excise rule
ଘରେ ୪ ବୋତଲରୁ ଅଧିକ ମଦ ରଖିଲେ ଆପଣଙ୍କୁ ଦେବାକୁ ପଡ଼ିବ ୬୩ ହଜାର ଟଙ୍କାର ଜୋରିମାନା ରାଶି। ଅବକାରୀ ବିଭାଗ ଚଢ଼ାଉ କରିବା ସମୟରେ ଏହା ଜଣାପଡ଼ିଲେ ଆପଣଙ୍କୁ ଫାଇନ୍ ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ବି ନିଆଯାଇପାରେ। ଉତ୍ତରପ୍ରଦେଶରେ ଏକ୍ସାଇଜ୍ ବିଭାଗ ଏକ ନୂଆ ନିୟମ ଜାରି କରିଛି। ଯାହାକୁ ନେଇ ଚର୍ଚ୍ଚା ବେଶ୍ ଚାଲିଛି। ବର୍ତ୍ତମାନ ଆପଣ ନିଜ ଘରେ ୪ ବୋତଲ ମଦ ରଖିପାରିବେ। ଯଦି ଏହାଠାରୁ ଅଧିକ ରଖୁଛନ୍ତି ତେବେ ଫାଇନ୍ ଦେବେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)