• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Musical Instrument
ଏଇଠି ତିଆରି ହେଉଛି ସଙ୍ଗୀତର ବିଭିନ୍ନ ବାଦ୍ୟଯନ୍ତ୍ର

ଏଇଠି ତିଆରି ହେଉଛି ସଙ୍ଗୀତର ବିଭିନ୍ନ ବାଦ୍ୟଯନ୍ତ୍ର। ନିଜ ହାତରେ ବେଶ୍‌ ଆକର୍ଷଣୀୟ ଢଙ୍ଗରେ ତିଆରି କରୁଛନ୍ତି କାରୀଗର। ଅଳନ୍ଧୁ ଘରେ ତିଆରି ଚାଲିଛି ସାତସ୍ୱରର ଯନ୍ତ୍ର

Bhakta Das Calls For 'Janata Curfew'
ନବୀନ ବାବୁ କଳାହାଣ୍ଡି ଯିବେ, ଭକ୍ତ ଦାସ କହିଲେ ଜନତା କର୍ଫ୍ୟୁ ହେବ

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଆକ୍ସନ ମୋଡ୍ ରେ ଭକ୍ତ ଦାସ। ଆସନ୍ତା ୮ରେ କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ। ଆଉ ସେଠି ବିରୋଧ ପାଇଁ ଭକ୍ତ ଦାସ କହିଲେ ଜନତାକର୍ଫ୍ୟୁ ପାଳନ ହେବ

 BJD Meeting
ଆସିଥିଲେ ତାଲିମ ନେଇ, ଦେବୀ ଭାଇ କଲେ ଗାଲ ନାଲି

ହେ ଭାଇ କି ଯୁଗ ହେଲା କିରେ? ଏ ବିଜେଡିର କଣ ମତି ଭ୍ରମ ହେଲାଣି? କି କଥା ଇଏ, ଏ ଭାରତ ଭୂଇଁରେ ଜଣେ ନାଗରିକ ଯଦି କହୁଛି ଭାରତ ମାତା କି ଜୟ... ଏଠି ବିଜେଡ଼ି ଗାଲକୁ ଚଟକଣା ମାରୁଛି?

open sky liquor shop
ମୁକ୍ତ ଆକାଶରେ ମଦ ବିକ୍ରି

ଗଛ ତଳେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ଭଳିକି ଭଳି ମଦ। ମାଣ୍ଡିଆ, ଚାଉଳ,ପେଣ୍ଡମ,ଚିନି ଓ ଗୁଡ଼ ଆଦି ନାରେ ମିଳୁଛି ମଦ। ମହିଳା ଓ ପୁରୁଷ ବିକ୍ରି କରୁଛନ୍ତି ଓ ଉଭୟ ମଧ୍ୟ ପିଉଛନ୍ତି

Rickshaw Driver Became Millionaire
ଦିନେ ଦିଲ୍ଲୀରେ ରିକ୍ସା ଟାଣୁଥିଲେ, ଏବେ ମାସକୁ ଦେଢ ଲକ୍ଷ ରୋଜଗାର କରୁଛନ୍ତି...

ଦିନେ ଦିଲ୍ଲୀରେ ରିକ୍ସା ଟାଣୁଥିଲେ, ଏବେ ଲକ୍ଷପତି ହେଲେ। ଭାଗ୍ୟ ବଦଳାଇଦେଇଥିଲା ୧୯୮୬ ମସିହା। କୃଷି ବିଭାଗର ପରାମର୍ଶ ନେବା ପରେ ୨୫ ଜଣଙ୍କୁ ଚାକିରି ବି ଦେଲେ

Pigeon Men
ବରା ବିକି ପରିବାର ଚଳାନ୍ତି, ଶହଶହ ପାରା ପାଳନ୍ତି

ଛୋଟ ଗୋଟେ ଚାଳି ଦୋକାନରେ ବରା ଆଳୁଚପ ବିକ୍ରି କଲେ ଜଣେ ଲୋକ କେତେ ଟଙ୍କା ରୋଜଗାର କରିବ? ସେଇଥିରୁ ନିଜ ଘର ଚଳେଇ ମାସକୁ ଶହଶହ ପାରାଙ୍କ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ସହଜ କଥା ନୁହେଁ। ତଥାପି ସେମିତି କରିଛନ୍ତି ଆଉ ସଫଳ...

Punjab national Bank
ଏହି ବ୍ୟାଙ୍କରେ ଆକାଉଣ୍ଟ ଥିଲେ ଆପଣଙ୍କୁ ମିଳିବ ୨୦ ଲକ୍ଷ ଟଙ୍କା, କିନ୍ତୁ....

ଏହି ବ୍ୟାଙ୍କରେ ସାଲାରୀ ଆକାଉଣ୍ଟ ଥିଲେ ଆପଣଙ୍କୁ ମିଳିବ ୨୦ ଲକ୍ଷ ଟଙ୍କା। ଜାଣିରଖନ୍ତୁ କେଉଁ କେଉଁ କ୍ଷେତ୍ରରେ କେମିତି ଆବେଦନ କଲେ ଆପଣ ପାଇବେ ଏତିକି ଟଙ୍କାର ସୁବିଧା

Sooryavanshi Release
ରିଲିଜ ହେଲା ଜବରଦସ୍ତ ଆକ୍ସନ ଫିଲ୍ମ୍ ସୂର୍ଯ୍ୟବଂଶୀ

ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ସୂର୍ଯ୍ୟବଂଶୀ । ଅକ୍ଷୟ-କ୍ୟାଟ୍ରିନାଙ୍କ ରୋମାନ୍ସ ସହ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଜବରଦସ୍ତ ଆକ୍ସନକୁ ବଡ ପରଦାରେ ଦେଖିପାରିବେ ଦର୍ଶକ । ଅଜୟ-ରଣବୀରଙ୍କ କ୍ୟାମିଓକୁ ବଡ଼ ସ୍କିନ୍‌ରେ ଦେଖିଛନ୍ତି ଦର୍ଶକ । ଫିଲ୍ମଟି ୨୦ ମାସ ପରେ ରିଲିଜ୍ ହୋଇଥିବାରୁ ବେଶ...

India vs Scotland
T20 World Cup: ମୁହାଁମୁହିଁ ହେବେ ଟିମ୍ ଇଣ୍ତିଆ ଓ ସ୍କଟଲାଣ୍ତ

ଟି-୨୦ ବିଶ୍ୱକପ୍‌ରେ ଆଜି ଟିମ ଇଣ୍ଡିଆ ସହ ମୁହାଁମୁହିଁ ହେବ ସ୍କଟଲ୍ୟାଣ୍ଡ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଆଜି ସଂଧ୍ୟା ୭ଟା ୩୦ରେ ଏହି ମ୍ୟାଚ ଖେଳାଯିବ । ପୂର୍ବମ୍ୟାଚରେ ଆଫଗାନିସ୍ତାନଠାରୁ ୬୬ ରନରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ସ୍କଟଲ୍ୟାଣ୍ଡକୁ ମାତ ଦେବାକୁ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 05 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

odisha cricket team win against goa
ବହୁଦିନ ପରେ ଜିତିଲା ଓଡିଶା

ବିଜୟରୁ ଓଡ଼ିଶାର ଅଭିଯାନ ଆରମ୍ଭ ହୋଇଛି । ସୟଦ ମୁସ୍ତାକ ଅଲ୍ଲୀ ଟି- ଟ୍ବେଣ୍ଟି କ୍ରିକେଟରେ ବିଜୟରୁ ଓଡ଼ିଶାର ଅଭିଯାନ ଆରମ୍ଭ କରିଛି । ଲକ୍ଷ୍ନୌରେ ଅନୁଷ୍ଠିତ ମ୍ୟାଚରେ ଗୋଆକୁ ୪ ଓ୍ବିକେଟରେ ହରାଇଛି ଓଡ଼ିଶା ।

7th class boy Conducts Paya Shradha Rituals
ସପ୍ତମ ଶ୍ରେଣୀରେ ପଢୁଛନ୍ତି, ପିଣ୍ତଦାନ କରି ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ଦେଉଛନ୍ତି

ପ୍ରଦୂଷଣ ବୃଦ୍ଧି, କୋଭିଡ୍ କଟକଣା ଉଲ୍ଲଙ୍ଘନ ଆଶଙ୍କାରେ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ୧୪୪ ଧାରା ଲାଗୁ କରାଯାଇଛି । ତେବେ ଏହାରି ମଧ୍ୟରେ ୭ମ ଶ୍ରେଣୀରେ ପଢୁଥିବା ଏକ କୁନି ନନା ବଡ଼ ବଡ଼ ଶ୍ଲୋକ ଅନର୍ଗଳ ବୋଲିଚାଲିଛନ୍ତି । ଲୋକଙ୍କ ପୟା ଶ୍ରାଦ୍ଧ କରାଉଛନ୍ତି ଆଉ...

ms dhoni film debut
କ୍ରିକେଟ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଦେବେ ଧୋନି !

କ୍ରିକେଟରେ ଯାଦୁ ଦେଖାଇବା ପରେ ଏବେ ଫିଲ୍ମରେ ଯାଦୁ ଦେଖାଇବେ ମହେନ୍ଦ୍ର ସିଂହ ଧୋନି । ବଡ ପରଦାରେ ନିଜ ଜଲୱା ଦେଖାଇବେ ଧୋନି । ଏନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବେଶ ଜୋର ଧରିଛି । ଧୋନିଙ୍କୁ ବଡ ପରଦାରେ ଦେଖିବା ପାଇଁ ପ୍ରଶଂସକ ଅନାଇ ରହିଛନ୍ତି...

Drunken lady
ମଦ ପିଇ ଥାନା ଆଗରେ ଯୁବତୀଙ୍କ ଉତ୍ପାତ

ବଲାଙ୍ଗିରରେ ମଦ୍ୟପ ଯୁବତୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି.. କଚେରୀ ଛକରେ ଡ୍ୟୁଟିରେ ଥିବା ଟ୍ରାଫିକ କନଷ୍ଟେବଲ ଅମୀୟ ପଟେଲଙ୍କୁ ହଠାତ ଜଣେ ମଦ୍ୟପ ଯୁବତୀ ଆସି ଆକ୍ରମଣ କରିଥିଲେ.. ଯାହା ଇଛା ତାହା କହି ଚପଲରେ ପିଟିଥିଲେ.. ତାପରେ ପୋଲିସ ଟିମ୍ ଯୁବତୀଙ୍କୁ ଟାଉନ୍ ଥାନା ସାମ୍ନାକୁ ଆଣିଥିଲେ.....

Bhubaneswar Knife Attack
ଲୁଟ୍ ପାଇଁ ଘରେ ପଶିଥିଲା ରୂପେଶ

ରାଜଧାନୀର ଶୈଳଶ୍ରୀ ବିହାରରେ ଘରେ ପଶି ମା-ଝିଅଙ୍କୁ ଛୁରାମା଼ଡ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡା ଗିରଫ । ତେବେ କେମିତି କରିଥିଲା ମାଷ୍ଟର ପ୍ଲାନ ସେ ସଂପର୍କରେ ସୂଚନା ଦେଇଛନ୍ତି ପୋଲିସ ଡିସିପି ଉମାଶଙ୍କର ଦାସ

Sura Routray
୩ ଟଙ୍କା ଚଳିବନି ୧୦ ଟଙ୍କା କମାଅ ନବୀନ ବାବୁ

କେନ୍ଦ୍ର ପରେ ରାଜ୍ୟ କରିଥିବା ତୈଳ ଦର ହ୍ରାସ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ

bjb protest against dibyasankar
ମୁଖ୍ୟମନ୍ତ୍ରୀଙ୍କ ନୀରବତାର କାରଣ କ'ଣ ?

ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ମାମଲା ନେଇ ସାମ୍ବାଦିକ ସମ୍ମିଳନୀ ନେଇ ପୁଣି ଗର୍ଜିଛି ବିଜେପି ଯୁବ ମୋର୍ଚ୍ଚା । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ ସେଠାରେ ବିରୋଧ ହେବ ବୋଲି କହିଛି ବିଜେପି ଯୁବ ମୋର୍ଚ୍ଚା ।

north korea food shortage
ଉତ୍ତର କୋରିଆରେ ସରି ସରି ଯାଉଛି ଖାଦ୍ୟ

ଉତ୍ତର କୋରିଆରେ ଖାଦ୍ୟ ପାଇଁ ହାହାକାର । ସେଠାରେ ଦେଖା ଦେଇଛି ଖାଦ୍ୟ ସଙ୍କଟ । ସରି ସରି ଯାଉଛି ଖାଦ୍ୟ ଭଣ୍ଡାର ।

Puri Jagannath Temple
ବଦଳୁ 'ପୁରୀ' ନାଁ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୁରୀର ନାମ ପରିବର୍ତ୍ତନ ନେଇ ଦାବି ଉଠିଛି.. ଶ୍ରୀଜଗନ୍ନାଥ ପୁରୀ କିମ୍ବା ଶ୍ରୀଜଗନ୍ନାଥ ଧାମ ପୁରୀ କରାଯିବା ପାଇଁ କିଛି ସାମାଜିକ ଅନୁଷ୍ଠାନ ଦାବି କରିବା ପରେ ମଙ୍ଗଳବାର ଦିନ ଏହି ଦାବି ନେଇ ପରିଚାଳନା କମିଟି ସଦସ୍ୟମାନେ ଦାବି କରିଛନ୍ତି

congress banner
କଂଗ୍ରେସ ଡାଳରୁ ଫୁର୍ କିନା ଉଡ଼ିଗଲେ... ଏବେ ତାଙ୍କୁ ଘୋଡ଼େଇ ଦିଅ

କିରେ ନାରଣ ଆରେ ବେଁ ଲମ୍ବ ବ୍ୟାନରଟାରେ ଆମ କଂଗ୍ରେସିଆ ନେତା ସମିତେ ତ ଅଛନ୍ତି। ହେଲେ ଏ ଧଳା କାଗଜ ଟା କାହା ଥୋମୋଣିରେ ଚିପକା ହେଇଛି? କିଛି ବୁଝି ହଉନି ଜମା