• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

cm
ନୀତି ଆୟୋଗ ବୈଠକରେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଦିଲ୍ଲୀରେ ବସିବାକୁ ଥିବା ନୀତି ଆୟୋଗର ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ନାହିଁ । ନିକଟରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ବଢ଼ିଥିବା ବେଳେ ନବୀନ ଯୋଗ ନ ଦେବାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନବୀନଙ୍କ ଏଭଳି ଆଭିମୁଖ୍ୟକୁ ବିରୋଧୀ...

bjp
ରତ୍ନଭଣ୍ଡାର ଚାବି ବିବାଦ: ସିଂହଦ୍ୱାର ସମ୍ମୁଖରେ ବିଜେପିର ଜନ ସତ୍ୟାଗ୍ରହ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ମିଳିବା ପ୍ରସଙ୍ଗକୁ ନେଇ ଶନିବାର ସନ୍ଧ୍ୟାରେ ବିଜେପି ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଜନ ସତ୍ୟାଗ୍ରହ ଆରମ୍ଭ କରାଯାଇଛି। ରତ୍ନଭଣ୍ଡାରର ଅସଲି ଚାବି ହଜିବା ଘଟଣାରେ ଏତଲା ନ ରଖାଯିବା, ନକଲି ଚାବି ମିଳିବା ଘଟଣାରେ ସରକାରଙ୍କ ଦାୟିତ୍ୱହୀନତାକୁ ଦାୟୀ କରିବା...

ratna vandara chabi
ତୁଟୁନି ଚାବି ବିବାଦ: ନକଲି ଚାବିରେ ଭଣ୍ଡାର ଖୋଲିବାକୁ ସେବାୟତଙ୍କ ଦାବି, ନିରଞ୍ଜନ କହିଲେ ଅଡିଟ୍ ହେଉ

ପୁରୀ: ରତ୍ନଭଣ୍ଡାରର ନକଲି ଚାବିକୁ ନେଇ ବିବାଦ ବଢୁଥିବା ବେଳେ ସେଇ ଚାବିରେ ଭଣ୍ଡାର ଖୋଲିବାକୁ ଦାବି ଜୋର ଧରିଛି। ମିଳିଥିବା ଚାବିରେ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଦଇତାପତି ନିଯୋଗ ଓ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଆଜି ଦାବି କରିଛନ୍ତି। ଏଥିସହିତ ଅଳଙ୍କାର ସୁରକ୍ଷିତ ଅଛି...

rain in odisha
ଘଡ଼ଘଡ଼ି ସହ ପବନ ଓ ବର୍ଷା ହେବା ନେଇ ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆଜି ପ୍ରବଳ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଜଗତସିଂହପୁର, କଟକ ଜିଲ୍ଲା ପାଇଁ ସତର୍କ...

sitala satshi
ଶୀତଳଷଷ୍ଠୀରେ ଦୁଲୁକୁଛି ପଶ୍ଚିମ ଓଡ଼ିଶା

ସମ୍ବଲପୁର: ଆସନ୍ତାକାଲି ଶିବ ବିବାହ। ଏଥିପାଇଁ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଶୀତଳଷଷ୍ଠୀରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଢୋଲ, ଦୁଲଦୁଲି ସାଙ୍ଗକୁ ଶଙ୍ଖ ଓ ଘଣ୍ଟ ଘଣ୍ଟାରେ କମ୍ପୁଛି ପୂରା ପଶ୍ଚିମ ଓଡ଼ିଶା। ଗତକାଲି ସମ୍ବଲପୁରର ଝାଡୁଆପଡ଼ା ସମେତ ଅନ୍ୟ ପଡ଼ାରେ...

sit meeting
 ଏସ୍‌ଆଇଟି ବୈଠକ ଶେଷ: ଫୋକସରେ ଅର୍ଥନୈତିକ ଅପରାଧ

କଟକ: କଳାଧନ ସମ୍ପର୍କିତ ଶନିବାର କଟକରେ ବସିଥିବା ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍ ଟିମ୍ (SIT)ର ବୈଠକ ଶେଷ ହୋଇଛି। ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏଥିରେ ମାଓବାଦୀଙ୍କଠାରୁ ବିପୁଳ କଳାଟଙ୍କା ଜବତ ହୋଇଥିବା ସୂଚନା ଦିଆଯିବା ପରେ ଏ ନେଇ ତଦନ୍ତ କରାଯିବ ବୋଲି...

ortel
ଅରଟେଲ୍ ବିରୋଧରେ ପୁଣି ଷଡ଼ଯନ୍ତ୍ର ଅଭିଯୋଗ

ଭୁବନେଶ୍ୱର: ଅରଟେଲ୍ ବିରୋଧରେ ପୁଣି ଷଡ଼ଯନ୍ତ୍ର ଅଭିଯୋଗ ଆସିଛି। ରାଜ୍ୟ ସରକାର ଚାପ ପକାଇ ଅରଟେଲ୍‌ର ଭୁବନେଶ୍ୱର ମୁଖ୍ୟାଳୟକୁ ବନ୍ଦ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅର୍ଟେଲ୍ କର୍ତ୍ତୃପକ୍ଷ। ସରକାର ପୋଲିସ ଲଗାଇ ଅରଟେଲ୍ ଅଫିସକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ସୋନି ଟିଭିର...

race three beat in bihar
ରେସ୍‌-୩କୁ ପଛରେ ପକାଇଲା ଭୋଜପୁରୀ ଫିଲ୍ମ

ମୁମ୍ବାଇ: ଶୁକ୍ରବାର ରିଲିଜ ହୋଇଥିବା ସଲମାନ ଖାନଙ୍କ ଫିଲ୍ମ ରେସ୍‌ ୩ ପ୍ରଥମ ଦିନରେ ୨୯.୧୭ କୋଟି ଟଙ୍କା ଆୟ କରିଛି। ଆରମ୍ଭରୁ ଏହି ସିନେମାକୁ ଦର୍ଶକଙ୍କଠାରୁ ଭଲ ରେସ୍‌ପନ୍‌ସ ମିଳିଛି। ପ୍ରଥମ ସପ୍ତାହରେ ଏହା ୧୦୦ କୋଟି କ୍ଲବରେ ସାମିଲ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା...

civilian
ଇଦ୍‌ରେ ବି ଅଶାନ୍ତ କାଶ୍ମୀର : ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ଟେକା ପଥର ମାଡ଼

ଶ୍ରୀନଗର: ପବିତ୍ର ଇଦ୍‌ରେ ମଧ୍ୟ ଶ୍ରୀନଗରରେ ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଶନିବାର ବିକ୍ଷୋଭ ପ୍ରଦର୍ଶନ ବେଳେ କେତେକ ବିକ୍ଷୋଭକାରୀ ପାକିସ୍ତାନର ପତାକା ଓ ଆଇଏସ୍ ପତାକା ପ୍ରଦର୍ଶନ କରିବା ସହିତ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ଫିଙ୍ଗିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀମାନେ ଲୁହ...

aids
ଏଡ୍‌ସ ଚିକିତ୍ସା ପାଇଁ ନୂଆ ଆଶା, ମିଳିଲା ନୂଆ ଆଣ୍ଟିବଡିର ସଂଧାନ

ହଂକଂ: ହଂକଂର ବୈଜ୍ଞାନିକମାନେ  ଭୟାବହ  ବ୍ୟାଧି ଏଡ୍‌ସର ଚିକିତ୍ସାର ଏକ ନୂଆ ଆଣ୍ଟିବଡି ବାହାର କରିଥିବା ଦାବି କରିଛନ୍ତି । ହଂକଂ ବିଶ୍ୱବିଦ୍ୟାଳୟର ଏଡ୍‌ସ ଇନଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକମାନେ ଦୀର୍ଘଦିନର ଗବେଷଣା ପରେ ଏମିତି ଆଣ୍ଟିବଡିର ସଂଧାନ ପାଇଛନ୍ତି ଯାହା ଏଡ୍‌ସର ଚିକିତ୍ସା କ୍ଷେତ୍ରରେ ଏକ ବିପ୍ଲବ ଆଣିବ ବୋଲି...

school students
ବଢ଼ିଲା ଖରାଛୁଟି ଅବଧି; ଜୁନ ୧୮ ବଦଳରେ ଜୁନ୍ ୨୧ରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ବଢ଼ିଲା ଖରାଛୁଟି ଅବଧି।  ଜୁନ ୧୮ ବଦଳରେ ଜୁନ୍ ୨୧ ତାରିଖରେ ଖୋଲିବ ସ୍କୁଲ।  ପ୍ରବଳ ଖରା ଓ ଗରମକୁ ଦୃଷ୍ଟିରେ ରଖି ସରକାର ଖରାଛୁଟିକୁ ଆଉ ୩ ଦିନ ପାଇଁ ବୃଦ୍ଧି କରିଛନ୍ତି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା...

aurangzeb-last-image
ସେନା ଯବାନ ଔରଙ୍ଗଜେବଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ

ଶ୍ରୀନଗର: ଭାରତୀୟ ସେନାର ଯବାନ ଔରଙ୍ଗଜେବଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ହତ୍ୟା କରିବା ପୂର୍ବରୁ ଏହି ଭିଡିଓ ସୁଟ୍ କରିଥିବା ଜଣାପଡ଼ିଛି । ଏହି ଭିଡିଓରେ ଆତଙ୍କବାଦୀମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ବ୍ୟକ୍ତିଗତ ଜୀବନ ସହିତ ସେ...

pakistan-ceasefire
ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର: ଜମ୍ମୁ ଓ ଶ୍ରୀନଗରରେ ପୁଣି ପାକ ସେନାର ଅସ୍ତ୍ରବିରତି ଉଲ୍ଲଂଘନ। ନୌସେରା ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳିମାଡରେ ଜଣେ ଯବାନ ସହିଦ ହୋଇଛନ୍ତି ।ସହିଦ ଯବାନଙ୍କ ନାଁ ବିକାଶ ଗୁୁରୁଙ୍ଗ । ଅାର୍ଣ୍ଣିଅା ସେକ୍ଟରରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି । ଭୋର ୪ଟାରୁ ଭାରତୀୟ ପୋଷ୍ଟ...

sleepless-night
ମାନସିକ ଚାପ ବା କର୍ମକ୍ଲାନ୍ତି ଯୋଗୁ ନିଦ ହଜିଯାଉଛି କି ? ଜାଣନ୍ତୁ, କ'ଣ କଲେ ସୁନିଦ୍ରା ଆସିବ ?

ମଣିଷ ସୁସ୍ଥ ରହିବାକୁ ଖାଦ୍ୟ ପାନୀୟ ଯେତିକି ଅାବଶ୍ୟକ, ଉତ୍ତମ ନିଦ୍ରା ମଧ୍ୟ ସେତିକି ଆବଶ୍ୟକ I ହେଲେ ବର୍ତ୍ତମାନ ବିଛଣାକୁ ଯିବାପରେ ନିଦ ନ ହେବାଟା ଅାଜିକାଲିର କର୍ମଜୀବୀ ମହିଳା ଓ ପୁରୁଷମାନଙ୍କର ନିତିଦିନିଅା ସମସ୍ୟା ହୋଇଗଲାଣି I ଦିନ ତମାମ୍ କର୍ମକ୍ଷେତ୍ରରୁ କ୍ଲାନ୍ତ ହୋଇ ଫେରିଥିବା କର୍ମଜୀବୀମାନଙ୍କୁ...

jharsuguda
ଢାବା ମାଲିକଙ୍କୁ ପଥରରେ ଛେଚି ହତ୍ୟା

ଝାରସୁଗୁଡ଼ା: ଜଣେ ଢାବା ମାଲିକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଲଖନପୁର ବ୍ଲକ କନକତୋରା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବାବୁଡେରା ଢାବା ମାଲିକ ରାଜେଶ ସାହୁଙ୍କୁ ଗତ...

representationl image
ନାବାଳିକା ଝିଅ ସହ ଦୁଷ୍କର୍ମ ଉଦ୍ୟମ ପରେ ଭିଡିଓ ଭାଇରାଲ

କେନ୍ଦ୍ରାପଡ଼ା: ଝିଅ ସବୁଠି ଅସୁରକ୍ଷିତ। ଏମିତିକି କେଉଁଠିକି ବୁଲି ଯିବା ବି ନିରାପଦ ନୁହେଁ। ପହିଲି ରଜ ଦିନ ଏକ ଝିଅ ତା ସାଙ୍ଗ ସହ ସମୁଦ୍ରକୂଳକୁ ବୁଲି ଯାଇଥିବାବେଳେ ଲମ୍ପଟମାନଙ୍କ କବଳରୁ ଖସି ପାରି ନାହିଁ । ଲମ୍ପଟ ଯୁବକମାନେ ତା ଇଜ୍ଜତ ମହତ ନେବା ସହ...

representational
ନାବଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା!

ବାରିପଦା: ବାରିପଦାରେ ଚାଞ୍ଚଲ୍ୟ। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାରିପଦା ବେତନଟୀର ଗରୁଡ଼ବସା ଗାଁ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ, ନାବାଳିକା ଜଣକ ରଜରେ ବୁଲିବାକୁ ଯାଇ ଗତକାଲିଠୁ ନିଖୋଜ ଥିଲେ। ସେହି ଗାଁର ଜଣେ ଯୁବକ ନାବାଳିକାଙ୍କୁ ବୁଲାଇ...

jharsuguda airport
ଝାରସୁଗୁଡ଼ା ବିମାନବନ୍ଦରକୁ ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେବ ଝାରସୁଗୁଡ଼ା ବିମାନବନ୍ଦର। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି। ଭୁବନେଶ୍ୱର ପରେ ରାଜ୍ୟର ଦ୍ୱିତୀୟ ବିମାନବନ୍ଦର ଭାବେ ଝାରସୁଗୁଡ଼ାରେ ଖୁବଶୀଘ୍ର ବିମାନ ସେବା ଆରମ୍ଭ...