ସମାଜରେ ଆପଣ ଅନେକ ମଣିଷ ଦେଖିଥିବେ। ଏମିତି ମଣିଷ କେବେ ହେଲେ ଦେଖି ନଥିବେ। ଯିଏ କି ସକାଳ ପାହିଲେ ଗଛ ମୂଳେ ହାଜର ହୋଇ ଗଛର ଯତ୍ନ ନିଅନ୍ତି। ଆଉ ବାଣ୍ଟନ୍ତି ପରିବେଶ ସୁରକ୍ଷାର ବାର୍ତ୍ତା
Published: Otv Khabar Bureau
Last updated: 30 October 2021, 11:43 AM IST
ଗରିବ ଆଦିବାସୀ ଝିଅଟିଏ। ଏବେ ଅବିଭକ୍ତ କୋରାପୁଟ ସାରା ସବୁଆଡ଼େ ଶୁଭୁଛି ତାଆରି ସ୍ୱର। ଗୁରୁ ନାହିଁ କି ଟ୍ରେନିଂ ନାହିଁ, କିନ୍ତୁ ସେ ଏବେ ଗାୟିକା ଭାବେ ଖୁବ୍ ଲୋକପ୍ରିୟ। ସୋସିଆଲ୍ ମିଡିଆରେ ତାଙ୍କ ଗୀତକୁ ମିଲିୟନ ମିଲିୟନ ଲୋକ ଦେଖୁଛନ୍ତି। ଆସନ୍ତୁ ଭେଟିବା ଅବିଭକ୍ତ କୋରାପୁଟର କୋଇଲି- ରାୟଗଡ଼ା ଝିଅ ରୋଜାଲିନ୍ ମିଣିଆକାଙ୍କୁ।