• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

BJP-Police Scuffle Outside DIG Office In Sambalpur
ପ୍ରବଳ ଗର୍ଜିଲା ବିଜେପି, ପାଣିମାଡ଼ କରି ଗିରଫ କଲା ପୋଲିସ

ମମିତା ମେହେର ହତ୍ୟା ମାମଲା ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତୀଙ୍କ ବିରୋଧରେ ବିଜେପି ଜୋରଦାର ପ୍ରତିବାଦ କରିଛି.. ଆଜି ସମ୍ବଲପୁରରେ ତୀବ୍ର ଆନ୍ଦୋଳନ ଦେଖିବାକୁ ମିଳିଥିଲା.. ପୋଲିସ ଓ ବିଜେପି କର୍ମୀମାନେ ମୁହାଁମୁହିଁ ହୋଇଥିଲେ.. ଶେଷରେ ଶତାଧିକ ବିଜେପୀ କର୍ମୀଙ୍କୁ ଆୟତ୍ତ କରିବାକୁ ପୋଲିସ ପାଣିମାଡ଼ କରି...

L.K. Advani Turns 94, Wishes Pour In
ଜନ୍ମଦିନରେ ଆଡ୍‌ଭାନୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଜଣାଇଲେ ଶୁଭେଚ୍ଛା

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଅମିତ ଶାହ..

Snake Rescued From Bird\'s Cage In Bhubaneswar
ଚଢେଇ ପାଇଁ ପଞ୍ଜୁରୀରେ ଫସିଲା ନାଗ

ଚଢ଼େଇ ଖାଇବାକୁ ଆସି ପଞ୍ଜୁରୀରେ ଫସିଲା ନାଗ ସାପ। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ। ଦେଖନ୍ତୁ ପୁରା ଖବର ।

President Ram Nath Kovind presents the Padma Awards in the Rashtrapati Bhawan today.
୧୪୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ

ଭାରତର ସୁନାମଧନ୍ୟ ବିଶିଷ୍ଟ ବ୍ୟ.କ୍ତି ବିଶେଷଙ୍କୁ ମିଳିଛି ପଦ୍ମ ପୁରସ୍କାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୧୪୧ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ପଦ୍ମ ବିଭୂଷଣରେ ୭ ଜଣ, ପଦ୍ମ ଭୂଷଣରେ ୧୦ ଜଣ ଏବଂ ବାକି ବ୍ୟକ୍ତିଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି।

Heavy Rain Causes Waterlogging In Chennai, More Rains Expected In Next 48 Hrs
ପାଣିରେ ବୁଡିଛି ଚେନ୍ନାଇ ମହାନଗରୀ

ଉବୁଟୁବୁ ଚେନ୍ନାଇ ମହାନଗରୀ। ପ୍ରବଳ ବର୍ଷା ଯୋଗୁ ବେହାଲ ହୋଇଛି ଚେନ୍ନାଇ । ତଳିଆ ଅଞ୍ଚଳରେ ଲହଡି ଭାଙ୍ଗୁଛି ପାଣି । ରାସ୍ତାରେ ଆଣ୍ଠୁ ଉପରକୁ ପାଣି ରହିଛି । ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁକୀନ ହେଉଛନ୍ତି ।

Mamita\'s Family Still Seeks Justice After One Month Of Her Murder
କେବେ ମିଳିବ ମମିତାଙ୍କୁ ନ୍ୟାୟ ?

ମାସେ ପୁରିଲା ମମିତା ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଅଛି । ହେଲେ ଗୋବିନ୍ଦଙ୍କ ସହ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଲିଙ୍କକୁ ନେଇ ଏବେ ବି ରାଜ୍ୟରେ ବିରୋଧଙ୍କ ଅସନ୍ତୋଷ ଜାରି ରହିଛି । ତେବେ କେବେ ମିଳିବ ମମିତାକୁ ନ୍ୟାୟ ?...

Bhagyarekha | Know Your Horoscope For Today 08 November 2021 | OTV
ଆପଣଙ୍କ ଦିନ ଆଜି କେମିତି କଟିବ ଜାଣନ୍ତୁ

ଆଜି ୨୦୨୧ ମସିହା ନଭେମ୍ବର ୮ ତାରିଖ, ସୋମବାର, ତୁଳା ୨୩ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

CM Naveen Patnaik To Visit Bhawanipatna Today Amid Opposition Protests
ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ମମିତା ତାତି ଭିତରେ ଆଜି କଳହାଣ୍ଡି ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ସେପଟେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତକୁ ବିରୋଧ କରି କଳାପତାକା ଦେଖାଇବ ବିଜେପି ।

Renowned Cartoonist Kishore Rath Passes Away At 58
ଆଉ ନାହାନ୍ତି କାର୍ଟୁନିଷ୍ଟ କିଶୋର ରଥ

ଓଡ଼ିଶାର ସୁନାମଧନ୍ୟ ତଥା ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ। ୫୮ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ନେଇ ପୁଅ ଦେବଦଳନ ସୂଚନା ଦେଇଛନ୍ତି। ଗତ ୨ ଦିନ ଧରି କିଶୋର ଅସୁସ୍ଥ ଥିଲେ।

Constable & Former Sarpanch Held For Allegedly Looting Gold Jewellery From Transgenders
କିନ୍ନରଙ୍କଠାରୁ ଲୁଟ କରି ଗିରଫ ହେଲେ କନେଷ୍ଟବଲ

କିନ୍ନରଙ୍କଠୁ ସୁନା ଅଳଙ୍କାର ଲୁଟ୍ ଓ ମାଡ଼ ମାରିବା ଅଭିଯୋଗରେ ପୋଲିସ କନଷ୍ଟେବଳ ଗିରଫ। ସମାନ ଅଭିଯୋଗରେ ପୋଲିସ କନଷ୍ଟେବଳଙ୍କ ସହ ଜଣେ ପୂର୍ବତନ ସରପଞ୍ଚ ବି ଗିରଫ ହୋଇଛନ୍ତି। ଶୁଣନ୍ତୁ ଏହାର ପୁରା ଘଟଣା ।

Odisha Winter Temperature Drop In Daringbadi And Koraput
କୋରାପୁଟକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଆକାଶ ମେଘମୁକ୍ତ ହେବା ପରେ ଆରମ୍ଭ ହୋଇଯାଇଛି ଶୀତ । କନ୍ଧମାଳରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏଥିସହ ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ । ସେପଟେ ଜଙ୍ଗଲ ପାହାଡ଼ ଘେରା ବଣାଇରେ ବି ବଢିଲାଣି ଶୀତ । ଦେଖନ୍ତୁ ଏହି ରିପୋର୍ଟ...

Special Story|Unemployment Stares Down This Odisha Village | Young Ones Labour, Elderly Guard Houses
କାମଧନ୍ଧା ନାହିଁ, ଘରେ ବାପମାଆଙ୍କୁ ଛାଡି ବାହାରେ ଦାଦନ ଖଟି ଯାଇଛନ୍ତି ପୁଅବୋହୂ

ଦାଦନ ସମସ୍ୟା ପ୍ରମୁଖ ସମସ୍ୟା। କାମଧନ୍ଦା ନ ପାଇ ଭିଟାମାଟି ଛାଡୁଛନ୍ତି ବାଧ୍ୟ ହେଉଛନ୍ତି। ଗାଁର ମମତା ସେମାନଙ୍କୁ ମତୁଆଲା କରୁଥିଲେ ମଧ୍ୟ ପେଟର ଦାଉ ପ୍ରବାସୀ ହେବାକୁ ବାଧ୍ୟ କରୁଛି। ନୂଆପଡା ଜିଲ୍ଲା ଖଡ଼ିଆଳରୁ ବିଶେଷ ରିପୋର୍ଟ ଦାଦନ ପାଇଁ ଖାଁ ଖାଁ ପଡା...

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 08 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

12-Ft King Cobra Rescued From Well In Mayurbhanj By Forest Officials
କୂଅରୁ ଉଦ୍ଧାର ହେଲା ବିରାଟ ଅହିରାଜ, ଦେଖନ୍ତୁ ଭିଡିଓ..

ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜଙ୍ଗଲି ପ୍ରାଣୀ ଉଦ୍ଧାର କରାଯାଇଛି । ବାରିପଦାରୁ ଅହିରାଜ ସାପ ଉଦ୍ଧାର ହୋଇଥିବାବେଳେ ପୁରୀ ସାତପଡ଼ାରୁ ବାରହା ଉଦ୍ଧାର ହୋଇଛି ।

Wild Bear Creates Panic After Intruding Into A Village In Nuapada
ଗାଁ ଭିତରେ ବୁଲୁଛି ଭାଲୁ

ଗାଁ ଭିତରେ ବୁଲୁଛି ଭାଲୁ । ନୂଆପଡ଼ା ସିନାପାଲ୍ଲି ବ୍ଲକ ଫୁରଶୁଣ୍ଡ ଗାଁରେ ବୁଲୁଛି ଭାଲୁ । ଜଙ୍ଗଲି ଭାଲୁକୁ ଗାଁ ଭିତରେ ଦେଖିବା ପରେ ଲୋକେ କିଛି ସମୟ ପାଇଁ ଆତଙ୍କୀତ ହୋଇପଡ଼ିଥିଲେ ।

Wild Boar Stuck In Septic Tank Rescued In Puri\'s Satapada
ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ବାରହା

ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ବାରହା ା ପୁରୀ ସାତପଡ଼ା ଆଳୁପାଟଣା ଗାଁର ଜଣେ ବ୍ୟକ୍ତିଙ୍କ ନିର୍ମାଣଧୀନ ପାଇଖାନା ଟାଙ୍କିରୁ ବାହାରିଛି ବାରହା । ଗତକାଲି ରାତିରେ ବାରହାଟି ଦୁର୍ଘଟଣାବସତଃ ଏହି ଟାଙ୍କି ଭିତରେ ପଶି ଯାଇଥିଲା ।

12-Ft King Cobra Rescued From Well In Mayurbhanj By Forest Officials
ବିରାଟ ଅହିରାଜ, ଦେଖିଲେ ଡର ଲାଗୁଛି

ବାରିପଦା ବନଖଣ୍ଡ ଅଧୀନ ନୂଆଗାଁ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ କୂଅ ଭିତରେ ଏହି ଅହିରାଜ ଉଦ୍ଧାର ହୋଇଛି..

Bomb Attack In Bramhagiri Satapada Village
ସାତପଡା ଜଳୁଛି ବୋମା ମାଡରେ

ପୁଣି ଥରିଲା ବ୍ରହ୍ମଗିରି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଅସାନ୍ତ ହୋଇଛି ବ୍ରହ୍ମଗିରି ଅଞ୍ଚଳ । ମାତ୍ର କେଇ ମିନିଟ୍‌ ଭିତରେ ପୁରା ଅଞ୍ଚ ହୋଇଗଲା ଧୁଆଁମୟ । ଗୋଟିଏ କି ଦୁଇଟି ନୁହେଁ ଫୁଟିଲା ୨୦ରୁ ଅଧିକ ବୋମା ।

Chennai Rains | Roads Waterlogged, Rain Water Enters Homes Amid Heavy Rain In Chennai
ଲଗାଣ ବର୍ଷାରେ ଉବୁଟୁବୁ ଚେନ୍ନାଇ; ପାଣି ଘେରରେ ଅସ୍ତବ୍ୟସ୍ତ ଜନଜୀବନ

ଭିଷଣ ବର୍ଷାରେ ଜଳାର୍ଣ୍ଣବ ଚେନ୍ନାଇ । ଗତ ରାତିରୁ ଚେନ୍ନାଇରେ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ ରାତିରୁ ଆଜି ସକାଳ ସାଢ଼େ ୮ଟା ଭିତରେ ଚେନ୍ନାଇ ସହରରେ ପ୍ରାୟ ୨୧ ସେଣ୍ଟିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

Chennai Rains | Roads Waterlogged, Rain Water Enters Homes Amid Heavy Rain In Chennai
ଲଗାଣ ବର୍ଷାରେ ଚେନ୍ନାଇ ବେହାଲ୍

ଗତ ରାତିରୁ ବର୍ଷା ଲାଗି ରହିବାରୁ ଚେନ୍ନାଇରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି.. ତଳିଆ ଅଞ୍ଚଳରେ ପାଣି ଜମି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି.. ଅନେକ ସ୍ଥାନରେ ଘର ଭିତରେ ନଳା ପାଣି ପଶି ଯିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି..