କେନ୍ଦ୍ରାପଡ଼ା: ଥମିବାର ନାଁ ନେଉନି ଲଜ୍ଜା। ରାଜ୍ୟରେ ପୁଣି ଆଉ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ତେବେ ଦୁଷ୍କର୍ମକାରୀ ଖୋଦ୍ ପରିବାର ସଦସ୍ୟ ହୋଇଥିବା ନେଇ ଜଘନ୍ୟ ଅଭିଯୋଗ ଆଣିଛନ୍ତି ପୀଡ଼ିତା।...
ପୁରୀ: ପୁଣି ଘନେଇଲା ରତ୍ନଭଣ୍ଡାର ଚାବି ରହସ୍ୟ। ଜିଲ୍ଲା ରେକର୍ଡ ରୁମ୍ ଲକରରେ ଥିବା ଏକ ଲଫାପାରୁ ଭିତର ଭଣ୍ଡାରର ନକଲି ଚାବି ମିଳିଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ୍ କହିବା ପରେ ଏନେଇ ରହସ୍ୟ ଆହୁରି ଘନେଇଛି। ଜିଲ୍ଲାପାଳଙ୍କ କହିବା ଅନୁସାରେ, ଭିତର ଭଣ୍ଡାରର ଚାବି ଜିଲ୍ଲା...
ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ… ରଜ ଉତ୍ସବର ଆଜି ହେଉଛି ପହିଲି ରଜ। ଏହି ପର୍ବ ପାଇଁ ଚାରିଆଡ଼େ ଉତ୍ସବ ମୁଖର। ଗାଁଠୁ ସହର ସବୁଆଡ଼େ ରଜର ମହକ। ବିଶେଷ କରି ଝିଅମାନଙ୍କ ମଧ୍ୟରେ ଉତ୍ସାହ କାହିଁରେ କ’ଣ। ଗତକାଲି ଥିଲା ସଜବାଜ। ...
ପୁରୀ: ମିଳିଲା ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଚାବି। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ। ଜିଲ୍ଲାର ରେକର୍ଡ ରୁମ୍ ଲକର ଥିବା ଏକ ଜଉମୁଦ ଲଫାପାରୁ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ମିଳିଥିବା ସେ କହିଛନ୍ତି। ଏକ ୪ ଜଣିଆ ଟିମ୍ ୫ ଦିନ ହେଲା ଚାବି...
ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ। ଆଜି ହୋଇଥିବା ନବନିର୍ବାଚିଚ ଜିଲ୍ଲାସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ପ୍ରଥମ ବୈଠକରେ ସତର୍କବାଣୀ ଶୁଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଗାଁରେ ଲୋକଙ୍କ ସହ ନ ରହି ଭୁବନେଶ୍ୱରରେ ରହିଲେ କଂଗ୍ରେସରେ ଟିକଟ ମିଳିବ ନାହିଁ ବୋଲି ନିରଞ୍ଜନ...
ଭୁବନେଶ୍ୱର: ନିର୍ବାଚନ ବର୍ଷରେ ଚାଲିଛି ଯୋଜନା ଘୋଷଣା ପ୍ରତିଯୋଗିତା। ମୋଦି କେୟାର ବା ଆୟୁଷ୍ମାନ ଭାରତ ଯୋଜନାକୁ କାଉଣ୍ଟର ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। କେନ୍ଦ୍ର ଅଗଷ୍ଟ ୧୫ ତାରିଖରରେ ଆୟୁଷ୍ମାନ୍ ଭାରତ ଯୋଜନା ଲଞ୍ଚ କରୁଥିବା ବେଳେ ଠିକ୍ ସେଇ...
କୋରାପୁଟ: ବରିପୁଟରୁ ଉଦ୍ଧାର ହେଲା ଜଣଙ୍କର ମୃତଦେହ। ଦୁର୍ଘଟଣାର ଦୁଇ ସପ୍ତାହ ପରେ ଆଜି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ, ଓଡ଼୍ରାଫ୍, ଏନ୍ଡିଆରଏଫ୍ ଏବଂ ଭାରତୀୟ ସେନାର ମିଳିତ ଅପରେସନ ପରେ ବିରାଟକାୟ ପଥରଖଣ୍ଡ ଭିତରେ ଚାପି ହୋଇରହିଥିବା ଜେସିବିରୁ ଉଦ୍ଧାର ହେଲା ମୃତଦେହ। ମୃତଦେହଟି ଗଳିତ ଅବସ୍ଥାରେ...
କଟକ: କଟକ ବଡ଼ ମେଡିକାଲରେ ଅସୁସ୍ଥ ଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଭେଟିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଥିବା କଟକ-ଚୌଦ୍ୱାର ପ୍ରଭାତଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ପ୍ରତାପ। ସି ସୋର ଚିଟ୍ ଫଣ୍ଡ ଲିଙ୍କ୍ ଅଭିଯୋଗରେ ଗିରଫ ହେବା ପରେ...
ଭୁବନେଶ୍ୱର: ରଜ ବଜାରରେ କମାଲ କରିବା ପାଇଁ ସିଲଭର ସ୍କ୍ରିନକୁ ଆସିଛି ନୂଆ ଓଲିଉଡ୍ ଫିଲ୍ମ ସୁନ୍ଦରଗଡ଼ର ସଲମାନ୍ ଖାନ୍। ବାବୁସାନ୍ ଓ ଦିବ୍ୟାଙ୍କ ନୂଆ ଯୋଡ଼ିକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ ପକ୍ଷରୁ ମୁକ୍ତିଲାଭ କରିଛି ଏହି ରୋମାଣ୍ଟିକ୍ ମ୍ୟୁଜିକାଲ ଫିଲ୍ମ। ଏଥିରେ ବାବୁସାନଙ୍କ ସହ ଡେବ୍ୟୁ...
ଭୁବନେଶ୍ୱର: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେପିରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ବିଜେପି ନେତା ବିଜୟ ମହାପାତ୍ରଙ୍କ ଅଭିଯୋଗର ଜବାବ ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ସରକାରରେ ୯ ବର୍ଷ ଧରି ଆଇନ ମନ୍ତ୍ରୀ ଥିବା ବିଶ୍ୱଭୂଷଣ କହିଛନ୍ତି, ବିଜେପି ଆନ୍ଦୋଳନରେ ସରକାରଙ୍କ ସହ...
ଭୁବନେଶ୍ୱର: ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ରାଜ୍ୟ ସରକାର। ପୌର ନିର୍ବାଚନରେ ୫୦% ଭିତରେ ସଂରକ୍ଷଣ ରଖିବା ନେଇ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିବେ ରାଜ୍ୟ ସରକାର। ଏହି...
ମୁମ୍ବାଇ: ୱାର୍ଲିସ୍ଥିତ ଏକ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ। ୱାର୍ଲି ପ୍ରଭାଦେବୀର ଏକ ଆପାର୍ଟମେଣ୍ଟର ୩୩ ତମ ମହଲାରେ ନିଆଁ ଲାଗିଛି। ନିଆଁ ଅଟ୍ଟାଳିକାର ଉପର ମହଲାରେ ଥିବା କିଛି ଫ୍ଲାଟ୍କୁ ବ୍ୟାପିଥିବା ସୂଚନା ମିଳିଛି। ନିଆଁ ଲିଭାଇବା ପାଇଁ ୧୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି। ଏଥିସହିତ ଅଗ୍ନିଶମ...
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ସମୟର ରାଜନେତା ଇମ୍ରାନ୍ ଖାନଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ତାଙ୍କର ପୂର୍ବତନ ପତ୍ନୀ ରେହମ ଖାନ୍ । ପ୍ରଥମେ ଯୌନ ଉତ୍ପୀଡନ ଭଳି ଅଭିଯୋଗ ଆଣିଥିବା ରେହମ ତାଙ୍କର ପୁସ୍ତକରେ ଲେଖଛନ୍ତି ଇମରାନ ଜଣେ ସମଲିଙ୍ଗୀ...
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଘୁଷୁରି ମଡ଼କ ପରେ ଛେଳି ମଡ଼କ। କାଲିମେଳା ବ୍ଳକର ଏମ୍ଭି-୬୬ ଗାଁରେ ଗତ ୩ ମାସ ଭିତରେ ଶତାଧିକ ଛେଳି ଅଜଣା ରୋଗରେ ମୃତ୍ୟୁବରଣ କରିଥିବା ଗାଁ ଲୋକେ କହିଛନ୍ତି। ଗାଁରେ ଆହୁରି କିଛି ଛେଳି ରୁଗ୍ଣ ଅବସ୍ଥାରେ ଛଟପଟ ହୋଇ ମୃତ୍ୟୁ...
ଭୁବନେଶ୍ୱର : ଫ୍ରିଜ୍ ଭିତରୁ ଉଦ୍ଧାର ହେଲା ସାପ । ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ଘରୁ ଏକ ସାପ ଉଦ୍ଧାର ହୋଇଛି। ଆଜି ସକାଳେ ଘର ବାହାରେ ବୁଲୁଥିବା ଏକ ସାପ ହଠାତ ଘରକୁ ଆସି ଫ୍ରିଜ୍ ଭିତରେ ପଶି ଯାଇଥିଲା। ପରେ ଘର...
ଯୋଗଶାସ୍ତ୍ରରେ ଏମିତି ଏକ ମୁଦ୍ରା ରହିଛି ଯାହା ଅତି ସହଜ ଓ ସେଥିରୁ ବହୁତ କିଛି ଉପକାର ମିଳିଥାଏ । ଏହି ମୁଦ୍ରାକୁ ଯେ କୌଣସି ସମୟରେ ଅଭ୍ୟାସ କରାଯାଇପାରିବ । ସସ୍କୃତରେ କୁହାଯାଇଛି ଯେ, ଆମ ହାତର ବୁଢା ଅଙ୍ଗୁଳି ଅଗ୍ନି ତତ୍ତ୍ୱ ଓ ତର୍ଜନୀ ଅଙ୍ଗୁଳି...
ମଣିପୁର : ମଣିପୁରରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଇମ୍ପାଲ ଠାରୁ ୩୫କି.ମି ଦୂରରେ ଅତଡା ଖସିବାରୁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରଭାବିତ ହେଉଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ପରିସ୍ଥିତିକୁ ଦେଖି ପାଣିପାଗ ବିଭାଗ...
ଢେଙ୍କାନାଳ : ଶିବ ମନ୍ଦିରରେ ଶବ। ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଚିତ୍ତଲପୁରରେ ଥିବା ଉଗ୍ରେଶ୍ୱର ଶିବ ମନ୍ଦିରରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସ୍ଥାନୀୟ ନୂଆପାଟଣା ଗାଁର ନିରଞ୍ଜନ ସାହୁ। ମନ୍ଦିର ପରିସରରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନିରଞ୍ଜନ ୨୧ ଦିନ...