Asit tripathy
ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚିତ । ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟ୍ରେ ହରାଇ ନିର୍ବାଚିତ ହୋଇଛନ୍ତି ଅସିତ ତ୍ରିପାଠୀ । ଅସିତଙ୍କୁ ୭୭୬ ଭୋଟ୍ ମିଳିଥିବା ବେଳେ ବିଜୟଙ୍କୁ ୪୯୮ ଭୋଟ୍ ମିଳିଛି । ପ୍ରିୟବ୍ରତଙ୍କ ପରେ ଅସିତ ତ୍ରିପାଠୀ ହୋଇଛନ୍ତି ଭୁବନେଶ୍ୱର କ୍ଲବ ସଭାପତି । ସ୍ୱର୍ଗତ ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗ ଓ କରୋନା ମହାମାରୀ ଯୋଗୁଁ ଖାଲି ପଡ଼ିଥିଲା । ଏହି ପଦବୀ ପାଇଁ ଆଜି ନିର୍ବାଚନ ହୋଇଥିଲା । ଗତଦୁଇ ଦିନ ଧରି ମତଦାନ ଚାଲିଥିଲା । ଏହା ସରିବା ପରେ ଆଜି ଅପରାହ୍ନରୁ ଗଣତି ଆରମ୍ଭ ହୋଇଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)