ଭୁବନେଶ୍ୱର: ଗତ କିଛି ଦିନ ତଳେ ସୃଷ୍ଟି ହୋଇଥିବା ଲଘୁଚାପ ଦେଶର ଉତ୍ତର-ପୂର୍ବାଞ୍ଚଳ ଆଡ଼କୁ ଯାଇଥିବାରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ, ଉତ୍ତପ୍ତ ବାୟୁ ଓଡ଼ିଶା ଦେଇ ପ୍ରବାହିତ ହେଉଛି। ଫଳରେ ବଙ୍ଗୋପସାଗରର ଜଳୀୟ ବାଷ୍ପ ଓଡ଼ିଶାରେ ପ୍ରବେଶ କରିପାରୁନାହିଁ। ଏହି କାରଣରୁ ପ୍ରବଳ ଗରମ ହେଉଛି।...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରାଜନଗର ଭିଡିଓ ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ଏଯାଏ ଧରା ପଡ଼ି ନାହିଁ। ତାକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ସୂଚନାଥାଉ...
ସୁରଟ/ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ସହ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ସୁରଟ ପୋଲିସ୍ ଗିରଫ କରିଛି। ଓଡ଼ିଶା ପୋଲିସ ସୂଚନା ଆଧାରରେ ସୁରଟ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ପ୍ରମୋଦ ସାହୁ। ୨୦୧୭ ମସିହା ନଭେମ୍ବର ମାସରେ...
ଭୁବନେଶ୍ୱର: ଆଜି ବି ରାଜ୍ୟବ୍ୟାପି ଜାରି ରହିଛି ଗ୍ରୀଷ୍ମପ୍ରବାହ। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଗରମ ପବନ ବହୁଛି । ଗତ ୨ ଦିନ ହେଲା ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିସାରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତ କିଛି...
ଭୁବନେଶ୍ୱର: ଚିଲିକା ଡଙ୍ଗାବୁଡ଼ି ଘଟଣାରେ ସମସ୍ତ ନିଖୋଜଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣାରେ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ୪ ଜଣ ଏବଂ ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ଦମକଳ ବାହିନୀ ସହ ନୌସେନା, ଓଡ୍ରାଫ୍ ଓ ସ୍ଥାନୀୟ...
ସମ୍ବଲପୁର: ଶୀତଳଷଷ୍ଠୀ ଲାଗି ଉତ୍ସବମୁଖର ସମ୍ବଲପୁର ସହର। ଆଜି ମହାପ୍ରଭୁ ଶିବ ଓ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଦେବ ଦମ୍ପତିଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଗତକାଲି ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।...
କେନ୍ଦ୍ରାପଡ଼ା: ଛୁଟି ଦିନରେ ଅଫିସ୍ରେ କାମ କରୁଥିବା ବେଳେ ତହସିଲଦାରଙ୍କୁ ଲୋକେ ତାଲା ପକାଇ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ଗତକାଲି ଛୁଟି ସତ୍ତ୍ୱେ ରାଜକନିକା ତହସିଲଦାର ଅଫିସ ଆସିଥିଲେ ଏବଂ ଅନ୍ୟ କର୍ମଚାରୀଙ୍କ ସହ ଅଫିସରେ କାର୍ଯ୍ୟ କରୁଥିଲେ। ଏନେଇ...
ମସ୍କୋ: ଫିଫା ବିଶ୍ୱକପ୍ରେ ଆଜି ଖେଳାଯିବ ୩ଟିମ୍ୟାଚ୍। ଏଥିରେ ରହିଛି ୨ଟି ହାଇ ଭୋଲ୍ଟେଜ ମ୍ୟାଚ୍। ପ୍ରଥମ ମ୍ୟାଚ୍ରେ କୋଷ୍ଟାରିକାକୁ ଭେଟିବ ସର୍ବିଆ ଓ ଦ୍ୱିତୀୟ ମ୍ୟାଚରେ ଜର୍ମାନୀ ସହ ହେବ ମେକ୍ସିକୋର ଟକ୍କର। ଭାରତୀୟ ସମୟ ସାଢ଼େ ୮ଟାରେ ଏହି ମ୍ୟାଚ ଖେଳାଯିବ। ଶେଷ ମ୍ୟାଚରେ ଦେଖିବାକୁ...
ବାଲୁଙ୍ଗା: ଚିଲିକା ଡଙ୍ଗାବୁଡ଼ି ଘଟଣାରେ ଆଜି ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାକୁ ମିଶାଇ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ଜଣେ ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ସମସ୍ତେ ନୟାଗଡ଼ ଏବଂ ଭୁବନେଶ୍ୱର...
ଭୁବନେଶ୍ୱର: ଜମିଲା ଇଦ୍ ଓ ଶେଷ ରଜ। ସଂହତି ଓ ସୌହାର୍ଦ୍ଦ୍ୟର ପର୍ବ ଇଦ୍କୁ ଧୁମଧାମ୍ରେ ପାଳନ କରିଛନ୍ତି ମୁସଲିମ୍ ଶ୍ରଦ୍ଧାଳୁ। ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଜଣାଇଛନ୍ତି ଇଦ୍ ମୁବାରକ୍। ଏପଟେ ରଜର ଶେଷ ଦିନରେ ଖୁବ୍ ମଉଜ ମଜଲିସ୍ରେ ମାତିଥିଲେ ଝିଅ, ବୋହୂ,...
ଭୁବନେଶ୍ୱର: ଚାରିଆଡ଼େ ଡହ ଡହ ଖରା। ଗୁଳୁଗୁଳି ସାଙ୍ଗକୁ ଝାଞ୍ଜି ପବନ। ଦିନ ହେଉ କି ରାତି ତାତି କିନ୍ତୁ କମିବାର ନାଁ ନେଉନି। ଓଡ଼ିଶାକୁ ମୌସୁମୀ ଛୁଇଁଥିଲେ ବି କେଉଁଠି ପାରଦ ୪୦ ଡିଗ୍ରୀ ତ ଆଉ କେଉଁଠି ତାପମାତ୍ରା ତା’ଠାରୁ ବି ବେଶୀ ରହିଛି। ରାଜ୍ୟର...
ବାଲୁଗାଁ: ମା’ କାଳୀଜାୟୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ମଝି ଚିଲିକାରେ ବୁଡ଼ିଗଲା ଡଙ୍ଗା। ଏଥିରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଡଙ୍ଗାରେ ଥିବା ଅନ୍ୟ ୮ ଜଣ ନିଖୋଜ ହୋଇଯାଇଛନ୍ତି, ଓ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୭ ଜଣ ବାଲୁଗାଁ ଡାକ୍ତରଖାନାରେ...