• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

BUS ACCIDENT
ଟ୍ରକ୍ ପଛ ପଟୁ ପିଟିଲା ବସ୍ : ଜଣେ ମୃତ,୧୦ ଆହତ

ଆଠଗଡ଼ : କଟକ ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ନମ୍ବର ଜାତୀୟ ରାଜପଥ କଜଳଖଣା ଗଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଟ୍ରକ୍ ପଛରେ ବସ୍ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଘଟଣାସ୍ଥଳରେ ହେଲପରର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି।ସୋନପୁରର କଟକ ଯାଉଥିବା ବସ୍‌ଟି କଜଳକଣା...

bapu
ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲାର ଅାଜି ଅାସିବ ରାୟ

ଯୋଧପୁର : ଆଶାରାମ ବାପୁଙ୍କ  ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାର ଆଜି ଆସିବ ରାୟ। ରାଜସ୍ଥାନର ଯୋଧପୁର ଟ୍ରାୟାଲ କୋର୍ଟରେ ଏହି ରାୟ ପ୍ରକାଶ ପାଇବ। ଆଶାରାମଙ୍କ ବିରୋଧରେ ଉତ୍ତରପ୍ରଦେଶ ଶାହାଜାହାନପୁରର ଜଣେ ୧୬ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲା ରହିଛି। ଆଶାରାମଙ୍କ ହଜାର ହଜାର...

dharmendra
ସୁରେଶ ପ୍ରଭୁଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର : ପାରାଦ୍ୱୀପରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ପାରାଦ୍ୱୀପରେ ବିମାନ ବନ୍ଦର ସ୍ଥାପନା ପାଇଁ ବୈଷୟିକ ତଥା ଆର୍ଥିକ କାର୍ଯ୍ୟକାରିତା ପରୀକ୍ଷା କରିବାକୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବା ପାଇଁ ସୁରେଶ...

sanju
ରିଲିଜ୍‌ ହେଲା ବାୟୋପିକ୍‌ ଫିଲ୍ମ ‘ସଞ୍ଜୁ’ର ଟିଜର

ମୁମ୍ବାଇ: ରିଲିଜ୍‌ ହୋଇଛି ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ‘ସଞ୍ଜୁ’ର ଟିଜର। ମାତ୍ର ୮୫ ସେକେଣ୍ଡର ଏହି ଭିଡିଓ ରିଲିଜ୍‌ ହେବା କ୍ଷଣି ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଫିଲ୍ମରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସୁନ୍ଦର ମେକ୍‌ଅପରେ ରଣବୀର ଅବିକଳ...

rape
ଥମୁନି ଲଜ୍ଜା : ୫ ବର୍ଷର ଶିଶୁକୁ ଦୁଷ୍କର୍ମ

ସମ୍ବଲପୁର : ସମ୍ବଲପୁରରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଦୁଷ୍କର୍ମ କରିଥିବା ଅଭିଯୋଗରେ ପଡ଼ୋଶୀ ଘରର ଯୁବକଙ୍କୁ ଗିରଫ କରିଛି ପୋଲିସ। ହେଲେ ଅଭିଯୁକ୍ତ ଜଣକ...

pollution
ଆପଣଙ୍କ ଗାଡ଼ି ବାୟୁ ପ୍ରଦୂଷଣ କରୁଛି କି ? କଣ କରିବେ ଜାଣନ୍ତୁ

ଏବେ ଦିନକୁ ଦିନ ଲୋକ ସଂଖ୍ୟା ବଢିବାରେ ଲାଗିଛି। ଏହା ସହ ତାଳ ଦେଇ ଅନେକ ସଂଖ୍ୟାରେ ଗାଡ଼ି ମଟର ମଧ୍ୟ ବଢୁଛି।  ଫଳରେ ପରିବେଶ ଉପରେ ଏହାର ପ୍ରଭାବ ପଡୁଛି। ବାୟୁମଣ୍ଡଳ ଦୂଷିତ ହେଉଛି। ଯଦି ଆପଣ ଜାଣୁଛନ୍ତି ଯେ ଆପଣଙ୍କ କାର୍ ବାୟୁମଣ୍ଡଳକୁ ଅଧିକ ଦୂଷିତ...

assembly-1
ଦୁଷ୍କର୍ମ ପ୍ରସଙ୍ଗରେ ଉତ୍ତର ରଖିଲେ ସରକାର

ଭୁବନେଶ୍ୱର : ରାଜ୍ୟରେ ଘଟି ଚାଲିଥିବା ଦୁଷ୍କର୍ମ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ସରକାର। ବିଧାନସଭାରେ ସରକାରଙ୍କ ପକ୍ଷରୁ  ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ବିବୃତି ରଖି କହିଛନ୍ତି, ମହିଳା ଓ ସମ୍ବେଦନଶୀଳ ବର୍ଗଙ୍କୁ ସୁରକ୍ଷା ସରକାରଙ୍କ ପ୍ରାଥମିକତା। ଏଭଳି ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ପୋଲିସକୁ ନିର୍ଦ୍ଦେଶ...

puri
ଆରମ୍ଭ ହେବ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ମରାମତି କାମ

ପୁରୀ : ଆସନ୍ତା ମେ ୧ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାରର ମରାମତି କାମ। କାମ ସାରିବାକୁ ମାସେ ସମୟ ଲାଗିବ ବୋଲି ଏଏସଆଇ ପକ୍ଷରୁ କୋର୍ଟଙ୍କୁ ସମୟ ମାଗିଥିବାରୁ ମେ ୩୧ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାସହ ଭକ୍ତ...

pravat
ପ୍ରଭାତଙ୍କୁ ଜାମିନ ଦେଲେ ହାଇକୋର୍ଟ

ଭୁବନେଶ୍ୱର : ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜାମିନ। ୨ମାସ ପାଇଁ ଅନ୍ତରୀଣ ଜାମିନ ଦେଇଛନ୍ତି ହାଇକୋର୍ଟ। ସିସୋର ଚିଟ୍‌ଫଣ୍ଡ ଲିଙ୍କ୍ ମାମଲାରେ ଗିରଫ ହୋଇଥିଲେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳ।  ସିବିଆଇ ଦ୍ୱାରା ଗିରଫ ହୋଇ ପ୍ରଭାତ ଭୁବନେଶ୍ୱର ଝାରପଡା ଜେଲରେ ଥିଲେ। ତେବେ ସ୍ୱାସ୍ଥ୍ୟଗତ ସମସ୍ୟା...

da hiked
ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରାଯାଇଛି।  ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପରେ ଏହା ୫ରୁ ବୃଦ୍ଧି ପାଇ ୭ ପ୍ରତିଶତ...

divyanka
ସ୍ୱାମୀଙ୍କ ଦୁଷ୍ଟାମୀରେ ଅତିଷ୍ଠ ହୋଇ ତାଙ୍କୁ ଏମିତି ଶିକ୍ଷା ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ସ୍ୱାମୀଙ୍କ ଦୁଷ୍ଟାମୀରେ ଅତିଷ୍ଠ ହୋଇ ତାଙ୍କୁ ଏମିତି ଶିକ୍ଷା ଦେଲେ ଯେ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ, ଫଳରେ ତାଙ୍କ ସ୍ୱାମୀ ବିବେକ ମୋବାଇଲ୍‌ ଫୋପାଡ଼ି ପଳାଇଥିଲେ। ଜାଣନ୍ତୁ ଘଟଣା କ’ଣ… ଆଦର୍ଶ ବୋହୂ ତଥା ସମସ୍ତଙ୍କ ଇଶି ମା’ଭାବେ ଜଣାଶୁଣା ‘ୟେ ହେ ମୋହବତେ’ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ...

lau chana
ଘରେ ପ୍ରସ୍ତୁତ କରନ୍ତୁ ଲାଉ ଚଣା

ଆବଶ୍ୟକୀୟ ସାମଗ୍ରୀ: ବୁଟ ଡାଲି, ଲାଉ, ହଳଦୀ, ଲୁଣ, ବିଲାତି ବାଇଗଣ, ଘିଅ କିମ୍ବା ତେଲ, ହେଙ୍ଗୁ, ତେଜପତ୍ର, ଜିରା, ଡାଲଚିନି, ଛୋଟ ଅଳେଇଚ ଓ ଲବଙ୍ଗ। ପ୍ରସ୍ତୁତି ପ୍ରଣାଳୀ: ବୁଟ ଡାଲିରେ ଲୁଣ, ହଳଦୀ, ଏବଂ ଟମାଟୋ ପକାଇ ସାଧାରଣ ଡାଲି ଭାବେ ସିଝାଇ ନିଅନ୍ତୁ। ଲାଉକୁ...