Advertisment

ଧାନ ବିହନର ମାଆ କୁସୁମ ମିଶ୍ର, ୧୮ ବର୍ଷରେ ସାଇତିଛନ୍ତି ୧୦୫୫ କିସମ ବିହନ

ସେ ଧାନକୁ ନିଜ ପିଲାମାନଙ୍କ ପରି ପାଳନ୍ତି। ଅନେକ କିସମ ଧାନ ବିହନ ଆଉ ଦେଖିବାକୁ ମିଳୁନି। କିନ୍ତୁ ତାହା ସାଇତା ହୋଇ ରହିଛି କୁସୁମ ମିଶ୍ରଙ୍କ ଧାନ ବ୍ୟାଙ୍କରେ। ଯାହାକୁ ଦେଖିଲେ ଆପଣଙ୍କ ମନ ପୂରି ଉଠିବ।

author-image
Otv Khabar Bureau

ସେ ଧାନକୁ ନିଜ ପିଲାମାନଙ୍କ ପରି ପାଳନ୍ତି। ଅନେକ କିସମ ଧାନ ବିହନ ଆଉ ଦେଖିବାକୁ ମିଳୁନି। କିନ୍ତୁ ତାହା ସାଇତା ହୋଇ ରହିଛି କୁସୁମ ମିଶ୍ରଙ୍କ ଧାନ ବ୍ୟାଙ୍କରେ। ଯାହାକୁ ଦେଖିଲେ ଆପଣଙ୍କ ମନ ପୂରି ଉଠିବ।

Advertisment
Special Story Balasore Paddy Procurement In Odisha Woman
Advertisment
Advertisment