ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି । ଚତୁର୍ଥ ବିଜୟ ସହ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଅଷ୍ଟ୍ରେଲିଆ । ଅପରାହ୍ନରେ ୱେଷ୍ଟଇଣ୍ଡିଜ ସହ ଥିବା ମ୍ୟାଚରେ ବିଜୟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଛିଛି । ୮ ୱିକେଟରେ ୱେଷ୍ଟଇଣ୍ଡିଜ...
ତିନି ତିନି ଥର ପ୍ରୟାସ କରି ବିଫଳ ହେଲା ପରେ ଚତୁର୍ଥ ପ୍ରୟାସରେ ସଫଳ ହେଲେ। ବାପା, ଭାଇ ରିକ୍ସା ଟାଣି ମୁର୍ଶିଦଙ୍କୁ ପାଠ ପଢ଼ାଇଲେ। ଆଉ ଆଜି ପୁଅ ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି।
ହୃଦୟ ବିଦାରକ ଦୃଶ୍ୟ। ଆତ୍ମହତ୍ୟା କରିଥିବା ମାଆର ହାତ ପଛରେ ଲୁଚିଛି କୁନିପୁଅ। ପୋଲିସ୍ ଓ ଗାଁ ଲୋକ ମହିଳାଙ୍କ ଭଡ଼ାଘରେ ପହଞ୍ଚିଲା ବେଳକୁ ଏମିତି ଦୃଶ୍ୟ ଦେଖି ହତବାକ ହୋଇପଡ଼ିଥିଲେ। ଈଶ୍ୱର କୌଣସି କୁନିଛୁଆକୁ ଏମିତି ଦଣ୍ଡ ନଦିଅନ୍ତୁ।
କମିଲା ବସ୍ ଭଡ଼ା । ତେଲ ଦର କମିବାରୁ କମିଲା ବସ୍ ଭଡ଼ା । ଅର୍ଡିନାରୀ ବସ୍ରେ କିଲୋମିଟର ପିଛା ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହେଲା । ସେହିଭଳି ଏକ୍ସପ୍ରେସ ୯୬ ପଇସାରୁ ହ୍ରାସ ପାଇ ୯୧ ପଇସା, ଡିଲକ୍ସ ବସ୍ ଭଡ଼ା କିଲୋମିଟର...
ଶଙ୍ଖ ଧରିଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁରରେ ଆୟୋଜିତ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀ ଓ ତାଙ୍କ ସହ ଅନେକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।
କୋଭିଡ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ। ମହାରାଷ୍ଟ୍ର ଅହମ୍ମଦନଗର କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ଘଟିଛି ବଡ଼ ଅଘଟଣ। ୧୦ ଜଣ କୋଭିଡ୍ ଆକ୍ରାନ୍ତ ମୃତ୍ୟୁ । ଦେଖନ୍ତୁ ଏହି ଘଟଣାର ପୁରା ଖବର ।
ମାୟା ନଗରୀ ମୁମ୍ୱାଇରେ ରହିଛି ଅନେକ ଫ୍ଲାଟ। ମହାରାଷ୍ଟ୍ରରେ ରହିଛି ଜମି। ଘର ଭଡ଼ା ବି ଲାଗିଛି। ଏମିତି ଏନେକ ସଂପତ୍ତିର ମାଲିକ ହେଉଛନ୍ତି ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାନଖେଡେ। କେଉଁଠୁ ଆସିଲା ଏତେ ସଂପତ୍ତି ଜାଣନ୍ତୁ ଏବେ..
ବାଲେଶ୍ୱର ଡିଆରଡିଓରୁ ଗୁଇନ୍ଦାଗିରି ମାମଲାରେ ନୂଆ ଟ୍ୱଇଷ୍ଟ। ଘଟଣାରେ ଆଉ ଜଣେ ମହିଳାଙ୍କ ସଂପୃକ୍ତି ଥିବା ନେଇ ସୂଚନା ।
ପଂଚାୟତ ର୍ନିବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକ। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି ରାଜ୍ୟ ନିର୍ବାଚନ କମିଶନ୍ । ଶୁଣନ୍ତୁ... ।
ରିକ୍ସା ଟ୍ରଲି ଚାଳକଙ୍କ ପୁଅ ହେବେ ଡାକ୍ତର । ନିଷ୍ଠା ଓ ଏକାଗ୍ରତା ଥିଲେ ଯେ କେହିବି ବ୍ୟକ୍ତି ନିଶ୍ଚିତ ସଫଳତା ପାଇ ପାରିବ ଏକଥା କାହାକୁ ବି ଅଛପା ନାହିଁ । ତେବେ ଏହାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଭଦ୍ରକ ସହରସ୍ଥ ପୁରୁଣା ବଜାର କାଜି...
ବାପା ମାଆଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପନ କଲେ ସନ୍ତାନ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଗାଁରେ ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।
ଆଜିକାଲି ବୁଢ଼ା ବାପ ମାଆକୁ ପିଲାଏ ପଚାରୁ ନାହାଁନ୍ତି। କିନ୍ତୁ ଏହି ୫ ଭାଇଭଉଣୀ ବାପା ମାଆଙ୍କୁ ଠାକୁରଙ୍କ ପରି ପୂଜା କରୁଛନ୍ତି। ଏଥିପାଇଁ ସେମାନେ ଘରେ ପ୍ରତିଷ୍ଠା କରିଛନ୍ତି ବାପା ମାଆଙ୍କର ମାର୍ବଲ ମୂର୍ତ୍ତି। ପଚାରିଲେ ଆଖି ଛଳଛଳ କରି କହୁଛନ୍ତି, ସେମାନଙ୍କ ଋଣ କଣ ଆମେ...
ଆସନ୍ତା ମଙ୍ଗଳବାର ଦିନ ଅର୍ଥାତ୍ ଅକ୍ଟୋବର ୯ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଜଗନମୋହନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି
ପୁଣି ସ୍ମଗ୍ ସମସ୍ୟା ଘେରରେ ଦିଲ୍ଲୀ। ଦୀପାବଳି ପରେ ପ୍ରଦୂଷଣ ରାକ୍ଷସର ଆଁରେ ଦେଶର ରାଜଧାନୀ। ଚାରିଆଡ଼େ କୁହୁଡ଼ି ଓ ଧୂଆଁର ଘନ ଆସ୍ତରଣ ଦେଖିବାକୁ ମିଳିଛି। ଦୀପାବଳି ଦୁଇ ଦିନ ହେବ ସରିବା ପରେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ। ବାୟୁରେ ମାତ୍ରାଧିକ ବିଷାକ୍ତ କଣିକା ରହିଛି।...
ନବରଙ୍ଗପୁରରେ ଆଜି ବିଜେଡିର ବଡ଼ ଆୟୋଜନ। ସେଠି କଂଗ୍ରେସର ପୂର୍ବତନ ହେଭିୱେଟ୍ ନେତା ତାହ ଛାଡ଼ି ଶଙ୍ଖ ଫୁଙ୍କିବେ ବୋଲି ବ୍ୟବସ୍ଥା ଚାଲିଛି।
ବୟସ ୯୩ ବର୍ଷ। ଶରୀରର ଚର୍ମରେ ଭାଙ୍ଗ ପଡ଼ିଗଲାଣି। ହାତ, ଗୋଡ଼ ମଧ୍ୟ ଥରୁଛି। ଏପରିକି କଥା ହେବାବେଳେ ପାଟିରେ ଖନି ବାଜି ଯାଉଛି। ତଥାପି ହାର୍ ମାନି ନାହାନ୍ତି।
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ନୀଳମାଧବ ପଣ୍ଡା ପାଇବେ ମୋହନ ସୁନ୍ଦର ଦେବଗୋସ୍ୱାମୀ ପୁରସ୍କାର । ଜୟଦେବ ପୁରସ୍କାର ପାଇବେ ପ୍ରଯୋଜକ, ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର । ନୀଳମାଧବ ପଣ୍ଡା ପାଇବେ ମୋହନ ସୁନ୍ଦର ଦେବଗୋସ୍ୱାମୀ ପୁରସ୍କାର । କାଲିର ଅତୀତ ଶ୍ରେଷ୍ଠ ଫିଲ୍ମ, ନୀଳମାଧବ ପଣ୍ଡା...
ଘୋଷିତ ହେଲା ୨୦୧୯ର ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର । କାଲିର ଅତୀତ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଥିବା ବେଳେ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇବେ ନୀଳମାଧବ ପଣ୍ଡା ।
ଟଙ୍କା ପଇସା ଅଭାବ ହେଲେ ବହୁତ୍ ସମସ୍ୟା ହୋଇଥାଏ। ଏମିତି ଆମେ ଭାବନ୍ତି। ଅଧର୍ଯ୍ୟ ହୁଅନ୍ତି। ଅନେକ ଭାବନ୍ତି ପଇସା ପତ୍ର ଅଭାବ ହେଲେ ପାଠ ପଢ଼ିବା କାଠିକର ପାଠ। କିନ୍ତୁ ସେ ଯାହା ବି ହେଉ ମା ବାନ୍ଧୁଛନ୍ତି ବିଡ଼ି, ବାପା କରୁଛନ୍ତି ଚାଷ। ପୁଅକୁ ପଢ଼ାଇବେ...