• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

bjd loosing ground
କାହିଁକି ରକ୍ତମୁଖା ହେଉଛି ବିଜେଡି? ମାରପିଟ୍ ପାଇଁ କିଏ ଦେଉଛି ନିର୍ଦ୍ଦେଶ?

ଧୀରେ ଧୀରେ ବଢୁଛି ବିଜେଡିର ଔଦ୍ଧତ୍ୟ। ବିଜେଡିକୁ ବିରୋଧ କଲେ ଦିନ ଦିପହରେ ମାଡ଼ ମାରୁଛନ୍ତି ବିଜେଡି ସମର୍ଥକ। ତାହା ପୁଣି ପୋଲିସ୍ ଉପସ୍ଥିତିରେ। କେଉଁଠି ସାମ୍ବାଦିକଙ୍କୁ ଛଡ଼ାଯାଉ ନାହିଁ ତ, କେଉଁଠି ବିରୋଧୀ ଦଳର କର୍ମୀଙ୍କୁ ତଳେ ପକାଇ ଗୋଇଠା ମାରୁଛନ୍ତି। ବିଜେଡି କର୍ମୀଙ୍କୁ କିଏ ଏଥିପାଇଁ...

petrol diesel price
କେନ୍ଦ୍ର ପରେ ରାଜ୍ୟ କମାଇଲା ପେଟ୍ରୋଲ-ଡିଜେଲ ଦର

କେନ୍ଦ୍ର ପରେ ଓଡ଼ିଶା କମାଇଲା ପେଟ୍ରୋଲ ଡିଜେଲ୍ ରେଟ୍‌ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବାସୀଙ୍କୁ ଦୀପାବଳି ଉପହାର ପରେ ଓଡ଼ିଶା ସରକାରଙ୍କ ଉପହାର । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କଲେ ରାଜ୍ୟ ସରକାର ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 04 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

Covaxin Gets WHO Approval, Finally
ସ୍ୱଦେଶୀ ଟିକାକୁ ମିଳିଲା WHOର ଅନୁମତି

କୋଭାକ୍ସିନକୁ ମିଳିଲା WHOର ଅନୁମତି । ଭାରତର ସ୍ୱଦେଶୀ କରୋନା ଟିକା କୋଭାକ୍ସିନକୁ WHO ବୈଷୟିକ ଟିମ୍ ଅନୁମତି ଦେଇଛନ୍ତି ।

Congres’ s Bhakta Charan Das Targets MoS Dibya Shankar Mishra
‘କାହାକୁ ଇମ୍ପ୍ରେସ୍ କରିବାକୁ ହେଲିକେପ୍ଟରରେ ଯାଉଥିଲ?’

ମମିତା ମର୍ଡର କେସରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କକୁ ନେଇ ଖୁବ୍ ଜୋର୍ ବର୍ଷିଛନ୍ତି କଂଗ୍ରେସ ନେତା ଭକ୍ତଚରଣ ଦାସ.. ଦିବ୍ୟଶଙ୍କର ମିଶ୍ରଙ୍କ ହେଲିକେପ୍ଟରରେ ଗୋଲମୁଣ୍ଡା ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭକ୍ତ.. କହିଛନ୍ତି କାହାକୁ ଇମ୍ପ୍ରେସ୍ କରିବାକୁ ମନ୍ତ୍ରୀ ବାରମ୍ବାର ହେଲିକେପ୍ଟରରେ ସେଠାକୁ ଯାଉଥିଲେ.. ତେବେ ଏନେଇ...

Bhubaneswar Stabbing | Police Detain Accused Rupesh After Discharge From Hospital
ଲୁଟ ପାଇଁ ଆସିଥିଲା ରୂପେଶ !

ଲୁଟ ପାଇଁ ହୋଇଥିଲା ମା ଝିଅଙ୍କୁ ଆକ୍ରମଣ । ରୂପେଶଠାରୁ ନିଜକୁ ରକ୍ଷା କରିବା ଚେଷ୍ଟାରେ ମା ଝିଅ ମଧ୍ୟ ଅଭିଯୁକ୍ତ ରୂପେଶକୁ ଆଟାକ କରିଥିବା ପୋଲିସ କହିଛି ।

Tara Prasad Bahinipati
ତାତିଲେ ତାରା, ହଠାତ୍‌ ଡିଜିପି ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ..

ରାଜ୍ୟ ସରକାରଙ୍କୁ ତାରାଙ୍କ କଡ଼ା ସମାଲୋଚନା । କହିଲେ ପୋଲିସ ଉପସ୍ଥିତିରେ କଂଗ୍ରେସ କର୍ମୀଙ୍କୁ ମାଡ଼ ହେଲା । ହେଲେ ପୋଲିସ କିଛି ଦେଖିପାରିଲାନି । ପୋଲିସ ସତେ ଯେମିତି ନିଦା ବିଷ୍ଣୁ ପାଲଟି ଯାଇଥିଲା ।

Congress Leader Attacked At Kuchinda | Tara Bahinipati Slams CM Naveen
ନବୀନଙ୍କ ସ୍ୱଚ୍ଛ୍ୟ ରାଜନୀତି ନେଇ ତାରାଙ୍କ ପ୍ରଶ୍ନ

ପୋଲିସ ଡିଜି ଚାକିରୀ ଛାଡି ଦେବା ଉଚିତ୍। ପୋଲିସ ଉପରେ ସେ କଣ୍ଟ୍ରୋଲ କରିପାରୁନାହାନ୍ତି ଏବେ ସେ ବିଶ୍ରାମ ନେବା କଥା। କଂଗ୍ରେସ ନେତା ତାରାବାହିନୀ ପତି କଂଗ୍ରେସର ଏକ ପ୍ରେସମିଟ୍ ରେ ଏପରି ବିବୃତ୍ତି ଦେଇଛନ୍ତି । ଶୁଣନ୍ତୁ ଆଉ କ'ଣ କ'ଣ କହିଛନ୍ତି।

Attack On Congress Leader At Kuchinda : CM Naveen Should Resign, Demands Tara Bahinipati
ମୁଖ୍ୟମନ୍ତ୍ରୀ ଆଗେ ଇସ୍ତଫା ଦିଅନ୍ତୁ

ମମିତା ହତ୍ୟା ଓ କର୍ମୀଙ୍କୁ ଆକ୍ରମଣ ନେଇ ସରକାରଙ୍କୁ ତାରାଙ୍କ ଟାର୍ଗେଟ I ପୋଲିସ ଉପସ୍ଥିତିରେ କୁଚିଣ୍ଡାରେ କଂଗ୍ରେସ କର୍ମୀଙ୍କୁ ମାଡ଼ ହେଲା ଆଉ ଡିଜିପି ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ବିଫଳ, ଆଗ ଇସ୍ତଫା ଦିଅନ୍ତୁ

Bhubaneswar Double Murder
ଟଙ୍କା ସୁଝିବ କହିଥିଲା ସ୍ୱାମୀ, ହେଲେ ନିଜ ସ୍ତ୍ରୀ-ପୁଅକୁ ତଣ୍ଟି ଚିପି ହତ୍ୟା କରିଦେଲା !

ଭୁବନେଶ୍ୱର ଡବଲ ମର୍ଡର ଘଟଣାର ବଡ଼ ଖୁଲାସା । ହତ୍ୟା ପଛରେ ଆର୍ଥିକ ସମସ୍ୟା ଆଉ ଋଣ ବୋଝ । ପରିବାରରେ ଆର୍ଥିକ ସମସ୍ୟା ଥିବାରୁ ନିଜ ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ସ୍ୱାମୀ ।

Dog Has Luxuries Wardrobe With 43 Pairs Of Shoes And 47 Sunglasses See Pictures Pratp
କୁକୁର ବ୍ୟବହାର କରୁଛି ଭେରାଇଟି ଚଷମା, ଡ୍ରେସ୍, ଯୋତା..ଦେଖନ୍ତୁ ଭିଡିଓ...

କୁକୁରକୁ ମଣିଷର ପ୍ରକୃତ ବନ୍ଧୁ କୁହାଯାଇଥାଏ । ଅନେକ ଲୋକ କୁକୁରଙ୍କୁ ପାଳିତ ପଶୁ ଭାବରେ ମଧ୍ୟ ରଖିଥାନ୍ତି । ହେଲେ ରୋମ୍‌ରେ ରହୁଥିବା ଏକ କୁକୁର ବିସ୍କୁଟକୁ ଦେଖିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ।

Congress Leader Bhakta Das Alleges Involvement Of MoS In Mamita Murder Case
''ମୁଖ୍ୟମନ୍ତ୍ରୀଙ୍କ ଅଫିସର ଲୋକେ ମମିତା ହତ୍ୟା ମାମଲାରେ ସାମିଲ''

ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ଭକ୍ତ ଚରଣ ଦାସ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଲୋକେ ସାମିଲ ଥିବା ଅଭିଯୋଗ ଆଣିଲେ ଭକ୍ତ। ଆଜିଠୁ ଜିଲ୍ଲାବ୍ୟାପୀ ଅନ୍ଦୋଳନ ଚେତାବନୀ

Mob Gheraoes Odisha Assembly Speaker, Berhampur MP In Ganjam
ସାଂସଦ ଓ ବାଚସ୍ପତିଙ୍କୁ ଘେରିଗଲେ ଗାଁ ଲୋକେ

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବାଚସ୍ପତି ସୂର୍ଯ୍ୟ ପାଚ୍ରଙ୍କୁ ଘେରିଗଲେ ଗ୍ରାମବାସୀ.. ମଙ୍ଗଳବାର ଦିଗପହଣ୍ଡି ବ୍ଲକ ସିଏଚ୍ ଟିକରପଡା ଗାଁରେ ସ୍ମାର୍ଟ କ୍ଲାସ୍ ଏବଂ ମିଶନ ଶକ୍ତି କୋଠା ଉଦଘାଟନ କରିବାକୁ ଯାଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା.. ୨ ଘଣ୍ଟାରୁ ଅଧିକ ସମୟ ଧରି...

Taliban Bans Use Of Foreign Currency In Afghanistan Amid National Currency’s Depreciation
ଆଫଗାନିସ୍ଥାନରେ ଆଉ ଚାଲିବନି ବିଦେଶୀ ମୁଦ୍ରା: ତାଲିବାନ୍

ଆଫଗାନ୍‌ରେ ଆଉ ଚାଲିବନି ବିଦେଶୀ ମୁଦ୍ରା । ଆଫଗାନିସ୍ତାନରେ ବିଦେଶୀ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ । ଏଣିକି ଯେଉଁମାନେ ଏହି ନୟମ ଉଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 Pramod Bhagat Receive Major Dhyan Chand Khel Ratna Award
ପ୍ରଥମ ଓଡ଼ିଆ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ ପାଇବେ ଖେଳରତ୍ନ

ପ୍ରମୋଦ ଭଗତ ପାଇବେ ଖେଳରତ୍ନ । ପ୍ରଥମ ଓଡ଼ିଆ ଭାବେ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ ପାଇବେ ଖେଳରତ୍ନ ପୁରସ୍କାର । ପ୍ରମୋଦଙ୍କ ସମେତ ୧୨ ଜଣ ପାଇବେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ । ଏ ଅବସରରେ ପ୍ରମୋଦଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

school reopen
ଦୀପାବଳି ପରେ ଖୋଲିବ ଷଷ୍ଠ, ସପ୍ତମ !

ରାଜ୍ୟରେ ଏବେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଯାଏଁ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଅଫଲାଇନ୍ ପାଠପଢ଼ା ଗତ ଦେଢ଼ ବର୍ଷ ଧରି ବନ୍ଦ ରହିଛି ।୨୫ ଅକ୍ଟୋବରରୁ ଆରମ୍ଭ ହୋଇଛି ଅଷ୍ଟମ ଶ୍ରେଣୀ କ୍ଲାସରୁମ୍ ପାଠପଢ଼ା।

Greenland Ice melt
ଗ୍ରୀନ୍ ଲ୍ୟାଣ୍ଡ ଉପରେ ଗ୍ଲୋବାଲ୍ ଓ୍ୱାର୍ମିଂର କୋପ

ଗ୍ଲୋବାଲ୍ ଓ୍ୱାର୍ମିଂର କୋପରେ ଅହରହ ତରଳୁଛି କୋଟି କୋଟି ଟନ୍ ବରଫ।ଗ୍ରୀନ୍ ଲ୍ୟାଣ୍ଡରେ ଗତ ଦଶନ୍ଧିରେ ସାଢ଼େ ୩ ଲକ୍ଷ କୋଟି ଟନ୍ ବରଫ ସ୍ବାହା। ସାରାବିଶ୍ୱରେ ଏଥିଯୋଗୁଁ ୧ ସେ.ମି. ବଢ଼ିଛି ସମୁଦ୍ର ଜଳସ୍ତର । ବରଫ ତରଳିବା ସହ ବିଶ୍ୱସ୍ତରରେ ବଢୁଛି ବିପଦ

 Soro Divyang Girl
ଦିବ୍ୟାଙ୍ଗ ଝିଅଟିର ଚିଠିର ଜବାବ ଦେଲେନି ମୁଖ୍ୟମନ୍ତ୍ରୀ

ଘରଟିଏ ପାଇଁ ଗୁହାରି କରିଥିଲେ, ହେଲେ ମୁଖ୍ୟମନ୍ତ୍ରୀ ଶୁଣିଲେନି ଗୁହାରି । ଝିଅ ମଧୁମିତାଙ୍କ କାନକୁ ନା କିଛି ଶୁବିଛି ନା କିଛି କହି ପାରୁଛନ୍ତି । ଦିବ୍ୟାଙ୍ଗ ଝିଅଟି ମୁଖ୍ୟମନ୍ତ୍ରୀଙ୍କୁ ଘରଟିଏ ପାଇଁ ଅନେକ ଥର ଚିଠି ଲେଖିଥିଲେ ବି ଏଯାଏଁ ସରକାର ପକ୍ଷରୁ ମିଳିନାହିଁ କୌଣସି...

Odisha Divyang Man
ସ୍ୱାଭିମାନୀ ଶତ୍ରୁଘ୍ନ, ପିଲାଦିନୁ ଦିବ୍ୟାଙ୍ଗ, ଦେଢ଼ଟି ହାତରେ ଜିତିଛି ସଂସାର

ଏ ଦୁନିଆରେ ତ ବହୁତ୍ ଲୋକ ଅଛନ୍ତି, ଭଗବାନ ସବୁ କିଛି ଦେଲା ପରେ ବି ଅନ୍ୟ ପାଖରେ ହାତ ପାତୁଛନ୍ତି। ହେଲେ ଏନ୍ତୁଡ଼ିଶାଳରୁ ହାତ ହରାଇଥିବା ଶତ୍ରୁଘ୍ନ ସ୍ୱାଭିମାନର ସହ ବଞ୍ଚୁଛନ୍ତି। ଏତେ କର୍ମଠ ଯେ, ଏମିତି ଅବସ୍ଥାରେ ବି ଶତୁରା ନ ହେଲେ କାମ ଆଗେଇବନି।...

Arun Sahoo
ଛୁଆ ଜନ୍ମର କଷ୍ଟ ଓ ଯନ୍ତ୍ରଣାର ବାଖ୍ୟା କଲେ ମନ୍ତ୍ରୀ ଅରୁଣ ସାହୁ...

ମଂଚ ଉପରେ ଏମିତି କହିଲେ ମନ୍ତ୍ରୀ ଅରୁଣ ସାହୁ। କବିତା ପଢିଲେ ଓ ତାହାକୁ ଏମିତି ବୁଝାଇଲେ। ଯାହାକୁ ଶୁଣିବା ପରେ ସମସ୍ତେ ସବୁ କିଛି ବୁଝି ଯିବେରେ ନାରଣ...