Advertisment

ନଦୀ ମଝିରେ ଦନ୍ତା, କେମିତି ହେବ ଉଦ୍ଧାର?

ପାଣିରେ ଭାସି ଯାଉଛି ଦନ୍ତା। କୂଳକୁ ଆସିବାକୁ ଚେଷ୍ଟା ବି କରୁଛି। ସମୟ ବଢ଼ିବା ସହ ବଢ଼ୁଛି ହାତୀ ପ୍ରତି ବିପଦ।ଚାରିଆଡେ ପ୍ରଖର ପାଣି।

author-image
Otv Khabar Bureau
ଅଦ୍ୟତନ ହୋଇଛି

ପାଣିରେ ଭାସି ଯାଉଛି ଦନ୍ତା। କୂଳକୁ ଆସିବାକୁ ଚେଷ୍ଟା ବି କରୁଛି। ସମୟ ବଢ଼ିବା ସହ ବଢ଼ୁଛି ହାତୀ ପ୍ରତି ବିପଦ।ଚାରିଆଡେ ପ୍ରଖର ପାଣି। ପାଣି ମଝିରେ ଫସିଛି ହାତୀ। କୂଳକୁ ଆସିବାକୁ ଚେଷ୍ଟା କରୁଛି କିନ୍ତୁ ପାରୁନି। ଇଏ ଦେଖନ୍ତୁ ମୁଣ୍ଡଳୀର ଚିତ୍ର। 

Advertisment
Mundali Barrage Mahanadi Mundali
Advertisment
Advertisment