ବାପା, ମା, ବଡ଼ଭାଇ। ଡକାଡକି ହୋଇ ତିନି ହେଁ ଚାଲିଗଲେ। ଏବେ ଏକା ଏକା ବଞ୍ଚୁଛନ୍ତି କୋରାପୁଟର ଦୁଇ ଭାଇ ଭଉଣୀ ସୁରେଶ ଆଉ ପ୍ରିୟଙ୍କା। ଘରଦ୍ୱାର ନାହିଁ। ଖାଇବାକୁ ଚାଉଳ ମୁଠେ ନାହିଁ। ସରକାରୀ ସୁବିଧା କିଛି ନାହିଁ। ସାନ ଭଉଣୀକୁ ପାଠ ପଢ଼ାଇବାକୁ ବଡ଼ଭାଇ ନିଜେ ପାଠ ଛାଡ଼ି ମୂଲ ଲାଗୁଛି। ଦେଖନ୍ତୁ କୋରାପୁଟରୁ ଏ ଦୁଃଖଦ କାହାଣୀ।
Published: Otv Khabar Bureau
Last updated: 24 September 2021, 12:08 PM IST
କରୋନା ଟିକାକରଣ ଅଭିଯାନରେ ଶିଥିଳତା । ଆଶାନୁରୂପ ଚାଲିନି ଦ୍ୱିତୀୟ ଡୋଜ୍ ଟିକାକରଣ । ପ୍ରଥମ ଡୋଜ୍ ନେବାର ୩ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଲୋକେ ଦ୍ୱିତୀୟ ଡୋଜ୍ ନେଉ ନାହାନ୍ତି ।