ଆୟବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ପ୍ରତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ତେବେ ତାଙ୍କଠାରୁ ମୋଟ ୧୪ କୋଟି ୮୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତି ଜବତ କରାଯାଇଛି । ତାଙ୍କର ମୋଟ ଆୟର ୧୦୮୭ ଗୁଣା ଅଧିକ ସମ୍ପତି ତାଙ୍କଠାରୁ ଜବତ କରାଯାଇଛି ।
ରାଜସ୍ଥାନର ବାରମେର-ଯୋଧପୁର ଜାତୀୟ ରାଜପଥରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଦୁର୍ଘଟଣା ପରେ ଯାତ୍ରୀବାହୀ ବସଟି ହୁତୁହୁତୁ ହୋଇ ଜଳିଯାଇଥିଲା । ଫଳରେ ନିଆଁରେ ପୋଡ଼ି ହୋଇ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି ।
ରାଜସ୍ଥାନର ବାରମେର-ଯୋଧପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୮ ଜଣଙ୍କ ମୃତ୍ୟୁ । ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଯାଇଥିଲା ଯାତ୍ରୀବାହୀ ବସ । ଫଳରେ ନିଆଁରେ ପୋଡ଼ି ହୋଇ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି।
ନବରଙ୍ଗପୁର ରାଇଘର ବ୍ଲକ ସୋନପୁରରେ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି.. ପ୍ରେମୀଯୁଗଳଙ୍କୁ ବନ୍ଦ କୋଠରୀରେ ଅଟକ ରଖିବା ପରେ ଜୋର୍ ଜବରଦସ୍ତ ବିବାହ କରାଇଛନ୍ତି ଗାଁ ଲୋକେ.. ଯାହାର ଭିଡିଓ ଏବେ ଭାଇରାଲ୍ ହେଉଛି..
ଏବେ କଣ ଯେ ହୋଇଥାଆନ୍ତା? ଚାହୁଁ ଚାହୁଁ ଚାଲିଯାଇଯାଆନ୍ତା କଲେଜ ଛାତ୍ରୀଙ୍କ ଜୀବନ, ମହଙ୍ଗା ପଡ଼ିଥାଆନ୍ତା ସାପ ଖେଳ....ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ
ଗୋଟିଏ ପରେ ଗୋଟିଏ ଭିଡ଼ିଓ, ଗୋଟିଏ ପରେ ଗୋଟିଏ ଦୃଶ୍ୟ । ସ୍ମାର୍ଟସିଟିରେ ସକ୍ରିୟ ଥିବା ତଥାକଥିତ ଅପରାଧି ଗ୍ୟାଙ୍ଗ୍ KBN ଗ୍ରୁପର ଆସିଲା ଆଉ ଏକ ଭିଡ଼ିଓ । ଯେଉଁଥିରେ ରାଜରାସ୍ତା ଉପରେ ଫିଲ୍ମି ଷ୍ଟାଇଲରେ ଗାଡ଼ି ଉପରେ ମସ୍ତି କରୁଛନ୍ତି, ପାର୍ଟି କରୁଛନ୍ତି ।
୨ ଦିନ ଧରି ନିଖୋଜ ହେବା ପରେ ଘର ପାଖ ନାଳରୁ ମିଳିଲା ମୃତଦେହ । ୨ ଦିନ ତଳେ ନିଖୋଜ ହୋଇଯାଇଥିଲା ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର କହ୍ନେୟାଲାଲ ଭୋଇଙ୍କ ୨ ବର୍ଷର ପୁଅ ସୌମ୍ୟ । ତେବେ ନାଳ ପାଖକୁ କେମିତି ଗଲା...
ସ୍ୱାଭିମାନ ପାଇଁ ବୟସ ବି ହାର ମାନିଛି.. ୮୩ ବର୍ଷ ବୟସରେ ହାତ-ଗୋଡ଼ ଥରୁଛି.. ହେଲେ ଗୁଜୁରାଣ ପାଇଁ ନିଜେ ଖଟୁଛନ୍ତି ଦୁଃଖୁ ସାହୁ..ସାଇକେଲ ଧରି ସାହି ସାହି ବୁଲି ତାବିଜ, କଡ଼ି ଓ ଡେଉଁରିଆ ତିଆରି କରି ବିକୁଛନ୍ତି.. ହେଲେ କାହା ଆଗରେ ହାତ ପତାଉନାହାନ୍ତି.. ସୁବର୍ଣ୍ଣପୁର...
କ୍ଷେତରେ ଫସଲ ଅମଲ ପୂର୍ବରୁ ଏବେ ମାଡ଼ିଲେଣି ଚକଡ଼ା ପୋକ। ଏକାଧିକ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଗଲାଣି।କ୍ଷେତରେ ୩ ଭାଗରୁ ଅଧିକ ଧାନ ନଷ୍ଟ ହୋଇଗଲାଣି। ଚାଷୀର ହାଡ଼ ଭଙ୍ଗା ପରିଶ୍ରମର ଫଳକୁ ଚଳୁ କରିଦେଇଛନ୍ତି ଚକଡା ପୋକ ।
କେଉଁ ଉପାୟରେ ଏତେ ସମ୍ପତ୍ତି ଠୁଳ କଲେ ? ୩୩ ବର୍ଷ ଚାକିରୀରେ କେମିତି ଏବଂ କେଉଁ ବାଟ ଦେଇ ଅମାପ କଳାଧନ ସଞ୍ଚିଥିଲେ ଭିଜିଲାନ୍ସ ଜାଲରେ ଫସିଥିବା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ।
ଟକମକ ହୋଇ ଫୁଟୁଛି ତେଲ। ଡଙ୍କି କି ଚଟୁ ନୁହେଁ, ବରଂ ନିଜ ହାତରେ ଗରମ କଡ଼େଇରେ ହାତ ପୁରେଇ ରୋଷେଇ କରୁଛନ୍ତି ଚିକେନ୍ ଫ୍ରାଏ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏ ଭିଡ଼ିଓ। ଆପଣ ବି ଦେଖନ୍ତୁ ସେ ଭିଡ଼ିଓ...
ଚଳନ୍ତା ଅଟୋରୁ ମୋବାଇଲ ଲୁଟ୍ କରି ଦୌଡୁଥିବା ଲୁଟେରାକୁ ପିଛା କରି ଧରି ତାକୁ ପୋଲିସ ହେପାଜତରେ ଦେଇ ଚର୍ଚ୍ଚାକୁ ଆସିଛନ୍ତି କଟକର ଝିଅ ପ୍ରଜ୍ଞା ରାୟା
ଏଇଠି ଚାଷ ହେଉଛି କୋଶଳା ସାଗ। କଟକ ଜିଲ୍ଲା ଆଠଗଡ଼ଠାରୁ ଆପଣ ଯଦି ପୁରୁଣା କଟକ-ସମ୍ୱଲପୁର ରାସ୍ତାରେ ଯାଉଥିବେ ସେଠାରେ ରାସ୍ତା ଦୁଇକଡ଼ରେ ଏମିତିକା ଚାଷ ଜମି ସବୁ ଦେଖିବେ। ଏ ସ୍ଥାନର ନାଁ ହେଉଛି ପତଣ୍ଡା। ଦେଖନ୍ତୁ ସାଗ ବାଡ଼ିର କଥା।
ବଦଳୁଥିବା ସମୟ ଭିତରେ ନିଜ ଭାଷାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇଛନ୍ତି ଯୁବ ଶିକ୍ଷକମାନେ.. ହୋ ଭାଷାରେ ଆମ ରାଜ୍ୟରେ ଶିକ୍ଷାଦାନ ବ୍ୟବସ୍ଥା ନାହିଁ..ଏଣୁ ମୟୂରଭଞ୍ଜ ବିଜାତଳାର ରାମଚନ୍ଦ୍ରପୁରରେ ସପ୍ତାହକୁ ଦିନେ ହୋ ଭାଷାର ଶିକ୍ଷାଦାନ କରାଯାଉଛି।
ସାରା ରାଜ୍ୟର ଚୋରା ଗାଡ଼ିକୁ ମେସିନ୍ରେ କାଟି ଖଣ୍ଡ ଖଣ୍ଡ କରି ବାହାରକୁ ବିକ୍ରି କରୁଛନ୍ତି କବାଡ଼ିଆ ବାଲା। ଗାଡ଼ି ଚୋରି ପରେ ଏଇଠି ପହଞ୍ଚାଇ ଦେଉଥିଲା ଚୋର। ଆଉ କବାଡ଼ିବାଲା ସବୁ କାମ ସାରି ବିକ୍ରି କରି ଦେଉଥିଲା। ଥାନାର ମାତ୍ର ୧ କି.ମି. ଦୂରରେ ଚାଲୁଥିଲା...
ଟି-୨୦ ବିଶ୍ୱକପ୍ର ଆଜି ପ୍ରଥମ ସେମିଫାଇନାଲ୍..ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ..
ରାଜ୍ୟରେ ଜାରି ରହିଛି ଶୀତ ଲହରୀ.. ଗତ ୪ ଦିନ ହେଲାଣି ରାଜ୍ୟରେ ପାରଦ ଖସି ଚାଲିଛି ।
ସ୍ଥାୟୀ ନିଯୁକ୍ତି ଦାବିରେ ଦିନ ରାତି ଧାରଣାରେ ବସିଛନ୍ତି ପ୍ରାୟ ୫ ଶହ ମହିଳା ସୁପର ଭାଇଜର..