ରାସ୍ତାରେ ଯାଉଥିଲା ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ଙ୍କ କାରକେଡ୍। ହଠାତ୍ ଆସିଗଲା ଆମ୍ବୁଲାନ୍ସ। ନିଜ କାରକେଡ୍ ରଖି ଅଟକିଗଲେ ମୁଖ୍ୟମନ୍ତ୍ରୀ। ପ୍ରଥମେ ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେ, ପରେ ନିଜେ ଗଲେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ...
ଦେବାଳିଆ ହେଲାଣି ପାକିସ୍ତାନ। ଦେଶ ଚଳାଇବାକୁ ଇମ୍ରାନଙ୍କ ପାଖରେ ନାହିଁ ଟଙ୍କା। ଋଣ ସୁଝି ପାରୁ ନ ଥିବାରୁ ଆଉ କେହି ତାଙ୍କୁ ଟଙ୍କା ଦେଉନାହାନ୍ତି। ଏବେ ପୂରା ଟେନ୍ସନ୍ରେ ଇମ୍ରାନ ଖାନ୍
ପଡିଆ ପଡିଥିଲା ଜମି। କିଛି ହେଉ ନଥିଲା। ହଠାତ୍ ପଡିଆ ଜମିରେ ଲଗାଇଲେ କିଛି ଫଳ ଗଛ। ଫଳନ୍ତି ଗଛକୁ ଦେଖି ଖୁସିର ସୀମା ରହିଲାନି। ଏବେ ଭଳିକି ଭଳି ଫଳ ସହ ପଡିଆ ଜମିରେ ଫଳୁଛି ନାନା ରକମର ପନିପରିବା
ନାଁ ରାମଚନ୍ଦ୍ର ଜେନା । ବାପାଙ୍କ ନାଁ କେତେବେଳ ଖଗେଶ୍ୱର ଜେନା ତ କେତେବେଳ ବୈଷ୍ଣବ ଜେନା ପୁଣି ଆଉ କେତେବେଳେ ନାରାୟଣ ଜେନା । ଟଙ୍କା ଲୋଭରେ ବଦଳାଇ ଦେଲେ ବାପାଙ୍କ ନାଁ । ତହସିଲଦାରଙ୍କ ତିନି ଜଣ ବାପା । ଆମେ ନୁହେଁ, ତାଙ୍କ ପାନ୍...
ଆଜି ୨୦୨୧ ମସିହା ନଭେମ୍ବର ୩ ତାରିଖ ବୁଧବାର, ତୁଳା ୧୮ କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର । ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟରେ କଣ ରହିଛି ।
ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ଆଫଗାନିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ ବିରାଟ କୋହଲିଙ୍କ ଟିମ୍ ପାଇଁ ଆତ୍ମସମ୍ମାନର ମ୍ୟାଚ୍, କାରଣ ଟିମ୍ ଇଣ୍ତିଆ ପ୍ରଥମରୁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡରୁ ଶୋଚନୀୟ ଭାବେ ପରାସ୍ତ ହୋଇ ଏକ ପ୍ରକାର ସେମିଫାଇନାଲ ରେସ୍ରୁ ବାଦ୍ ପଡ଼ିଛି । କ୍ରିକେଟର...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଭାରତୀୟ ସେନା ପାଇଁ ଚ୍ୟାଲେଞ୍ଜ ପାଲଟିଥିବା ଲଦାଖରେ ଜୋରଦାର ଯୁଦ୍ଧ ପ୍ରସ୍ତୁତି ଚାଲିଛି । ଯେକୌଣସି ପରିସ୍ଥିତିରେ ମୁକାବିଲା ଲାଗି ଲାଗି ନିଜକୁ ସଂପୂର୍ଣ୍ଣ ପ୍ରସ୍ତୁତ କରୁଛି ଭାରତୀୟ ସେନା । ଖାସ୍ କରି ଉଚ୍ଚ ଗିରିଶୃଙ୍ଗ ସାଙ୍ଗକୁ ଅତି ଥଣ୍ଡା ପରିବେଶରେ ଭାରତୀୟ ଯବାନ ଯେଭଳି ଶତ୍ରୁ...
ଗ୍ଲାସ୍ଗୋରେ ବଢ଼ିଲା ଭାରତର ଗାରିମା । ଜଳବାୟୁ ପରିବର୍ତ୍ତନର ସମାଧାନ ପାଇଁ ଭାରତର ଯୋଗଦାନ ସଂପର୍କରେ ଅବଗତ କରାଇବା ସହ ପଞ୍ଚାମୃତ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତର୍ଜାତୀୟ ଜଳବାୟୁ ଶିଖର ସମ୍ମିଳନୀରେ ସେ ଘୋଷଣା କରିଛନ୍ତି ଯେ, ୨୦୭୦ ସୁଦ୍ଧା ଶୂନ୍ୟ କାର୍ବନ୍ ନିଗର୍ମନ...
ପୁଣି ପଡିଆକୁ ଫେରିବେ ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ । ଦୁଇ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ ପୁଣି ଥରେ କ୍ରିକେଟ ଖେଳିବା ନେଇ ଆଗ୍ରହ ଦେଖାଇଛନ୍ତି ଯୁବରାଜ୍ । ଅବସର ପରଠାରୁ ଯୁବରାଜ ସଡକ ସୁରକ୍ଷା ୱାର୍ଲ୍ଡ ସିରିଜ୍, ଗ୍ଲୋବାଲ୍...
ପାଖେଇ ଆସୁଛି ଦୀପାବଳୀ । ଉତ୍ସବମୁଖର ହୋଇଉଠିଛି ସାରା ଭାରତ । ରାଜ୍ୟର ବିଭିନ୍ନ ସ୍ଥାନରେ ଦିପାବଳି ନେଇ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।ତେବେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଅଯୋଧ୍ୟାର ସରାୟୁ ନଦୀକୂଳରେ ଆସନ୍ତାକାଲି ୯ ଲକ୍ଷ ମାଟି ଦୀପ ଜଳାଯିବା ନେଇ ଯୋଜନା କରାଯାଇଛି ।
କଟକରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାଦାମବାଡି ଛକରେ ଥିବା KFC ଦୋକାନ ଉପରେ ଅଚାନକ ଚଢ଼ାଉ କରାଯାଇଛି.. ଷ୍ଟଲରୁ ବିପୁଳ ପରିମାଣର ଏକ୍ସପାୟରି ତାରିଖ ସରିଯାଇଥିବା ବ୍ରେଡ୍ ଓ ତାରିଖ ବିହୀନ ପ୍ରସ୍ତୁତ ଆମିଷ ଖାଦ୍ୟ ଏବଂ ଫ୍ରାଏଡ୍ ରାଇସକୁ ଟିମ ଜବତ କରିଛି
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୁରୀ ନିମାପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ଆସିଛି ସାଂଘାତିକ ଚିତ୍ର । ଗୋଟେ ଲୋକର ପାଞ୍ଚ ପାଞ୍ଚଟା ପାନ୍ କାର୍ଡ। ସବୁଥିରେ ଅଲଗା ଅଲଗା ବାପା
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରା ମାମଲାରେ ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ମାଗିଲେ ଯୁବମୋର୍ଚ୍ଚା କର୍ମୀ..
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଏବେ ବି ମିଳୁଛି ପାରଂପରିକ ଖେଳଣା ମିଠା । କଟକ ଖାନନଗରରେ ଚାଲିଛି ଖେଳଣା ମିଠା ପ୍ରସ୍ତୁତି । ଦୀପାବଳିରେ ଖେଳଣା ମିଠାର ରହିଛି ଚାହିଦା । ବିଭିନ୍ନ ପଶୁ ପକ୍ଷୀଙ୍କ ଆକୃତିରେ ତିଆରି ହେଉଛି ମିଠା
କାଲିଠୁ ଦେଶବ୍ୟାପୀ ମାସ୍ ଭ୍ୟାକ୍ସିନେସନ । ହର ଘର ଦସ୍ତକ ଅଭିଯାନରେ ମାସେ ଯାଏଁ ଚାଲିବ କ୍ୟାମ୍ପେନ୍। କରୋନା ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବେ ସ୍ୱାସ୍ଥ୍ୟକର୍ମୀ ।
ସଡ଼କ ଦୁର୍ଘଟଣାରେ ମୃତ୍ୟୁହାର କମାଇବାକୁ ନୂଆ ପ୍ରୟାସ । ରାସ୍ତାକଡ଼ ଦୋକାନୀଙ୍କ ଜରିଆରେ ତୁରନ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା। ୧୦ରୁ ପରିବହନ ବିଭାଗର ଫାଷ୍ଟ-ଏଡ୍ ପ୍ରି ଟ୍ରମାକେୟାର ତାଲିମ।
ମମିତା ମାମଲାରେ ଦିବ୍ୟଶଙ୍କରଙ୍କୁ ୩ ଆଡୁ ତୀର। ରାୟପୁର ବୈଠକର ତାରିଖ ଦେଲେ ସନ୍ତୋଷ ସିଂ ସାଲୁଜା ।ବିଜୟ କହିଲେ ଥରେ ନୁହେଁ, ୩ ଥର ହୋଇଛି ବୁଝାମଣା ବୈଠକ।
ଦୀପାବଳିରେ ବାଣଫୁଟାକୁ ହଁ । କେବଳ ୨ ଘଣ୍ଟା ପାଇଁ ସବୁଜ ବାଣକୁ ହାଇକୋର୍ଟଙ୍କ ଅନୁମତି। ରାତି ୮ରୁ ୧୦ ଯାଏଁ ଫୁଟାଇବାକୁ ଗ୍ରୀନ୍ ସିଗ୍ନାଲ୍