• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Nawab Malik Calls Aryan Khan\'s Case \'Matter Of Kidnapping And Ransom\'
‘ଅପହରଣ ଓ ବଟି ଆଦାୟ ପାଇଁ ଆର୍ୟନଙ୍କୁ ଟ୍ରାପ୍ କରାଗଲା’

ଆର୍ୟନ ଖାନ ମାମଲାରେ ପୁଣି ବିସ୍ଫୋରକ ତଥ୍ୟ ଦେଇ NCBର ବରିଷ୍ଠ ଅଧିକାରୀ ସମୀର ଓ୍ୱାଙ୍ଖଡ଼େଙ୍କୁ ଟାର୍ଗେଟ୍ କରିଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ୱାବ ମଲ୍ଲିକ। ସେ କହିଛନ୍ତି ଆର୍ୟନଙ୍କୁ ଅପହରଣ କରି ୨୫ କୋଟି ଟଙ୍କା ବଟି ଆଦାୟ ପାଇଁ ଚକ୍ରାନ୍ତ ହୋଇଥିଲା..

Mamita Murder Case: Black Flag, Egg Attacks Greet Minister Dibya Shankar Mishra In Junagarh
ବିଜେପି ମାରିଲା ଦିବ୍ୟଙ୍କ ଗାଡିକୁ ଅଣ୍ଡା

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଯାଉଥିବା ଗାଡ଼ିକୁ ବିଜେପିର ଅଣ୍ଡାମାଡ଼ । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ଦାସଙ୍କ ସହ ଯାଉଥିଲେ ମନ୍ତ୍ରୀ । ଜୁନାଗଡ଼ କଲେଜ ଛକରେ ଉଭୟେ ଯାଉଥିବା ଗାଡ଼ି ଉପରକୁ ଅଣ୍ଡାମାଡ଼ ।

One More Viral Video Of KBN Group
ରାଜଧାନୀ ରାତିରେ KBN ଗ୍ରୁପର ଆତଙ୍କ...ଫାଙ୍କାରେ କରୁଛନ୍ତି ଗୁଳିଚାଲଣା

ରାଜଧାନୀରେ ମାତିଛନ୍ତି କେବିଏନ୍ ଗ୍ରୁପ୍ । ନା କାହାକୁ ଅଛି ଡର, ନା କାହା ପ୍ରତି ଭୟ । ହାତରେ ମାଉଜର୍, ଆଉ ଫାଏର ହେଉଛି ଗୋଟିଏ ପରେ ଗୋଟିଏ ରାଉଣ୍ଡ ଗୁଳି । ଘଟଣା ସମୟର ଭିଡିଓ ଏବେ ଭାଇରାଲ୍ ହୋଇଛି । ଶୁଣନ୍ତୁ ଏହାର ପୁରା...

No Road, No Vote | Villagers Protest Poor Road Conditions In Sonepur’s Binika
ଏଥର ସିଧା କଥା.. ରୋଡ୍ ନାହିଁ ତ ଭୋଟ୍ ନାହିଁ

ରାସ୍ତାକୁ ନେଇ ତାତିଲେ ଜନତା..ନିର୍ବାଚନ ଆସିଲେ.. ନେତା ଆସୁଛନ୍ତି.. ପ୍ରତିଶ୍ରୁତି ମିଳୁଛି..ହେଲେ ନିର୍ବାଚନ ସରିଲେ ଜନତାଙ୍କ କଥା ଭୁଲିଯାଉଛନ୍ତି..ଏଥର କିନ୍ତୁ ବହୁତ ହେଇଗଲା.. ଖରାପ ରାସ୍ତା ପାଇଁ ଗଲାଣି ଅନେକ ଧନଜୀବନ.. ଜନତା ସଫା ସଫା ଶୁଣାଇଦେଇଛନ୍ତି.. ରୋଡ୍ ନାହିଁ ତ ଭୋଟ୍ ବି ନାହିଁ.

Patients Left In Lurch Due To Bed Shortage In S.L.N Medical College & Hospital In Koraput
ବେଡ୍ ଅଭାବରୁ ଚଟାଣରେ ଚାଲିଛି ରୋଗୀଙ୍କ ଚିକିତ୍ସା

ଲକ୍ଷ୍ୟ ଥିଲା କୋରାପୁଟ ଜିଲ୍ଲାର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ଏଥିପାଇଁ ପ୍ରତିଷ୍ଠା ମଧ୍ୟ ହୋଇଥିଲା କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ। ହେଲେ ମେଡିକାଲର ଦୁରାବସ୍ଥା ଦେଖି ଲୋକଙ୍କ ଆସ୍ଥା ହରାଇବାକୁ ବସିଛି। କୋରାପୁଟରୁ ଦେଖନ୍ତୁ ଏ ରିପୋର୍ଟ। ...

Delhi\'s Overall Air Quality Continues To Remain \'Severe\' | Know Details
ବିଷ ବଳୟରେ ରାଜଧାନୀ

ବିଷ ବଳୟରେ ଭାରତର ରାଜଧାନୀ ଦିଲ୍ଲୀ। ଶୀତ ଦିନ ଆରମ୍ଭରୁ ଦିଲ୍ଲୀରେ ଧୂଳି ଧୂଆଁର ଆସ୍ତରଣ ତୀବ୍ର । ଫଳରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଛନ୍ତି ଦିଲ୍ଲୀବାସୀ।

Gopinath Sethi Imparts Free Training To Defence, Police Aspirants In Bhubaneswar
ସେଠୀ ସାରଙ୍କ ଫିଟନେସ ମନ୍ତ୍ରରେ ମିଳୁଛି ଚାକିରୀ

ଶିକ୍ଷିତ ବେକାରୀ ଯୁବକ ଯୁବତୀଙ୍କ ପାଇଁ ସେଠୀ ସାର ସାହା ଭରସା । ବିନା ଦେୟରେ ସେ ୨୦ ବର୍ଷ ହେଲା ଆଶାୟୀଙ୍କୁ ଦେଇ ଆସୁଛନ୍ତି ଶାରୀରିକ ପ୍ରଶିକ୍ଷଣ । ଏହି ଟ୍ରେନିଂ ଯୋଗୁଁ ପ୍ରାୟ ୫ ହଜାରରୁ ଅଧିକ ଯୁବକ ଓ ଯୁବତୀ କେନ୍ଦ୍ର ଏବଂ ରାଜ୍ୟ...

Special Story | Mukesh Ambani & Family Have No Plans To Stay In London, Says Reliance Industries
ଭାରତ ଛାଡି ଲଣ୍ଡନରେ ରହିବେ କି ମୁକେଶ ଅମ୍ବାନୀଙ୍କ ପରିବାର? ସ୍ପଷ୍ଟୀକରଣ ରଖିଲା ରିଲାଏନ୍ସ

ସତରେ କ’ଣ ମୁମ୍ବାଇରେ ରହିବାକୁ ଅମ୍ବାନୀ ପରିବାରର ମନ ନାହିଁ? ଆଣ୍ଟିଲିଆ ଭଳି ବିଳାଶମୟ ଘର ଛାଡି ଲଣ୍ଡନ ଯିବେ କି? ଏମିତି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଏମିତି କହିଛି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌...

Bhagyarekha | Know Your Horoscope For Today 07 November 2021 | OTV
ଆପଣଙ୍କ ଦିନ ଆଜି କେମିତି କଟିବ ଜାଣନ୍ତୁ

ଆଜି ଦିନଟି ଭଲରେ ଅତିବାହିତ ହେବାର ସମ୍ଭାବନା ରହିଛି । ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ସହିବାର ସମ୍ଭାବନା । ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହୋଇପାରେ ।

Special Story | Man Performs Representative Last Rites Of His Father In Jagatsinghpur
ନିଖୋଜର ୩୬ ବର୍ଷ ପରେ ଗାଁ ମଶାଣିରେ ଏମିତି ହେଲା ଶବ ସତ୍କାର

ଆପଣ ଅନେକ ଅନ୍ତେଷ୍ଟିରେ ସାମିଲ ହୋଇଥିବେ। କ୍ରିୟାକର୍ମ ବି ଦେଖିଥିବେ। ହେଲେ ଏମିତିକା ଶୁଦ୍ଧିକ୍ରିୟା କେବେ ହେଲେ ଦେଖି ନଥିବେ ବି ଶୁଣି ନଥିବେ। ଶବ ନଥାଇ ମଶାଣି ଯାଇଥିଲା କୋକେଇ। ହେଲେ ଏମିତି କାହିଁକି ହେଲା ଜାଣନ୍ତୁ...

BJP To Hold National Executive Meet Today In Delhi
ଆଜିର କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିବ ବିଜେପି

ଆସନ୍ତାବର୍ଷ ବିଜେପି ଶାସିତ ୪ଟି ରାଜ୍ୟ ସମେତ ୫ଟିରେ ବିଧାନସଭା ନିର୍ବାଚନକୁ ନେଇ ଆଜି ବସିବାକୁ ଥିବା ବିଜେପିର କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହେବ । #OTV

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 07 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

Two Odisha Boy Clear NEET
ଦୃଢ ଇଚ୍ଛା ଶକ୍ତି ଆଗରେ ମୁଣ୍ତ ନୁଆଁଇଛି ଗରିବୀ

ପେଟର ଭୋକକୁ ମାରି, ସ୍ୱପ୍ନ ପୂରା କରିବାର ଭୋକକୁ ମେଣ୍ଟାଇବା ଅନେକଙ୍କ ପାଇଁ ସହଜ ହୋଇନଥାଏ । ଆଉ ଏହାକୁ ଯେଉଁମାନେ ସମ୍ଭବ କରି ଦେଖାନ୍ତି, ସେମାନଙ୍କୁ ମେଧାବୀ, ପ୍ରତିଭାବାନ ଅବା ଯୋଦ୍ଧା କୁହାଯାଏ । ସେଭଳି କିଛି ଦୃଶ୍ୟ ଓଡିଶାର ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ଦେଖିବାକୁ...

farmer's son clear neet
ମା ବିଡି ଶ୍ରମିକ ବାପା ରିକ୍ସା ଚାଳକ ପୁଅ ଡାକ୍ତରୀ ପରୀକ୍ଷାରେ ପାଇଲେ ସଫଳତା

ଅଭାବ ଅନଟନ ଆଗରେ ଇଚ୍ଛାଶକ୍ତିର ଜିତ୍ I ଡାକ୍ତର ହେବାକୁ ଯାଉଛନ୍ତି ରିକ୍ସା ଚାଳକ ଓ ବିଡ଼ି ଶ୍ରମିକଙ୍କ ପୁଅ I ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ରେ ପାଇଛନ୍ତି ସଫଳତା I ଗରିବ ପରିବାରରେ ଆଶାର କିରଣକୁ ନେଇ ଚର୍ଚ୍ଚା I ସମ୍ବଲପୁର ଓ ଭଦ୍ରକରୁ ଆସିଛି ସତ...

panchayat polls
ଭୋଟ୍ ଗ୍ରହଣର ସପ୍ତାହେ ପୂର୍ବରୁ ମଦ ବ୍ୟାନ୍ ପାଇଁ ପ୍ରସ୍ତାବ

ପଞ୍ଚାୟତ ନିର୍ବାଚନ ସଜବାଜ I ମତଦାନ ସମୟ ବଢ଼ାଇବା ଓ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି ଦାବି I ଭୋଟ୍ ଗ୍ରହଣର ସପ୍ତାହେ ପୂର୍ବରୁ ମଦ ବ୍ୟାନ୍ ପାଇଁ ପ୍ରସ୍ତାବ I ନିର୍ବାଚନ ଆୟୋଗଙ୍କ ସହ ସର୍ବଦଳୀୟ ବୈଠକ ବେଳେ ପ୍ରସ୍ତାବ I ତ୍ରୁଟିଶୂନ୍ୟ ଭୋଟର ଲିଷ୍ଟ୍ ଉପରେ...

DRDO Spy Case
ଯୋତେ ନୂଆ ସୁରାଗ ମିଳୁଛି, ସେତେ ଗୁପ୍ତଚରୀରେ ମହିଳାଙ୍କ କଥା ଉଠୁଛି ..

DRDO ଗୁପ୍ତଚରୀର ମୁମ୍ବାଇ ଲିଙ୍କ୍ ! ବାଲେଶ୍ୱର ଚାନ୍ଦିପୁର DRDO ଗୁପ୍ତଚରୀରେ ୫ ଗିରଫ ମାମଲାI DRDO ଗୁପ୍ତଚରୀରେ ମୁମ୍ବାଇ ଲିଙ୍କ୍ ନେଇ ମିଳିଲା ବଡ଼ ସୁରାକ୍ I ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ କାରବାରରେ ମୁମ୍ବାଇ ଲିଙ୍କ୍

LPG Price Hike
ମୁଣ୍ଡ ଘୂରାଉଛି ମହଙ୍ଗା ଏଲପିଜି

ତୈଳ ଦରରୁ ସାମାନ୍ୟ ଆଶ୍ୱସ୍ତି ସତ୍ତ୍ୱେ ମୁଣ୍ଡ ଘୂରାଉଛି ମହଙ୍ଗା ଏଲପିଜି I ବର୍ଷକ ଭିତରେ ୩ଶହ ଟଙ୍କା ବଢ଼ି ସାରିଲାଣି ରନ୍ଧନ ଗ୍ୟାସ୍ I ଗୃହିଣୀ କହିଲେ ସାଂଘାତିକ ବିଗୁଡୁଛି ଆମ ହାଣ୍ଡିଶାଳ ବଜେଟ୍ I

LPG price hike
ପେଟ୍ରୋଲ-ଡିଜେଲ କମିଲା, LPG କେବେ..?

ତେଲ ଦରହ୍ରାସ ସାମନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ଚିନ୍ତା ବଢ଼ାଇଛି ମହଙ୍ଗା ଏଲ୍ପିଜି ଦର । ବର୍ଷକ ଭିତରେ ୩ଶହ ଟଙ୍କା ବଢ଼ିଗଲାଣି ରନ୍ଧନ ଗ୍ୟାସ୍ ଦର । ଏହାକୁ ନେଇ ଚିନ୍ତାରେ ରହିଛନ୍ତି ଗୃହିଣୀ ।

mamita murder case
୮ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଛକିଛନ୍ତି ବିରୋଧ

ବିଜେପିର ହଲ୍ଲାବୋଲ୍, ଆଟାକିଂ ମୁଡରେ କଂଗ୍ରେସ୍। ମନ୍ତ୍ରୀଙ୍କୁ ବହିଷ୍କାରରେ ବିଳମ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା I ସିବିଆଇ ତଦନ୍ତ ଆଦେଶ ଦାବିରେ ବି ଆନ୍ଦୋଳନ।

mamita murder case
ମମିତା ହତ୍ୟା ମାମଲାରେ ବିଜେପିର ହଲ୍ଲାବୋଲ୍, ଏଣେ କଂଗ୍ରେସ ବି ଆଟାକିଂ ମୁଡ୍‌ରେ

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବା ଓ ଘଟଣାର ସିବିଆଇ ତଦନ୍ତ ସହ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ତୀବ୍ର ହେଉଛି ପ୍ରତିବାଦ । ଏ ତିନି ବ୍ରହ୍ମାସ୍ତ୍ରକୁ ଧରି ରାଜ୍ୟ ସରକାରଙ୍କ ବିପକ୍ଷରେ ବିରୋଧୀ ଚଳାଇଥିବା ଶାଣିତ ଆକ୍ରମଣ ଥମିବାର ନାଁ ଧରୁନି ।