covid vaccine
କରୋନା ଟିକାକରଣ ଅଭିଯାନରେ ଶିଥିଳତା । ଆଶାନୁରୂପ ଚାଲିନି ଦ୍ୱିତୀୟ ଡୋଜ୍ ଟିକାକରଣ । ପ୍ରଥମ ଡୋଜ୍ ନେବାର ୩ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଲୋକେ ଦ୍ୱିତୀୟ ଡୋଜ୍ ନେଉ ନାହାନ୍ତି। ତୀୟ ଡୋଜ୍ ପ୍ରତି ଅନାଗ୍ରହ, କେବଳ ଗ୍ରାମାଞ୍ଚଳରେ ନୁହେଁ ସାରା ରାଜ୍ୟରେ ସମାନ ସ୍ଥିତି । ସରକାରଙ୍କ ସୂଚନା ଅନୁସାରେ ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ୧ କୋଟି ୩ ଲକ୍ଷ ୭୯ ହଜାର ୯୩୭ ଲୋକଙ୍କ ଦ୍ୱିତୀୟ ଡୋଜ୍ ନେବାର ସମୟ ହେଲାଣି । କିନ୍ତୁ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ମାତ୍ର ୭୫ ଲକ୍ଷ ୩୩ ହଜାର ୮୮୨ ଜଣ । ଅର୍ଥାତ ପ୍ରାୟ ୨୮ ଲକ୍ଷ ୪୬ ହଜାରରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)