ନୂଆଦିଲ୍ଲୀ: ଗୋବିନ୍ଦାଙ୍କ ଷ୍ଟାଇଲ୍ରେ ନାଚି ସୋସିଆଲ ମିଡିଆରେ ରାତାରାତି ଷ୍ଟାର ବନିଯାଇଥିବା ଡ୍ୟାନ୍ସିଂ ଅଙ୍କଲ ଓରଫ୍ ପ୍ରଫେସର ସଂଜୀବ ଶ୍ରୀବାସ୍ତବକଙ୍କ ସ୍ୱପ୍ନ ପୂରଣ ହୋଇଛି । ସେ ଯାହାକୁ ନିଜର ଆଦର୍ଶ ବୋଲି ମାନୁଥିଲେ ତାଙ୍କ ସହ ଷ୍ଟେଜ୍ ସେୟାର କରିଛନ୍ତି ଏକ ଟିଭି ଶୋରେ। ନିକଟରେ ଡ୍ୟାନ୍ସିଂ...
ରୁଷିଆ : ଆଜିଠାରୁ ଆରମ୍ଭ ହେଉଛି ଫିଫା ଫୁଟବଲ ବିଶ୍ୱକପ୍। ଆୟୋଜକ ରୁଷିଆର ୧୧ଟି ସହରର ୧୨ଟି ଷ୍ଟାଡିଅମ୍ରେ ଖେଳାଯିବ ୬୩ଟି ମ୍ୟାଚ। ବିଶ୍ୱର ଶ୍ରେଷ୍ଠ ୩୨ଟି ଟିମ୍ ମଧ୍ୟରେ ହେବ କଡ଼ା ମୁକାବିଲା। ଉଦଘାଟନୀ ମ୍ୟାଚରେ ଆୟୋଜକ ରୁଷିଆ ସହିତ ସାଉଦି ଆରବର ମୁକାବିଲା ହେବ। ମସ୍କୋରେ...
ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ମିଳିବା ଘଟଣାରେ ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା। ଆଇନ ମନ୍ତ୍ରୀ କହିଛନ୍ତି, ଚାବି ଥିବା ଯେଉଁ ଲଫାପା ମିଳିଛି ସେଥିରେ ୮୫ ମସିହାରେ ବ୍ୟବହୃତ ଚାବି ବୋଲି ଲେଖାଯାଇଛି। ତେବେ...
ପୁରୀ : ଧୀର ମନ୍ଥର ଗତିରେ ଚାଲିଛି ସେତୁ ନିର୍ମାଣ କାମ। ୫ ବର୍ଷ ପୂର୍ବରୁ ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ବାଲିକେରା ଓ ତିନିକୁଦା ମଧ୍ୟରେ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ କାମ କେବଳ ୨ଟି ପିଲାରରେ ସିମିତ ରହିଛି ।...
ନିଜ ଭିତରେ ପ୍ରତିଯୋଗିତାମୂଳକ ମନୋଭାବ ନ ଆଣିବା ଓ ଆତ୍ମସମୀକ୍ଷା ଅଭାବରୁ ଉନ୍ନତି ବିଳମ୍ବ ହୋଇଯାଏ I ଯାହା ମଣିଷକୁ ମାନ୍ଦା ଆଉ ଅଳସୁଆ କରିଦିଏ I ଏହା ଦ୍ୱାରା ଆଜି କାଲି ହୋଇ ଅଯଥା ସମୟ ନଷ୍ଟ ହୋଇଯାଏ I ଏଭଳି ସ୍ଥିତି ନିଜ ପାଇଁ ଓ...
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଧୂଳିଝଡ଼ ଓ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଗତକାଲି ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଧୂଳିଝଡ଼ ଓ ଘୂର୍ଣ୍ଣିଝଡ଼ରେ ୧୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୮ ଜଣ ଆହତ ହୋଇଛନ୍ତି। ୧୩ ମୃତକଙ୍କ ମଧ୍ୟରୁ ୬ ଜଣ ସୀତାପୁରର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଆହତଙ୍କୁ...
ଭୁବନେଶ୍ୱର: ମୋଦି କେୟାର ବା ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାର ନା। ପୂର୍ବରୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବାଦ ବିବାଦ ଲାଗି ରହିଥିବା ବେଳେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି ଯେ,...
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସିଙ୍ଗଲା ଥାନା ଅଧିନସ୍ଥ ନାହଞ୍ଜରା ଗାଁରେ ଦେହ ବ୍ୟବସାୟ ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ନାହଞ୍ଜରା ଗାଁରେ ରହୁଥିବା ମନୋରଞ୍ଜନ ପ୍ରଧାନଙ୍କ ଘରେ ଦେହ ବ୍ୟବସାୟ ଚାଲିଥିବା ନେଇ କୌଣସି ସୂତ୍ରରୁ ସ୍ଥାନୀୟ ଲୋକେ ଜାଣିପାରିଥିଲେ। ଏନେଇ ଗ୍ରାମବାସୀ...
ଅନୁଗୁଳ: ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ଡାକ୍ତରଙ୍କ ମରୁଡ଼ି। ଅର୍ଦ୍ଧାଧିକ ଡାକ୍ତର ପଦବୀ ଖାଲି। କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ୫୦ରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଛି। ବହୁ ସ୍ଥାନରେ ଡାକ୍ତରଙ୍କ ଦେଖା ନ ପାଇ ନିରାଶ ହେଉଛନ୍ତି ରୋଗୀ ଅନୁଗୁଳ...
ଭୁବନେଶ୍ୱର: ଗାଡ଼ିରୁ ଲକ୍ଷଲକ୍ଷ ନଗଦ ଟଙ୍କା ମିଳିବା ପରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍ ତହସିଲଦାର ବିଜୟ କୁମାର ବେହେରାଙ୍କୁ କଟକ ଭିଜିଲାନ୍ସ ସେଲ୍ ଗିରଫ କରିଛି। ଗତକାଲି ତହସିଲଦାର ଏକ କାର୍ରେ ତାଙ୍କ ଘର ଛତ୍ରପୁରକୁ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ପାଲଲହଡ଼ା ଠାରେ ତାଙ୍କୁ ଅଟକାଇଥିଲେ । ...
ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି। ହିନ୍ଦୋଳ ରେଞ୍ଜ ତେନ୍ତୁଳିସିଂହା ଗାଁର ପ୍ରସନ୍ନ ବେହେରା ଆଜି ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ଏକ ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ...
କୋରାପୁଟ: କୋରାପୁଟ ଜିଲ୍ଲା ବୋରିପୁଟ ଷ୍ଟୋନ୍ ଟ୍ରାଜେଡିର ୧୪ ଦିନ ପରେ ଜଣେ ଜେସିବି ଅପରେଟରଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍। ମୃତଦେହଟି ଜେସିବି ଅପରେଟର୍ ଦେବଗଡ଼ର ଘନଶ୍ୟାମ ଗୁରୁଙ୍କର। ତାଙ୍କ ଭାଇ ମୃତଦେହକୁ ଚିହ୍ନଟ କରିଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାସ୍ଥଳରେ ମୃତଦେହର ବ୍ୟବଛେଦ ପରେ ଦେବଗଡ଼କୁ...