉପୁଜିଛି।...
ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀର ଏକ ହୋଟେଲ୍ ରୁମରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ଗୋପାଳ ଦାସଗୁପ୍ତା ଏବଂ ସେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ସେ ପଶ୍ଚିମବଙ୍ଗର କୃଷିମନ୍ତ୍ରୀ ତପନ ଦାସଗୁପ୍ତାଙ୍କ ଭାଇ ବୋଲି କୁହାଯାଉଛି। ମୃତକ ଗୋପାଳ ଦାସଗୁପ୍ତା ସେହି ହୋଟେଲରେ ରବିବାର ଠାରୁ ରୁମ୍...