ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ପୋଲିସ ଗୁଳିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସୁକ୍ମା ଜିଲ୍ଲା ଚିନ୍ତାଗୁମ୍ଫା ଜଙ୍ଗଲରେ ମାଓ ଶିବିର ଚାଲିଥିବା ସୂଚନା ପାଇ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ...
ପୁରୀ: ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ସୋସିଆଲ୍ ମିଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍। ଛୋଟ ଛୋଟ ଘଟଣାରେ ମୁଖ୍ୟମନ୍ତ୍ରୀ ବୟାନ ରଖୁଥିବା ବେଳେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ନିରବତା ସନ୍ଦେହ ବଢ଼ାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର। ଛୋଟଛୋଟ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ଆସି ବାରମ୍ବାର...
ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ଅନନ୍ୟ ସାଂସ୍କୃତିକ ପର୍ବ ରଜ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆରେ ଟ୍ୱିଟ୍ କରି ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ଗଣ ପର୍ବ ‘ରଜ’ର ପବିତ୍ର ଅବସରରେ ଓଡିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା । ଏହି ଉତ୍ସବ ସମାଜରେ ଆନନ୍ଦ,...
ମୁମ୍ବାଇ: ଆଜି ସିଲ୍ଭର ସ୍କିନ୍ରେ ରିଲିଜ୍ ହୋଇଛି ସଲମାନ୍ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରେସ୍-୩। ସଲମାନ୍ଙ୍କ ଆକ୍ସନ୍, ରୋମାନ୍ସ ଏବଂ ଜଲୱାକୁ ବଡ଼ ପରଦାରେ ଦେଖିଛନ୍ତି ଦର୍ଶକ। ଫିଲ୍ମରେ ସଲମାନ୍ଙ୍କ ସମେତ ଅନୀଲ କପୁର, ଜ୍ୟାକ୍ଲିନ୍, ବବି ଦେଓ୍ୱଲ,ଡ଼େଜି ଶାହା ପ୍ରମୁଖ ନଜର ଆସିଛନ୍ତି। ୨୦୧୫ରେ ରିଲିଜ...
ମସ୍କୋ: ଫିଫା ବିଶ୍ୱକପରେ ଆଜି ଖେଳାଯିବ ୩ ଟି ମ୍ୟାଚ୍ । ପ୍ରଥମ ମ୍ୟାଚ୍ରେ ଇଜିପ୍ଟକୁ ଭେଟିବ ଉରୁଗୁଏ । ଦ୍ୱିତୀୟ ମ୍ୟାଚ୍ରେ ମରକ୍କୋକୁ ଭେଟିବ ଇରାନ୍ । ତୃତୀୟ ମ୍ୟାଚରେ ହେବ ଘମାଘୋଟ ଲଢେଇ । ପର୍ତ୍ତୁଗାଲ ଏବଂ ସ୍ପେନ ମଧ୍ୟରେ ହେବ ଜବରଦସ୍ତ ଟକ୍କର। ସମସ୍ତ...
ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଜଣେ ନାଗା ବାବାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୭ ଜଣ କିନ୍ନରଙ୍କୁ ଗିରଫ କରିଛି। ଏମାନେ ଆଶ୍ରମ କରି ରହୁଥିବା ଜଣେ ନାଗା ବାବାଙ୍କୁ ଘୋଷାରି ଘୋଷାରି ନିସ୍ତୁକ ମାଡ଼ ମାରିଥିଲେ। ରାତିରେ ଖଣ୍ଡଗିରି ଅ଼ଞ୍ଚଳରେ ଆଡ୍ଡା ଜମାଉଥିବା କିନ୍ନରଙ୍କୁ ପୋଲିସ ଘଉଡ଼ାଇବା...
ଭୁବନେଶ୍ୱର: ରଜରେ ପାନର ରହିଛି ସ୍ୱତନ୍ତ୍ରତା। ସତରେ ଖଣ୍ଡେ ଖିଲି ପାନ ନ ଖାଇଲେ ରଜ ସତେ ଯେମିତି ଫିକା ଲାଗେ। ରଜ ଆସିଲେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ମସଲାରେ ପ୍ରସ୍ତୁତ ହୋଇଥିବା ପାନ ମିଳେ। ରଜ ପାନ ଖାଇବା ପାଇଁ ବାଲେଶ୍ୱର ସହରର ଫାଣ୍ଡି...
ଅନୁଗୁଳ: ବାପା ଓ ମାଆଙ୍କୁ ମାରିଲା ପୁଅ। ହାତୁଡ଼ିରେ ବାପା ଓ ମାଆଙ୍କୁ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ। ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବରପଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ କରୁଣା ବଘାର ଓ ଚମ୍ପା ବଘାର।...
ଶ୍ରୀନଗର: ଶ୍ରୀନଗରରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ। ବରିଷ୍ଠ ସାମ୍ବାଦିକ ସୁଜତ ବୁଖାରୀଙ୍କୁ ତାଙ୍କ ଅଫିସ୍ ବାହାରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ପୂରା ଦେଶକୁ ଏକ ଝଟ୍କା ଲାଗିଛି। ଶ୍ରୀନଗରରେ ରାଇଜିଂ କାଶ୍ମୀର ଖବରକାଗଜର ସଂପାଦକ ସୁଜତ ବୁଖାରୀଙ୍କୁ ଗତକାଲି ସଂଧ୍ୟାରେ ଆତଙ୍କବାଦୀ ହତ୍ୟା...
ଭୁବନେଶ୍ୱର: ଆଜି ରଜ ଉତ୍ସବର ଦ୍ୱିତୀୟ ଦିନ ଅର୍ଥାତ୍ ରଜ ସଂକ୍ରାନ୍ତି। ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର। ବିଶେଷ କରି ଝିଅମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ଗାଁଠୁ ସହର, ସବୁଠି ପିଠା ପଣାର ମହକ। ଆଉ ତା’ ସାଙ୍ଗକୁ ଜମୁଛି ଖେଳକୁଦର ଆସର। ବିଭିନ୍ନ ସ୍ଥାନରେ...
ଭୁବନେଶ୍ୱର : ‘ଆୟୁଷ୍ମାନ ଭାରତ’କୁ ଓଡ଼ିଶାର ରେଡ୍ ସିଗନାଲ୍। ଯୋଜନାରେ ସାମିଲ ହେବାକୁ ସଫସଫା ମନାକଲେ ରାଜ୍ୟ ସରକାର। ଯୁକ୍ତି ରଖିଛନ୍ତି, ରାଜ୍ୟ ଦାବିକୁ କେନ୍ଦ୍ର ଗ୍ରହଣ କରିନଥିବାରୁ କେନ୍ଦ୍ର ସହ ଏମ୍ଓୟୁ କରିବେ ନାହିଁ। ସୋସିଓ ଇକୋନୋମିକ୍ କାଷ୍ଟ ସେନ୍ସସ୍-୨୦୧୧ ଅନୁସାରେ ‘ଆୟୁଷ୍ମାନ ଭାରତ’ ଯୋଜନାରେ ରାଜ୍ୟର...
ଭୁବନେଶ୍ୱର : ଓଡ଼ିଶାରେ ବିଜେଡି ଏବେବି ସବୁଠୁ ବଡ଼ ରାଜନୈତିକ ଦଳ ହୋଇ ରହିଛି। କିଛି ବର୍ଷ ହେଲା ବିଜେପି ନିଜ କଳେବର ବୃଦ୍ଧି କରିଥିଲେ ମଧ୍ୟ ଦ୍ୱିତୀୟ ସ୍ଥାନରେ ପହଞ୍ଚି ପାରିଛି। ତେବେ କଂଗ୍ରେସକୁ ଅବଜ୍ଞା କରି ହେବ ନାହିଁ। ଗାଁ ଗାଁରେ ଦଳର ସଂଗଠନ ରହିଛି।...
ଭୁବନେଶ୍ୱର : ଖୋଦ୍ ପୁରୀ ଜିଲ୍ଲାପାଳଙ୍କ ମୁହଁରୁ ଡୁପ୍ଲିକେଟ୍ ଚାବି ମିଳିବା ନେଇ ସୂଚନା ପରେ, ଏବେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ପ୍ରଶ୍ନ-କଣ ଡପ୍ଲିକେଟ ବି ହୋଇଛି ଦୁର୍ଲଭ ରତ୍ନଭଣ୍ଡାର ଚାବି ? ଟ୍ରେଜେରୀ ପରିବର୍ତ୍ତେ ରେକର୍ଡ ରୁମ୍ରୁ ବନ୍ଦ ଲଫାଫାରୁ କେମିତି ମିଳିଲା ଏ...