• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

indian army
ତିନି ଜୈସି-ଇ-ମହମ୍ମଦ ଆତଙ୍କବାଦୀ ନିହତ

ଜାମ୍ମୁ  : ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା। ତ୍ରାଲ ସେକ୍ଟରରେ ଏନକାଉଣ୍ଟରରେ ତିନିଜଣ ଜୈସି- ଇ- ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଟପ୍ କମାଣ୍ଡର ଥିବା ସୂଚନା ମିଳିଛି। ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷାକର୍ମୀମାନେ ପୁରା ଅଂଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ...

Capture
ସ୍କୁଟି ଚାଳକଙ୍କୁ ବଂଚାଇବାକୁ ଯାଇ ଓଲଟିଲା ଟ୍ରାକ୍ଟର

ରାୟଗଡା : ରଖେ ହରି ତ ମାରେ କିଏ ? ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରର ଢାମୁଣିପଙ୍ଗା ପଂଚାୟତରେ ସ୍କୁଟି ଚାଳକଙ୍କୁ ବଂଚାଇବାକୁ ଯାଇ ଏକ ଟ୍ରାକ୍ଟର ଓଲଟି ପଡିଥିଲା। ଏଥିରେ ଗାଡି ଚଳାଉଥିବା ନକୁଳ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାରକରିବାକୁ ବିଫଳ...

sona-1
ଗାୟିକା ସୋନା ମହାପାତ୍ରଙ୍କୁ ଜୋରଦାର ବିରୋଧ

ଭୁବନେଶ୍ୱର : ଲୋକପ୍ରିୟ ଜଗନ୍ନାଥ ଜଣାଣ ଆହେ ନୀଳ ଶଇଳକୁ ଭୁଲ ଢଙ୍ଗରେ ଗାଇ ଓଡ଼ିଆଙ୍କ ରୋଷର ଶିକାର ହୋଇଛନ୍ତି ଗାୟିକା ସୋନା ମହାପାତ୍ର। ପୁରୀରେ ସୋନାଙ୍କୁ ବିରୋଧ କରି ତାଙ୍କ ପୋଷ୍ଟର ପୋଡ଼ିଛି ସଚେତନ ନାଗରିକ ମଞ୍ଚ। ଭକ୍ତ ସାଲବେଗଙ୍କ ରଚିତ ଏବଂ କୋଟି କୋଟି ଓଡ଼ିଆଙ୍କ...

chilika
କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ବୁଡ଼ି ନଥିଲା ଡଙ୍ଗା : ତଦନ୍ତକାରୀ ଟିମ୍

ଖୋର୍ଦ୍ଧା : ଡଙ୍ଗାରେ ତ୍ରୁଟି ନୁହେଁ, ବରଂ କାଳବୈଶାଖୀ ଯୋଗୁ ଭାରସାମ୍ୟ ହରାଇ କାଳିଜାଈରେ ଡଙ୍ଗାବୁଡି ଥିଲା। ଏହା କହିଛନ୍ତି ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟର ଏକଜିକ୍ୟୁଟିଭ ଇଞ୍ଜିନିୟର। କାଳିଜାଈ ଡଙ୍ଗାବୁଡି ଘଟଣାର ଆଜିଠୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଗକୁ ମଧ୍ୟ ତଦନ୍ତ ଚାଲିବ...

temp
ଆଜି କେଉଁଠି ତାପମାତ୍ରା କେତେ ?

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ I ପାଣିପାଗରେ ହଠାତ୍ ପରିବର୍ତ୍ତନ ଅାସିଛି I ଡହ ଡହ ଖରାରେ ସିଝି ଯାଉଛି ଦେହ I ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଟପିଛି I ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା 42.3 ଡିଗ୍ରୀ ରେକର୍ଡ କରାଯାଇଛି I...

summer sun
ଲେଉଟିଛି ଖରା; କେମିତି ନେବେ ଶରୀରର ଯତ୍ନ ? ଜାଣନ୍ତୁ ୧୦ଟି ଟିପ୍ସ

ରାଜ୍ୟରେ ପାଣିପାଗରେ ହଠାତ୍ ପରିବର୍ତ୍ତନ ଅାସିଛି I ଜୁନ୍ ୮ ରେ ମୌସୁମୀ ଓଡ଼ିଶା ଛୁଇଁବା ପରେ ଦୁର୍ବଳ ହୋଇଯାଇଛି I ଫଳରେ ବର୍ଷା ପରିମାଣ କମି ଉଜାଣି ଅାସିଛି ଖରା I ଡହ ଡହ ଖରାରେ ସିଝି ଯାଉଛି ଦେହ I ଏମିତି ଅବସ୍ଥା ଯେ ଦିନ...

deepak mishra
ପରବର୍ତ୍ତୀ ପ୍ରଧାନ ବିଚାରପତି ପଦକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : କିଏ ହେବ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନବିଚାରପତି ତାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ଅକ୍ଟୋବର ୨ ତାରିଖରେ ଅବସର ନେଉଛନ୍ତି ଜଷ୍ଟିସ୍ ଦୀପକ ମିଶ୍ର। ତେବେ ଜଷ୍ଟିସ୍ ମିଶ୍ରଙ୍କ ଅବସର ପରେ ପ୍ରଧାନବିଚାରପତି କିଏ ହେବ ସେ ନେଇ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ। ଜଷ୍ଟିସ୍ ଦୀପକ...

Meeting with Fishermens Congress
୪୮ ବର୍ଷରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଆଜି ୪୮ ବର୍ଷରେ ପଦାର୍ପଣ କଲେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧି।  ସଭାପତି ହେବା ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ। ଏହି ଅବସରରେ ଦିଲ୍ଲୀ ସ୍ଥିତ କଂଗ୍ରେସ ଭବନ ଆଗରେ ତାଙ୍କ ସମର୍ଥକମାନେ ଉତ୍ସବ ପାଳନ କରିଥିଲେ। ବାଜା ବଜାଇବା...

chanda-kochhar_650x400_51522478437
ଛୁଟିରେ ଗଲେ ICICI ବ୍ୟାଙ୍କ୍ ସିଇଓ ଚନ୍ଦା କୋଚର୍

ନୂଆଦିଲ୍ଲୀ : ଅନିର୍ଦ୍ଧିଷ୍ଟ କାଳ ଯାଏ ଛୁଟିରେ ଗଲେ  ICICI ବ୍ୟାଙ୍କ୍ ସିଇଓ ଚନ୍ଦା କୋଚର୍। ଫ୍ରଫିଟ୍ ଅଫ୍ ଇଣ୍ଟ୍ରେଷ୍ଟ ଅଭିଯୋଗରେ ଚନ୍ଦାଙ୍କୁ ଛୁଟିରେ ପଠାଇଛନ୍ତି ବ୍ୟାଙ୍କର ଗର୍ଭିନିଂ ବୋର୍ଡ। ତଦନ୍ତ ପୁରା ହେବା ଯାଏ ସେ କାର୍ଯ୍ୟରେ ଯୋଗଦେଇପାରିବେନି ବୋଲି ସୂଚନା ମିଳିଛି। ଚନ୍ଦାଙ୍କ ସ୍ଥାନରେ ବ୍ୟାଙ୍କର...

bank lock
ସମବାୟ ସମିତି ଲ୍ୟାମ୍ପରେ ତାଲା ପକାଇଲେ ଚାଷୀ

ସମ୍ବଲପୁର : ୪ ଦଫା ଦାବି ନେଇ ସମ୍ବଲପୁର ଜିଲ୍ଲା କେଶାଇବାହାଲ ଷ୍ଟେଟ ବ୍ୟାଙ୍କ ସମବାୟ ସମିତି ଲ୍ୟାମ୍ପରେ ତାଲା ପକାଇବା ସହ ଧାରଣାରେ ବସିଛନ୍ତି ଶତାଧିକ ଚାଷୀ। ଜରାବଗା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଏବଂ ବାବୁନିକ୍ତିମାଲ ଷ୍ଟେଟବ୍ୟାଙ୍କରେ ମଧ୍ୟ ତାଲା ପକାଇଛନ୍ତି ଚାଷୀ। ଋଣଛାଡ, ଇନ୍‌ପୁଟ୍ ସହାୟତା...

alranath
ଉପବାସରେ ପ୍ରଭୁ ଅଲାରନାଥ

ବ୍ରହ୍ମଗିରି : ଉପବାସରେ ପ୍ରଭୁ ଅଲାରନାଥ। ଶିବ ସୁଆର ଓ ଦୈତାରୀ ପଣ୍ଡାଙ୍କ ମଧ୍ୟରେ ସେବା ପୂଜାକୁ ନେଇ ବିବାଦ ଲାଗି ରହିଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଆଜି ସକାଳେ ଅଲାରନାଥଙ୍କ ବଲ୍ଲବ ଧୂପ ହୋଇନଥିଲା। ପଣ୍ଡାପାଳିଆ ଅଭିଯୋଗ ଆଣିଲେ ବଲ୍ଲବ ଧୂପ ପୂର୍ବରୁ ସେବାୟତମାନେ ପର୍ଯ୍ୟଟକଙ୍କୁ ଦର୍ଶନ...

Prabhas-and-Anushka
ଅନୁଷ୍କାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଭାସ

ଭୁବନେଶ୍ୱର/ ହାଇଦ୍ରାବାଦ: ବାହୁବଳୀ ଫିଲ୍ମ ରିଲିଜ ହେବା ପରଠାରୁ ପ୍ରଭାସ ଓ ଅନୁଷ୍କାଙ୍କ ମଧ୍ୟରେ ଅାଫେୟାର ଚାଲୁଥିବା ନେଇ ଅନେକ ଚର୍ଚ୍ଚା ସାମ୍ନାକୁ ଅାସିଥିଲା I ଦୁହେଁ ବହୁତ ଜଲଦି ବିବାହ କରିବେ ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହୋଇଥିଲା I ତେଣୁ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚାର...

cm
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ବିପର୍ଯ୍ୟୟ ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ଆଜି ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକରେ ଏହି ଆହ୍ୱାନ ଦେଇଛନ୍ତି ନବୀନ ପଟ୍ଟନାୟକ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ମହିଳା, ଶିଶୁଙ୍କ ସହ ଭିନ୍ନକ୍ଷମ ଏବଂ ବୟସ୍କଙ୍କ ପ୍ରତି ମଧ୍ୟ ସ୍ୱତନ୍ତ୍ର ନଜର ଦେବାକୁ ସେ...

vizag1
ବିଶାଖାପାଟଣାରେ ଶୀତଳ ଷଷ୍ଠୀ ଉତ୍ସବ ପାଳିତ

ବିଶାଖାପାଟଣା : ବିଶାଖାପାଟଣାରେ ବେଶ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି ଶୀତଳ ଷଷ୍ଠୀ ଉତ୍ସବ। ପ୍ରବାସୀ ଓଡିଆଙ୍କ ଦ୍ୱାରା ୨ ଦିନ ଧରି ଏହି  ଉତ୍ସବ ପାଳନ କରାଯାଇଛି। ଦଶପଲ୍ଲା ହିଲସ ସ୍ଥିତ ଜଗନ୍ନାଥ ମନ୍ଦିରରୁ ଏହି ଶୀତଳ ଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇଥିଲା।ଏଥିରେ ଅନେକ ଓଡିଆ ପରିବାର...