ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ମାତୃ ବିୟୋଗ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମାଆ ସରସ୍ୱତୀ ଜେନାଙ୍କର ଆଜି ଭୋରରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ମନ୍ତ୍ରୀଙ୍କ ମାତୃ...
ଭୁବନେଶ୍ୱର: ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ। ସବୁଠି ପିଠା, ମିଠା ଓ ପାନର ମହକ। ରଜପାନ, ରଜ ପିଠା ସାଙ୍ଗକୁ ଦୋଳି, ପୁଚି ଖେଳି ଏବଂ ମେହେନ୍ଦୀ ଲଗାଇ ଉତ୍ସବ ମନାଉଛନ୍ତି ଝିଅମାନେ। ପୁଅମାନେ ମଧ୍ୟ ତାସ୍ ସାଙ୍ଗକୁ କବାଡି ଖେଳି ମଜା ନେଉଛନ୍ତି।...
ସୋର: ଲଭ୍-ସେକ୍ସ ଆଉ ଶେଷରେ ଧୋକା। ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଯୁବକ ଜଣଙ୍କ ୨ଥର ଗର୍ଭପାତ କରାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ। ସବୁଠୁ ବଡ଼ କଥା ହେଉଛି ଜଣେ ଅଗ୍ନିଶମ କର୍ମଚାରୀଙ୍କ ନାଁରେ ଏଭଳି...
ଭୁବନେଶ୍ୱର: ମୌସୁମୀ ଆସିଲା, ହେଲେ ବର୍ଷାର ଦେଖା ନାହିଁ। ଏପଟେ ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଗତକାଲି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ୪୨ ଡିଗ୍ରୀ ସହ ଟିଟିଲାଗଡ଼ ସର୍ବାଧିକ ଉତ୍ତପ୍ତ ସହର ଥିଲା। ସେହିପରି ୪୦ ଦଶମିକ ୨ ଡିଗ୍ରୀ...
ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ପୂର୍ବତନ ପତ୍ନୀ ଶୁଚି ସିଂହଙ୍କ ଗୁରୁତର ଅଭିଯୋଗ। ବର୍ମା ତାଙ୍କୁ ହଇରାଣ ହରକତ କରିବା ସହ ତାଙ୍କ କ୍ୟାରିୟର ବରବାଦ୍ କରିଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ପତ୍ନୀ ଶୁଚି ସିଂହ। ସେ ଏବେ ଆଲାଏଡ୍ ଅଫିସର...
ଭୁବନେଶ୍ୱର : ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଆସିଲା କେଉଁଠୁ ? ଟ୍ରେଜେରୀରେ ରହିବା ଚାବି ରେକର୍ଡ ରୁମକୁ ଗଲା କିପରି ? କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ ଏଭଳି ସ୍ଥିତିରେ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ନଥାଏ ବୋଲି ଗୁମର ଖୋଲିଛନ୍ତି ଶ୍ରୀମନ୍ଦିରର...
ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଟନେଲ-୯ରେ ୫ଜଣ ଫସିବା ଘଟଣାରେ ଆଜି ଆଉ ଦୁଇଟି ମୃତଦେହ ମିଳିଛି। ଉଦ୍ଧାରକାରୀ ଦଳ ବହୁ ଖୋଜାଖୋଜି କରିବା ପରେ ୨ଟି ମୃତଦେହ ଉଦ୍ଧାର କରିଛନ୍ତି। ପୂର୍ବରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଥିଲା। ବର୍ଜ୍ୟ ଲୁହା ସଂଗ୍ରହ କରିବାକୁ ଯାଇ ୪...
ଶ୍ରୀନଗର : ବିରାଟ ଶୋଭାଯାତ୍ରା। ଯେଉଁଥିରେ ସାମିଲ ହୋଇଛନ୍ତି ହଜାର ହଜାର ଲୋକ। ଏହା ହେଉଛି ସୁଜାତ ବୁଖାରୀଙ୍କ ମୃତଦେହର ଶୋଭାଯାତ୍ରା । ସୁଜାତ ବୁଖାରୀ, ଜାମ୍ମୁ କାଶ୍ମୀରର ଖବର କାଗଜ ରାଇଜିଂ କାଶ୍ମୀରର ମୁଖ୍ୟ ସଂପାଦକ। ଗତକାଲି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ। ସୁଜାତ...
ଫିଫା ବିଶ୍ୱକପ୍କୁ ଆଖିରେ ରଖି ଟେଲିକମ୍ କମ୍ପାନୀ ଗୁଡିକ ଆରମ୍ଭ କରିଛନ୍ତି ବିଭିନ୍ନ ଅଫର। ଗ୍ରାହକଙ୍କୁ ଆକୃଷ୍ଟ କରିବାପାଇଁ ଗୁରବାର ଜିଓ ଲଞ୍ଚ କରିଛି ଜିଓ ଡବଲ ଧମାକା ଅଫର। ସେହିପରି ଜିଓକୁ ଟକ୍କର ଦେବାପାଇଁ ବିଏସଏନଏଲ ପକ୍ଷରୁ ମଧ୍ୟ ଆରମ୍ଭ କରାଯାଇଛି ଫିଫା ଓ୍ୱାଲର୍ଡ କପ୍ ରିଚାର୍ଜ।...
ନୂଆଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ (ଏମ୍ସ)ରେ ୧୫୦ ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ ପଦବି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଏହାର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ। ପଦବି: ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ (ନର୍ସିଂ) ପଦବି ସଂଖ୍ୟା: ୧୫୦ ଯୋଗ୍ୟତା...
ବାଲେଶ୍ୱର : ସିନେମା ହଲ୍ରେ ନୂଆ ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ ଖାନ’ର ସୋ ଆରମ୍ଭ ହେବାରେ ବିଳମ୍ବକୁ ନେଇ ସିନେମା ହଲ୍ରେ ଦର୍ଶକଙ୍କ ଭଙ୍ଗାରୁଜା। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଲେଶ୍ୱର ଗଣେଶ ସିନେମା ହଲ୍ ପରିସରରେ। ଦର୍ଶକଙ୍କ ଅଭିଯୋଗ, ଏହି ସିନେମା ଦେଖିବା ପାଇଁ ପାଖାପାଖି ୫ଶହରୁ...
ମାଲକାନଗିରି : ମାଲକାନଗିରି ଜିଲ୍ଲା ନାୟକଗୁଡ଼ାରେ ଭାଇକୁ ହାଣିଲା ଭାଇ। ଟାଙ୍ଗିଆରେ ହାଣି ବଡ଼ବାପା ପୁଅଙ୍କୁ ହତ୍ୟା କରିଛି ଭାଇ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାଁ ଭକ୍ତ ବାକା। ପୂର୍ବରୁ ଲାଗିରହିଥିବା ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଆଜି...
ମୁମ୍ବାଇ; ବାୟୋପିକ୍ ସିନେମା ସୁପର ୩୦ ରେ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଭୂମିକାରେ ଅଭିନୟ କରୁଛନ୍ତି ହ୍ରିତିକ ରୋସନ । ସିନେମାର ସୁଟିଂ ସମୟରେ ସେ ଏତେ ଉତ୍ସାହିତ ଓ ପ୍ରଭାବିତ ହୋଇ ପଡ଼ିଥିଲେ ଯେ ପିଲାମାନଙ୍କୁ ପାର୍ଟି ଦେବାକୁ ନିଷ୍ପତ୍ତି ନେଇଥିଲେ । ସୁଟିଂ ସମୟରେ ସେ ଜାଣିବାକୁ...
ପାଲଲହଡ଼ା: ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା କମିବାର ନାଁ ନେଉ ନାହିଁ । ପ୍ରତିଦିନ କେଉଁଠି ନା କେଉଁଠି ଏହି ଘଟଣା ଚିନ୍ତାର ବିଷୟ ହୋଇଛି । ଜନସଚେତନତା ପାଇଁ ପରୀ ଏକ୍ସପ୍ରେସ୍ ଗାଁ ଗାଁ ବୁଲୁଥିଲେ ମଧ୍ୟ ସେଥିରୁ ବିଶେଷ କିଛି ସୁଫଳ ମିଳୁ ନ ଥିବା ଲକ୍ଷ୍ୟ...
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ମିଳିବା ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ମନ୍ତବ୍ୟ ରଖିଛନ୍ତି। ଦାମ କହିଛନ୍ତି ଅରିଜିନାଲ ଚାବି ଦେଖିଲେ ଡୁପ୍ଲିକେଟ୍ କରିହେବ। ଏଥିସହ ଅରିଜିନାଲ ଚାବି ହଜିଥିଲେ, ଡୁପ୍ଲିକେଟ୍ କେଉଁଠୁ ଆସିବ ବୋଲି ପ୍ରଶ୍ନ କରିଛନ୍ତି ଦାମ। ସେ...
ମୁମ୍ବାଇ: ରିଲିଜ ହୋଇଛି ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ରେସ-3 । ରିଲିଜ୍ ହେଉ ହେଉ ରେସ-3 ର ଡିମାଣ୍ଡ ଏତେ ବଢ଼ିଯାଇଛି ଯେ ଫିଲ୍ମ ରେକର୍ଡ଼ ବ୍ୟବସାୟ କରିବ ବୋଲି ପୂର୍ବାନୁମାନ କରାଯାଉଛି। ଫିଲ୍ମର ଆଡ଼ଭାନ୍ସ ଟିକଟ ବୁକ୍ଂକୁ ଦେଖି କୁହାଯାଉଛି ଏହି ସିନେମା ପ୍ରଥମ...
କେନ୍ଦ୍ରାପଡ଼ା: ନଳକୂପରୁ ବାହାରୁଛି ନିଆଁ। ଏହି ଘଟଣା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏମିତି ଏକ ଘଟଣା କେନ୍ଦ୍ରାପଡ଼ା ଗରଦପୁର କାଳବୁଡ ଅଞ୍ଚଳରେ ଘଟିଛି । ନୂଆ କରି ଖୋଳା ଯାଇଥିବା ଏକ ନଳକୂପର ଖନନ କାମ ସାରି ପୂଜା କରିବାବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଲୋକମାନେ...
ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗରେ ବିଭିନ୍ନ ପ୍ରକାର ଡିପୋଜିଟ୍ ସ୍କିମ୍ ରହିଛି । ସେଭିଂ ଆକାଉଣ୍ଟରୁ ଆରମ୍ଭ କରି ଫିକ୍ସଡ୍ ବା ମିଆଦି ଜମା ପର୍ଯ୍ୟନ୍ତ ବହୁତ ସ୍କିମ୍ ରହିଛି, ଯେଉଁଥିରେ ଲାଭଜନକ ରିଟର୍ଣ୍ଣ ମିଳିଥାଏ । ଯଦି ଆପଣ ଚାହୁଁଛନ୍ତି ଏଭଳି ଏକ ସ୍କିମ ଯେଉଁଥିରେ ପ୍ରତି...