କୋଭିଡ୍ ଟିକା ପ୍ରସ୍ତୁତିରେ ଭାରତକୁ ମିଳିଛି ବଡ଼ ସଫଳତା..ଭାରତରେ ପ୍ରସ୍ତୁତ କୋଭିସିଲଡ୍ ଓ କୋଭାକ୍ସିନ୍ ଟିକାକୁ ୯୬ଟି ଦେଶର ମଂଜୁରୀ ମିଳିଲାଣି
ସ୍ୱାଧିନ ଗଣତାନ୍ତ୍ରିକ ରାଷ୍ଟ୍ର ତାଇଓ୍ୱାନ୍କୁ ମୂଳ ଭୁଖଣ୍ଡରେ ସାମିଲ ଲାଗି ପ୍ରସ୍ତୁତି ଆରମ୍ଭ କରିଛି କି ଚୀନ? ଏଥିପାଇଁ ତକଲାମାକନ୍ ମରୁଭୂମିରେ ଚଳାଇଛି କି ମକ୍ ଡ୍ରିଲ୍ ? ଆମେରିକା ନାଭାଲ ଇନଷ୍ଟିଚ୍ୟୁଟ୍ ଏସଂପର୍କରେ ରିପୋର୍ଟ ଛାପିବା ପରେ ବିଶ୍ୱବ୍ୟାପୀ ଉଦବେଗ୍ ବଢିଛି । କାରଣ ତାଇଓ୍ୱାନ୍ ପ୍ରସଙ୍ଗକୁ...
ପଦ୍ମଶ୍ରୀ ତୁଲସୀ ଗୌଡ଼ା । ଚାଷ ଜମିରୁ ଜଙ୍ଗଲ ଆଉ ଜଙ୍ଗଲରୁ ରାଷ୍ଟ୍ରପତି । ନିଜ ଘରେ ଯେମିତି ରାଷ୍ଟ୍ରପତି ଭବନକୁ ବି ଆସିଲେ ସେମିତି । ଖାଲି ପାଦ, ଦେହରେ ଆଦିବାସଙ୍କ ପାରମ୍ପରିକ ଶାଢ଼ି, ବେକରେ ଗାମୁଛା । ଗତକାଲି ଏଭଳି ଭାବରେ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ...
ପୋଲିସ୍ ହାଉସିଂ କର୍ପୋରେସନରେ ସରକାରୀ ଚାକିରି, ହେଲେ ଅମାପ ସମ୍ପତ୍ତିର ମାଲିକ। ନିଜ ନାଁରେ କମ୍, ସ୍ତ୍ରୀ ଓ ପିଲାଙ୍କ ନାଁରେ ଲମ୍ବା ତାଲିକାର କୋଠା ଓ ପ୍ଲଟ୍ ରହିଛି । ଭୁବନେଶ୍ୱର-ଖୋର୍ଦ୍ଧା-ଭଦ୍ରକରେ ଠାବ ହେଲାଣି ୨୨ଟି ପ୍ଲଟ ସାଙ୍ଗକୁ ୭ରୁ ଅଧିକ ମୂଲ୍ୟବାନ କୋଠା। ଖାଲି ସେତିକି...
ଆଜି ଓଡ଼ିଶା ଆସିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। କିଛି ସମୟ ପୂର୍ବରୁ ରେଡ୍ଡୀ ଭୁବନେଶ୍ୱର ପହଞ୍ଚ…
ଭାରତୀୟ କ୍ରିକେଟ୍ ଟିମ୍ ସବୁ ଫର୍ମାଟରେ ଚମ୍ପିଆନ୍ । ସାରା ବିଶ୍ୱରେ ଟିମ୍ ଇଣ୍ଡିଆର ଖ୍ୟାତି ରହିଛି । ସବୁ ଖେଳାଳି ପ୍ରତିଭାବାନ ଅଟନ୍ତି । ଡ୍ରେସିଂ ରୁମରେ ବିଦାୟୀ କୋଚ୍ ରବି ଶାସ୍ତ୍ରୀ ଏପରି କିଛି କହି ଖେଳାଳିଙ୍କ ଦମ୍ଭ ବଢ଼ାଇଛନ୍ତି ।
ବାଲି ଯାତ୍ରାରେ ବ୍ୟବସାୟ କରି ଭଲ ଦି ପଇସା ପାଇବା ଆଶାରେ ଥିବା ଛୋଟ ବଡ଼ ବେପାରୀ ଏଥର ବି ନିରାଶ ହୋଇଛନ୍ତି । କାରଣ ମହାମାରୀ କରୋନା ଯୋଗୁଁ ଏଥର ବି ବାଲିଯାତ୍ରା ଆୟୋଜନକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମନା କରାଯାଇଛି ।
ଡ୍ରେସିଂ ରୁମରେ ବିଦାୟୀ କୋଚ୍ ରବି ଶାସ୍ତ୍ରୀ ଏପରି କିଛି କହି ଖେଳାଳିଙ୍କ ଦମ୍ଭ ବଢ଼ାଇଛନ୍ତି.
ସ୍ଥଗିତ ହେଲା ଆଲିଆ ଓ ରଣବୀର ଙ୍କ ବିବାହ । ଗତ କିଛି ଦିନି ହେବ ଆଲିଆ-ରଣବୀର ଉଭୟଙ୍କ ବିବାହକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ।
ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପରିବାର ଲୋକଙ୍କ ବୟାନ ପରେ ପରେ କଳାହାଣ୍ଡି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା.. ଯାବତୀୟ ବିରୋଧ ପରେ ବି ମୁଖ୍ୟମନ୍ତ୍ରୀ ଓ ଦିବ୍ୟଶଙ୍କର ଏକାଠି ମଞ୍ଚରେ ବସିଲେ.. ହେଲେ ପଦୁଟିଏ ବି ମମିତାଙ୍କ କଥା କହିଲେନି.....
ଝାରସୁଗୁଡ଼ାରେ ରେଳମନ୍ତ୍ରୀ I ଦୁଇ ଦିନିଆ ଝାରସୁଗୁଡ଼ା ଗସ୍ତରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ I ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ନେଇ ରେଳମନ୍ତ୍ରୀଙ୍କ ଆଲୋଚନା
ବାଲେଶ୍ୱର ନୂଆବଜାର ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ପରିବା ବଜାରରୁ ୧ କେଜିରୁ ଅଧିକ ଓଜନର ବ୍ରାଉନସୁଗର ଜବତ
ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନ୍ OPHWCର ଡିଏମ୍ ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ରେଡ୍ I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୨ଟି ସ୍ଥାନରେ ରେଡ୍
ସମ୍ବଲପୁର ଟାଉନ ଥାନା ଲକ୍ଷ୍ମୀ ଟକିଜ ଅଞ୍ଚଳରେ ଅଘଟଣ। କୂଅରେ ପଡ଼ି ଦୁଇ ଭାଇଙ୍କ ମୃତ୍ୟୁ। ମୃତକ ହେଲେ ସାହୁ କଲୋନିର ସୁନୀଲ ତ୍ରିପାଠୀ ଓ ସୁଶୀଲ ତ୍ରିପାଠୀ। ସେମାନନଙ୍କ ବୟସ ୩୦ ବର୍ଷ ଓ ୨୫ ବର୍ଷ। ଗତକାଲି ଉଭୟେ କୂଅରେ ପଡ଼ିଯିବା ପରେ ଅଗ୍ନିଶମ ବାହିନୀକୁ...
ଖାଦ୍ୟ ନାଁରେ ବିକ୍ରି ହେଉଛି ବିଷ? କାଲି ମୋ ସ୍ତ୍ରୀ ଆସି ରାତିରେ କେକ୍ ଆଉ ରୋଲ ଆଣିଥିଲେ, ମୁଁ ପାଟିରେ ପୁରାଇବା ପରେ ହିଁ ଘାଳୁ ଘାଳୁ ବାନ୍ତି ହେଲା......ଦେଖନ୍ତୁ ଏମିତି ପାଉଁରୁଟି ତିଆରି ହେଉ ଛି କେଉଁଠି?
ଧାନ ଅମଳକୁ ଦିନ କେଇଟା.. ହେଲେ ସବୁ ପରିଶ୍ରମକୁ ଚଳୁ କରିଦେଲାଣି ମାଟିଆ ଗୁଣ୍ଡି, ଚକଡ଼ା ବା ଯଉଆ ପୋକ.. ମୁଣ୍ଡରେ ହାତ ଦେଇ ବସିଛି ଚାଷୀକୂଳ.. ବାଟ ଦିଶୁନି କରିବ କଣ.. ଯେତେ ପୋକମରା ବିଷ ଦେଲେ ବି କାମ ଦେଲାନି.. ପ୍ରଶାସନର ସହାୟତାକୁ ଭରସା..
ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ । ଅଧିକରୁ ଅଧିକ ଉତ୍ସବ ଆୟୋଜନ କରିବ ପର୍ଯ୍ୟଟନ ବିଭାଗ। ବିଭିନ୍ନ ଜଳରାଶିରେ ହେବ କ୍ରୁଜ୍ ବ୍ୟବସ୍ଥା। କରୋନାରେ ଭାଙ୍ଗି ପଡ଼ିଥିବ ପର୍ଯ୍ୟଟନ ଶିଳ୍ପକୁ ସଜାଡିବାକୁ ଅଣ୍ଟାଭିଡିଲା ସରକାର।
ପ୍ରତିଦିନ କୃଷ୍ଣ ବେଶରେ ଗାଈ ଚରାଉଛନ୍ତି ସୁବଳ । ସତେ ଯେମିତି ଏ ଯୁଗର କୃଷ୍ଣ । ବଂଶୀ ବଜାଉଛନ୍ତି, ଗଛ ଡାଳରେ ବସୁଛନ୍ତି । ପାଖକୁ ଦୌଡି ଆସୁଛନ୍ତି ଗାଈ । ବିମୋହିତ ହେଉଛନ୍ତି । ଦ୍ୱାପର ଯୁଗର ଭଗବାନ କୃଷ୍ଣ ଓ ଗୋମାତାଙ୍କ ନିବିଡ ସଂପର୍କକୁ...
ଦୀପାବଳି ପରେ ଲଗାତର ତିନି ଦିନ ଧରି ଦିଲ୍ଲୀରେ ପ୍ରଦୂଷଣ ଲାଗି ରହିବା ପରେ ଆଜି ଆଜି ସକାଳେ ପ୍ରଦୂଷଣ ମାତ୍ରା ସାମାନ୍ୟ ହ୍ରାସ ପାଇଛି। ଏହାସହ ଏୟାର କ୍ୱାଲିଟି ଇଣ୍ଡେକ୍ସ ସାଂଘାତିକ ସ୍ତରରୁ ଅତି ଖରାପ ସ୍ତରକୁ ଆସିଛି।
କୋଟିଏ ଡୋଜ୍ ଜାଇଡସ୍ କାଡିଲା ଭ୍ଯା ଭ୍ୟାକ୍ସିନ୍ କିଣିବ କେନ୍ଦ୍ର। ଡୋଜ୍ ପିଛା ୨୬୫ ଟଙ୍କାରେ କିଣିବାକୁ କମ୍ପାନୀକୁ ମିଳିଛି ଅର୍ଡର ।