• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

temp
ଆଜି କେଉଁଠି ତାପମାତ୍ରା କେତେ ?

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ I ରାଜ୍ୟର ଆଠଟି ସହରରେ ପାରଦ 40 ଡିଗ୍ରୀ ଟପିଛି I ତାପମାତ୍ରା ସାମାନ୍ୟ କମିଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ତାପମାତ୍ରା 39 ଡିଗ୍ରୀ ପାଖାପାଖି ରହିଛି I ଅନୁଗୁଳରେ ସର୍ବାଧିକ ତାପମାତ୍ରା 41.9 ଡିଗ୍ରୀ ରେକର୍ଡ କରାଯାଇଛି I...

rare marriage3jpeg
ନିଆରା ବାହାଘର; ଯାହା କେବେ କେଉଁଠି ହୋଇନି !

ବେଙ୍ଗାଳୁରୁ: କର୍ଣ୍ଣାଟକର ପୁତରଠାରେ ସୋମବାର ଏକ ନିଅାରା ବାହାଘର ଦେଖିବାକୁ ମିଳିଛି ଯାହା ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚିତ ହୋଇଛି। ଏଠାରେ ଜଣେ ଜେସିବି ଡ୍ରାଇଭର ବାହା ହେଉଥିଲେ। ବିଚିତ୍ର କଥା ହେଉଛି ଜେସିବି ଡ୍ରାଇଭର ବର ତାଙ୍କ କନିଅା ଘରକୁ ଘୋଡା କିମ୍ବା କାର୍ ବଦଳରେ ନିଜ...

khanudapata
ଶ୍ରୀଜୀଉଙ୍କ ପ୍ରିୟ ନୂଆପାଟଣା ଖଣ୍ଡୁଆପାଟ

ଆଠଗଡ଼: ଶ୍ରୀଜୀଉଙ୍କ ସ୍ନାନଯାତ୍ରା ହେଉ ଅବା ଘୋଷଯାତ୍ରା, ନୀଳାଦ୍ରି ବିଜେ ଭଳି ପ୍ରଭୁଙ୍କର ସମସ୍ତ ନୀତିକାନ୍ତିରେ ଖଣ୍ଡୁଆପାଟ ବସ୍ତ୍ର କାମରେ ଲାଗିଥାଏ। ଶ୍ରୀଜୀଉଙ୍କ ଏହି ସବୁ ବସ୍ତ୍ର ବୁଣିବା କାମରେ ଲାଗିଥାନ୍ତି କଟକ ଜିଲ୍ଲାର ଆଠଗଡ଼ ନୂଆପାଟଣା ଗାଁର କିଛି ପରିବାର। ମହାବାହୁଙ୍କ ଏହି ସେବା କରିବାକୁ ଏଇ...

borning house
ଜଳିଗଲା ୧୯ରୁ ଅଧିକ ଘର

ବ୍ରହ୍ମପୁର: ଗତକାଲି ଧୋବା ବନ୍ଧ ହୁଡ଼ା ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୯ରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ ସବୁକିଛି ପୋଡ଼ି ଛାରଖାର ହୋଇଯାଇଥିଲା।...

anugul
ଓଡ଼ିଶା ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

 ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ପ୍ରଶିକ୍ଷଣ ପ୍ରେକ୍ଷାଳୟରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଜିଲ୍ଲା କୃଷକମାନଙ୍କ ସହ ସିଧାସଳଖ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କଥାବାର୍ତ୍ତାରେ ଚାଷୀଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ନେଇ ସେ ଆଲୋଚନା କରିଛନ୍ତି।   ଏହି ଅବସରରେ ଓଡ଼ିଶା ଅନୁଗୁଳ...

sakshidhoni
କାହିଁକି ପିସ୍ତଲ ଖୋଜୁଛନ୍ତି ଧୋନୀଙ୍କ ପତ୍ନୀ ?

ରାଞ୍ଚି: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀ ପିସ୍ତଲ ଲାଇସେନସ ପାଇଁ ଅାବେଦନ କରିଛନ୍ତି I ସାକ୍ଷୀ ଅାବେଦନ ପତ୍ରରେ ଲେଖିଛନ୍ତି ଯେ ସେ ଅଧିକ ସମୟ ଘରେ ଏକା ରହୁଛନ୍ତି I  ତାଙ୍କ ଜୀବନକୁ ବିପଦ ଅଛି ,ଏଥିପାଇଁ...

sunstroke
ଅଂଶୁଘାତରେ ୪୨ ମୃତ୍ୟୁ ଅଭିଯୋଗ, ସରକାରୀ ହିସାବରେ ୭

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି। କିନ୍ତୁ ରାଜ୍ୟରେ ଅଂଶୁଘାତ ଯୋଗୁଁ ମୋଟ ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏପରି ସ୍ଥଳେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ...

dgp meeting
ରେଳବାଇ ସୁରକ୍ଷା ବୈଠକ ଶେଷ, ଷ୍ଟେସନ ସହ ଟ୍ରେନ୍‌ରେ ଲାଗିବ ସିସିଟିଭି

ଭୁବନେଶ୍ୱର: ରାଜ୍ୟରେ ରେଳବାଇ ସୁରକ୍ଷା ନେଇ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ବସିଥିବା ବୈଠକ ଶେଷ ହୋଇଛି। ଏଥିରେ ଅଧ୍ୟକ୍ଷତା କରିଥିଲେ ପୋଲିସ ଡିଜି ଆର.ପି. ଶର୍ମା। ଏହି ବୈଠକରେ ଟ୍ରେନ ଏବଂ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱାରୋପ କରାଯାଇଛି। ବୈଠକରେ ଯାତ୍ରୀଙ୍କ ସୁରକ୍ଷା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ...

firing
ରାତିଅଧରେ ଗାଡ଼ି ଅଟକାଇ ଆଖିବୁଜା ଗୁଳି ଚଳାଇଲେ

ରାରଉରକେଲା: ରାଉରକେଲାରର ଲହୁଣୀପଡ଼ା ଥାନା ବାଉରକେଲା ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ସୁନୀଲ ମୁଣ୍ଡାଙ୍କ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଓ ଦୁଇ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ବାଉରକେଲା ନିକଟରେ ୧୦ ରୁ ୧୫ ଜଣ ଅଜଣା...

ANUKRITI
ତାମିଲନାଡୁ ଝିଅ ପିନ୍ଧିଲେ ମିସ୍ ଇଣ୍ଡିଆ ତାଜ୍

ମୁମ୍ବାଇ: ଚଳିତ ବର୍ଷ ଫେମିନା ମିସ୍ ଇଣ୍ଡିଆ ଟାଇଟଲ ଜିତିଛନ୍ତି ତାମିଲନାଡୁର ୧୯ ବର୍ଷୀୟ ତରୁଣୀ ଅନୁକୃତୀ ଭାସ। ମିସ୍‌ ଇଣ୍ଡିଆ ଟାଇଟଲ ଦୌଡରେ ଥିବା ୨୯ ଜଣ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଅନୁକୃତୀ ମିସ ଇଣ୍ଡିଆ ୨୦୧୯ର ମୁକୁଟ ପନ୍ଧିଛନ୍ତି। ମଙ୍ଗଳବାର ମୁମ୍ବାଇରେ ଫେମିନା ମିସ୍ ଇଣ୍ଡିଆ...

kapil passport
ନଜର ଆସିଲେ କମେଡି କିଙ୍ଗ୍ କପିଲ

ମୁମ୍ବାଇ: ବିଗତ କିଛି ଦିନ ହେବ କପିଲଙ୍କର କୌଣସି ଦେଖା ନଥିଲା I ଶୋ’ରୁ ସେ ଛୁଟି ନେବା ସହ ତାଙ୍କ ସୋସିଅାଲ ସାଇଟରେ ମଧ୍ୟ କୌଣସି ପୋଷ୍ଟ ଦେଖିବାକୁ ମିଳୁନଥିଲା I ଏବେ ପ୍ରାୟ ୩ ମାସ ପରେ ଦେଖା ଦେଇଛନ୍ତି କପିଲ I ସ୍ୱାସ୍ଥ୍ୟ ଖରାପ...

nirmala
ଔରଙ୍ଗଜେବଙ୍କ ପରିବାରକୁ ଭେଟିଲେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ

ଜାମ୍ମୁ : ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଜବାନ ଔରଙ୍ଗଜେବଙ୍କ ପରିବାରକୁ ଭେଟିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ।  ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ଜାମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ପୁଂଚରେ ଥିବା ସହିଦଙ୍କ ଘରକୁ ଯାଇଥିଲେ। ସୀତାରମଣ ପରିବାରର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଔରଙ୍ଗଜେବଙ୍କ...

russia-1
ପ୍ରଥମ ଦଳ ଭାବେ ପ୍ରି କ୍ୱାର୍ଟରରେ ଋଷିଆ

ଭୁବନେଶ୍ୱର : ଆୟୋଜକ ଋଷିଆ ପ୍ରଥମ ଦଳ ଭାବେ ଫିଫା ବିଶ୍ୱକପର ପ୍ରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି। ପ୍ରଥମ ମୁକାବିଲାରେ ସାଉଦି ଆରବକୁ ହରାଇଥିବା ଋଷିଆ ୩-୧ଗୋଲରେ ଇଜିପ୍ଟକୁ ପରାସ୍ତ କରିଛି।  ଦକ୍ଷ ଖେଳାଳି ମହମ୍ମଦ ସଲାହ ଟିମକୁ ଫେରିଥିଲେ ମଧ୍ୟ ଇଜିପ୍ଟକୁ ବିଜୟୀ କରି ପାରି ନଥିଲେ।...

696935-vohra970
ଜାମ୍ମୁ ଓ କାଶ୍ମୀରରେ ଜାରି ହେଲା ରାଜ୍ୟପାଳ ଶାସନ

ଜାମ୍ମୁ  : ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗି ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ଗତକାଲି ମେଣ୍ଟ ସରକାରରୁ ବିଜେପି ଓହରିଯିବା ପରେ ଜାମ୍ମୁ ଓ କାଶ୍ମୀରରେ ରାଜନୈତିକ ଅଚଳାବସ୍ଥାର ଗୋଟିଏ ଦିନ ପରେ ଆଜି ରାଜ୍ୟପାଳ ଶାସନ ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିବା ନେଇ ଗୃହ ମନ୍ତ୍ରାଳୟ...

oldman
୭୦ବୟସରେ ଏକାକୀ ଖୋଳିଲେ ତିନି କି.ମି ଲମ୍ବର କେନାଲ

କେନ୍ଦୁଝର : ବିଶାଳ ପାହାଡ଼କୁ ଏକାକୀ ଖୋଳି ସମସ୍ତଙ୍କ ପାଇଁ ରାସ୍ତା ତିଆରି କରିବାର କାହାଣୀକୁ ନେଇ ବେଶ୍ ଚର୍ଚ୍ଚିତ ହୋଇଥିଲା ହିନ୍ଦୀ ଫିଲ୍ମ ‘ମାଂଝୀ ଦ ମାଉଣ୍ଟେନ୍ ମ୍ୟାନ୍’। ତେବେ ଏହି ମାଂଝୀଙ୍କ ଭଳି ଅନେକ ଉଦାହରଣ ଆମ ରାଜ୍ୟରେ ବି ଅଛନ୍ତି। ଏମିତି ଜଣେ ବ୍ୟକ୍ତି...