• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

salman
ସଲମାନଙ୍କୁ ୫ ବର୍ଷ ଜେଲ୍

ଯୋଧପୁର: ବଲିଉଡ଼ ଭାଇଜାନ୍‌ ସଲମାନ ଖାନ୍‌ଙ୍କୁ ଲାଗିଛି ଏକ ବଡ଼ ଝଟ୍‌କା। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ସଲମାନଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୧୦ହଜାର ଟଙ୍କାର ଜୋରିମାନା ମଧ୍ୟ କରିଛନ୍ତି। ଯୋଧପୁରର ଏକ କୋର୍ଟ ଏହି...

salman khan
କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଦୋଷୀ

ଯୋଧପୁର: ବଲିଉଡ଼ ଭାଇଜାନ୍‌ ସଲମାନ ଖାନ୍‌ଙ୍କୁ ଲାଗିଛି ଏକ ବଡ଼ ଝଟ୍‌କା। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନ ଖାନ୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁଇ ଦଶନ୍ଧି ଧରି ଚାଲିଥିବା ଏହି ମାମଲାରେ ସଲମାନ ଏକୁଟିଆ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ସବୁ ଅଭିଯୁକ୍ତ...

bjd
ଯୁବ ବିଜେଡି ସଭାପତି ହତ୍ୟା ମାମଲାରେ ୨ ଗିରଫ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ା ହତ୍ୟା ମାମଲାରେ ୨ଜଣଙ୍କୁ ଗିରଫ କରିଛି ପୋଲିସ। ଏନେଇ ଢେଙ୍କାନାଳ ଏସ୍‌ପି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ବୋଲି ସୂଚନା ମିଳିଛି। କାମାକ୍ଷାନଗର ବଜାରରେ ୪ରୁ ଅଧିକ ଦୁର୍ବୃତ୍ତ ଏକ ଚୋରା ବୋଲେରୋ ଗାଡ଼ିରେ...

police commissioner
ଦ୍ୱିତୀୟ ଶ୍ରେଣୀର ଛାତ୍ର ହେଲେ ଗୋଟିଏ ଦିନ ପାଇଁ ପୋଲିସ କମିଶନର

ହାଇଦ୍ରାବାଦ: ଦ୍ୱିତୀୟ ଶ୍ରେଣୀର ଛାତ୍ର ଗୋଟିଏ ଦିନ ପାଇଁ ପୋଲିସ କମିଶନର ହୋଇ ଏବେ ଚର୍ଚ୍ଚାରେ। ମାତ୍ର ଦିନକ ପାଇଁ ହାଇଦ୍ରାବାଦ ପୋଲିସ କମିଶନର ଭାବେ  ଗତକାଲି ପୋଲିସ କମିଶନରଙ୍କ ଚୌକିରେ ବସିଥିଲେ ହାଇଦ୍ରାବାଦର ଛାତ୍ର ଡି.ଇଶାନ। ବୁଧବାର ସକାଳେ ଇଶାନ କମିଶନରଙ୍କ ଅଫିସ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱ...

atm
ATMକୁ ତାଡ଼ି ନେଲେ ଦୁର୍ବୃତ୍ତ

ବାଲେଶ୍ୱର: ATMକୁ ତାଡ଼ି ନେଲେ ଦୁର୍ବୃତ୍ତ।  ବାଲେଶ୍ୱର ବାହନଗା ବଜାରରେ ଥିବା SBIର ଏକ ATMକୁ ଦୁର୍ବୃତ୍ତ ତାଡ଼ି ନେଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଏଟିଏମ୍‌କୁ ଜଗିବା ପାଇଁ କୌଣସି ସୁରକ୍ଷା କର୍ମୀ ନଥିଲେ। ଫଳରେ ଏହା ଜାଣିପାରି...

parliament
୨୩ ଦିନର ଦରମା ଓ ଭତ୍ତା ନେବେନି ଏନ୍‌ଡ଼ିଏ ସାଂସଦ

ନୂଆଦିଲ୍ଲୀ: ଶାସକ ବିଜେପି ନେତୃତ୍ୱ ଏନ୍‌ଡ଼ିଏ  ସାଂସଦମାନେ ସେମାନଙ୍କର ୨୩ ଦିନର ଦରମା ଓ ଭତ୍ତା ନେବେନି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟରେ ସଂସଦରେ କୌଣସି କାର୍ଯ୍ୟ ହୋଇପାରିନି, ଏକପ୍ରକାର ଗୃହ ଅଚଳ ହୋଇରହିଲା।...

amit shah
ଆଜି ବଲାଙ୍ଗିର ଜନସମାବେଶରେ ଯୋଗଦେବେ ଅମିତ ଶାହା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଦୁଇ ଦିନିଆ ଓଡିଶା ଗସ୍ତର ଆଜି ଶେଷ ଦିନ। ଆଜି ଶେଷ ଦିନରେ ଶାହା ବଲାଙ୍ଗିରରେ ଆୟୋଜିତ ଜନସମାବେଶରେ ଯୋଗଦେବେ। ଗତକାଲି ଭବାନୀପାଟଣାରେ ମହାସମାବେଶ ପରେ ସାଂଗଠନିକ ସ୍ଥିତି ନେଇ ଦଳୀୟ ନେତାଙ୍କ ସହ ସେ ଆଲୋଚନା କରିଥିଲେ। ଭବାନୀପାଟଣାର...

sai anish
ତୁଣ୍ଡରେ ବିଭିନ୍ନ କାର୍‌ର ନାଁ

କୋରାପୁଟ: ବର୍ଣ୍ଣବୋଧ ପଢ଼ିବା ପୂର୍ବରୁ ତୁଣ୍ଡରେ ବ୍ରହ୍ମାଣ୍ଡର କଥା। ମାତ୍ର ସାଢେ ୪ବର୍ଷର ଏକ ଛୁଆର ପାଟି ଖୋଲିଲେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ସମସ୍ତେ। ବିଚକ୍ଷଣ ପ୍ରତିଭା ସହ ଅବିଶ୍ୱସନୀୟ ସ୍ମରଣଶକ୍ତି। ଆଉ ଏଥିପାଇଁ ମିଳିଛି ବହୁତ ସମ୍ମାନ ଆଉ ସ୍ୱୀକୃତି। ତେବେ ଜାଣନ୍ତୁ ପୂରା ଘଟଣାଟି କ’ଣ…...

rain
ତାତିରୁ ମିଳିଲା ନିସ୍ତାର; ବର୍ଷାରେ ଭିଜିଲା ଭୁବନେଶ୍ୱର, କଟକ ଓ ପୁରୀ ସମେତ କିଛି ସ୍ଥାନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା।  ଗତକାଲି ସଂଧ୍ୟାରେ ଭୁବନେଶ୍ୱରରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟିଆସି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ସେହିପରି କଟକ ସହରରେ ମଧ୍ୟ ବେଶ୍ କିଛି ସମୟ ପାଇଁ ଝଡ଼ବର୍ଷା ହୋଇଛି। ବର୍ଷା ଯୋଗୁଁ...

hirakud
କଲମା ବ୍ୟାରେଜର ଗେଟ୍ ବନ୍ଦ ପ୍ରତିବାଦରେ ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର: ଛତିଶଗଡ଼ରେ କଲମା ବ୍ୟାରେଜର ଗେଟ୍ ବନ୍ଦ ବିରୋଧରେ ପ୍ରତିବାଦର ସ୍ୱର ଉଠିଛି। ଏହାକୁ ବିରୋଧ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏହାସହ ପୋଷ୍ଟକାର୍ଡ ମାଧ୍ୟମରେ ଲୋକଙ୍କ ଦସ୍ତଖତ ସଂଗ୍ରହ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ପ୍ରାୟ ଏକ ଲକ୍ଷ...

murder
ସ୍ତ୍ରୀ ସହିତ ମିଶି ମାଆକୁ ହତ୍ୟା କଲା ପୁଅ

ଝାରସୁଗୁଡ଼ା: ଟଙ୍କା ପାଇଁ ମାଆକୁ ହତ୍ୟା କଲା ପୁଅ। ଏଭଳି ଲୋମଟାଙ୍କୁରା ଘଟଣା ଝାରସୁଗୁଡ଼ା ସହରରେ ଶୁଣିବାକୁ ମିଳିଛି। ମୁଙ୍ଗାପଡ଼ାର ଉଷା ରାଉତ ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ପୁଅ ସ୍ତ୍ରୀ ସହିତ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଆଜି ସ୍ଥାନୀୟ ମନମୋହନ ସ୍କୁଲ...

thunderstorm
କାଳବୈଶାଖୀ ସତର୍କ ସୂଚନା: ରାତି ୧୦ଟା ୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: କାଳବୈଶାଖୀ ନେଇ ସତର୍କ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ବର୍ଷା, ବଜ୍ରପାତ ଓ ଝଡ଼ତୋଫାନ ସହ କୁଆପଥର ମାଡ଼ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୦ଟି ଜିଲ୍ଲାର ଲୋକଙ୍କୁ ରାତି ୧୦ଟା ୪୫...

bus rant hike
ବଢ଼ିଲା ବସ୍‌ ଭଡ଼ା: ୩ ମାସରେ ଦୁଇଥର

ଭୁବନେଶ୍ୱର: ବଢ଼ିଲା ବସ୍ ଭଡା। ଡିଜେଲ ଦର ୨ଟଙ୍କା ୪୯ ପଇସା ବଢ଼ିବା ପରେ ବସ୍ ଭଡା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇଛି। ଅଟୋମେଟିକ୍ ମେକାନିଜିମ୍ ହିସାବରେ ଭଡ଼ା ବୃଦ୍ଧି ପାଇଥିବା ଘରୋଇ ବସ୍ ମାଲିକ ସଙ୍ଘର ସଭାପତି ସୂଚନା ଦେଇଛନ୍ତି। ସାଧାରଣ ବସ୍ ଓ...

bolangir-jail 2
ଗ୍ୟାଙ୍ଗଷ୍ଟର୍ ସୁଶାନ୍ତ ଧଳସାମନ୍ତ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର: ବଲାଙ୍ଗିର ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର୍ ସୁଶାନ୍ତ ଧଳସାମନ୍ତ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏକ ସ୍ୱତନ୍ତ୍ର ଓ୍ୱାର୍ଡରେ ତାଙ୍କର ଚିକିତ୍ସା କରାଯାଉଛି। ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା କହିଛନ୍ତି ସିଡିଏମ୍ଓ। ଯେପରି କୌଣସି ଅପ୍ରୀତିକର...

bjp--
ନବୀନ କ୍ଲାନ୍ତ ; ଓଡ଼ିଶାରେ ପରିବର୍ତ୍ତନ ଆଣିବ ବିଜେପି : ଅମିତ ଶାହା

ଭବାନୀପାଟଣା : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଆଜି ଭାଷଣରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ-“କଳାହାଣ୍ଡିରେ ଆଜି ତାପମାତ୍ର ୪୫ ଡିଗ୍ରୀ ରହିଥିଲା। ଏହା ସତ୍ତ୍ୱେ ବିଜେପି ସମାବେଶକୁ ଦୂରଦୂରାନ୍ତରୁ ଲୋକେ...

ratna bhandar---
ରତ୍ନ ଭଣ୍ଡାର ଯାଞ୍ଚ ଶେଷ

ପୁରୀ : ସରିଲା ରତ୍ନ ଭଣ୍ଡାର ଯାଞ୍ଚ। ବାହାର ୨ଟି ଭଣ୍ଡାର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ବାହାର ଭଣ୍ଡାର ଯାଞ୍ଚ ସାରି ଫେରିଆସିଛନ୍ତି ଯାଞ୍ଚକାରୀ। ଯାଞ୍ଚବେଳେ ଭଣ୍ଡାର ଛାତରେ ଫାଟ ଦେଖିବାକୁ ମିଳିଛି। ଯାଞ୍ଚ ପରେ ବାହାରକୁ ବାହାରିବା ପରେ ତଡ଼ଉ କରଣ ହିମାଂଶୁ ପଟ୍ଟନାୟକ ଏହି...