କୋଟିଆକୁ ନେଇ ନୂଆ ଚାଲ୍ ! କୋଟିଆବାସୀ ଆନ୍ଧ୍ରରେ ମିଶିବାକୁ ଚାହୁଁଛନ୍ତି-ବିଧାୟକ। ସୋସିଆଲ୍ ମିଡିଆରେ ପୋଷ୍ଟ କଲେ ସାଲୁର ବିଧାୟକ ରାଜନ୍ନା ଦୋରା । ଦେଖନ୍ତୁ ଏହାର ପୁରା ଖବର ।
ଭୁଲ୍ ରକ୍ତ ଦେବାରୁ ରୋଗୀ ମୃତ୍ୟୁ ଅଭିଯୋଗ । ରାଉରକେଲା ସରକାରୀ ହସ୍ପିଟାଲରୁ ଆସିଛି ଏପରି ଅଭିଯୋଗ । ଶୁଣନ୍ତୁ ପୁରା ଘଟଣା
ଯୋତା ପିନ୍ଧି ମାରାଥନ୍ରେ ଦୌଡୁଛି ବତକ । ଆମେରିକାର ୱାସିଙ୍ଗଟନ୍ରେ ଅନୁଷ୍ଠିତ ୫୦ତମ ନିୟୁର୍କ ସିଟି ମାରାଥନ୍ରେ ଦେଖିବାକୁ ମିଳିଛି ଏଭଳି ନିଆରା ଦୃଶ୍ୟ । ଯେଉଁଥିରେ ଏକ ବତକଟି ମ୍ୟାରାଥନ୍ରେ ଦୌଡ଼ୁଥିବା ପ୍ରତିଯୋଗୀଙ୍କ ସହ ସମାନ୍ ବେଗରେ ଦୌଡ଼ୁଥିବାର ଦେଖିବାକୁ ମିଳିଛି ।
ନିଆରା କ୍ୟାଫେ । ରେଷ୍ଟୁରାଣ୍ଟରେ ଭାସୁଥିବା ମାଛମାନଙ୍କ ମଧ୍ୟରେ ବସି ଖାଦ୍ୟ ଖାଇବେ ଲୋକେ । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଛି । ହେଲେ ଏହା ନିରାଟ ସତ ।
ଆଜିର ମହିଳା କାହାଠାରୁ କୌଣସି ଗୁଣରେ କମ୍ ନୁହେଁ । ଏସବୁ ସର୍ତ୍ତ୍ୱେ ମଧ୍ୟ କଥା ଯେତେବେଳେ ଶାରିରୀକ ଶକ୍ତିର ଆସେ, ଆଜିବି ଆମ ସମାଜ ସେପରି କାମ ପାଇଁ ପୁରୁଷଙ୍କୁ ଖୋଜେ । କିନ୍ତୁ ଏବେ ସେ କ୍ଷେତ୍ରରେ ମଧ୍ୟ ମହିଳା ନିଜକୁ ପ୍ରତିପାଦିତ କରାଇବା ସହ...
ମୁମ୍ବାଇର ମନଖର୍ଡ ଅଞ୍ଚଳରେ ଥିବା ମାଣ୍ଡଲା କବାଡ଼ିଖାନାରେ ଭୟାବହ ଅଘ୍ନିକାଣ୍ଡ। ନିଆଁ ଲାଗି ଅନେକ ଯନ୍ତ୍ରାଂଶ ଜଳିଯାଇଛି। ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଜଣାପଡିଛି ।
ଫସଲ ଅମଳ ବେଳେ ବନ୍ୟଜନ୍ତୁଙ୍କ ଆରମ୍ଭ ହୋଇଛି ଉପଦ୍ରବ । ସଞ୍ଜ ନଇଁଲେ ଜଙ୍ଗଲି ହାତୀ ଆସି ଉଜାଡ଼ି ଦେଉଛନ୍ତି ଫସଲ । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ବଣାଇ ବନଖଣ୍ଡ ଅଞ୍ଚଳବାସୀ । ୨୪ଟିକିଆ ହାତୀ ପଲ ଆସି ଉତ୍ପାତ କରୁଛନ୍ତି ଫଳରେ ଅତିଷ୍ଠ ହୋଇଗଲେଣି ସ୍ଥାନୀୟ...
ଅସ୍ୱାସ୍ଥ୍ୟକର ହେଉଛି ଦେଶର ରାଜଧାନୀ ଦିଲ୍ଲୀର ପରିବେଶ। ବିଷ ବଳୟରେ କଲବଲ ହେଉଛନ୍ତି ଲୋକେ। ନଭେମ୍ବର ପହିଲାରୁ ଏମିତି ଚିତ୍ର ସାମ୍ନାକୁ ଆସିଛି। ପ୍ରତିଦିନ ହ୍ରାସ ଘଟୁଛି ବାୟୁର ଗୁଣବତ୍ତା। ଶରୀରକୁ ଯାଉଛି ବିଶାକ୍ତ ପବନ। ସ୍ଥିତିକୁ ଅଧିକ ବିଗାଡ଼ୁଛି ଗାଡ଼ି। ଉତ୍ତର ପ୍ରଦେଶ ଆଗ୍ରାର ସ୍ଥିତି ଅଧିକ...
ଭାସୁଛି ଚେନ୍ନାଇ, ଉବୁଟୁବୁ ତାମିଲନାଡ଼ୁ । ଆହୁରି ଲଗାତର ବର୍ଷା ଲାଗି ରହିଛି । ସପ୍ତାହେ ଧରି ଜାରି ରହିଥିବା ବର୍ଷାରେ ଏଯାଏଁ ୧୪ ଜଣଙ୍କ ଜୀବନ ଗଲାଣି । ଶତାଧିକ ଲୋକ ଏବେବି ଜଳବନ୍ଦୀ। ଦେଖନ୍ତୁ ଏବେକାର ଚେନ୍ନଆଇର ସ୍ଥିତି ।
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ପ୍ରଥମେ ୬ ଘଣ୍ଟିଆ ଓଡ଼ିଶା ବନ୍ଦର ଆହ୍ୱାନ ଦେଇଥିଲା କଂଗ୍ରେସ।
ସୋସିଆଲ ମିଡିଆରେ ଫଟୋ ସେୟାର କରି ନୋବେଲ ଶାନ୍ତି ପୁରସ୍କାର ବିଜୟନୀ ମଲାଲା ୟୁସୁଫଜାୟୀ ଦୁନିଆକୁ ଜଣାଇଲେ ଯେ, ସେ ହାତକୁ ଦି ହାତ ହେଲେ। ତେବେ ଫ୍ୟାନମାନେ ଅସରଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଜାଣିବାକୁ ଚାହିଁଛନ୍ତି ମଲାଲାଙ୍କ ସ୍ୱାମୀ ଏ ଅସର୍ ମଲିକ କିଏ? ଦେଖନ୍ତୁ...
ମାଳତୀ ମାଉସୀ ୯୫ ବର୍ଷ ବୟସରେ ଗୀତ ଗାଉଛନ୍ତି, ଚିତ୍ର ଆଙ୍କୁଛନ୍ତି, ଉଲ୍ ବୁଣୁଛନ୍ତି। କନା କଣ୍ଢେଇ କରୁଛନ୍ତି। ନାତି ନାତୁଣୀ ଖେଳାଉଛନ୍ତି। ନିଜର ସବୁ କାମ ନିଜ ହାତରେ କରିବା ସହିତ ଆଖ ପାଖ ଝିଅ ବୋହୂଙ୍କୁ ନିଜେ ଶିଖିଥିବା କାମ ଶିଖାଉଛନ୍ତି। ତାଙ୍କ କଥା ଶୁଣିଲେ...
ଆଜି୨୦୨୧ ମସିହା, ନଭେମ୍ୱର ମାସ, ୧୨ ତାରିଖ, ଶୁକ୍ରବାର, ତୁଳା ୨୭ ଦିନ, କାର୍ତ୍ତିକ ମାସ , ଶୁକ୍ଳପକ୍ଷ, ନବମୀ ତିଥି, ଧନିଷ୍ଠା ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି୨୦୨୧ ମସିହା, ନଭେମ୍ୱର ମାସ, ୧୨ ତାରିଖ, ଶୁକ୍ରବାର, ତୁଳା ୨୭ ଦିନ, କାର୍ତ୍ତିକ ମାସ , ଶୁକ୍ଳପକ୍ଷ, ନବମୀ ତିଥି, ଧନିଷ୍ଠା ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଗୁହାରି ପରେ ଶୁଣିଲାନି ପ୍ରଶାସନ। ଧାର କରଜ କରି ମାତ୍ର ୧୫ ଦିନରେ ନଦୀରେ ପୋଲ ତିଆରି କରିଦେଲେ ବାପା ଓ ପୁଅ। ଏହି ପୋଲ ଦେଇ ଯାଉଛନ୍ତି ୫୦ ଖଣ୍ଡର ଗାଁ ଲୋକେ। ଦେଖନ୍ତୁ ଏହି ସ୍ୱତନ୍ତ୍ର ଭିଡ଼ିଓ...
ଓଡ଼ିଶାରେ ଆରମ୍ଭ ହୋଇଯାଇଛି ଡିଜିଟାଲ ଗ୍ୟାଙ୍ଗୱାର। ସୋସିଆଲ୍ ମିଡିଆରେ ଗୋଟିଏ ଗ୍ୟାଙ୍ଗ ଭିଡିଓ ଛାଡ଼ିଲେ, ଏହାର ଜବାବ ଦେଉଛି ଆଉ ଗୋଟିଏ ଗ୍ୟାଙ୍ଗ୍। ତାହା ପୁଣି ସେଇ ଭିଡିଓରେ। ଆଉ ସେ ଭିଡିଓର ଦୃଶ୍ୟ ଓ ଭାଷା ଅତ୍ୟନ୍ତ ଅରୁଚିକର ଓ ଭୟାନକ। ଦେଖନ୍ତୁ ଆମର ଏହି ଷ୍ଟୋରି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଚେତାଶୂନ୍ୟ ହୋଇ ପଡିଥିବା ଲୋକକୁ ଉଠେଇ ହସପିଟାଲ ନେଲେ ଲେଡି ପୋଲିସ ଇନସପେକ୍ଟର ରାଜେଶ୍ୱରୀ। କାନ୍ଧରେ ପକେଇ ଅଟୋ ଡାକି ତାଙ୍କୁ ହସ୍ପିଟାଲ ପଠେଇଥିଲେ। ଚେନ୍ନାଇର ଛତ୍ରମ ପୋଲିସ ଷ୍ଟେସନ ନିକଟର ଏହି ଦୃଶ୍ୟ। ଚେନ୍ନାଇରେ ଲଗାଣ ବର୍ଷାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ଦିନ ୧୨ଟା ଯାଏ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି ।ତେବେ ବନ୍ଦକୁ ନେଇ ହାଇକୋର୍ଟ ଦେଇଛନ୍ତି ଏମିତି ଆଦେଶ।
ବରିଷ୍ଠ ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ-NCBର ପୂର୍ଣ୍ଣକାଳୀନ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ